ଫୁରସତ

ପାଣି: କିଛି କାହାଣୀ

ହିନ୍ଦୁ ଧର୍ମରେ ପାଣି ବା ଜଳକୁ ଅତ୍ୟନ୍ତ ପବିତ୍ର ବୋଲି ମନେ କରାଯାଏ। ପାଣି କେବେ ଅପବିତ୍ର ହୁଏନା। ତା’ ପରିବର୍ତ୍ତେ ପାଣି ହିଁ ସମସ୍ତ ଅପବିତ୍ରକୁ ପବିତ୍ର କରେ। ବିଶ୍ୱାସ ଅଛି ସକାଳେ ଉଠି ନଦୀଜଳରେ ସ୍ନାନ କରି...

ଏସବୁ କମ୍ପାନୀରେ ଅଫିସରେ ଚଷମା ପିନ୍ଧିବା ମନା…

କମ୍ପ୍ୟୁଟରରେ କାମ କଲାବେଳେ କେତେକ ଆଖିକୁ ଚାପମୁକ୍ତ ରଖିବା ପାଇଁ ଚଷମାର ବ୍ୟବହାର କରିଥାନ୍ତି। ମାତ୍ର ଜାପାନର କିଛି ରିଟେଲ୍‌ କମ୍ପାନୀ ଏହାର କର୍ମଚାରୀଙ୍କୁ ଅଫିସରେ କାମ କରିବାବେଳେ ଚଷମା ପିନ୍ଧିବାକୁ ମନା କରିିଛନ୍ତି। ଚଷମା ପିନ୍ଧିଲେ କମ୍ପାନୀଗୁଡ଼ିକର କାରବାର...

ରକ୍ତବର୍ଣ୍ଣ ହେଲା ଦକ୍ଷିଣ କୋରିଆ ନଦୀ, ଜାଣନ୍ତୁ କାରଣ

ଉତ୍ତର-ଦକ୍ଷିଣ କୋରିଆ ସୀମାରେ ଥିବା ଏକ ନଦୀ ରକ୍ତବର୍ଣ୍ଣ ହୋଇଯାଇଛି। କାରଣ ଏହି ଦେଶରେ ଆଫ୍ରିକା ସ୍ବାଇନ୍‌ ଜ୍ୱର ବ୍ୟାପିଛି। ତେଣୁ ଏହାକୁ ରୋକିବା ପାଇଁ ଦକ୍ଷିଣ କୋରିଆ ପ୍ରଶାସନ ୪୭୦୦୦ ଘୁଷୁରିଙ୍କୁ ମାରିବା ପାଇଁ ଆଦେଶ ଦେଇଛି। ବର୍ଷା...

ବିଶ୍ୱର ଭୟଙ୍କର ଜୀବ, ଛୁଇଁଲେ ହୋଇଯିବ ମୃତ୍ୟୁ

ବିଶ୍ୱରେ ଏମିତି କିଛି ଜୀବ ଅଛନ୍ତି, ଯାହା ଦେଖିବାକୁ ଖୁବ୍‌ ସୁନ୍ଦର ମାତ୍ର ଘାତକ ସଦୃଶ। ଆମେ ଆପଣଙ୍କୁ ଡରାଇବାକୁ ଚାହୁଁନୁ କେବଳ ସାବଧାନ କରାଇ ଦେଉଛୁ। ଏମିତି ଏକ ଜୀବ ଅଛି, ଯାହାକୁ ଛୁଇଁବା ମାତ୍ରେ ମୃତ୍ୟୁ ଘଟିବ।...

ଏହି ହୋଟେଲରେ ରାତିଟିଏ ରହିଲେ ଦେବାକୁ ପଡ଼େ ୮୬ ଟଙ୍କା, ଜାଣନ୍ତୁ କ’ଣ ରହିଛି ସର୍ତ୍ତ

ଆଜିକାଲି ସମୟରେ ହୋଟେଲର ଚାକଚକ୍ୟ ଅନୁଯାୟୀ ବହୁ ଅର୍ଥ ଦେବାକୁ ପଡ଼ିଥାଏ। କିନ୍ତୁ ଆଜିର ମହଙ୍ଗା ଯୁଗରେ ଏମିତି ଏକ ହୋଟେଲ ଅଛି, ଯେଉଁଠି ୧୦୦ ଟଙ୍କାରୁ କମ୍‌ ଦେଇ ରାତ୍ରିଯାପନ କରିପାରିବେ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଜାପାନର...

ମିଳିଲା ୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ…

ପାକିସ୍ତାନର ଖୈବର ପଖସ୍ତୁନଖ୍ବା ଅଞ୍ଚଳରୁ ଏକ ୩ ହଜାର ବର୍ଷ ତଳ ସହରର ଭଗ୍ନାବଶେଷ ମିଳିଛି। ପାକିସ୍ତାନ ଏବଂ ଇଟାଲୀର ପ୍ରତ୍ନତତ୍ତ୍ୱବିତ୍‌ମାନେ ସ୍ବାତ୍‌ ଜିଲାର ବାରିକୋଟ୍‌ରେ ଥିବା ଏହି ଐତିହାସିକ ସ୍ଥାନରେ ମିଳିତ ଭାବେ ଖନନ କରୁଛନ୍ତି। ଏଠାରୁ ମନ୍ଦିରର...

