ଫୁରସତ

ପ୍ରଥମ ଦରମା ଟଙ୍କାରେ ମା’ବାପାଙ୍କ ପାଇଁ ଶାଢ଼ି ଓ ଧୋତି କିଣିଥିଲି: ମନୋରଞ୍ଜନ(ସମାଲୋଚକ ଓ କବି)

ଯାଜପୁର ଜିଲା ସୁକିନ୍ଦା ଅନ୍ତର୍ଗତ ହରିପୁର ଗାଁରେ ମୋ ଜନ୍ମ। ସ୍ଥାନୀୟ ମହାଦେବ ଉଚ୍ଚ ବିଦ୍ୟାଳୟରୁ ୧୯୭୫ ମସିହାରେ ଏକାଦଶ ପାସ୍‌ କରିବା ପରେ କଟକ ଖ୍ରାଷ୍ଟ କଲେଜରେ ଆଇଏ ଓ ଓଡ଼ିଆ ସମ୍ମାନ ରଖି ବିଏ ପଢିଥିଲି। ତା’ପରେ ପଶ୍ଚିମବଙ୍ଗ…

ବହୁମୁଖୀ ବ୍ୟକ୍ତିତ୍ୱ: ଯାହାଙ୍କ ପ୍ରତିଭାରେ ସମୃଦ୍ଧ ହୋଇଛି ବିଶ୍ୱର ସାରସ୍ବତ ଇତିହାସ

ବିଶ୍ୱରେ ଏମିତି ଅନେକ ପୂଜ୍ୟ ପ୍ରତିଭା ଅଛନ୍ତି ଯେଉଁମାନେ କେବଳ ଗୋଟିଏ କଥାରେ ନିଜକୁ ସୀମିତ କରି ରଖିନାହାନ୍ତି। ସେମାନେ କେତେବେଳେ ଆକାଶର ଇଗଲ ଭଳି ଉଡ଼ିଛନ୍ତି ତ ଆଉ କେତେବେଳେ ଲଟେଇରୁ ଛିଣ୍ଡି ଯାଇଥିବା ଗୁଡ଼ି ଭଳି ଆକାଶରେ ଉଡ଼ିଛନ୍ତି।…

ଆବର୍ଜନାରୁ ସର୍ଜନା

ପରିବେଶ ଚିନ୍ତା ଏବେ ସବୁଠୁ ବଡ଼ ଚିନ୍ତା । ତେବେ କେବଳ ଚିନ୍ତା କଲେ ତ ହେବନି । ସେଥିପାଇଁ ସମାଧାନର ବାଟ ଖୋଜିବା ଦରକାର । ଆଉ ସେହି ବାଟ ନିଜସ୍ବ ଉପାୟରେ ଖୋଜିଛନ୍ତି କେଇଜଣ । ନିଜ ସାଧ୍ୟମତେ…

୧୭ ଶହ ବର୍ଷ ତଳେ ବୁଡ଼ିଥିବା ଜାହାଜର ସନ୍ଧାନ ମିଳିଲା: ରୋମାନ ସମୟର ଶହେ ପାତ୍ର ରହିଛି ସୁରକ୍ଷିତ

ମାଦ୍ରିଦ୍‌,୨୯।୯: ସ୍ପେନ୍‌ର ବେଲେରିକ୍‌ ଦ୍ୱୀପ ନିକଟରେ ସମୁଦ୍ରରେ ୧୭ ଶହ ବର୍ଷ ତଳେ ବୁଡ଼ିଥିବା ଏକ ଜାହାଜର ସନ୍ଧାନ ମିଳିଛି। ଏଥିରେ ରୋମାନ୍‌ ସମୟର ୨ଶହଟି ପାତ୍ର ରହିଛି। ତେବେ କେତେକ ପାତ୍ର ଭାଙ୍ଗିରୁଜି ଯାଇଥିବା ବେଳେ ଶହେଟି ପାତ୍ର ସୁରକ୍ଷିତ…

ବିସ୍ମୟ ସ୍ତମ୍ଭ : ୧୬୦୦ ବର୍ଷ ପରେ ବି ଏଥିରେ ଲାଗିନାହିଁ କଳଙ୍କି

ବିଶ୍ୱରେ ଏମିତି କିଛି ଜିନିଷ ଅଛି, ଯାହା ସମ୍ପର୍କରେ ଜାଣିଲେ ବିସ୍ମୟ ସୃଷ୍ଟି ହେବ। ଏମିତି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସାଧାରଣତଃ କିଛିଦିନ ପରେ ଲୁହାରେ କଳଙ୍କି ଲାଗିଯାଇଥାଏ। କିନ୍ତୁ କୁତବମୀନାର…

ଏପରି ଚାକିରି ଯେଉଁଠି ଶୋଇଲେ ମିଳେ ଦରମା ୧୩ ଲକ୍ଷ…

ନାସା ପକ୍ଷରୁ କେତେକ ସମୟରେ ଏକ ଚାକିରୀର ବିଜ୍ଞାପନ ଦିଆଯାଇଥାଏ। ଏଥିରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ୭୦ ଦିନ ପାଇଁ କେବଳ ଶୋଇବାକୁ ପଡ଼ିବ। ନାସା ଏଭଳି ବ୍ୟକ୍ତିଙ୍କୁ ୧୯ହଜାର ଡଲାର ଅର୍ଥାତ୍‌ ୧୩ ଲକ୍ଷ ୪୨ ହଜାର ୫ ଶହ…

