ଏହି ପ୍ରସିଦ୍ଧ ଅଭିନେତାଙ୍କ ଉପରେ ଖସିଲା ଦୁଃଖର ପାହାଡ, ପିତାଙ୍କ ପରେ ଚାଲିଗଲା ପୁଅର ଜୀବନ

ଚମତ୍କାର ଅଭିନୟ କରି ଦର୍ଶକଙ୍କୁ ହସାଉଥିବା ପ୍ରସିଦ୍ଧ ଅଭିନେତା ରାଜୀବ ନିଗମ ଉପରେ ଦୁଃଖର ପାହାଡ ଖସିଛି। ନିକଟରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା ଏବଂ ଏବେ ତାଙ୍କ ସାନପୁଅ ଦେବରାଜଙ୍କର ମଧ୍ୟ ମୃତ୍ୟୁ ହୋଇଛି। ରାଜୀବ ନିଗମ ନିଜେ ଏହି ସୂଚନା ଦେଇଛନ୍ତି। ଅଭିନେତାଙ୍କ ଅନୁଯାୟୀ ତାଙ୍କ ଜନ୍ମଦିନ ଅବସରରେ କେକ୍‌ କାଟିବା ପୂର୍ବରୁ ପୁଅ ଦୁନିଆରୁ ବିଦାୟ ନେଇଥିଲେ। ରାଜୀବ ନିଗମଙ୍କ ପୁଅର ହଠାତ୍‌ ମୃତ୍ୟୁ ପରେ ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ଏକ ପୋଷ୍ଟରେ ପୁଅର ମୃତ୍ୟୁ ଖବରରେ ଭଙ୍ଗିପଡି ସେ ଲେଖିଛନ୍ତି ମୋର ଜନ୍ମଦିନରେ ଏହା କି ପ୍ରକାର ଆଶ୍ଚର୍ଯ୍ୟ ଉପହାର? ମୋ ପୁଅ ଦେବରାଜ ଆଜି ଜନ୍ମଦିନର କେକ୍‌ ନ କାଟି ମୋତେ ଛାଡି ଚାଲିଗଲେ। ପାଗଳ କେହି ଏପରି ଉପହାର ଦିଅନ୍ତି କି? ବୋଲି ସେ କହିଛନ୍ତି। ରାଜୀବଙ୍କ ପୁଅ ମୁମ୍ବାଇର ଲୋଖଣ୍ଡଓ୍ବୋଲାରେ ଥିବା ବାସଭବନରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ କିଛିଦିନ ହେବ ତାଙ୍କ ପୁଅ ଭେଣ୍ଟିଲେଟର୍‌ରେ ଥିବା ସେ କହିଥିଲେ। ନିକଟରେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା। ଗୋଟିଏ ପରେ ଗୋଟିଏ ଦୁଃଖ ଖବର ତାଙ୍କ ପରିବାର ଉପରେ ଦୁଃଖରେ ଭାଙ୍ଗିପଡିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ୧୫ ଲକ୍ଷ ଟଙ୍କା ଦେବେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ

ମୁମ୍ବାଇ: ବହୁ ଚର୍ଚ୍ଚିତ ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚାରେ ଥିବା ଏହାର ନିର୍ଦ୍ଦେଶକ ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଫିଲ୍ମ...

ଆଇଏଫ୍‌ଏଫ୍‌ଆଇରେ ପ୍ରଦର୍ଶିତ ହେବ ‘ଲଗେ ରହୋ ମୁନ୍ନା ଭାଇ’

ମୁମ୍ବାଇ: ଚଳିତ ବର୍ଷ ନଭେମ୍ବର ୨୩-୨୫ ମଧ୍ୟରେ ଆୟୋଜିତ ଇଣ୍ଟର ନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ(ଆଇଏଫ୍‌ଏଫ୍‌ଆଇ)ରେ ପ୍ରଦର୍ଶିତ ହେବ ବଲିଉଡ୍‌ ମୁଭି ‘ଲଗେ ରହୋ...

ଜୋ ବାଇଡେନ୍‌ ଚାଇନା ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିବାରୁୁ ଚିଡିଗଲେ ଏହି ଅଭିନେତ୍ରୀ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିକଟରେ ଚାଇନା ରାଷ୍ଟ୍ରପତି ସି.ଜିନ୍‌ପିଙ୍ଗଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହି ବାର୍ତ୍ତାଳାପ ସମୟରେ ଜିନ୍‌ପିଙ୍ଗଙ୍କୁ ପ୍ରଶଂସା କରିଥିଲେ ବାଇଡେନ୍‌। ଏହାକୁ...

୧୨ ବର୍ଷ ସାନ ଅଭିନେତାଙ୍କୁ ବିବାହ କରିଥିଲେ ଏହି ବୋଲ୍ଡ ଅଭିନେତ୍ରୀ

ଅଭିନେତ୍ରୀ କଶ୍ମୀରା ଶାହା ନିଜର ସାହସିକତା ପାଇଁ ଜଣାଶୁଣ। କଶ୍ମୀରାଙ୍କ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି। ଅଭିନେତ୍ରୀ ବିକିନିରେ ଅନେକ ଫଟୋ ମଧ୍ୟ...

ବଲିଉଡ୍‌ରେ ଝିଅକୁ ଲଞ୍ଚ କରିବାକୁ ଚାହୁଁ ନାହାନ୍ତି କାଜଲ-ଅଜୟ!

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ପରେ ଏବେ ଏହି ମାୟା ନଗରୀରେ ନେପୋଟିଜିମ ବା ପ୍ରିୟାପ୍ରିତି ପୋଷଣକୁ ନେଇ ଖୁବ୍‌ ଆଲୋଚନା...

ବେବି ଡଲ ବି ସାମ୍ନା କରିଥିଲେ ବଡ଼ ଦୁର୍ଘଟଣା: ମରୁ ମରୁ ବଞ୍ଚିଗଲେ ସେ ଓ ତାଙ୍କ ସ୍ବାମୀ

ଅନେକ ଥର ଦେଖିଥିବେ ଫିଲ୍ମରେ, ଅଭିନେତ୍ରୀମାନେ ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ଆପଣ କ’ଣ ଜାଣନ୍ତି...

ନୂଆ ଅବତାରରେ ନଜର ଆସିବେ ଜ୍ୟାକଲିନ

ମୁମ୍ବାଇ: ସାଜିଦ ନାଡିୱାଡୱାଲାଙ୍କ ଆକ୍ସନ କମେଡି ଫିଲ୍ମ ବଚ୍ଚନ ପାଣ୍ଡେରେ ଏବେ ଆଉ ଜଣେ ବଲିଉଡ୍ ସେଲିବ୍ରିଟିଙ୍କ ନାଁ ସାମିଲ ହୋଇଯାଇଛି । ସୁପରଷ୍ଟାର ଅକ୍ଷୟ...

ଏହି କାରଣ ପାଇଁ ସଲମାନଙ୍କ ନମ୍ବରକୁ ବ୍ଲକ୍‌ କରିଥିଲେ ଶେହନାଜ

ମୁମ୍ବାଇ: ବିଗ୍‌ବସ ଫେମ୍‌ ଶେହନାଜ ଗିଲ ବର୍ତ୍ତମାନ ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ୍‌’ ସହିତ ବଲିଉଡରେ ଡେବ୍ୟୁ...

Advertisement
Archives

Model This Week