ଫୁରସତ

ପିମ୍ପୁଡ଼ିିଠୁ ଛୋଟ ରୋବଟ୍‌ ଶରୀର ଭିତରେ ଚିକିତ୍ସା କରିବ

ଓ୍ବାଶିଂଟନ,୨୧।୭: ଚିକିତ୍ସା କ୍ଷେତ୍ରରେ ରୋବଟ୍‌ର ଉପଯୋଗ ବୃଦ୍ଧି ପାଉଥିବାରୁ ଏବେ ବୈଜ୍ଞାନିକମାନେ ନୂଆ ନୂଆ ରୋବଟ ବିକାଶ କରିବାରେ ଲାଗିଛନ୍ତି। ଏବେ ବୈଜ୍ଞାନିକମାନେ ବିକାଶ କରିଥିବା ଛୋଟ ରୋବଟ୍‌ର ଆକାର ପିମ୍ପୁଡିଠାରୁ ବି ଛୋଟ। ବିଶ୍ୱର ସବୁଠାରୁ ଛୋଟ ଏହି ଉଡ଼ନ୍ତା…

ବୁଢ଼ିଆଣୀ ପିଠିରେ ମଣିଷ ମୁହଁ

ସେଣ୍ଟ୍ରାଲ ଚାଇନାର ହ୍ୟୁନାନ୍‌ ଅଞ୍ଚଳରୁ ଏକ ଭିନ୍ନ ପ୍ରଜାତିର ବୁଢ଼ିଆଣୀ ପିଠିରେ ଅବିକଳ ମଣିଷ ମୁହଁ ଭଳି ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ଏହି ବୁଢ଼ିଆଣୀର ଭିଡିିିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ମୁହଁରେ ପୂରା ଆଖି, ପାଟି…

ପକ୍ଷୀବସା ଭଳି ରେସ୍ତୋରାଁ

ପର୍ଯ୍ୟଟକଙ୍କ ଭ୍ରମଣ କାହାଣୀକୁ ଆଉ ଟିକିଏ ରୋମାଞ୍ଚକର କରିବା ଲାଗି ପୃଥିବୀର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ବିଭିନ୍ନ ଆକର୍ଷଣୀୟ ସ୍ଥାନ ନିର୍ମାଣ କରାଯାଇଛି । ସେଭଳି ଏକ ସ୍ଥାନ ହେଉଛିି ଥାଇଲାଣ୍ଡର ସୋନେଭା କିର୍ଲ ଇକୋ ରିସୋର୍ଟ । ପ୍ରାକୃତିକ ସୌନ୍ଦର୍ଯ୍ୟ…

ପଲିଥିନ୍‌ରେ ବନ୍ଧାହୋଇ ନଦୀ ପାର ହୁଅନ୍ତି ସ୍କୁଲ ପିଲା

ଭିଏତ୍‌ନାମର ହୁଓଇ ହା, ଏକ ଛୋଟିଆ ଗାଁ। ଏଠି ପହଞ୍ଚି ପାରିନାହିଁ ସରକାରଙ୍କର କୌଣସି ପ୍ରକାର ଯୋଜନା। ତଥାପି ସେମାନେ ଏତିକି ଭଲଭାବେ ଅବଗତ ଯେ, ଜୀବନରେ ଶିକ୍ଷାର ଆବଶ୍ୟକ ବହୁତ ରହିଛି। ତେଣୁ ନିଜ ଗାଁରେ ବିଦ୍ୟାଳୟ ନ ଥିଲେ…

ଟେକ୍ନୋଲୋଜି ମାନିଆ: ଆଇପଡ଼ କିଣିବା ପାଇଁ ନିଜର କିଡ୍‌ନୀ ବିକ୍ରି କରିଦେଲେ

ଟେକ୍ନୋଲୋଜି ମଣିଷକୁ ସଭ୍ୟ କରିଛି ସତ। ହେଲେ ଏଇ ଟେକ୍ନୋଲୋଜି ବି କିଛି ମଣିଷକୁ ପାଗଳ ସଜେଇ ଦେଇଛି। ପରିସଂଖ୍ୟାନର ତଥ୍ୟ ଅନୁସାରେ ଏଭଳି ପାଗଳାମିର ମାତ୍ରା ଦିନକୁଦିନ ବଢ଼ି ଚାଲିଛି। ଦେଖନ୍ତୁ ଘଟଣାଟିଏ। ଜଣେ ଯୁବକ ଆଇପଡ଼ଟି କିଣିବା ପାଇଁ…

ରେନତ୍‌ ଅଗ୍‌ଜାମୋଭ୍‌: ବକ୍ସିଂ ଚାମ୍ପିୟନରୁ ସେଲିବ୍ରିଟି କେକ୍‌ ମେକର୍‌

ରେନତ୍‌ ଅଗ୍‌ଜାମୋଭ୍‌ ଦିନେ ଥିଲେ ଜଣେ ବକ୍ସିଂ ଚାମ୍ପିୟନ। ହେଲେ ଏବେ ସେ ପରିଚିତ ସେଲିବ୍ରିଟି କେକ୍‌ ମେକର୍‌ ଭାବେ। ତାଙ୍କର ପ୍ରତ୍ୟେକ କେକ୍‌ ଗୋଟିଏ ଗୋଟିଏ ମାଷ୍ଟରପିସ୍‌। ଆଉ ସେଗୁଡିକ ବିକ୍ରି ହୁଏ ହଜାର ହଜାର ଡଲାରରେ। ସୁନ୍ଦର ରାଜପ୍ରାସାଦରେ…

