ଅମିରଙ୍କ ଫିଲ୍ମରେ ଅତିଥି ଭୂମିକାରେ ଅଭିନୟ ପାଇଁ ଶାହରୁଖ ରଖିଥିଲେ ଏମିତି ସର୍ତ୍ତ

ବଲିଉଡ୍‌ର ବାଦଶାହ ଶାହରୁଖ ଖାନ ଏବଂ ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କ ମଧ୍ୟରେ ଭଲ ବନ୍ଧୁତା ଥିବା କଥା କାହାକୁ ଅଛପା ନାହିଁ। ନିକଟରେ ଅମିର ଖାନଙ୍କ ଫିଲ୍ମ ‘ଲାଲ ସିଂ ଚଢା’ରେ ଅତିଥି ଭୂମିକାରେ ଅଭିନୟ ପାଇଁ ରାଜି ହୋଇଥିଲେ ଶାହରୁଖ। ତାହା ପୁଣି ଏକ ସର୍ତ୍ତରେ। ସର୍ତ୍ତଟି ହେଉଛି ଯଦି ଅମିର ତାଙ୍କ ଚରିତ୍ରର ନିର୍ଦ୍ଦେଶନା ଦେବେ ତେବେ ସେ ଫିଲ୍ମ ଅତିଥି ଭୂମିକା ନିଭାଇବେ ବୋଲି ଶାହରୁଖ ରୋକଠୋକ କହିଥିଲେ। ଶେଷରେ ତାହା ହିଁ ହୋଇଥିଲା। ଶାହରୁଖ ଏହି ଛୋଟ ଭୂମିକାରେ ଅଭିନୟ କରିବା ପାଇଁ ଅମିର ତାଙ୍କ ନିର୍ଦ୍ଦେଶକ ସାଜିଥିଲେ। ଯଦିଓ ‘ଲାଲ ସିଂ ଚଢା’ ଫିଲ୍ମର ନିର୍ଦ୍ଦେଶକ ଅଦ୍ୱେତ ଚନ୍ଦନ, କିନ୍ତୁ ଶାହରୁଖଙ୍କ ଚରିତ୍ରର ନିର୍ଦ୍ଦେଶନା ଅମିର ହିଁ ଦେଇଥିଲେ। ଏଥିରୁ ଉଭୟଙ୍କ ବନ୍ଧୁତା ବିଷୟରେ ସ୍ପଷ୍ଟ ବାରି ହୋଇପଡେ। ଶାହରୁଖ ଶେଷଥର ପାଇଁ ୨୦୧୮ରେ ଫିଲ୍ମ ଜିରୋରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରିସ୍ମାଙ୍କ ଭଳି ଦେଖାଯାଉଥିବା ଏହି ଯୁବତୀ ଜଣକ କିଏ ଜାଣିଛନ୍ତି କି?

ଇସ୍‌ଲାମାବାଦ୍‌,୧୨।୪: ଏକାଭଳି ମୁହଁ ଦେଖାଯାଉଥିବା ଲୋକଙ୍କ କଥା ପ୍ରାୟ ଚର୍ଚ୍ଚାରେ ରହିଥାଏ। ସାରା ଦେଶରେ ଏଭଳି କେତେଜଣ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନଙ୍କ ଚେହେରା ସମ୍ପୂର୍ଣ୍ଣ...

୪୨ ବର୍ଷରେ ‘ଡନ୍‌’

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଡନ୍‌’କୁ ପୂରଣ ହୋଇଛି ୪୨ ବର୍ଷ। ଏହି ଅବସରରେ ପୁରୁଣା ସ୍ମୃତିକୁ ମନେପକାଇଛନ୍ତି ବିଗ୍‌ ବି।...

