ଫୁରସତ

ଘରେ ପଶି କୁକୁର ଶିକାର କଲା ଚିତାବାଘ, କ୍ୟାମେରାରେ କଏଦ ହେଲା ଲୋମହର୍ଷଣକାରୀ ଦୃଶ୍ୟ, ଦେଖନ୍ତୁ…

ଜଙ୍ଗଲର ଘାତକ ଶିକାରୀଙ୍କ ମଧ୍ୟରୁ ଚିତାବାଘ ଅନ୍ୟତମ। ଏହା ଥରେ ଶିକାର ଉପରେ ଆଖି ପକାଇଲେ ତାର ବଞ୍ଚିବା ଏକପ୍ରକାର ଅସମ୍ଭବ। ହେଲେ ଜଙ୍ଗଲର ଏହି ଜନ୍ତୁକୁ ଜନବସତିରେ ଶିକାର କରୁଥିବା ଦେଖିଛନ୍ତି କି। ହୁଏତ ନା। କିଛି ଏଭଳି ଦୃଶ୍ୟ…

ପ୍ରେମରେ କିଭଳି ପଡ଼ନ୍ତି ଲୋକେ, ଲାଇଭ୍‌ କ୍ୟାମେରାରେ କଏଦ ହେଲା ଦୃଶ୍ୟ; ଦେଖନ୍ତୁ Video…

ପ୍ରେମରେ କିଭଳି ପଡ଼ନ୍ତି କେବେ ଦେଖିଛନ୍ତି କି, ହୁଏତ ନା। ସୋସିଆଲ ମିଡିଆରେ ଏଭଳି ଏକ ମଜାଦାର ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏହାର ଉଦାହରଣ ଦେଖିବାକୁ ମିଳୁଛି। ଆପର ଭାବୁଥିବେ କିଭଳି। ତେବେ ତାହା ଭିଡିଓ ଦେଖିଲେ ଆପେଆପେ ବୁଝିଯିବେ।…

ମୋ ଗର୍ଲଫ୍ରେଣ୍ଡକୁ ଦେଖ…କହି ଏମିତି କାମ କଲେ ଅଙ୍କଲ୍‌: ସାଉଁଟୁଛନ୍ତି ପ୍ରଶଂସା

ପ୍ରେମ ପାଇଁ କୌଣସି ବୟସ ନାହିଁ। ଯଦି ଜୀବନ ଖୁସିରେ ବଞ୍ଚନ୍ତି, ତେବେ ଏହା ବହୁତ ସୁନ୍ଦର ହୋଇଯାଏ। ଏହି ଉକ୍ତିଟି ଜଣେ ବୃଦ୍ଧ ଦମ୍ପତିଙ୍କ ସହିତ ସମ୍ପୂର୍ଣ୍ଣ ଫିଟ ହୋଇଛି। ଏହି ବୃଦ୍ଧ ଦମ୍ପତି ଏକ ଚ୍ୟାଲେଞ୍ଜରେ ଭାଗ ନେଇଥିଲେ,…

‘ସେ ଥିଲେ ଖୋଲା ଆକାଶର ପକ୍ଷୀ, ମୋ ପାଖରେ ଥିଲା ମାଇକ୍ରୋସଫ୍ଟ’, ଯେବେ ବିଲ୍ ଗେଟ୍ସଙ୍କ ଭାଙ୍ଗି ଯାଇଥିଲା ହୃଦୟ

୨୦୧୯ ସେପ୍ଟେମ୍ବରରେ ଏକ ଡକ୍ୟୁମେଣ୍ଟାରୀ ସିରିଜ ରିଲିଜ୍‌ ହୋଇଥିଲା। ଯାହାର ନାଁ ଥିଲା ‘Inside Bills Brain’ । ଏହି ୩ଟି ଏପିସୋଡର ଗୋଟିଏ ସିରିଜରେ ଡକ୍ୟୁମେଣ୍ଟାରୀର ନିର୍ଦ୍ଦେଶନା ଦେଇଥିବା ଡେଭିସ Davis Guggenheim ଓ Bill Gates୍ସ ଏକାଠି କାର୍ଡ…

ଜଣେ ବରକୁ ୪ କନ୍ୟା, ସମସ୍ତଙ୍କ ମଥାରେ ପିନ୍ଧାଇଲେ ସିନ୍ଦୂର

ବିବାହ ହେଉଛି ସାତ ଜନ୍ମର ସାଥୀ। ଲୋକମାନେ ନିଜ ଝିଅମାନଙ୍କ ପାଇଁ ଏମିତି ଏକ ବରପାତ୍ର ଖୋଜନ୍ତି, ଯାହାଙ୍କ ସହିତ ଝିଅ ନିଜ ଜୀବନକୁ ଖୁସିରେ ବିତାଇ ପାରିବେ। ଜଣେ ବରକୁ ଜଣେ କନ୍ୟା ବିବାହ କରିବାର ବିଧି ରହିଛି। ମାତ୍ର…

ଟ୍ରେନ୍‌ରେ ଯାଉଥିବା ଏହି ବାପ-ଝିଅଙ୍କୁ ଦେଖି ହୋଇଯିବେ ଇମୋଶନାଲ୍‌: ଦେଖନ୍ତୁ ଭିଡିଓ

କୁହାଯାଏ, ପୁଅ ନିଜ ମା’ଙ୍କ ଏବଂ ଝିଅ ପିତାଙ୍କ ନିକଟତର। ଆପଣ ମଧ୍ୟ ଏହା ନିଶ୍ଚୟ ଏଭଳି ଅନୁଭବ କରିଥିବେ । ସୋସିଆଲ ମିଡିଆରେ ବାପା-ଝିଅଙ୍କ ପ୍ରେମର ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖି ଲୋକେ…