ପର୍ଯ୍ୟଟନରେ ପ୍ରାକୃତିକ ବୈଭବରେ ଭରା ଅଲ୍‌ଛି: କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

ପ୍ରାକୃତିକ ବୈଭବରେ ଭରା ଅଲ୍‌ଛି ହେଉଛି ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଛୋଟ ଗାଁ। ସିନ୍ଧୁ ନଦୀର ତଟଦେଶରେ ଥିବା ଏହି ଗାଁରେ ବୌଦ୍ଧମଠ ସମେତ ଆହୁରି ଅନେକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ ତ ଶାନ୍ତବାତାବରଣ…

ପ୍ରଥମ ରୋଜଗାର ଟଙ୍କାରେ ବସ୍ତେ ଚାଉଳ କିଣିଥିଲି: ପରଜଙ୍ଗ ତହସିଲ୍‌ଦାର ଜୟନ୍ତ ଜୟସିଂହ

ପରଜଙ୍ଗ ତହସିଲ୍‌ଦାର ଜୟନ୍ତ ଜୟସିଂହ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗାଁରେ ମୋର ଜନ୍ମ। ବାପା ଥିଲେ ଜଣେ ଗରିବ ଚାଷୀ। ଆମେ ୬ ଭାଇଭଉଣୀ(୪ଭାଇ ଓ…

ବାଲେଶ୍ୱରରୁ ବଲିଉଡ୍‌: ଅଭିନେତା ରତିକାନ୍ତ କାମିଲା; ଧାରାବାହିକରୁ ମିଳିଛି କ୍ଷୁଦ୍ର ଚଳଚ୍ଚିତ୍ରରେ କାମ କରିବାର ବି ସୁଯୋଗ

ଜନ୍ମ ତାଙ୍କର ସୁନାରୀ ପରିବାରରେ। କିନ୍ତୁ ଛୋଟବେଳୁ ନିଷ୍ପତ୍ତି ନେଇସାରିଥିଲେ ଯେ, ସେ ହେବେ ଅଭିନେତା। ଏଥିପାଇଁ ସେ କରିଥିଲେ ଅନେକ କଷ୍ଟ। ଫଳସ୍ବରୂପ ଆଜି ସେ ସୋନି, ସବ୍‌, ଜି, କଲର୍ସ, ଆଣ୍ଡ ଟିଭି ଭଳି ଚ୍ୟାନେଲ୍‌ର ଅନେକ ଲୋକପ୍ରିୟ…

ଅଜବ ଓ୍ବାଟରିଂ କ୍ୟାନ୍‌

ଫୁଲଗଛରେ ଜଳସିଞ୍ଚନ ପାଇଁ ସାଧାରଣତଃ ଓ୍ବାଟରିଂ କ୍ୟାନ୍‌ର ବ୍ୟବହାର କରାଯାଇଥାଏ। ହେଲେ ଏବେ ମାର୍କେଟ୍‌ରେ ଏମିତି କିଛି ଅଜବ ଡିଜାଇନ୍‌ର ଓ୍ବାଟରିଂ କ୍ୟାନ୍‌ ମିଳିଲାଣି, ଯାହା ଗଛରେ ପାଣି ଦେବାରେ ସାହାଯ୍ୟ କରିବା ସହ ବଗିଚାର ଶୋଭାବର୍ଦ୍ଧନ ମଧ୍ୟ କରିପାରିବ। ଆସନ୍ତୁ…

ବ୍ୟକ୍ତିତ୍ୱ: ସମାଜ ସଚେତକ ସ୍ରଷ୍ଟା ମୁଲକ ରାଜ ଆନନ୍ଦ

କେବଳ ଏହି ଗୋଟିଏ ଉପନ୍ୟାସ ନୁହେଁ; ସେ ତାଙ୍କ ପ୍ରତ୍ୟେକ ରଚନାରେ ସମାଜର ଅବ୍ୟବସ୍ଥାକୁ ଆଗକୁ ଆଣିଛନ୍ତି। ସେଥିଲାଗି ଯଥାର୍ଥରେ ତାଙ୍କୁ ଜଣେ ସମାଜ ସଚେତକ ସ୍ରଷ୍ଟା ବୋଲି କୁହାଯାଇଥାଏ। ଆମର ସମାଜ ଏବେ ସୁଦ୍ଧା ଜଟିଳ ଗଣିତ ହୋଇ ରହିଛି।…

ଏମିତି ନାଁରେ ସ୍କୁଲ୍‌: ମଜାଳିଆ ନାଁ ପଛରେ ରହିଛି କିଛି କଥା ଓ କାହାଣୀ; ଯେମିତି ଗାଲୁଆ,ମାଇଛେଳି..

ଓଡ଼ିଶାରେ ଏମିତି କେତେକ ଶିକ୍ଷାନୁଷ୍ଠାନ ରହିଛି, ଯାହାର ନାଁ ଶୁଣିବାକୁ ମଜାଳିଆ ଲାଗିଥାଏ। ହେଲେ ଏପରି ନାମକରଣ ପଛରେ ରହିଥାଏ କିଛି କଥା ଓ କାହାଣୀ। ସେମିତି କିଛି ଶିକ୍ଷାନୁଷ୍ଠାନ ସମ୍ପର୍କରେ ଏଥରର ପ୍ରଚ୍ଛଦ… ବିଦ୍ୟାଳୟର ଶୈକ୍ଷିକ ପରିବେଶରେ-ଛାତ୍ରୀଛାତ୍ରଙ୍କ ବୌଦ୍ଧିିକ, ଚାରିତ୍ରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?