ଫୁରସତ

ଅଭିଶପ୍ତ: ଯେତେ ଖୋଜିଲେ ବି ଯାହାର ଉତ୍ତର ମିଳେନା

ତାର ଆକର୍ଷଣରୁ କେହି କେବେ ନିଜକୁ ରୋକି ପାରେନା। ଆପେ ଟାଣି ହୋଇ ଚାଲିଯାଏ ତା’ ପାଖକୁ। କହିବାକୁଗଲେ ସେ ନିଜ ଆକର୍ଷଣର ମାୟାଜାଲରେ ସମସ୍ତଙ୍କୁ ଟାଣିଆଣେ ନିଜ ପାଖକୁ। ଆଉ ଥରେ ଆସିଗଲେ ସେ ଦିଏ ମୃତ୍ୟୁର ଉପହାର। ନେଇ…

୧୩ଟି ମୁଦ୍ରା ବିବାହରେ କନ୍ୟାଙ୍କୁ ଦିଅନ୍ତି ବର..

ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ବ୍ୟବସ୍ଥା। ପୃଥିବୀର ବିିଭିନ୍ନ ସ୍ଥାନରେ ଏହାକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସ୍ପେନ୍‌ରେ ବିବାହ ସମୟରେ ବର କନ୍ୟାଙ୍କୁ ୧୩ଟି ମୁଦ୍ରା ଉପହାର ଦେବାର ପରମ୍ପରା ରହିଛି। ସେଥିମଧ୍ୟରୁ ଗୋଟିଏ ମୁଦ୍ରା ଯୀଶୁଖ୍ରୀଷ୍ଟଙ୍କ ନାମରେ…

ପବନରୁ ପ୍ରସ୍ତୁତ ହେଉଛି ପାଣି, ବୋତଲର ଦାମ୍‌ ରହିଛି…

ଆଜିକାଲି ଦୁନିଆରେ କୌଣସି କଥା ଅସମ୍ଭବ ନୁହେଁ। ବୈଜ୍ଞାନିକମାନେ ସବୁ ଅସମ୍ଭବକୁ ସମ୍ଭବ କରିଦେଉଛନ୍ତି। ତେଲେଙ୍ଗାନାର ସିକନ୍ଦରାବାଦ୍‌ ରେଲଓ୍ବେ ଷ୍ଟେଶନକୁ ଦେଖୁନାହାନ୍ତି, ଏଠାରେ କେମିତି ପବନରୁ ପାଣି ପ୍ରସ୍ତୁତ ହୋଇ ବିକ୍ରି ହେଉଛି। ଗୋଟିଏ ବୋତଲର ପାଣି କିଣିଲେ ଦେବାକୁ ପଡ଼ିଥାଏ…

ଯେଉଁ ଖଣିର ହୀରା ନେଇ ପାରିବେ ସାଧାରଣ ଜନତା

ହୀର ଖଣି ସାଧାରଣତଃ କମ୍ପାନୀମାନଙ୍କ ଅଧିନରେ ଥାଏ। ଯେଉଁମାନେ ଏହାକୁ କ୍ରୟ କରିଥାଆନ୍ତି। ହେଲେ ଏମିତି ଏକ ଖଣି ଅଛି ଯେଉଁଠୁ ସାଧାରଣ ଜନତା ମଧ୍ୟ ହୀରା ଆଣିପାରିବେ। ଆମେରିକାର ଆରକାନସସ ରାଜ୍ୟର ପାଇକ କାଉଣ୍ଟିରେ ମରଫ୍ରେସବୋରୋରେ ରହିଛି ଏମିତି ଏକ…

ଏହି ବ୍ୟକ୍ତିଙ୍କ ପେଟରେ ରହିଛି ଏମିତି ବିଷାକ୍ତ ଗ୍ୟାସ, ଯେଉଁଥିରେ ମରିଯାଉଛନ୍ତି କୀଟପତଙ୍ଗ

ବିଶ୍ୱରେ ଖୁବ୍‌ ବିଚିତ୍ର ଲୋକ ଅଛନ୍ତି। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ୟୁଗଣ୍ଡାର କମ୍ପଲାରେ ରହୁଥିବା ଓ୍ବାମିରମା(୪୮)। ଯେ ଦାବି କରନ୍ତି ତାଙ୍କ ପେଟରେ ଏପରି ବିଷାକ୍ତ ଗ୍ୟାସ୍‌ ଅଛି ଯାହାର ପ୍ରଭାବରେ ଆଖପାଖରେ ଥିବା ମଶା ମରିଯାନ୍ତି। ସେ ମଧ୍ୟ…

ଓ୍ବାଶିଂମେଶିନ୍‌ରେ ଏମିତି କିଛି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବ୍ୟକ୍ତି, ଫଟୋ ଭାଇରାଲ

ଋଷ୍‌: ସାଧାରଣତଃ ଓ୍ବାଶିଂମେଶିନ୍‌ରେ କପଡ଼ା ଧୁଆ ଯାଇଥାଏ। ଯଦି ଏହା ଭିତରେ ଆପଣ ହଠାତ୍‌ କିଛି ଅଦ୍ଭୁତ ଦୃଶ୍ୟ ଦେଖିବେ ତେବେ ଲୋମ ଟାଙ୍କୁରି ଉଠିବା ସ୍ବାଭାବିକ। ଏମିତି ଏକ ଘଟଣା ଘଟିଛି ଋଷ୍‌ର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ଉକ୍ତ ବ୍ୟକ୍ତିଙ୍କ…

