ନାପ୍ ଷ୍ଟୋର
ବ୍ୟସ୍ତବହୁଳ ଜୀବନ ଭିତରେ ଶାନ୍ତିର ନିଦ ଶୋଇବା ଲାଗି କାହା ପାଖେ ସମୟ ନାହିଁ। କାର୍ଯ୍ୟ ବ୍ୟସ୍ତତା ଏବଂ ସମୟର ଘୋର ଅଭାବ ହେତୁ ଅନେକେ ଅନିଦ୍ରା ଭଳି ରୋଗରେ ମଧ୍ୟ ପିଡିତ ହେଉଛନ୍ତି। ଏହାକୁ ଧ୍ୟାନରେ ରଖି ନ୍ୟୁୟର୍କଠାରେ ଖୋଲିଛି…
ତାରରେ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି
ଦୁର୍ଗାପୂଜା ସମୟରେ ମା’ ଦୁର୍ଗାଙ୍କର ଅନେକ ପ୍ରକାରର ମୂର୍ତ୍ତି ଗଢ଼ାଯାଏ। କିଛି କାରିଗର ତ ବିଭିନ୍ନ ଉପାଦାନରେ ମା’ଙ୍କ ମୂର୍ତ୍ତି ଗଢ଼ିଥାଆନ୍ତି। ତେବେ ନିକଟରେ ଆସାମର ଧିବ୍ରୁ ଜିଲାର ଆସାମ ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିରେ କାର୍ଯ୍ୟରତ ଅଧିବାସୀ ସଞ୍ଜୀବ ବସକ…
ଅଳ୍ପ ବୟସରେ କଠିନ କାମ
ଇଚ୍ଛାଶକ୍ତି ନିକଟରେ ବୟସର ବାଧକତା ହାର ମାନିଥାଏ। ସେଥିଲାଗି ଅଳ୍ପ ବୟସର ପିଲାମାନେ ବି ଅନେକ କଠିନ କାମ କରି ଦେଖେଇଥାନ୍ତି। ଚାଇନାର ଝାଙ୍ଗ୍ ହୁଇମିନ୍ଙ୍କୁ ଦେଖାଯାଉ। ତାଙ୍କୁ ଯେତେବେଳେ ମାତ୍ର ଆଠବର୍ଷ ହୋଇଥିଲା ସେ ନିଷ୍ପତ୍ତି ନେଇଥିଲେ ମାରାଥନ ଦଉଡ଼ିବେ।…
ଏହି ଡ୍ରେସ୍କୁ ଛୁଇଁ ହେବନି
ସବୁବେଳେ ସେଲିବ୍ରିଟି ପିନ୍ଧୁଥିବା ପୋଷାକ ଚର୍ଚ୍ଚାକୁ ଆସେ, ଭାଇରାଲ ହୁଏ। କିନ୍ତୁ ନିକଟରେ ଏମିତି ଏକ ପୋଷାକ ଭାଇରାଲ ହୋଇଛି, ଯାହା କୌଣସି ସେଲିବ୍ରିଟିଙ୍କର ନୁହେଁ। ଏହି ଡ୍ରେସ୍ର ଆଉ ଏକ ବିଶେଷତ୍ୱ ହେଉଛି ଯେ, ଏହାକୁ ଆପଣ ଚାହିଁଲେ ଛୁଇଁପାରିବେ…
ରେଷ୍ଟୁରାଣ୍ଟରେ ଦିଆଯାଏ ଟଏଲେଟ ପାଣି
ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀ ବିଭିନ୍ନ ପନ୍ଥା ଆପଣେଇଥାଆନ୍ତି। ତନ୍ମଧ୍ୟରୁ କିଛି ହୋଇଥାଏ ବେଶ୍ ଅଜବ। ଯେମିତିକି ବେଲ୍ଜିୟମ, କୁନେରେ ଥିବା ଏକ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ପିଇବାକୁ ଦିଆଯାଏ ଟଏଲେଟ ପାଣି। ଉକ୍ତ ରେଷ୍ଟୁରାଣ୍ଟର ନାମ ହେଉଛି ‘ଗଟ୍ସ ୟୁକ୍ସ’।…
ଓଟଙ୍କ ଡାକ୍ତରଖାନା
ମଣିଷଙ୍କ ଭଳି ପଶୁଙ୍କ ପାଇଁ ବି ଡାକ୍ତରଖାନା ଅଛି। ତେବେ ଖାସ୍କରି ଦୁବାଇରେ ଓଟଙ୍କ ପାଇଁ ନିର୍ମିତ ଡାକ୍ତରଖାନାର କଥା ଟିକେ ଅଲଗା। ଏଠି କେବଳ ଓଟଙ୍କର ଚିକିତ୍ସା କରାଯାଏ। ଡାକ୍ତରଖାନାଟିର ନାମ ହେଉଛି ‘ଦୁବାଇ କ୍ୟାମେଲ ହସ୍ପିଟାଲ’। ଏ ହେଉଛି…
ରହସ୍ୟମୟ ପର୍ଯ୍ୟଟନ ସ୍ଥଳୀ