ଡ୍ରଗ୍ସ ମାଫିଆଙ୍କ ସହ ରିୟା ଚକ୍ରବର୍ତ୍ତୀଙ୍କ ସମ୍ପର୍କ ଥିବା ପ୍ରମାଣିତ ହୋଇଛି: ବିହାର ଡିଜିପି

ପାଟଣା,୮।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସର ସଂଯୋଗ ସମ୍ପର୍କରେ ଅନୁସନ୍ଧାନ କରୁଥିବା ନାକୋର୍ର୍ଟିକ କଣ୍ଟ୍ରୋଲ ଅଫ ବ୍ୟୁରୋ (ଏନ୍‌ସିବି) ମଙ୍ଗଳବାର ଅଭିନେତ୍ରୀ...

‘ଅନୁପମା’ ଫେମ୍‌ କରୋନା ପଜିଟିଭ: ଘର ବାହାରେ ଜନ୍ମଦିନ ପାଳନ କଲେ ପରିବାର ଲୋକେ

ମୁମ୍ବାଇ,୬।୪: ଟେଲି ଜଗତର ବେଶ୍‌ ପପୁଲାର ଶୋ’ ‘ଅନୁପମା’ ଫେମ୍‌ ରୁପାଲୀ ଗାଙ୍ଗୁଲୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ ହେବା ପରେ ସେ ହୋମ୍‌...

‘ତେରି ଗଲି’ରେ ଏହି ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ଆସିମ୍‌

ବମ୍ବେ: ରିଆଲିଟି ଶୋ’ ବିଗ୍‌ବସ୍‌ ଜରିଆରେ ଜଣେ ମଡେଲରୁ ରାତାରାତି ଷ୍ଟାର ପାଲଟିଥିବା ଆସିମ ରିଆଜ ପୁଣି ଚର୍ଚ୍ଚାରେ। କାରଣଟି ହେଲା ତାଙ୍କର ଅପ୍‌କମିଂ ପ୍ରୋଜେକ୍ଟ।...

ବଜରଙ୍ଗୀ ଭାଇଜାନ ଫିଲ୍ମରେ ଅଭିନୟ କରିଥିବା ମୁନ୍ନିଙ୍କ ନିଉ ଲୁକ୍‌ : ଏବେ ଦିଶୁଛନ୍ତି ଏପରି‌

ବଜରଙ୍ଗୀ ଭାଇଜାନ ଫିଲ୍ମରେ ଶିଶୁ କଳାକାର ମୁନି ଭୂମିକାରେ ଅଭିନୟ କରୁଥିବା ହର୍ଷଲି ମଲହୋତ୍ରାଙ୍କୁ ନିଶ୍ଚେ ମନେ ରଖିଥିବେ। ଫିଲ୍ମରେ ମୁନି ସମସ୍ତଙ୍କ ହୃଦୟ ଜିତିଥିଲେ...

ଫିଲ୍ମରେ ଖଳନାୟକ ସାଜି ଦର୍ଶକଙ୍କୁ ଡରାଉଥିବା ପ୍ରେମ୍‌ ନିଜେ ଡରନ୍ତି ଭୂତକୁ

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଖଳନାୟକ ଚରିତ୍ରରେ ଅଭିନୟକରି ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା କଳାକାର ହେଉଛନ୍ତି ପ୍ରେମ୍‌ ଚୋପ୍ରା। ୧୯୬୦ ମସିହାରେ ପଞ୍ଜାବୀ ଫିଲ୍ମରୁ...

ରିଲିଜ୍ ହେଲା ‘ମିର୍ଜାପୁର-୨’ର ଟ୍ରେଲର

ମୁମ୍ବାଇ: ବେଶ କିଛିଦିନର ଅପେକ୍ଷା ପରେ ଶେଷରେ ଏହାର ଅନ୍ତ ଘଟାଇ ରିଲିଜ୍ ହୋଇଛି ବଲିଉଡ୍ ମୁଭି ‘ମିର୍ଜାପୁର-୨’ର ଟ୍ରେଲର । ଆମାଜନ ପ୍ରାଇମ ଭିଡିଓରେ...

Advertisement
Seven Jackpot


Archives

Model This Week