ନୂଆ ଲୁକ୍‌ରେ ନଜର ଆସିଲେ ଶାହିଦ୍‌ କପୁର

କରୋନା ଲକ୍‌ଡାଉନ ସକାଶେ ବନ୍ଦ ରହିଥିଲା ଶାହିଦ୍‌ କପୁରଙ୍କ ଫିଲ୍ମ ‘ଜର୍ସି’ର ସୁଟିଂ। ବର୍ତ୍ତମାନ ଏହି ଫିଲ୍ମର ସୁଟିଂ ପୁଣି ଆରମ୍ଭ ହୋଇସାରିଛି। ଏ ନେଇ ଶାହିଦ୍‌ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ କ୍ରିକେଟ୍‌ ମଇଦାନରେ ନଜର ଆସିଛନ୍ତି। ଶାହିଦ୍‌ ଅଭ୍ୟାସ ପାଇଁ କ୍ରିକେଟ ମଇଦାନକୁ ଯାଉଥିବା ଫଟୋରେ ଦେଖିବାକୁ ମିଳିଛି। ଫଟୋରେ ଶାହିଦ୍‌  ଲମ୍ବା ଚୁଟି ଓ ଦାଢ଼ିରେ ନଜର ଆସିଛନ୍ତି। ସେ ଏକ କଳା ଚଷମା ମଧ୍ୟ ପିନ୍ଧିଥିବା ଦେଖାଯାଇଛି। ଶାହିଦ୍‌ ଆଉ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଏହି ଫଟୋରେ ସେ ବାଇକରେ ବସି ପୋଜ ଦେଇଛନ୍ତି। ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ବିଚ୍ଛେଦର ୧୦ ବର୍ଷ ପରେ ପୁଣି ବେଦିରେ ବସିବେ ଏହି ଅଭିନେତ୍ରୀ

ମୁମ୍ବାଇ: ବିବାହ ବିଚ୍ଛେଦର ୧୦ ବର୍ଷ ପରେ ପୁଣି ଜଣଙ୍କ ହାତ ଧରି ବେଦିରେ ବସିବାକୁ ଯାଉଛନ୍ତି ବଲିଉଡ୍‌ର ଜଣେ ଅଭିନେତ୍ରୀ। ଏକଥା ଆମେ କହୁନାହୁଁ।...

ଗୋଟିଏ ଫିଲ୍ମର ଆୟ ସହ ସମାନ ସଲମାନଙ୍କ ବିଗ୍‌ବସ୍‌ ୧୪ର ପାରିଶ୍ରମିକ!

ମୁମ୍ବାଇ: ଟେଲିଭିଜନ ଦୁନିଆର ସବୁଠାରୁ ବିବାଦୀୟ ରିୟଲିଟି ଶୋ’ ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ। ଏଥର ବିଗ୍‌ ବସ୍‌-୧୪କୁ ନୂଆ ଟ୍ବିଷ୍ଟ ଓ ନୂଆ...

ରହସ୍ୟ ଉପରୁ ପରଦା ଉଠାଇଲେ ଅମିତାଭ ବଚ୍ଚନ

ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକମାନେ ମଧ୍ୟ ତାଙ୍କ ମଜାଳିଆ ଏବଂ ପ୍ରେରଣାଦାୟକ ପୋଷ୍ଟକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି।...

ପିତାଙ୍କ ଫଟୋ ଶେୟାର କରି ଭାବୁକ ହେଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବେ ପୋଲାଣ୍ଡରେ ଅଛନ୍ତି। ସେଠାରୁ ସେ ତାଙ୍କ ପିତା ତଥା ଭାରତର ମହାନ୍‌ କବି ହରିବଂଶ ରାୟ ବଚ୍ଚନଙ୍କ...

ସୁଶାନ୍ତଙ୍କୁ ଭୂତ କଥା କହି ଭୟଭୀତ କରାଉଥିଲେ ଗର୍ଲଫ୍ରେଣ୍ଡ୍‌ ରିୟା

ମୁମ୍ବାଇ, ୩୦।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ରହସ୍ୟ ଧୀରେଧୀରେ ଅଡୁଆ ସୂତା ଭଳି ଜଟିଳ ହେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ଭଉଣୀ...

ବଚ୍ଚନ ଦମ୍ପତି ଆଶ୍ୱସ୍ତ

ମୁମ୍ବାଇ,୨୪ ।୨: ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କୁ ତାଙ୍କ ଘର ‘ପ୍ରତିକ୍ଷା’ ମାମଲାରେ ବମ୍ବେ ହାଇକୋର୍ଟ ପକ୍ଷରୁ ଆଶ୍ୱସ୍ତି ମିଳିଛି ।...

ଓଜନିଆ ଗାଉନ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଉର୍ବଶୀ: ବସିବା ପାଇଁ ଲୋଡ଼ା ପଡ଼ିଲା ଚାରି ଜଣଙ୍କ ଜାଗା

ଚଳିତ ବର୍ଷ ଆସାମର ଗୌହାଟୀରେ ଫିଲ୍ମ ଫେୟାର ଆଓ୍ବାର୍ଡର ଆୟୋଜନ ହୋଇଛି। ବହୁ କଳାକାରଙ୍କୁ ଏଠାରେ ଦେଖିବାକୁ ମିଳିଥିଲା। ଏହି ଅବସରରେ ଅଭିନେତ୍ରୀ ଉର୍ବଶୀ ରୌତେଲା...

ଏହି ଦୁଇ ଅଭିନେତ୍ରୀଙ୍କ ସହ କାମ କରିବାକୁ ଚାହୁଁଛନ୍ତି ଆହାନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆହାନ ଶେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ‘ ତଡପ’କୁ ନେଇ ଏବେ ସେ ଚର୍ଚ୍ଚାରେ। ସେ ଏହି ଫିଲ୍ମରେ ଅଭିନୟ ପାଇଁ ବହୁତ ଭଲ...

Advertisement
Archives

Model This Week