ଭାରତର ଏହି ସ୍ଥାନକୁ ଯିବା ପାଇଁ ଲାଗିଥାଏ ଭିଜା

ସାରା ବିଶ୍ୱରେ ସେପ୍ଟେମ୍ବର ୨୭ରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି। ବ୍ୟସ୍ତବହୁଳ ଜୀବନରୁ ଟିକେ ଜଞ୍ଜାଳ ମୁକ୍ତ ହୋଇ ମନଖୁସି କରିବା ଲାଗି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଲୋକମାନେ ପସନ୍ଦ କରନ୍ତି। ଦିନକୁ ଦିନ ଭାରତୀୟ ଲୋକଙ୍କ ମଧ୍ୟରେ…

ଥାଇଲ୍ୟାଣ୍ଡର ନିଆରା ସଂଗୀତ ପ୍ରତିଯୋଗିତା: ୩ ଦେଶରୁ ଗୀତ ଗାଇବାକୁ ଆସିଛନ୍ତି ପକ୍ଷୀ, ମିଳିବ ଦେଢ଼ ଲକ୍ଷ ପୁରସ୍କାର

ସଂଗୀତ ପ୍ରତିଯୋଗିତା ବିଷୟରେ ସମସ୍ତେ ଶୁଣିଛନ୍ତି ଏବଂ ଦେଖିଛନ୍ତି ମଧ୍ୟ। ଦକ୍ଷ ପ୍ରତିଯୋଗୀମାନେ ସଂଗୀତ ପ୍ରତିଯୋଗିତାରେ ଭାଗ ନେଇ ନିଜ କଳାର ପ୍ରଦର୍ଶନ କରିଥାନ୍ତି। ଏମିତି ଏକ ପ୍ରତିଯୋଗିତା ଏବେ ଥାଇଲ୍ୟାଣ୍ଡର ନାରଥିଓ୍ବାଟରେ ଚାଲିଛି। ମାତ୍ର ତାହା ଲୋକଙ୍କ ମଧ୍ୟରେ ନୁହେଁ…

ଜଳାତଙ୍କକୁ ରୋକିବ ପ୍ରତିଷେଧକ ବ୍ୟବସ୍ଥା

ଜଳାତଙ୍କ ଉଭୟ ପ୍ରାଣୀ ଓ ମନୁଷ୍ୟଙ୍କୁ ଆକ୍ରାନ୍ତ କରୁଥିବା ଏକ ମାରାତ୍ମକ ଭୂତାଣୁଜନିତ ସଂକ୍ରାମକ ରୋଗ। ଲିସା ଭାଇରସ୍‌ ନାମକ ଏକ ଭୂତାଣୁ ର଼୍ୟାବିଜ୍‌ ରୋଗ କରିଥାଏ। ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା ଦ୍ୱାରା ଏହି ରୋଗକୁ ରୋକାଯାଇପାରିବ। କୁକୁର, ବିଲେଇ ଆଦି…

ସେଲିବ୍ରିଟି ଦନ୍ତା

କଲମ୍ବୋ: କିଛିଦିନ ତଳେ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଥିଲା ‘ଟିକାରି’। କୁପୋଷଣର ଶିକାର ହୋଇଥିବା ହାତୀର କଙ୍କାଳସାର ଶରୀର ଭାଇରାଲ ହୋଇଥିଲା ସୋସିଆଲ ମିଡିଆରେ। ଜୀର୍ଣ୍ଣଶୀର୍ଣ୍ଣ ଶରୀର ସତ୍ତ୍ୱେ ଅମାନବୀୟ ଭାବେ ‘ଟିକାରି’କୁ ସାମିଲ କରାଯାଇଥିଲା ଏସାଲା ସମାରୋହରେ।…

‘ହାଉସ୍‌ଫୁଲ୍‌-୪’ର ଟ୍ରେଲର୍‌ ରିଲିଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ ସୁୁପରହିଟ୍‌ ମଲ୍‌ଟିଷ୍ଟାର୍‌ କମେଡ଼ି ସିରିଜ୍‌ ‘ହାଉସ୍‌ଫୁଲ୍‌-୪’ର ଟ୍ରେଲର୍‌ ରିଲିଜ୍‌ ହୋଇଯାଇଛି। ହାଉସ୍‌ଫୁଲ୍‌ ସିରିଜ୍‌ର ପ୍ରତ୍ୟେକ ଫିଲ୍ମ ବଲିଉଡ୍‌ରେ ସୁପରହିଟ୍‌ ରହିଥିବାବେଳେ ଚତୁର୍ଥ ସିରିଜ୍‌ ମଧ୍ୟ ଦର୍ଶକଙ୍କୁ ଭରପୂର୍‌ ମନୋରଞ୍ଜନର ଖୋରାକ୍‌ ଯୋଗାଇବ ବୋଲି ଆଶା କରାଯାଉଛି। ପ୍ରଥମେ ଅକ୍ଷୟ…

ରକ୍ତତୀର୍ଥ ଇରମ

ସ୍ବାଧୀନତା ସଂଗ୍ରାମ ଇତିହାସରେ ମହାତ୍ମା ଗାନ୍ଧୀଙ୍କ ଭାରତଛାଡ ଆନ୍ଦୋଳନ ସର୍ବଶେଷ ଏବଂ ସର୍ବଶ୍ରେଷ୍ଠ ଆନ୍ଦୋଳନ ଭାବେ ଖ୍ୟାତି ଲାଭ କରିଥିଲା, ବିଶ୍ୱ ଇତିହାସରେ ଯେଉଁ ବିପ୍ଳବର ପଟାନ୍ତର ନ ଥିଲା। ଗାନ୍ଧିଜୀଙ୍କ ଡାକରାରେ ସେତେବେଳେ ତେଜି ଉଠିଥାଏ ସାରା ଭାରତ। ଗାଁରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?