ସଲମାନଙ୍କ ପାଇଁ ମା’ ହୋଇପାରିଥିଲେ ଏହି ଅଭିନେତ୍ରୀ

ଟିଭି ଏବଂ ବଲିଉଡ୍‌ କଳାକାରଙ୍କ ମଧ୍ୟରେ ଅନ୍ୟତମ କଶ୍ମିରା ଶାହା। ନିକଟରେ ତାଙ୍କୁ ରିଆଲିଟି ଶୋ’‘ବିଗ୍‌ ବସ୍‌’ରେ ଦେଖିବାକୁ ମିଳିଥିଲା। କିନ୍ତୁ ବିଗ୍‌ ବସ୍‌ ଘରେ ତାଙ୍କର ଯାତ୍ରା ବେଶିଦିନ ତିଷ୍ଠି ନ ଥିଲା। ମାତ୍ର ବୋଲ୍ଡ ଫଟୋସୁଟ୍‌ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ସ୍ବାମୀ କୃଷ୍ଣ ଅଭିଷେକ ମଧ୍ୟ ସ୍ତ୍ରୀଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
କଶ୍ମିରା ୨୦୧୩ ମସିହାରେ କୃଷ୍ଣଙ୍କୁ ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ବିବାହ ପରେ ମା’ ହେବାର ସୌଭାଗ୍ୟ ତାଙ୍କୁ ସହଜରେ ମିଳି ନ ଥିଲା। ୧୪ ଥର ଅସଫଳ ହେବା ପରେ ସଲମାନ୍‌ ଖାନ୍‌ଙ୍କ ପରାମର୍ଶ ଅନୁସରଣ କରି ସେ ମା’ ହୋଇପାରିଥିଲେ। ପ୍ରକୃତରେ ସଲମାନ ତାଙ୍କୁ ବିଜ୍ଞାନର ସହାୟତା ନେବାକୁ ପରାମର୍ଶ ଦେଇଥିଲେ। ସଲମାନଙ୍କ ଏହି ପରାମର୍ଶ ପରେ କଶ୍ମିରା ଏବଂ କୃଷ୍ଣ ମା’ବାପା ହେବାର ସୌଭାଗ୍ୟ ପାଇପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କିସି କା ଭାଇ କିସି କି ଜାନ’ର ଧମାକାଦାର ଟ୍ରେଲର ରିଲିଜ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ର ଟ୍ରେଲର ସୋମବାର ମୁକ୍ତିଲାଭ କରିଛି। ଯାହାକୁ...

ଆୟୁଷ୍ମାନଙ୍କ ୭ମ ହିଟ୍‌ ଫିଲ୍ମ ‘ବାଲା’: ୪ ଦିନରେ ୫୦ କୋଟି କ୍ଲବରେ ହେଲା ସାମିଲ

ବମ୍ବେ: ଖିଲାଡ଼ି କିଙ୍ଗ୍‌ ଅକ୍ଷୟ କୁମାରଙ୍କ ପରେ ବଲିଉଡରେ ଗୋଟିଏ ପରେ ଗୋଟିଏ ହିଟ୍‌ ଦେଉଥିବା ଅଭିନେତା ପାଲଟିଛନ୍ତି ଆୟୁଷ୍ମାନ ଖୁରାନ୍ନା। ଶୁକ୍ରବାର ରିଲିଜ ହୋଇଥିବା...

ପ୍ରଥମ ଫିଲ୍ମ ସମ୍ପର୍କରେ ଏମିତି କହିଲେ ‘ଜଓ୍ବାନୀ ଜାନେମନ୍‌’ର ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲୟା ଫର୍ନିଚରଓ୍ବାଲା ଏବେ ଖୁବ୍‌ ବିଜି ରହୁଛନ୍ତି। ମାସକ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜଓ୍ବାନୀ ଜାନେମନ୍‌’ରେ ପୂଜା ବେଦୀଙ୍କ ଝିଅ...

ପାର୍ଲରରେ ପ୍ରିୟା…

ମୁମ୍ବାଇ: ପ୍ରିୟା ପ୍ରକାଶ ଓ୍ବାରିୟର। ଆଖି ମାରିବା ପାଇଁ ସେ ବେଶ୍‌ ଚର୍ଚ୍ଚିତ। ନିଜ ଆଖିର ଯାଦୁରେ ରାତାରାତି ଷ୍ଟାର ପାଲଟି ଯାଇଥିଲେ ପ୍ରିୟା। ଏବେ...

ବନାରସରେ ଅଛନ୍ତି ଓଡ଼ିଆ ଫ୍ୟାନ୍‌

ଡିଆଇଡି ଲିଟିଲ ମାଷ୍ଟର ରିଅଲିଟି ଶୋ’ରେ ଚମତ୍କାର ଡ୍ୟାନ୍ସ କରି ନିଜ ପ୍ରତିଭା ଦେଖାଇଥିଲେ କଟକର ଶୈଳେନ୍ଦ୍ର ସାମନ୍ତରାୟ। ସଞ୍ଜୟ ଓ ମନୋରମା ସାମନ୍ତରାୟଙ୍କ ସାନପୁଅ...

ବାପାଙ୍କ ସର୍ତ୍ତରେ ପ୍ରେମିକା ଜୟାଙ୍କୁ ହଠାତ୍‌ ବିବାହ କରିଥିଲେ ବିଗ୍‌ ବି

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଅଭିନୟ ସାଙ୍ଗକୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଶିରୋନାମା ପାଲଟିଥାନ୍ତି। ଏବେ ବି ରେଖାଙ୍କ ସହ ତାଙ୍କ ସମ୍ପର୍କ...

‘ଜୟ ଶ୍ରୀରାମ’ ଗୀତ ଲଞ୍ଚ କରିବା ପୂର୍ବରୁ ପାଦରୁ ଚପଲ କାଢ଼ିଲେ ଖିଲାଡ଼ି କିଙ୍ଗ୍‌; ହୃଦୟ ଜିଣୁଛି ଭିଡିଓ…

ବମ୍ବେ: ଲଗାତାର ଭାବେ ଚର୍ଚ୍ଚାରେ ରହୁଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ରାମ ସେତୁ’। ଆସନ୍ତା ଦୀପାବଳିରେ ଏହା ପରଦାକୁ ଆସିବ। ନିକଟରେ ଏହାର ଟ୍ରେଲର ରିଲିଜ...

‘ଦ କପିଲ ଶର୍ମା ଶୋ’କୁ ଆଉ ଏକ ଝଟ୍‌କା

ବମ୍ବେ: ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’କୁ ଲାଗିଛି ଆଉ ଏକ ଝଟ୍‌କା। ନିକଟରେ କୃଷ୍ଣା ଅଭିଷେକ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା...

Advertisement
Archives

Model This Week