ଫୁରସତ

ନା ଖର୍ଚ୍ଚ ହେବ ଟଙ୍କା ନା ବିଜୁଳି, ଏମିତି ତିଆରି ହୋଇଛି ଦେଶୀ ଓ୍ବାଶିଂମେଶିନ, ଭିଡିଓ ଦେଖିଲେ…

ଆମର ସୁବିଧା ପାଇଁ ବୈଜ୍ଞାନିକମାନେ ଅନେକ ଉଦ୍ଭାବନ କରିଛନ୍ତି। ଯେଉଁ କାର୍ଯ୍ୟଗୁଡ଼ିକ ପାଇଁ ଆମେ ପୂର୍ବରୁ ଉଭୟ କଠିନ ପରିଶ୍ରମ ଏବଂ ସମୟ ଅତିବାହିତ କରୁଥିଲୁ ତାହା ବର୍ତ୍ତମାନ ସହଜରେ ହୋଇପାରୁଛି। ଅନେକ ଘରୋଇ କାର୍ଯ୍ୟରେ ମେଶିନ ଆମକୁ ବହୁତ...

ଭାରତର ଏହି ରାଜ୍ୟର ପୋଲିସ ପିନ୍ଧନ୍ତି ନାହିଁ ଖାକି ୟୁନିଫର୍ମ, କାରଣ ଜାଣିଲେ…

ଭାରତରେ ଯେତେବେଳେ ପୋଲିସ କଥା କୁହାଯାଏ ସେତେବେଳେ ମୁଣ୍ଡରେ ହଠାତ ଖାକି ପୋଷାକ କଥା ଚାଲିଆସେ। କାରଣ ସାରା ଭାରତରେ ପୋଲିସ ଏଭଳି ପୋଷାକ ପିନ୍ଧିଥାଏ। ହେଲେ ଦେଶରେ ଏଭଳି ଏକ ରାଜ୍ୟ ଅଛି ଯେଉଁଠାରେ ପୋଲିସ ଖାକି ନୁହେଁ...

ଶୋଇବା ପ୍ରତିଯୋଗିତା, ବେଡ୍‌ରେ ପଡ଼ି ରହିବାକୁ ପଡ଼ିବ ୨୦ ଘଣ୍ଟା, ପୁରସ୍କାର ରାଶି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣ ଅନେକ ଆଶ୍ଚର୍ଯ୍ୟଜନକ ଘଟଣାରେ ପରିପୂର୍ଣ୍ଣ। କେବଳ ଅନନ୍ୟ ରୀତିନୀତି ନୁହେଁ, ଏହି ଦୁନିଆରେ ମଧ୍ୟ ଅନନ୍ୟ ପ୍ରତିଯୋଗିତା ଅଛି, ଯାହା ଏତେ ଆକର୍ଷଣୀୟ ଯେ, ଆପଣ ସେ ବିଷୟରେ ଚିନ୍ତା କରିବେ। ୟୁରୋପର ଏକ...

ସମ୍ପତ୍ତି ଭାଗ ହେବା ପରେ ମା’ କୋକିଲାବେନଙ୍କ ସହ ଅମ୍ବାନୀ ଭାଇଙ୍କ କିଭଳି ରହିଛି ସମ୍ପର୍କ, ଜାଣନ୍ତୁ…

୨୦୦୨ରେ ରିଲାଏନ୍ସ ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନୀଙ୍କ ପରଲୋକ ପରେ ଦୁଇ ପୁଅ ମୁକେଶ ଏବଂ ଅନିଲ ଅମ୍ବାନୀ କାରୋବାରକୁ ବାଣ୍ଟି ନେଇଥିଲେ। ମା’ କୋକିଲାବେନ ଦୁଇପୁଅଙ୍କୁ ସେମାନଙ୍କ ଭାଗ ଦେଇଥିଲେ। କାରଣ କାରୋବାରର ଭାଗବଣ୍ଟାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ...

ଏତିକି କୋଟି ଟଙ୍କାର ମାଲିକ ବ୍ରିଟିଶ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୦।୯: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତରେ ଅଛନ୍ତି। ରବିବାର ସେ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତୀଙ୍କ ସହିତ ଅକ୍ଷରଧାମ ମନ୍ଦିର ପରିଦର୍ଶନରେ ପହଞ୍ଚିଥିଲେ। ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେଇଥିବା ଦମ୍ପତିଙ୍କ ମଧ୍ୟରେ ଋଷି...

ଦାମୀ ବ୍ରେଡ ‘ଗୋଲ୍ଡ ଲିଫ୍‌ ବ୍ରେଡ’, ମୂଲ୍ୟ ୧୦ ହଜାର ଟଙ୍କା

ବ୍ରେଡ୍‌ ବା ପାଉଁରୁଟି ଗରିବରୁ ଧନୀ ଯାଏ ସମସ୍ତେ ଖାଆନ୍ତି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ବି ଏକ ବ୍ରେଡ ଅଛି, ଯାହାକୁ ଖାଇବା ସାଧାରଣ ମଣିଷ ଲାଗି ସାତ ସପନ। କାରଣ ଏହା ହେଉଛି ପୃଥିବୀର ସବୁଠାରୁ...

