ଫୁରସତ

ଦୀପାବଳି ୨୦୧୯: କିଛି ତେଲର ବ୍ୟବହାର ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କିପରି….

ହିନ୍ଦୁ ଶାସ୍ତ୍ରରେ କୌଣସି ପୂଜା ଦୀପ ବିନା ସମ୍ପୂର୍ଣ୍ଣ ହୋଇ ନ ଥାଏ। ଅନ୍ତୁଡିଶାଳରୁ ଆରମ୍ଭ କରି ଶ୍ମଶାନ ପର୍ଯ୍ୟନ୍ତ ସବୁଠି ଆଲୋକର ଆବଶ୍ୟକତା ରହିଛି। ଆଉ ଏହି ଆବଶ୍ୟକତାକୁ ପୂରଣ କରିଥାଏ ଦୀପ। ତେବେ ଆଲୋକର ପର୍ବ ଦୀପାବଳିରେ ଏହାର…

ଏପରି ଦେଶ ଯେଉଁଠି ମୋଟା ହେଲେ ଦେବାକୁ ପଡ଼େ ଜରିମାନା…

ଜାପାନରେ ମେଦବହୁଳ ହେବା ଏକ ଅପରାଧ। ଦେଶର ପ୍ରଚଳିତ ଆଇନ ଅନୁସାରେ ମେଦବହୁଳ ବ୍ୟକ୍ତିଙ୍କ ପ୍ରତି ଦଣ୍ଡବିଧାନ କରାଯାଇଥାଏ। ଏଠାରେ ୪୦ ବର୍ଷରୁ ଅଧିକ ବୟସ୍କ ପୁରୁଷ ମାନଙ୍କର ଅଣ୍ଟା ୩୨ ଇଞ୍ଚ ଏବଂ ମହିଳା ମାନଙ୍କର ଅଣ୍ଟା ୩୬ ଇଞ୍ଚ…

କାର୍‌ ଚଳାଇ ଭୁଲରେ ପହଞ୍ଚିଲେ ଆମେରିକା: ଶିଶୁ ସମେତ ପରିବାରର ସମସ୍ତ ସଦସ୍ୟ ଗିରଫ

ନ୍ୟୁୟର୍କ: ପରିବାର ସହ କୁଆଡେ ବୁଲିଯାଉଥିବା ବେଳେ ଅନ୍ୟମାନଙ୍କ ସହ କଥାବର୍ତ୍ତା ହୋଇ ଅନ୍ୟମନସ୍କ ହୋଇଯାଇଥାଉ। ବେଳେବେଳେ ଏଭଳି ହୋଇଥାଏ ଯେ, ଅନ୍ୟମନସ୍କତା ଯୋଗୁ ଭୁଲ ରାସ୍ତାରେ ପଳାଇଥାଉ। ଏଥିପାଇଁ କେତେବେଳେ ଜରିମାନା ଦେବାକୁ ପଡ଼ିଥାଏ ତ କେତେବେଳେ ଅସୁବିଧାର ସମ୍ମୁଖୀନ…

କଇଁଛ ପେଟରୁ ବାହାରିଲା ଏପରି ସାମଗ୍ରୀ, ଦେଖିଲେ ହେବେ ଚକିତ

ଆମେରିକାର ଫ୍ଲୋରିଡାସ୍ଥିତ ବୋକାରେଟନ୍‌ରେ ଏକ କଇଁଛ ସମୁଦ୍ର କୂଳକୁ ଚାଲିଆସିଥିଲା। ଗତ ସପ୍ତାହରେ କଇଁଛଟିକୁ ଗୁମ୍ବୋ-ଲିମ୍ବୋ ନେଚର ସେଣ୍ଟରର ସଦସ୍ୟମାନେ ପାଇଥିଲେ। କିନ୍ତୁ କଇଁଛଟି କିଛି ସମୟ ମଧ୍ୟରେ ମରିଗଲା। ତେବେ କଇଁଛଟିର ମୃତ୍ୟୁର କାରଣ ଆଶ୍ଚର୍ଯ୍ୟଜକ। ମେଡିକାଲ ରିପୋର୍ଟରୁ ଜଣାପଡ଼ିଛି,…

ଏମିତି ଦେଶ : ଯେଉଁଠି ନାହିଁ ଏଟିଏମ୍‌, ସିମ୍‌କାର୍ଡ ପାଇଁ ବି ନେବାକୁ ପଡ଼େ ସରକାରଙ୍କ ଅନୁମତି

ଆଜିକାଲି ଗ୍ରାମାଞ୍ଚଳରେ ସମସ୍ତ ସୁବିଧା ଉପଲବ୍ଧ ହେଉଥିବାବେଳେ ଆଫ୍ରିକାର ଇରିଟ୍ରିଆ କିନ୍ତୁ ଆଧୁନିକତାଠାରୁ ବହୁ ଦୂରରେ। ହାତପାହାନ୍ତାରେ ଲୋକେ ସବୁ ସୁବିଧା ପାଉଥିବାବେଳେ ଇରିଟିଆରେ ଏଟିଏମ୍‌ ନାହିଁ। ଖାଲି ଏତିକି ନୁହେଁ, ଏଠାରେ ସରକାରଙ୍କ ନିର୍ଦ୍ଦେଶରେ ସବୁକିଛି କରିବାକୁ ପଡ଼ିଥାଏ। ବ୍ୟାଙ୍କରୁ…

କାହିଁକି ଗଣିତରେ ଦିଆଯାଏନି ନୋବେଲ ପୁରସ୍କାର

ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠୁ ସମ୍ମାନଜନକ ପୁରସ୍କାର। ଆଲଫ୍ରେଡ ନୋବେଲଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି। ଏହି ପୁରସ୍କାର ୬ଟି କ୍ଷେତ୍ର ଯଥା…

ଦୁଇ ଯୁବକଙ୍କୁ ଗର୍ଭ ପରୀକ୍ଷା ପାଇଁ ପରାମର୍ଶ ଦେଲେ ଡାକ୍ତର, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରୋଗରେ ପଡ଼ିଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼େ। ଡାକ୍ତର ଔଷଧ ଦେଲେ ଲୋକେ ସୁସ୍ଥ ହୋଇଥା’ନ୍ତି। କିନ୍ତୁ ଯଦି ଡାକ୍ତର ଭୁଲ ପ୍ରେସ୍‌କ୍ରିପ୍‌ସନ୍‌ ଲେଖନ୍ତି ତେବେ ରୋଗୀର ଅବସ୍ଥା ସଂଗୀନ ହୋଇପଡ଼େ। ସେହିପରି ଏକ ଘଟଣା ଘଟିଛି ଦୁଇ ଯୁବକଙ୍କ କ୍ଷେତ୍ରରେ।…

ବିମାନ ବନ୍ଦରରେ ପ୍ରତିଦିନ ହୁଏ ଫାୟାରିଂ

ସୁରଟ : ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ବିମାନବନ୍ଦରରେ ପୁଣି ପ୍ରତିଦିନ ଫାୟାରିଂ! ହେଲେ ହଁ। ପ୍ରତିଦିନ ସୁରଟ ବିମାନ ବନ୍ଦରରେ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ଉଡୁଥିବା ପକ୍ଷୀଙ୍କୁ ହଟାଇବା ପାଇଁ ୧୫୦ ଥର ଫାୟାରିଂ କରାଯାଇଥାଏ। ଏହି ବିମାନ…

ବିଶ୍ୱ ଖାଦ୍ୟ ଦିବସ:ପୃଥିବୀରେ ୮୦ କୋଟି ଭୋକିଲା

ଜେନେଭା: ପ୍ରତିବର୍ଷ ଅକ୍ଟୋବର ୧୬ରେ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଇଥାଏ। ସମସ୍ତଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଇତିମଧ୍ୟରେ ୟୁନିସେଫ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେନରିଟା ଫୋରେଙ୍କ ଦ୍ୱାରା ‘ଷ୍ଟେଟ୍‌ ଅଫ୍‌ ଦି ଓ୍ବାଲର୍‌ଡ୍‌ ଚିଲଡ୍ରେନ୍‌’ ଶୀର୍ଷକ…

ବାୟୁ ପ୍ରଦୂଷଣ କରିଥାନ୍ତି ଏସବୁ ପ୍ରସାଧନ ସାମଗ୍ରୀ…

ବାୟୁ ପ୍ରଦୂଷଣ ପାଇଁ ପରଫ୍ୟୁମ୍‌, ହେୟାର ସ୍ପ୍ରେ ଏବଂ ରିଫ୍ରେସର ଦାୟୀ ବୋଲି ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଗାଡ଼ି ମୋଟର, ଶିଳ୍ପସଂସ୍ଥା ଏବଂ ଘରେ ବ୍ୟବହୃତ ହେଉଥିବା ଇଲୋକ୍ଟ୍ରନିକ୍ସ ଦ୍ରବ୍ୟଠାରୁ ଏସବୁ ଅଧିକ…

ବିବାହକୁ ସ୍ମରଣୀୟ କରିବା ପାଇଁ ନିଆରା ଢଙ୍ଗ ଆପଣାଇଲେ ନବଦମ୍ପତ୍ତି

ଜୟପୁର,୧୫।୧୦: ରାଜସ୍ଥାନ ଜୟପୁରରେ ଜଣେ ଦମ୍ପତ୍ତି ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି। ଜଣେ ନବ ବିବାହିତ ଦମ୍ପତ୍ତି ସହରର ବିଭିନ୍ନ ଛକରେ ଠିଆ ହୋଇ ଟ୍ରାଫିକ୍‌ ନିୟମ ପାଳନ କରିବାକୁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି…

ପ୍ରବନ୍ଧ ଲେଖିବାକୁ କହିଲେ ପ୍ରଫେସର: ଖାଲି କାଗଜ ଧରାଇଲେ ଛାତ୍ରୀ ମିଳିଲା ଫୁଲ୍‌ ମାର୍କ

ଜାପାନ ଯୁନୁଭର୍ସିଟିର ଜଣେ ଛାତ୍ରୀ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛନ୍ତି। ଗବେଷଣାରତ ଏହି ଛାତ୍ରୀ ଜଣଙ୍କୁ ପ୍ରଫେସର ପ୍ରବନ୍ଧ ଲେଖିବାକୁ କହିଥିଲେ। ହେଲେ ଛାତ୍ରୀ ଜଣଙ୍କ ଶେଷରେ ପ୍ରଫେସରଙ୍କୁ ଖାଲି କାଗଜ ଧରାଇ ଦେଇଥିଲେ। ଯାହାକୁ ଦେଖି ପ୍ରଫେସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?