ଫୁରସତ

ଅଳ୍ପ ଖର୍ଚ୍ଚରେ ଭ୍ରମଣ କରନ୍ତୁ ଏହି ୫ ସ୍ଥାନ

ସ୍ବଳ୍ପ ଜୀବନକାଳ ମଧ୍ୟରେ ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣ କରିବା ଲାଗି ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ମାତ୍ର ଏଥିପାଇଁ କାର୍ଯ୍ୟବ୍ୟସ୍ତତା ହେଉ ଅଥବା ସମୟ ଅଭାବ, ବ୍ୟକ୍ତିଗତ ସମସ୍ୟା ଲାଗି ଯାତ୍ରା ସମ୍ଭବ ହୋଇପାରି ନ ଥାଏ। ମାତ୍ର ଏସବୁ…

ଯେଉଁଠି କାଦୁଅ ବୋଳାଯାଇ ବରଯାତ୍ରୀଙ୍କୁ କରାଯାଏ ସ୍ବାଗତ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ବିବାହ ଉତ୍ସବରେ ବରଯାତ୍ରୀଙ୍କୁ ଭଲ ଭାବେ ଚର୍ଚ୍ଚା କରାଯାଇଥାଏ। ତେବେ ଛତିଶଗଡ଼ ମାଝିଂ ଜନଜାତି ସମାଜରେ କନ୍ୟା ପକ୍ଷ ବରଯାତ୍ରୀଙ୍କୁ କାଦୁଅ ବୋଳି ସ୍ବାଗତ କରିଥାନ୍ତି। ଏହାକୁ ଦେଖିବାକୁ ଲୋକେ ରୁଣ୍ଢ…

ମାଗଣା ଖାଦ୍ୟ ପାଇଁ ଡେଟିଂରେ ଯାଆନ୍ତି ଅଧିକାଂଶ ଯୁବତୀ

ବର୍ତ୍ତମାନର ଜୀବନ ଶୈଳୀ ବଦଳିବାରେ ଲାଗିଛି। ଡେଟିଂ, ରୋମାନ୍ସ, ଆଫେୟାର୍ସ ଏବେ ଏହା ସାଧାରଣ କଥା ପାଲଟି ଯାଇଛି। ହେଲେ ପ୍ରତି ୪ ଜଣରେ ଜଣେ ଯୁବତୀ ରୋମାନ୍ସ ବା ଆଫେୟାର୍ସ ପାଇଁ ଡେଟିଂରେ ଯାଆନ୍ତି ନାହିଁ ବରଂ ମାଗଣା ଖାଦ୍ୟ…

ଗରିବର ଶୋଷ ମେଣ୍ଟାଉଛନ୍ତି ମଟ୍‌କା ମ୍ୟାନ

ଦିିଲ୍ଲୀର ୬୯ ବର୍ଷୀୟ ଅଲଗ୍‌ ନଟରାଜନ୍‌ ଓରଫ୍‌ ମଟ୍‌କା ମ୍ୟାନ୍‌ ଗରିବଙ୍କ ଶୋଷ ମେଣ୍ଟାଇବାର ନେଇଛନ୍ତି ଗୁରୁ ଦାୟିତ୍ୱ। ଅସହ୍ୟ ଗରମରେ ଦିଲ୍ଲୀ ସହରବାସୀ ପାଣି ଟୋପାଏ ପାଇଁ ଛଟପଟ ହେଉଥିବାବେଳେ ନଟରାଜନ୍‌ଙ୍କ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ ହୋଇପାରିଛି। କ୍ୟାନସର୍‌ ରୋଗକୁ…

ପତ୍ନୀଙ୍କ ସହ ଚାଲିଲେ ପୁରୁଷଙ୍କ ଗତି ୭ ପ୍ରତିଶତ ହ୍ରାସ ପାଏ

ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ଯଦି ନିଜ ପତ୍ନୀ ଅବା ଗର୍ଲ ଫ୍ରେଣ୍ଡଙ୍କ ସହ ଚାଲି ଚାଲି ଯାଆନ୍ତି ତେବେ ତାଙ୍କର ଚାଲିବାର ଗତି ୭ ପ୍ରତିଶତ କମି ଯାଇଥାଏ। ଆଉ ସେହି ବ୍ୟକ୍ତି ଯଦି…

ଏହି ତିନି ଦିନ କାମାକ୍ଷା ମନ୍ଦିରରେ ପ୍ରବେଶ କରନ୍ତିନି କେହି…

ଗୌହାଟି ଅନ୍ତର୍ଗତ ନୀଳାଚଳ ପାହାଡ଼ରେ ସ୍ଥିତ ପୀଠରେ ବିରାଜିତ ମା’ କାମାକ୍ଷାଙ୍କୁ ମା’ ସତୀ ମଧ୍ୟ କୁହାଯାଏ। ଏଠାରେ ଦେବୀ ସତୀଙ୍କ ଯୋନି ପଡିଛି ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠାରେ ମା’ଙ୍କ ଯୋନି ପୂଜା କରାଯାଏ। ନୀଳାଚଳକୁ ମଧ୍ୟ…

ଅଭିଯୁକ୍ତଙ୍କୁ କୋର୍ଟ ଦେଲେ ଏମିତି ସଜା, ଜାଣିଲେ କରିବେ ପ୍ରଶଂସା

ଦୁଇ ଅଭିଯୁକ୍ତଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ଏମିତି ସଜା ଦେଇଛନ୍ତି, ଜାଣିଲେ ପ୍ରଶଂସା ନ କରି ରହିପାରିବେନି। ଦୁଇ ଅଭିଯୁକ୍ତ ଏକ ସ୍କୁଲ ନିକଟରେ ଗୁଳି ଚଳାଇଥିଲେ। ତେବେ କୋର୍ଟ ଏହାର ବିଚାର କରି ଅଭିଯୁକ୍ତ ଦ୍ୱୟଙ୍କୁ ସେହି ସ୍କୁଲ ଏବଂ ଆଖପାଖରେ…

ଫେସ୍‌ ଟନେଲ ଜରିଆରେ ଜୋଏଲ ମିଗ୍‌ଲଙ୍କ ଓ୍ବାଲର୍‌ଡ ରେକର୍ଡ: ସୃଷ୍ଟି କରିଛନ୍ତି ଫ୍ୟାଶନ୍‌ର ନୂଆ ଟ୍ରେଣ୍ଡ

ବଡି ମୋଡିଫିକେସନ ଆଜିକାଲି ଏକ ଟ୍ରେଣ୍ଡରେ ପରିଣତ ହୋଇଗଲାଣି। ଟାଟୁ, ପିଅର୍ସିଂ ଆଦି ଯୁବପିଢ଼ିଙ୍କ ଲାଗି ଏକ ସାଧାରଣ କଥା କହିଲେ ଚଳେ। ତେବେ ଜର୍ମାନୀର ୨୬ ବର୍ଷୀୟ ଯୁବକ ଜୋଏଲ ମିଗ୍‌ଲର କିନ୍ତୁ ଆଉ ଦି’ପାଦ ଆଗେଇଯାଇଛନ୍ତି। ନିଜ ମୁହଁରେ…

ଗପିଲେ ମାଗଣାରେ ମିଳିବ ପିଜା

ଆଜିକାଲି ଦେଖିବାକୁ ମିଳୁଛି, ପିଲାଙ୍କଠୁ ବୃଦ୍ଧ ଏବେ ପ୍ରାୟତଃ ସମସ୍ତେ ମୋବାଇଲ୍‌ ନିଶାରେ ଏମିତି ପଡିଯାଇଛନ୍ତି ଯେ, ସେମାନଙ୍କ ପାଖେ ପରସ୍ପର ସହ ଭଲମନ୍ଦ କଥା ହେବାକୁ ବି ସମୟ ଅଣ୍ଟୁନି। ତେଣୁ ଏଭଳି ଏକ ମନ୍ଦ ଅଭ୍ୟାସରୁ ଲୋକଙ୍କୁ ଦୂରେଇ…

ଅଖଣ୍ଡ ଯୌବନ ଲାଗି ପ୍ରତ୍ୟେକ ଦିନ ଘୁଷୁରି ରକ୍ତରେ ସ୍ନାନ କରୁଛନ୍ତି କୈନଲ

ଯୌବନ ମଣିଷକୁ ଈଶ୍ୱରଙ୍କର ଏକ ବରଦାନ। ତେବେ ଏହା ଖୁବ୍‌ କମ୍‌ ସମୟ ପାଇଁ ଆସେ। କୁହାଯାଏ, ଯୌବନକୁ ବୁଝିବା ଆଗରୁ ଯୌବନ ସରିଯାଏ। ହେଲେ ନିଜର ଯୌବନକୁ ସବୁଦିନ ଲାଗି ଅଖଣ୍ଡ ବା ସ୍ଥାୟୀ କରିବାର ନିଶା ମଣିଷକୁ ବେଳେବେଳେ…

୮୪ ବର୍ଷର ବୃଦ୍ଧ ହେଲେ ଫ୍ୟାଶନ ଆଇକନ୍‌: ଇନ୍‌ଷ୍ଟାଗ୍ରାମ୍‌ରେ ୯୦ ହଜାରରୁ ଊର୍ଦ୍ଧ୍ୱ ଫଲୋୟର୍ସ

ଜାପାନର ୮୪ ବର୍ଷୀୟ ବୃଦ୍ଧ ତେତସୁୟା ହେଉଛନ୍ତି ଜଣେ ଅବସରପ୍ରାପ୍ତ ରସାୟନ ବିଜ୍ଞାନର ଶିକ୍ଷକ। ଦିନ ଥିଲା ସେ ଫ୍ୟାଶନ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। କିନ୍ତୁ ଏବେ ଫ୍ୟାଶନ ଦୁନିଆରେ ନୂଆ କରି ରାଜ୍‌ କରିବା ଆରମ୍ଭ କରିଛନ୍ତି। କଥା…

ବଧିରଙ୍କୁ କର୍ମ ନିଯୁକ୍ତି ଦେବା ପାଇଁ ‘ସାଇଲେଣ୍ଟ କାଫେ’

ବଧିର ବ୍ୟକ୍ତିମାନଙ୍କୁ କର୍ମନିଯୁକ୍ତି ଦେବା ପାଇଁ ଷ୍ଟାରବକ୍ସ ନାମକ ଏକ କମ୍ପାନୀ ଏଇ କିଛିଦିନ ତଳେ ଚାଇନାର ଗୁଆଙ୍ଗଝୁଠାରେ ସାଇଲେଣ୍ଟ କାଫେର ଶୁଭାରମ୍ଭ କରିଛି। ଏହି କାଫେର ଅଧିକାଂଶ କର୍ମଚାରୀ ହେଉଛନ୍ତି ବଧିର। ଗ୍ରାହକମାନଙ୍କଠାରୁ ଅର୍ଡର ରଖିବା, ଖାଦ୍ୟ ପରଷିବା ତଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri