ଲୁଙ୍ଗି ପିନ୍ଧିଥିବାରୁ ରେସ୍ତୋରାଁରେ ମିଳିଲା ନାହିଁ ଖାଦ୍ୟ
କେରଳରେ ଲୁଙ୍ଗି ପିନ୍ଧି ବାହାରକୁ ଯିବା ଏକ ସାଧାରଣ ଘଟଣା। ବିଶେଷ କରି ଦକ୍ଷିଣ ଭାରତୀୟମାନେ ଏହି ଲୁଙ୍ଗିର ବ୍ୟବହାର କରିଥାନ୍ତି। ହେଲେ ନିକଟରେ ଜଣେ ଯୁବକ ସାଙ୍ଗମାନଙ୍କ ସହ ମିଶି ଲୁଙ୍ଗିପନ୍ଧି ରେସ୍ତୋରାଁ ଯାଇଥିବାରୁ ସେଠାରେ ତାଙ୍କୁ ଖାଇବାକୁ ମିଳି…
୨୦୦ ଟଙ୍କା ପାଇଁ କ୍ରିକେଟ ଖେଳୁଥିଲେ, ଏବେ ମିଳିଲା ଭାରତୀୟ ଦଳରେ ସ୍ଥାନ
ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଗସ୍ତ ପାଇଁ ଭାରତୀୟ ଦଳରେ ଅନେକ ନୂଆ ଚେହେରା ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ନବଦୀପ ସଇନି ଅନ୍ୟତମ। ୨୦୧୯ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳୁଥିବା ନବଦୀପ…
କୃଷକଙ୍କ କ୍ଷେତରୁ ମିଳିଲା ୬୦ ଲକ୍ଷ ଟଙ୍କାର ହୀରା, ଖୁସି ପରିବର୍ତ୍ତେ କରୁଛନ୍ତି ପଶ୍ଚାତାପ
ଆନ୍ଧ୍ରପ୍ରଦେଶର କୁରନୁଲ ଜିଲାରେ ଜଣେ କୃଷକ ରାତାରାତି ଲକ୍ଷପତି ହୋଇଯାଇଛନ୍ତି। କୃଷକ ଜଣଙ୍କ କ୍ଷେତରେ କାମ କରୁଥିଲାବେଳେ ଏକ ହୀରା ଖଣ୍ଡ ପାଇଥିଲେ। ଏହି ହୀରା ଖଣ୍ଡର ମୂଲ୍ୟ ୬୦ ଲକ୍ଷ ଟଙ୍କାର ହେବ ବୋଲି ଆକଳନ କରାଯାଇଛି।
କାହିଁକି ଅବିବାହିତ ଅଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ ରତନ ଟାଟା: ନିଜେ କଲେ ଖୁଲାସା
ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ଭାରତର ପ୍ରତିଷ୍ଠିତ ବ୍ୟବସାୟାଙ୍କ ମଧ୍ୟରୁ ଅନ୍ୟତମ। ୧୯୩୭ ଡିସେମ୍ବର ୨୭ରେ ଗୁଜରାଟର ସୁରତରେ ଜନ୍ମ ହୋଇଥିଲେ ରତନ ଟାଟା। ୧୯୬୧ରେ ସେ ଟାଟା ଗ୍ରୁପରୁ କ୍ୟାରିଅର ଆରମ୍ଭ କରିଥିଲେ। ସେତେବେବେଳେ ଭାରତ-ଚୀନ ଯୁଦ୍ଧ…
ଧୈର୍ଯ୍ୟ ହିଁ ସଫଳତା : ଗଣିତଜ୍ଞ ଆନନ୍ଦ କୁମାର
ବାପାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଆପଣଙ୍କୁ ଚାକିରି ମିଳିଥିଲା। ଗରିବ ପିଲାଙ୍କ ପାଇଁ କାହିଁକି ସରକାରୀ ଚାକିରି ତ୍ୟାଗ କଲେ? କେବେ ଚାହୁଁ ନ ଥିଲେ ଯେ ତାଙ୍କ ପୁଅ ପୋଷ୍ଟ ଅଫିସ୍ ଯାଉ। ତାଙ୍କ ଦେହାନ୍ତ ପରେ ମୋତେ…
ଏହି ସ୍ଥାନକୁ ଭଉଣୀଭାଇଙ୍କୁ ଏକାଠି ଯିବା ମନା
ଉତ୍ତରପ୍ରଦେଶର କଲ୍ପିରେ ରହିଛି ୨୧୦ ଫୁଟ୍ ଉଚ୍ଚ ‘ଲଙ୍କା ମୀନାର୍’। ଏହି ମୀନାର ମଧ୍ୟରେ ରାବଣଙ୍କ ପୂରା ପରିବାରର ଚିତ୍ରଣ କରାଯାଇଛି। ମୀନାରକୁ ନେଇ ରହିଛି ଏକ ରୋଚକ କଥା। କୁହାଯାଏ, ଏହା ଭିତରକୁ ଭାଇଭଉଣୀ ଏକତ୍ର ପ୍ରବେଶ ଉପରେ ନିଷେଧାଦେଶ…
ଚନ୍ଦ୍ର ଅବତରଣର ଅରିଜିନାଲ ଭିଡିିଓ ବିକ୍ରି ହେଲା
ନ୍ୟୁୟର୍କ, ୨୧।୭ :୨୦ ଜୁଲାଇ, ୧୯୬୯ରେ ପ୍ରଥମେ ମଣିଷ ଚନ୍ଦ୍ରରେ ପାଦ ରଖିଥିଲା। ସେହିି ସମୟର ପ୍ରତ୍ୟେକ ମୁହୂର୍ତ୍ତକୁ ରେକର୍ଡିିଂ କରାଯାଇଥିବା ଭିଡିଓକୁ ନାସା ପକ୍ଷରୁ ନିଲାମ କରାଯାଇଛି। ନିଲାମରେ ଏହା ୧.୮୨ ମିଲିଅନ ଡଲାର (୧୨ କୋଟି ୫୩ ଲକ୍ଷ…
ଇନ୍ଷ୍ଟାଗ୍ରାମରେ ବିକ୍ରି ହେଉଛି ମଣିଷ ଅସ୍ଥି ଓ ଖପୁରି
ଲଣ୍ଡନ, ୨୧।୭: ବ୍ରିଟେନରେ ମଣିଷ ଅସ୍ଥି ଓ ଖପୁରି ବିକ୍ରି ହେଉଛି। ଆଶ୍ଚର୍ଯ୍ୟର କଥା ଲୋକମାନେ ବି ଏହାକୁ କିଣୁଛନ୍ତି। ମେଡିକାଲ ସାଇନ୍ସ ଓ ଗବେଷଣା ଲାଗି ଅସ୍ଥି ଓ ଖପୁରି ବେଶି କିଣାଯାଉଛିି। ଜୀବ ବିଜ୍ଞାନୀ ଓ ବିଦ୍ୟାର୍ଥୀମାନେ ବି…
ଏହି ବୌଦ୍ଧ ମଠରେ ଥିବା ଅଷ୍ଟଧାତୁ ମୂର୍ତ୍ତି ମୁଣ୍ଡରେ ବଢୁଛି କେଶ…
ହିମାଚଳପ୍ରଦେଶ କିନୌରରେ ରହିଛି ରୋପା ଗାଁ। ଏଠାରେ ଥିବା ବୌଦ୍ଧ ମଠରେ ଅଛି ଭଗବାନ ମେଲାରୋପାଙ୍କ ଅଷ୍ଟଧାତୁ ମୂର୍ତ୍ତି। ମେଲାରୋପାଙ୍କୁ ବୁଦ୍ଧଙ୍କ ଅବତାର ଭାବେ ଶ୍ରଦ୍ଧାଳୁମାନେ ଗ୍ରହଣ କରିଥାନ୍ତି। ଦୀର୍ଘବର୍ଷ ତପସ୍ୟା କରିବା ପରେ ସେ ବୁଦ୍ଧତ୍ୱ ପ୍ରାପ୍ତି ହୋଇଥିଲେ। ପରେ…
ମହାକାଶ ବୈଜ୍ଞାନିକଙ୍କ ଅନ୍ଧବିଶ୍ୱାସ: ରାହୁ କାଳ ଓ ୧୩ ଅଶୁଭ
ଚେନ୍ନାଇ, ୨୧।୭: ଇଣ୍ଡିଆନ ସ୍ପେସ୍ ଏଜେନ୍ସି ମହାକାଶକୁ ରକେଟ୍ ଓ ସାଟେଲାଇଟ ପଠାଉଛି , କିନ୍ତୁ ଏହା ପଛରେ କିଛି ଅନ୍ଧବିିଶ୍ୱାସ ଯୋଡ଼ିି ହୋଇ ରହିଛି ବୋଲି ଇଣ୍ଡିଆନ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ)ର ଜଣେ ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି। ରାହୁ କାଳରେ…
ମଇଁଷି ଗର୍ଭବତୀ ହେବାରୁ ଗାଁରେ ପାଳନ ହେଲା ଉତ୍ସବ
ଛତିଶଗଡ଼ରେ ଏବେ ପଶୁପ୍ରେମୀଙ୍କ ଉତ୍ସାହ ଦେଖିବାକୁ ମିଳିଛି। କାରଣ ଏଠାରେ ଥିବା ଉଦନ୍ତି ଅଭୟାରଣ୍ୟର ଗୋଟିଏ ବଣୁଆ ମଇଁଷି ଗର୍ଭବତୀ ହୋଇଛି। କଥାଟା ଟିକେ ଅଡୁଆ ଲାଗୁଥିଲେ ବି ସତ। ଏହି ମଇଁଷିଟିର ନାଁ ଖୁସି। ଖୁସି ଗର୍ଭବତୀ ହୋଇଥିବା ବେଳେ…
ଇ-କାର୍ରେ ୩ ବର୍ଷରେ ୩୦ ଦେଶ ବୁଲିଲେ
ନୂଆଦିଲ୍ଲୀ, ୨୧/୭: ହଲାଣ୍ଡର ପରିବେଶ ପ୍ରେମୀ ବାଇବ ବେକର ଇ-କାର୍ରେ ୩ ବର୍ଷରେ ୩୦ଟି ଦେଶ ଭ୍ରମଣ କରିବା ପରେ ନ୍ୟୁଜିଲାଣ୍ଡରେ ପହଞ୍ଚତ୍ଛନ୍ତି। ବେକର ମୋଟ୍ରେ ୧, ୦୧,୦୦୦ ଲକ୍ଷ କିଲୋମିଟର ଯାତ୍ରା କରିଛନ୍ତି। ୨୦୧୬ରେ ସେ ତାଙ୍କ ଯାତ୍ରା ନେଦରଲାଣ୍ଡରୁ…