କି-ବୋର୍ଡ ପଫର୍‌ ଜ୍ୟାକେଟ୍‌

ଫ୍ୟାଶନ୍‌ ନାଁରେ ବେଳେବେଳେ କିଛି କମ୍ପାନୀ ଏଭଳି ପୋଷାକ ତିଆରି କରନ୍ତି ଯେ, ତାହା ବେଶ୍‌ ଅଜବ ଲାଗେ। ଆଉ ବେଳେ ବେଳେ ଏଭଳି ଅଜବ ପୋଷାକ ଟ୍ରେଣ୍ଡ ବି ପାଲଟିଯାଏ। ଯେମିତିକି ଏବେ ଏକ ଅଜବ ଜ୍ୟାକେଟ୍‌ ଟ୍ରେଣ୍ଡରେ...

ବିଦଗ୍ଧ ଫଳ

ଆଜିକାଲି ବିଭିନ୍ନ ଜିନିଷର ଜିଆଇ ଟ୍ୟାଗ୍‌ ପାଇଁ ଯେପରି ତତ୍ପରତା ଦେଖାଯାଉଛି ସେପରି ଆଗରୁ ଦେଖି ନ ଥିଲୁ। ଆମ ଜିନିଷକୁ ଯଦି କେହି ତାଙ୍କର ବୋଲି କହିଦିଏ ତେବେ ଖରାପ ଲାଗିବା ସ୍ବାଭାବିକ। ତେଣିକି ସେ ନିଜ ଛୁଆ...

ଶାମ୍ପୁ: କେବେ ଓ କେଉଁଠି ପ୍ରଥମେ ହୋଇଥିଲା ଆରମ୍ଭ…

‘ଶାମ୍ପୁ’ ନାଁରୁ ଭାବୁଥିବେ ଏହା ଏକ ଇଂରାଜୀ ଶବ୍ଦ। ତେବେ ପ୍ରକୃତ କଥା ହେଉଛି ଏହି ଶବ୍ଦଟି ‘ଚମ୍ପୋ’ ବ ‘ଚମ୍ପି’ରୁ ଉଦ୍ଧୃତ। ‘ଚମ୍ପୋ’ ଶବ୍ଦଟି ସଂସ୍କୃତ ଶବ୍ଦ ‘ଚପତି’ରୁ ଆସିଛି। ଯାହାର ଅର୍ଥ ହେଉଛି ମାଲିସ୍‌ କରିବା। ପୂର୍ବେ...

ପବିତ୍ରସ୍ଥଳୀ ଜାଗେଶ୍ୱର ଧାମ

ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଜାଗେଶ୍ୱର ଧାମ ହେଉଛି ଉତ୍ତରାଖଣ୍ଡର ଅଲମୋରା ଜିଲା ଅନ୍ତର୍ଗତ ଏକ ପବିତ୍ରମୟ ସ୍ଥଳୀ। ଏହି ଧାମରେ ଶ୍ରଦ୍ଧାଳୁ ଅନେକ ଛୋଟ ବଡ଼ ମନ୍ଦିର ଥିବାର ଦେଖିବାକୁ ପାଇପାରିବେ… ଉତ୍ତରାଖଣ୍ଡର ଅଲମୋରା ଜିଲାଠାରୁ ପ୍ରାୟ ୩୬...

ଆପତ୍ତିଜନକ ପୋଷାକ ପିନ୍ଧିଲେ ଲାଗିବ ଜରିମାନା: ଜିନପିଙ୍ଗ ପ୍ରଶାସନ ନେବେ ନୂଆ ପଦକ୍ଷେପ…

ବେଜିଂ,୧୦।୯ : ଏକ ନିଆରା ପଦକ୍ଷେପରେ ଚାଇନାର ରାଷ୍ଟ୍ରପତି ଜିନପିଙ୍ଗ ପ୍ରଶାସନ ଏକ ନୂତନ ନିୟମ ଉପରେ ବିଚାର କରୁଛନ୍ତି। ଯେଉଁଥିରେ କମ୍ୟୁନିଷ୍ଟ ସରକାରଙ୍କ ପ୍ରତି ଆପତ୍ତିଜନକ ପୋଷାକ ପିନ୍ଧିବା ଦ୍ୱାରା ଜରିମାନା ଲାଗୁ ହୋଇପାରେ। ଏହାକୁ ନେଇ ଚାଇନାରେ...

ମା’ ପାଇଁ କୁଅ ଖୋଲିଲା ପୁଅ

ମୁମ୍ବାଇଠାରୁ ୧୨୦ କି.ମି. ଦୂର ପାଲଘରର କେଲଓ୍ବେ ଗାଁରେ ବହୁ ବର୍ଷ ଧରି ପାଣିର ବହୁତ ସମସ୍ୟା ରହିଆସିଛି। ଏଠାରେ ପାଣି ପାଇଁ ନଦୀ ଏକମାତ୍ର ସାହା ଭରସା। ଏବେ ଏହି ନଦୀର ଜଳସ୍ତର ବି ବହୁତ କମି ଗଲାଣି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri