ଫୁରସତ

୫ ଶହ ବର୍ଷ ପରେ ୧୦୫ ଗାଁର ରାଜପୁତ ବାନ୍ଧିବେ ପଗଡ଼ି ପିନ୍ଧିବେ ଜୋତା

ଲକ୍ଷ୍ନୌ,୧୯।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ରାୟ ଦିଆଯାଇଛି। ଅଯୋଧ୍ୟା ନିକଟରେ ଥିବା ପୁରା ବଜାର ବ୍ଲକ୍‌ ଏବଂ ଏହାର ଆଖପାଖ ଅଞ୍ଚଳର ୧୦୫ଟି ଗାଁର ସୂର୍ଯ୍ୟବଂଶୀ ରାଜପୁତ ଏବେ ପୁଣିଥରେ ମୁଣ୍ଡରେ ପଗଡ଼ି ବାନ୍ଧିବା ସହିତ ପାଦରେ…

ବିଶ୍ୱର ସବୁଠାରୁ ମହଙ୍ଗା ମଦ

କୁହାଯାଏ ମଦ୍ୟପାନ ଶରୀର ପକ୍ଷେ କ୍ଷତିକାରକ। ହେଲେ ଆଜିବି ଏହାର ବିକ୍ରି ବା ଚାହିଦା ରହିଛି। କେହି କେହି ଏହାକୁ ଲୁଚିଛପି ପିଉଥିବା ବେଳେ ଆଉ କେହି ଏହାକୁ ଷ୍ଟାଟସ ସିମ୍ବଲ ବୋଲି କହିଥାଆନ୍ତି। ତେବେ ବିଶ୍ୱର ସେମିତି କିଛି ମହଙ୍ଗା…

ବର୍ଷରେ ଥରେ ଖୋଲେ ଏହି ମନ୍ଦିର, ଜାଣନ୍ତୁ କାହିଁକି

ଦେଶରେ ଅନେକ ନାଗ ମନ୍ଦିର ରହିଛି, ଯେଉଁଠାରେ ତାଙ୍କର ପୂଜା କରାଯାଏ। କିନ୍ତୁ ଉଜ୍ଜୟିନୀରେ ଥିବା ଏକ ମନ୍ଦିର ସବୁଠାରୁ ଭିନ୍ନ। କାରଣ ଏହି ମନ୍ଦିରର ଦ୍ୱାର ବର୍ଷରେ ଥରେ ମାତ୍ର ଖୋଲିଥାଏ। ଉଜ୍ଜୟିନୀର ନାଗଚନ୍ଦ୍ରେଶ୍ୱର ମନ୍ଦିର ନାଗଦେବତାଙ୍କୁ ସମର୍ପିତ। ଏହି…

ଦେଶ ପାଇଁ ଶହୀଦ ହେଲେ ପୁଅ, ଏବେ ମା’ ୩୫୦ ପିଲାଙ୍କୁ ସେନାରେ ଭର୍ତ୍ତି ପାଇଁ କରୁଛନ୍ତି ପ୍ରସ୍ତୁତି

ଗାଜିଆବାଦ୍‌,୧୮।୧୧: ସାଧାରଣତଃ ଦେଶ ପାଇଁ ପୁଅ ଶହୀଦ୍‌ ହେବା ପରେ ମା’ବାପାମାନେ ଭାଙ୍ଗିପଡନ୍ତି। କିନ୍ତୁ ସବିତା ତିଓ୍ବାରୀଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ। ପୁଅ ଦେଶ ପାଇଁ ଶହୀଦ ହେବା ପରେ ସେ ୩୫୦ ଗରିବ ପିଲାଙ୍କୁ ସେନାରେ ତ୍ତର୍ତ୍ତି…

ବିବାହ ପାଇଁ ଏକାଥରକେ ଛୁଟି ମାଗିଲେ ୨୦୦ ପୋଲିସ କର୍ମଚାରୀ, ଜାଣନ୍ତୁ ପୁଣି କ’ଣ ଘଟିଲା

ବର୍ତ୍ତମାନ ବିବାହ ଋତୁ ଆରମ୍ଭ ହୋଇଯାଇଛି। ସରକାରୀ କର୍ମଚାରୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ବିବାହ ପାଇଁ କେବଳ ଲକ୍ଷ୍ନୌର ୨୦୦ ପୋଲିସ କର୍ମଚାରୀ ଏକାସଙ୍ଗରେ ଛୁଟି ଆବେଦନ କରିଛନ୍ତି। ଏଥିରେ ପୋଲିସ ବିଭାଗର ୨୪ ଯୋଡ଼ି ବିବାହ କରିବାକୁ ଯାଉଛନ୍ତି।…

ଯୁବକଙ୍କ ବାଇକ୍‌ କିଣିବା ନିଶା, ମା’-ବାପାଙ୍କ ଅସ୍ଥି ବିକିବାକୁ ଖୋଳିଲେ କବର

ଆଜିକାଲି ଲୋକେ ଟଙ୍କା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯାଉଛନ୍ତି। ଏହାର ଏକ ସଦ୍ୟତମ ଉଦାହରଣ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି। ମେଜାମ୍ବିକ୍ୟୁରେ ଜଣେ ଯୁବକ ବାଇକ୍‌ କିଣିବା ପାଇଁ ନିଜ ମୃତ ମା’-ବାପାଙ୍କ ଅସ୍ଥି ବିକିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି।…

୧୦ ବର୍ଷ ପରେ ପୃଥିବୀ ପ୍ରତି ମାଡ଼ିଆସୁଛି ଭୟଙ୍କର ବିପଦ: ଆଣ୍ଟାର୍କଟିକାରେ ଦେଖିବାକୁ ମିଳିଛି ଏହି ସଂକେତ

ଗ୍ଲୋବାଲ ଓ୍ବାର୍ମିଂ ବଢ଼ିଚାଲିଥିବାରୁ ଏହା ପୃଥିବୀ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରୁଛି। ୧୦ ବର୍ଷ ମଧ୍ୟରେ ପୃଥିବୀ ପ୍ରତି ଏକ ଭୟଙ୍କର ବିପଦ ଅର୍ଥାତ ଜଳପ୍ରଳୟ ହେବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ପ୍ରତିବର୍ଷ ପ୍ରାୟ ୧.୩୦ ଫୁଟ ଉଚ୍ଚର…

ପୁରୁଷ ବନ୍ଧୁଙ୍କୁ ବିବାହ କରିବାକୁ ପ୍ରାୟ ୬ ମାସ ସମୟ ନିଅନ୍ତି ଯୁବତୀ

ବିବାହ ଜୀବନର ଏକ ନୂଆ ଅଧ୍ୟାୟ ବୋଲି କୁହାଯାଏ। ତେବେ ଯେଉଁ ଯୁବତୀଙ୍କର ବୟଫ୍ରେଣ୍ଡ ବା ପୁରୁଷ ବନ୍ଧୁ ଥାଆନ୍ତି ଓ ସେମାନେ ତାଙ୍କୁ ବିବାହ କରିବାକୁ ଚାହାଁନ୍ତି ସେଥିପାଇଁ ଯୁବତୀମାନେ ବେଶ୍‌ କିଛି ସମୟ ଚିନ୍ତା କରନ୍ତି ବୋଲି ଗବେଷକମାନେ…

ବିଶ୍ୱରେ ପାଳିତ ହେଉଥିବା କିଛି ଅଜବ ଦିବସ

* ଜାନୁୟାରୀ ୩ ତାରିଖକୁ ବିଶ୍ୱର ବିଭିନ୍ନ ସ୍ଥାନରେ ଶୟନ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ଲୋକମାନେ ନିଜ ଇଚ୍ଛା ମୁତାବକ ଯେତେ ସମୟ ପାରନ୍ତି ଶୋଇକରି ବିତେଇଥାନ୍ତି। * ଫେବୃୟାରୀ ୯ ତାରିଖକୁ ବିଶ୍ୱ ଦାନ୍ତବିନ୍ଧା ଦିବସ…

ରୋବୋ କରିବ ଗାର୍ଡେନିଂ

ଅତ୍ୟାଧୁନିକ ଜ୍ଞାନ କୌଶଳର ଅଗ୍ରଗତି ଫଳରେ ଆଜିକାଲି ସବୁ କାମ ଖୁବ୍‌ କମ୍‌ ସମୟରେ ଏବଂ ସହଜରେ କରାଯାଇପାରୁଛି। ଏଇ ଯେପରି ରେଷ୍ଟୁରାଣ୍ଟରେ ଆଜିକାଲି ଓ୍ବେଟରଙ୍କ କାର୍ଯ୍ୟ କରୁଛନ୍ତି ରୋବୋ। ସେହିଭଳି ନିକଟରେ ବ୍ରିଟିଶ ବୈଜ୍ଞାନିକମାନେ ଏଭଳି ଏକ ରୋବୋ ନିର୍ମାଣ…

ଟଏଲେଟ୍‌ ସିଟ୍‌ରେ ତିଆରି ଗୋଲାପ କଷ୍ଟ୍ୟୁମ

ଫୁଲ ଭିତରେ ଗୋଲାପର ସୌନ୍ଦର୍ଯ୍ୟ ଓ ଆକର୍ଷଣ ଭିନ୍ନ। ସେଇଥିପାଇଁ ବୋଧେ ଜେନେଭା କୋଲିୟର ନାମ୍ନୀ ମହିଳା ତିଆରି କରିଛନ୍ତି ଏକ ଆକର୍ଷକ ରୋଜ୍‌ କଷ୍ଟ୍ୟୁମ୍‌ ବା ଗୋଲାପର ପୋଷାକ। ଉକ୍ତ କଷ୍ଟ୍ୟୁମକୁ ପିନ୍ଧି ଜେନେଭା ପୂରାପୂରି ଏକ ତାଜା ଗୋଲାପ…

ହୀରା ଗିଟାର

ଗିଟାରର ଧୂନ୍‌ କାହାକୁ ବା ଭଲ ନ ଲାଗେ। ଅନେକଙ୍କର ଏହା ଏକ ପ୍ରିୟ ବାଦ୍ୟଯନ୍ତ୍ର। ତେବେ ଏମିତି ଏକ ଗିଟାର ଅଛି, ଯାହାକୁ ଦେଖୁ ଦେଖୁ ଯେ କେହି ବି ତା’ ପ୍ରେମରେ ପଡ଼ିଯିବେ। ଆଉ ତାକୁ ପାଇବାର ସ୍ବପ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?