ଏମିତି ରେଡିଓ ଷ୍ଟେଶନ, ଯେଉଁଠି ସିଧା ଯୋଗାଯୋଗ ହୋଇଥାଏ ଏଲିଅନ୍‌ଙ୍କ ସହ

ଋଷ୍‌: ଏହି ଦେଶର ସେଣ୍ଟ ପୋର୍ଟସବର୍ଗ ସହରଠାରୁ ଦୂର ଶୂନ୍‌ଶାନ୍‌ ସ୍ଥାନରେ ରହିଛି ଏକ ରେଡିଓ ଷ୍ଟେଶନ। ଏହି ରେଡିଓ ଷ୍ଟେଶନରୁ ଅନ୍ତରାଳରେ କିଛି ପ୍ରସାରଣ ହୋଇଥାଏ। ଯେତେବେଳେ ଅନ୍ୟ ରେଡିଓ ଷ୍ଟେଶନରୁ ପ୍ରସାରଣ ବନ୍ଦ ହୋଇଥାଏ ଠିକ୍‌ ଏହି ସମୟରେ…

ବିକଳ୍ପ ଶକ୍ତି ଭବିଷ୍ୟତର ଭରସା

ଜାତିସଂଘ: ବିଶ୍ୱରେ ୧୪ ଡିସେମ୍ବରରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ଶକ୍ତି କ୍ଷୟ ରୋକିବା ଓ ଏହାର ବିନିଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ ଏହି ଦିବସ। ଦୈନନ୍ଦିନ ଜୀବନରେ ଶକ୍ତିର ଉପଯୋଗ ଓ ପରିବେଶ ଉପରେ ଏହାର…

ପ୍ରଥମ ସାମୁଦ୍ରିକ କବରଖାନା

କୋଝିକୋଡ: ସମୁଦ୍ରର ଅଥଳ ଜଳରାଶିଠାରୁ ଆରମ୍ଭ କରି ଏଭେରଷ୍ଟ, ଆମାଜନର ଘଞ୍ଚ ଜଙ୍ଗଲରୁ ସାହାରାର ବିସ୍ତୀର୍ଣ୍ଣ ମରୁପ୍ରାନ୍ତ ଯାଏ ସବୁଠି ମନୁଷ୍ୟକୃତ ଆବର୍ଜନାର ପାହାଡ଼। ଜାଣତ କିମ୍ବା ଅଜାଣତରେ ପ୍ରାକୃତିକ ପରିବେଶରେ ଏପରି ହସ୍ତକ୍ଷେପ ଏବେ ମଣିଷ ଜାତି ପାଇଁ ବୁମେରାଂ…

ଏହି ଦେଶର ମହାରାଣୀଙ୍କ ପାଖରେ ନାହିଁ ପାସପୋର୍ଟ: ବୁଲି ସାରିଲେଣି ଶହେରୁ ଊର୍ଦ୍ଧ୍ୱ ଦେଶ

ପାସପୋର୍ଟ ବା ଭିଜା ନ ଥିଲେ ଜଣେ ବ୍ୟକ୍ତି ନିଜ ଦେଶ ବ୍ୟତୀତ ବିଦେଶ ଭ୍ରମଣ କରିପାରିବ ନାହିଁ। ହେଲେ ବ୍ରିଟେନର ମହାରାଣୀ ଏଲିଜାବେଥ-୨ ଏକମାତ୍ର ମହିଳା ଯେ କି ବିନା ପାସପାର୍ଟ ବା ଭିଜାରେ ଶହେରୁ ଊର୍ଦ୍ଧ୍ୱ ଦେଶ ଭ୍ରମଣ…

ଏହି ଯୁବକଙ୍କ ପାଟିରୁ ନୁହେଁ, ଛାତିରୁ ଶୁଭୁଛି ସିଟି; କାରଣ ଜାଣି ଡାକ୍ତର ହେଲେ ଆଶ୍ଚର୍ଯ୍ୟ

ହିମାଚଳପ୍ରଦେଶ: ସାଧାରଣତଃ ଲୋକେ ପାଟିରେ ସିଟି ବା ହୁଇସିଲ୍‌ ବଜାଇଥା’ନ୍ତି। ମାତ୍ର ଜଣେ ବ୍ୟକ୍ତିଙ୍କ ଛାତିରୁ ସିଟି ବଜାଇବାର ଶବ୍ଦ ଶୁଭୁଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ହିମାଚଳପ୍ରଦେଶରେ ରହୁଥିବା ଜଣେ ଯୁବକଙ୍କଠାରେ ଏପରି ଦେଖିବାକୁ ମିଳିଛି। ହିମାଚଳ ସ୍ବାସ୍ଥ୍ୟ ସଂସ୍ଥାନ…

ଏମିତି ବହି: ଚାହିଁଲେ ମଧ୍ୟ ପଢ଼ିପାରିବେନି, ଜାଣନ୍ତୁ କାରଣ

ବିଶ୍ୱରେ ଅନେକ ଅଜବ ଜିନିଷ ଭରପୂର ହୋଇରହିଛି। ଯାହାର କାରଣ ଆଜି ମଧ୍ୟ ଅସ୍ପଷ୍ଟ। ସେହିପରି ଏକ ଅଜବ ବହି ଦେଖିବାକୁ ମିଳିଛି ଇଂଲଣ୍ଡରେ। ଯାହାକୁ ଆପଣ ଚାହିଁଲେ ମଧ୍ୟ ପଢ଼ିପାରିବେନି। ୨୪୦ ପୃଷ୍ଠାର ଏହି ବହିକୁ ଆଜିପର୍ଯ୍ୟନ୍ତ କେହି ପଢ଼ିପାରିନାହାନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?