ଏମିତି କିଛି ପର୍ଯ୍ୟଟନସ୍ଥଳ ରହିଛି, ଯାହା କେବଳ ତା’ର ସୌନ୍ଦର୍ଯ୍ୟ ପାଇଁ ନୁହେଁ । ତା’ର ରହସ୍ୟ ପାଇଁ ବି ପର୍ଯ୍ୟଟକଙ୍କୁ ନିଜ ଆଡକୁ ସବୁବେଳେ ଆକର୍ଷିତ କରିଥାଏ… ଡୁମାସ୍ ବେଳାଭୂମି: ଆରବ ସାଗର କୂଳରେ ଥିବା ଗୁଜରାଟର ଡୁମାସ ବେଳାଭୂମି…
ପର୍ଯ୍ୟଟନସ୍ଥଳୀ: ଐତିହାସିକ ଥଙ୍ଗାସେରୀ ଦୁର୍ଗ
କେରଳର କୋଲ୍ଲାମ୍ ସହର ଅନ୍ତର୍ଗତ ଏକ ତଟୀୟ ଅଞ୍ଚଳ ହେଉଛି ଥଙ୍ଗାସେରୀ। ଏଠାରେ ରହିଛି ଏକ ପ୍ରାଚୀନ ଦୁର୍ଗ, ଯାହାର ନାଁ ହେଲା ଥଙ୍ଗାସେରୀ ଦୁର୍ଗ। ସେଣ୍ଟ ଥୋମାସ୍ ଦୁର୍ଗ ଭାବେ ବି ଏହା ପରିଚିତ… ଥଙ୍ଗାସେରୀ ହେଉଛି କେରଳର କୋଲ୍ଲାମ୍…
ସକାଳର ଅପେକ୍ଷାରେ…
ପ୍ରତ୍ୟେକ ମା,ବାପା ସନ୍ତାନ ଜନ୍ମପରେ ତାଙ୍କ ଭବିଷ୍ୟତ ନେଇ ଅନେକ ସ୍ବପ୍ନ ଦେଖିଥାନ୍ତି, ମାତ୍ର ପରିସ୍ଥିତି ବେଳେବେଳେ ସେସବୁକୁ ବଦଳେଇଦିଏ। ଯେଉଁଥିରେ କି ସେମାନଙ୍କ ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧାର ଆଡ଼କୁ ଠେଲି ହୋଇଯାଏ। ଚାରିଆଡ଼ୁ ହତାଶ ଭିତରେ ଅଣ୍ଟା ସଳଖି ଛିଡ଼ାହେବା…
ପ୍ରଥମ ଦରମା ଟଙ୍କା ବାପାଙ୍କୁ ଦେଇଥିଲି: ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ
ଖୋର୍ଦ୍ଧା ଜିଲା ବଉଳାବନ୍ଧ ନିକଟସ୍ଥ ଇଚ୍ଛାପୁର ଗାଁରେ ମୋ ଜନ୍ମ। ନାଚୁଣୀ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରି ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଆଇ.ଏସ୍ସି ଓ ବି.ଏସ୍ସି ପଢିଥିଲି। ତା’ସହିତ ଏନ୍ସିସି ପାର୍ଟ-୧ ପରୀକ୍ଷା ଦେଇ ସାର୍ଟିଫିକେଟ୍ ବି ପାଇଥିଲି।…
ମାଆଙ୍କ ଡ୍ରାଇଭିଂ ଲାଇସେନ୍ସ ପାଇଁ ଏମିତି କଲେ ପୁଅ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବ୍ରାଜିଲ୍: ସାଧାରଣତଃ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ହେଲେ ଟେଷ୍ଟରେ ଗାଡ଼ି ଚଳାଇ ଦେଖାଇବାକୁ ପଡ଼ିଥାଏ। କିନ୍ତୁ ବ୍ରାଜିଲ୍ର ଜଣେ ମହିଳାଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ନ ଥିଲା। ତେଣୁ ତାଙ୍କ ପୁଅ ଏକ ଅଜବ ଉପାୟ ଆପଣାଇ ହରଡ଼ଘଣାରେ ପଡ଼ିଛନ୍ତି। ଯାହା…
ବ୍ୟକ୍ତିତ୍ୱ: ବଲିଉଡ୍ର ବିଖ୍ୟାତ ଗାୟିକା ହେମଲତା
ଓଡ଼ିଆ ଫିଲ୍ମ ‘ଅଭିଳାଷ’ର ଗୋଟିଏ ଅତି ଲୋକପ୍ରିୟ ଗୀତ ହେଉଛି ‘ଚଗଲା ପବନ ଚଗଲା – ଚଗଲି ମନ ମୋ ଚଗଲି’। ତେବେ ହୁଏତ ଖୁବ୍ କମ୍ଲୋକ ଏକଥା ଜାଣିଥିବେ ଯେ ଏହି ଗୀତଟିକୁ ଗାଇଥିଲେ ବଲିଉଡ୍ର ଜଣେ ବିଖ୍ୟାତ ଗାୟିକା।…