ଏହି ଦ୍ୱୀପରେ ରୁହନ୍ତି ଲାଲ୍‌ ରଙ୍ଗର କଙ୍କଡ଼ା

ସିଡ୍‌ନୀ: ଏପରି ଏକ ଦ୍ୱୀପ ରହିଛି ଯେଉଁଠି ରାସ୍ତା ଘାଟ ସବୁଆଡ଼େ କଙ୍କଡ଼ା ବାସ କରୁଥିବା ଦେଖାଯାଇଥାଏ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ଏଭଳି ଦ୍ୱୀପ ରହିଛି ଆଷ୍ଟ୍ରେଲିଆରେ। ଏଠାକାର କ୍ରିସ୍‌ମସ୍‌ ଦ୍ୱୀପରେ ଲାଲ୍‌ ରଙ୍ଗର କଙ୍କଡ଼ା...

ସହିଷ୍ଣୁତାରେ ବିଶ୍ୱଶାନ୍ତି ସମ୍ଭବ

ଜାତିସଂଘ: ଆନ୍ତର୍ଜାତିକ ସହିଷ୍ଣୁତା ଦିବସ ପ୍ରତିବର୍ଷ ୧୬ ନଭେମ୍ବରରେ ପାଳନ କରାଯାଉଛି। ବିଶ୍ୱରେ ଅସହିଷ୍ଣୁତାର କାୟାବିସ୍ତାର କରିବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇବା ପରେ ଜାତିସଂଘ ସାଧାରଣ ପରିଷଦ ୧୯୯୬ରେ ବିଶ୍ୱରେ ଅସହିଷ୍ଣୁତାର ବିପଦ ସମ୍ପର୍କରେ ସାର୍ବଜନୀନ ସ୍ତରରେ ସଚେତନତା...

ମଙ୍ଗଳରେ ଅମ୍ଳଜାନ

ଓ୍ବାଶିଂଟନ: ଲାଲ୍‌ ଗ୍ରହ ମଙ୍ଗଳରେ ଅମ୍ଳଜାନ ଅଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଏପରି ଦାବି କରିଛି। ମଙ୍ଗଳରେ ଜୀବନ ଖୋଜୁଥିବା ନାସାର ରୋଭର କ୍ୟୁରିଓସିଟି ସେଠାକାର ବାୟୁମଣ୍ଡଳରେ ଅମ୍ଳଜାନ ଥିବା ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛି।...

୩ ସିଝା ଅଣ୍ଡାର ଦାମ୍‌ ୧୬୭୨ ଟଙ୍କା

ନୂଆଦିଲ୍ଲୀ: ବଜାରରେ ୩ ସିଝା ଅଣ୍ଡାର ଦାମ୍‌ ସାଧାରଣତଃ ୨୫ରୁ ୩୫ ଟଙ୍କା ଥିବାବେଳେ ସ୍ଥାନ କାଳ ପାତ୍ର ଅନୁଯାୟୀ ଏହାକୁ ଚଢ଼ାଦରରେ ବିକ୍ରି କରାଯାଉଛି। ଖାଲି ଅଣ୍ଡା କାହିଁକି, ବିଭିନ୍ନ ଜିନିଷର ଦର ଏଭଳି ଅସ୍ବାଭାବିକ ଭାବେ ବୃଦ୍ଧି...

ବରଗଛ ଦେଲା କୁକୁରର ମାଲିକାନା

ଫତେହାବାଦ: ଗୋଟିଏ ନାୟିକାକୁ ଦୁଇଜଣ ନାୟକ। ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଏପରି ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ନାୟିକା ପାଇଁ କିପରି ଦୁହେଁ ଲଢ଼େଇ କରୁଛନ୍ତି ତାହା ବି ଆମେ ଊଣା ଅଧିକେ ଦେଖିଛେ। ସେଥିରୁ ଅଧିକାଂଶ ସିନେମା...

୧୯୬ ଦେଶରେ ମାରାଥନ୍‌ ଦୌଡ଼ି ବିଶ୍ୱ ରେକର୍ଡ

ଲଣ୍ଡନ: ସତରେ ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। କିଛି କରିବାର ଆକାଂକ୍ଷା ଅସମ୍ଭବକୁ ସମ୍ଭବ କରିଥାଏ। ଇଂଲଣ୍ଡର ନିକ୍‌ ବଟର ଏଭଳି କିଛି ଅସମ୍ଭବକୁ ସମ୍ଭବ କରିବା ସହ ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri