ସାଇତା ଖେଳଣା
ଏଠି ଯେଉଁ ଖେଳଣା କଥା କୁହାଯାଉଛି, ସେଥିପାଇଁ ପିଲା ଜିଦ୍ଦି କଲେ ବି ମା’ବାପା ପିଲାର ଆଶା ପୂରଣ କରିପାରିବେନି। କାରଣ ଏସବୁ ହେଉଛି ପୃଥିବୀର ସବୁଠାରୁ ଦାମୀ ଖେଳଣା। କହିବାକୁଗଲେ, ଏସବୁ ଖେଳିବା ପାଇଁ ନୁହେଁ ବରଂ ତିଆରି ହୋଇଛି…
ପର୍ଯ୍ୟଟନସ୍ଥଳୀ: ଐତିହାସିକ ସହର ଥରଂଗମ୍ବାଡି
ଥରଂଗମ୍ବାଡି ତାମିଲନାଡୁସ୍ଥିତ ଏମିତି ଏକ ସହର ଯେଉଁଠାକୁ ବର୍ଷସାରା ପର୍ଯ୍ୟଟକଙ୍କ ଯା’ଆସ ଲାଗିରହିଥାଏ। କାରଣ ଏହି ସହର ଐତିହାସିକ, ସାଂସ୍କୃତିକ ତଥା ପ୍ରାକୃତିକ ଦୃଷ୍ଟିକୋଣରୁ ବେଶ୍ ସମୃଦ୍ଧ। ତା’ଛଡ଼ା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସହରରେ ରହିଛି ଏମିତି କେତୋଟି ମନ…
ଡିଜିଟାଲ ଡ୍ରେସ୍, ଦାମ୍ ଶୁଣିଲେ ହେବେ ଚକିତ
ଆଜିର ଯୁଗ ଡିଜିଟାଲ ଯୁଗ ଭାବେ ପରିଗଣିତ। ଅଧିକାଂଶ ସାମଗ୍ରୀ ଡିଜିଟାଲ ଉପାୟରେ ତିଆରି କରାଯାଉଛି। ଏବେ ଡ୍ରେସ୍ ବି ଡିଜିଟାଲ ହୋଇଗଲାଣି। ଦାମ୍ ମଧ୍ୟ ଢେର୍ ଅଧିକ। ଶୁଣିଲେ ଚକିତ ହେବେ। ଏବେ ସୋସିଆଲ ମିଡିଆରେ ଏକ ଡ୍ରେସ୍ ଭାଇରାଲ…
ପ୍ରଥମ ଦରମା ବାପାଙ୍କ ପାଖକୁ ପଠାଇଥିଲି: ସାମାଜିକ କର୍ମୀ ରାମ ଶଙ୍କର
ଖୋର୍ଦ୍ଧା ସହର ମୁକୁନ୍ଦପ୍ରସାଦରେ ମୋର ଜନ୍ମ। ସ୍ଥାନୀୟ ବିଜେବି ହାଇସ୍କୁଲରୁ ସ୍କୁଲ ପଢ଼ା ସାରି ବାଙ୍କୀ କଲେଜରେ ଗ୍ରାଜୁଏଶନ ଯାଏଁ ପଢ଼ିଥିଲି। ତା’ପରେ ପାରାଦୀପ ପୋର୍ଟରେ କ୍ଲରିକାଲ୍ ପୋଷ୍ଟରେ ଚାକିରି କଲି। ଏହା ଥିଲା ୧୯୮୦ ମସିହାର କଥା। ସେତେବେଳେ ମୋତେ…
ବ୍ୟକ୍ତିତ୍ୱ: ଅଭିନେତ୍ରୀ ସାଧନା
ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ହେଉଛନ୍ତି ସାଧନା। ତାଙ୍କର ପୂରାନାମ ସାଧନା ଶିବଦାସାନି। ତେବେ ସାଧନା ଶିବଦାସାନି ଭାବରେ ନୁହେଁ; ଅଧିକନ୍ତୁ ସାଧନା ଭାବରେ ତାଙ୍କୁ ସାରା ଦେଶର ଚିତ୍ରପ୍ରେମୀ ଜାଣନ୍ତି। ଷାଠିଏରୁ ସତୁରି ଦଶକ ମଧ୍ୟରେ ସାଧନା…
ରଙ୍ଗ ବଦଳାଉଥିବା ଝରଣା
ବିଶ୍ୱରେ ଅନେକ ଝରଣା ଦେଖିଥିବେ। ସାଧାରଣତଃ ଝରଣା ପାଣି ସ୍ବଚ୍ଛ ଆଉ ନିର୍ମଳ। ମାତ୍ର ଏମିତି କିଛି ଝରଣା ରହିଛି ଯାହା ନିଜର ରଙ୍ଗ ବଦଳାଇ ଦେଇଥା’ନ୍ତି। ଆସନ୍ତୁ ଜାଣିବା ଏପରି କିଛି ଅଦ୍ଭୁତ ଝରଣା ସମ୍ପର୍କରେ … କାର୍ଲିଫର୍ଣ୍ଣିଆର ହର୍ସଟେଲ୍…
ପାଣି: କିଛି କାହାଣୀ
ହିନ୍ଦୁ ଧର୍ମରେ ପାଣି ବା ଜଳକୁ ଅତ୍ୟନ୍ତ ପବିତ୍ର ବୋଲି ମନେ କରାଯାଏ। ପାଣି କେବେ ଅପବିତ୍ର ହୁଏନା। ତା’ ପରିବର୍ତ୍ତେ ପାଣି ହିଁ ସମସ୍ତ ଅପବିତ୍ରକୁ ପବିତ୍ର କରେ। ବିଶ୍ୱାସ ଅଛି ସକାଳେ ଉଠି ନଦୀଜଳରେ ସ୍ନାନ କରି ଭଗବାନ…
ଏସବୁ କମ୍ପାନୀରେ ଅଫିସରେ ଚଷମା ପିନ୍ଧିବା ମନା…
କମ୍ପ୍ୟୁଟରରେ କାମ କଲାବେଳେ କେତେକ ଆଖିକୁ ଚାପମୁକ୍ତ ରଖିବା ପାଇଁ ଚଷମାର ବ୍ୟବହାର କରିଥାନ୍ତି। ମାତ୍ର ଜାପାନର କିଛି ରିଟେଲ୍ କମ୍ପାନୀ ଏହାର କର୍ମଚାରୀଙ୍କୁ ଅଫିସରେ କାମ କରିବାବେଳେ ଚଷମା ପିନ୍ଧିବାକୁ ମନା କରିିଛନ୍ତି। ଚଷମା ପିନ୍ଧିଲେ କମ୍ପାନୀଗୁଡ଼ିକର କାରବାର କମୁଥିବା…
ରକ୍ତବର୍ଣ୍ଣ ହେଲା ଦକ୍ଷିଣ କୋରିଆ ନଦୀ, ଜାଣନ୍ତୁ କାରଣ
ଉତ୍ତର-ଦକ୍ଷିଣ କୋରିଆ ସୀମାରେ ଥିବା ଏକ ନଦୀ ରକ୍ତବର୍ଣ୍ଣ ହୋଇଯାଇଛି। କାରଣ ଏହି ଦେଶରେ ଆଫ୍ରିକା ସ୍ବାଇନ୍ ଜ୍ୱର ବ୍ୟାପିଛି। ତେଣୁ ଏହାକୁ ରୋକିବା ପାଇଁ ଦକ୍ଷିଣ କୋରିଆ ପ୍ରଶାସନ ୪୭୦୦୦ ଘୁଷୁରିଙ୍କୁ ମାରିବା ପାଇଁ ଆଦେଶ ଦେଇଛି। ବର୍ଷା ଯୋଗୁ…
ବିଶ୍ୱର ଭୟଙ୍କର ଜୀବ, ଛୁଇଁଲେ ହୋଇଯିବ ମୃତ୍ୟୁ
ବିଶ୍ୱରେ ଏମିତି କିଛି ଜୀବ ଅଛନ୍ତି, ଯାହା ଦେଖିବାକୁ ଖୁବ୍ ସୁନ୍ଦର ମାତ୍ର ଘାତକ ସଦୃଶ। ଆମେ ଆପଣଙ୍କୁ ଡରାଇବାକୁ ଚାହୁଁନୁ କେବଳ ସାବଧାନ କରାଇ ଦେଉଛୁ। ଏମିତି ଏକ ଜୀବ ଅଛି, ଯାହାକୁ ଛୁଇଁବା ମାତ୍ରେ ମୃତ୍ୟୁ ଘଟିବ। ଏହାର…
ଏହି ହୋଟେଲରେ ରାତିଟିଏ ରହିଲେ ଦେବାକୁ ପଡ଼େ ୮୬ ଟଙ୍କା, ଜାଣନ୍ତୁ କ’ଣ ରହିଛି ସର୍ତ୍ତ
ଆଜିକାଲି ସମୟରେ ହୋଟେଲର ଚାକଚକ୍ୟ ଅନୁଯାୟୀ ବହୁ ଅର୍ଥ ଦେବାକୁ ପଡ଼ିଥାଏ। କିନ୍ତୁ ଆଜିର ମହଙ୍ଗା ଯୁଗରେ ଏମିତି ଏକ ହୋଟେଲ ଅଛି, ଯେଉଁଠି ୧୦୦ ଟଙ୍କାରୁ କମ୍ ଦେଇ ରାତ୍ରିଯାପନ କରିପାରିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜାପାନର ଫୁକୁଓକୋ…
ମିଳିଲା ୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ…
ପାକିସ୍ତାନର ଖୈବର ପଖସ୍ତୁନଖ୍ବା ଅଞ୍ଚଳରୁ ଏକ ୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ ମିଳିଛି। ପାକିସ୍ତାନ ଏବଂ ଇଟାଲୀର ପ୍ରତ୍ନତତ୍ତ୍ୱବିତ୍ମାନେ ସ୍ବାତ୍ ଜିଲାର ବାରିକୋଟ୍ରେ ଥିବା ଏହି ଐତିହାସିକ ସ୍ଥାନରେ ମିଳିତ ଭାବେ ଖନନ କରୁଛନ୍ତି। ଏଠାରୁ ମନ୍ଦିରର ଭଗ୍ନାବଶେଷ,…