ବିଶ୍ୱର ସବୁଠୁ ଛୋଟ ୱାଶିଂ ମେଶିନ ତିଆରି କଲେ ଆନ୍ଧ୍ରପ୍ରଦେଶ ଯୁବକ: ସାରା ବିଶ୍ୱରେ ପ୍ରଶଂସା

ଆନ୍ଧ୍ରପ୍ରଦେଶର ବାସିନ୍ଦା ସାଇ ତିରୁମଲାନିଦି ସବୁଠାରୁ ଛୋଟ ୱାଶିଂ ମେଶିନ ତିଆରି କରି ଇତିହାସ ରଚିଛନ୍ତି ଏବଂ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ନିକଟରେ ଗିନିଜ ବୁକ ନିଜ ଇନଷ୍ଟାଗ୍ରାମ ପେଜ ରେ ଏହି ସଫଳତାକୁ ଶେୟାର କରିଛି। ଯାହାକୁ ସମଗ୍ର…

Rajya Sabha Elections 2024: ରାଜ୍ୟ ସଭା ଏମପିଙ୍କୁ ମିଳେ ଏତେ ଦରମା, ସେମାନଙ୍କ ପାଇଁ ରହିଛି ଏହିସବୁ ସୁବିଧା

ନୂଆଦିଲ୍ଲୀ,୨୮।୨: ରାଜ୍ୟ ସଭା ପାଇଁ ୧୫ ଟି ରାଜ୍ୟେରେ ୫୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏପ୍ରିଲରେ, ସମସ୍ତ ରାଜ୍ୟରେ ସମୁଦାୟ ୫୬ ରାଜ୍ୟ ସଭା ଏମପିଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏହି କାରଣରୁ ଫେବୃଆରୀରୁ ନିର୍ବାଚନ ଆରମ୍ଭ ହୋଇଛି।…

Lok Sabha Election 2024: ଭୋଟର୍‌ ଲିଷ୍ଟରେ ଅଛି କି ନାହିଁ ନାଁ, ଘରେ ବସି ଏପରି କରନ୍ତୁ ଚେକ୍‌

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ ୨୦୧୪। ଆଉ କିଛି ସପ୍ତାହ ପରେ ଘୋଷଣା ହେବ ତାରିଖ। ଏଥିପାଇଁ ସବୁ ପ୍ରାର୍ଥୀଙ୍କ ଛାତିରେ ଛନକା। କାହାକୁ ଟିକେଟ୍‌ ମିଳିବ କାହାକୁ ମିଳିବନି ଏନେଇ ଚାଲିଛି ଧରପଗଡ। ନିର୍ବାଚନ ତ ନୁହେଁ ଦେଶରେ ଏହାକୁ…

ଅପରେଶନ ଥିଏଟରରେ ରିଲ୍ସ କରିବା ପଡିଲା ମହଙ୍ଗା, ଭାଇରାଲ ଭିଡିଓ ଦେଖିବା ପରେ ମ୍ୟାନେଜ୍‌ମେଣ୍ଟ ନେଲା ଏଭଳି ପଦକ୍ଷେପ

ଆଜିକାଲି ରିଲ୍ସର ଟ୍ରେଣ୍ଡ ଏତେ ବୃଦ୍ଧି ପାଇଛି ଯେ ଲୋକମାନେ ସ୍ଥାନ କିମ୍ବା ସୁଯୋଗ ଦେଖନ୍ତି ନାହିଁ, ଯେକେହି ମୋବାଇଲ କ୍ୟାମେରା ବାହାର କରି ରିଲ ତିଆରି କରିବା ଆରମ୍ଭ କରିଦିଅନ୍ତି। ଛତିଶଗଡର ରାଜଧାନୀ ରାୟପୁରର ଏକ ଜଣାଶୁଣା ଡାକ୍ତରଖାନାରେ ମଧ୍ୟ…

ଭାରତୀୟ ରାଜନୀତିରେ ୨୦୨୪

ସମରେଶ ପଟ୍ଟନାୟକ ଚଳିତ ବର୍ଷ ବିଶ୍ୱର ପ୍ରାୟ ୫୦ଟି ଦେଶରେ ଜାତୀୟ ନିର୍ବାଚନ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ବେଳେ ପାକିସ୍ତାନରେ ଏହା ସଦ୍ୟ ସମାପ୍ତ ହୋଇଛି। ଏବେ ଭାରତରେ ନିର୍ବାଚନ ହେବାକୁ ଯାଉଛି। ୨୦୨୪ ଲୋକ ସଭା ନିର୍ବାଚନ କେଉଁ…

ଆକାଶରେ ନିର୍ମିତ ଫୁଟ୍‌ବଲ ଗ୍ରାଉଣ୍ଡ

ୟୋଙ୍ଗ୍‌କାଙ୍ଗ୍‌(ଚାଇନା): ବିଶ୍ୱରେ ଏପରି ଅନେକ ଦେଶ ରହିଛନ୍ତି, ଯେଉଁମାନେ ନିଜ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସବୁବେଳେ କିଛି ନା କିଛି ନୂତନ ଏବଂ ବିଶେଷ ପ୍ରୟାସ କରିଥାନ୍ତି। ନିକଟରେ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏପରି ଏକ ଭିଡିଓ ଭାଇରାଲ ହେବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?