ବିରାଟ-ଅନୁଷ୍କାଙ୍କ ହେବ ଝିଅ!

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନୂଆବର୍ଷ ଏକ ଖୁସି ନେଇ ଆସିବ। କାରଣ ଖୁବ୍‌ଶୀଘ୍ର ଉଭୟ ପିତାମାତା ହେବାକୁ ଯାଉଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ଅନୁଷ୍କା ପ୍ରଥମ ସନ୍ତାନ ଜନ୍ମନେବ। ଏଥିପାଇଁ ତାଙ୍କ ପ୍ରଶଂସକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏସବୁ ଭିତରେ ମହାନ ଜ୍ୟୋତିଷ ଗୁରୁ ଜଗନ୍ନାଥ ଗୁରୁଜୀ ଭବିଷ୍ୟବାଣୀ କରି କହିଛନ୍ତି ବିରାଟ-ଅନୁଷ୍କାଙ୍କ ଘରେ ଝିଅଟିଏ ଜନ୍ମ ନେବ। ଏକ ସାକ୍ଷାତକାରରେ ଗୁରୁଜୀ ଏହା ପ୍ରକାଶ କରିଛନ୍ତି। ତେବେ ଏହା କେତେଦୂର ସତ ତାହା ତ ଭବିଷ୍ୟତରେ ଜଣାପଡିବ କିନ୍ତୁ ସଂଯୋଗବଶତଃ ବିଶ୍ୱର ଅନେକ ମହାନ କ୍ରିକେଟର୍‌ ଅଛନ୍ତି ଯେଉଁମାନଙ୍କ ପ୍ରଥମ ସନ୍ତାନ ଝିଅ ହୋଇଛି। ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବ୍ରାଏନ ଲାରାଙ୍କ ପର୍ଯ୍ୟନ୍ତ କ୍ରିକେଟର୍‌ଙ୍କ ପ୍ରଥମ ସନ୍ତାନ ଝିଅ ହୋିଛି। ସେହିପରି ଅଷ୍ଟ୍ରେଲିଆର ପ୍ରସିଦ୍ଧ ଖେଳାଳି ରିକି ପଣ୍ଟିଂ, ଭାରତୀୟ ଦଳର ପୂର୍ବତନ ଅଧିନରାୟକ ସୌରଭ ଗାଙ୍ଗୁଲିଙ୍କ ମଧ୍ୟ ପ୍ରଥମ ସନ୍ତାନ ଝିଅ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଜିନିଷକୁ ପ୍ରବଳ ଡରନ୍ତି ଅଜୟ ଦେବଗନ

ବଲିଉଡ୍‌ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ତବୁ ଆଗାମୀ ଫିଲ୍ମ ‘ଦୃଶ୍ୟମ-୨’ର ପ୍ରମୋଶନ ପାଇଁ ରିଆଲିଟି ଶୋ’ ‘ଝଲକ ଦିଖଲା ଜା ୧୦’ ରେ...

ସବୁ ପେସାରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ରହିଛି: କୁମ୍ବଲେ

ପଣଜୀ,୯।୮(ପି.ଟି.)- ଆଜିକାଲି ସବୁ ପେସାରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ରହିଛି ବୋଲି ପୂର୍ବତନ ଭାରତୀୟ ଅଧିନାୟକ ତଥା କୋଚ୍‌ ଅନିଲ କୁମ୍ବଲେ କହିଛନ୍ତି। ଏବେ ସ୍ବାର୍ଥ...

ମଦ କିଣୁଛନ୍ତି ରକୁଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଲକ୍‌ଡାଉନ୍‌ ବେଳେ ମଦ ଦୋକାନରୁ ମଦ କିଣୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ମା’ଙ୍କ ଭାଇଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବଲିଉଡ୍‌ର ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଖୁବ୍‌ କମ୍‌ ବୟସ ମଧ୍ୟରେ ବଲିଉଡ୍‌ରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିଜର ସୌନ୍ଦର୍ଯ୍ୟ ଏବଂ...

ଏହି ରିଆଲିଟି ଶୋ’ରୁ ବାହାର ହେଲେ ଭାରତୀ-ହର୍ଷ; ମନିଷ ହେବେ ନୂଆ ହୋଷ୍ଟ

ବମ୍ବେ: ଲୋକପ୍ରିୟ ଟେଲିଭିଜନ ରିଆଲିଟି ଶୋ’ ‘ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର’ରୁ ବାହାର ହୋଇଛନ୍ତି କମେଡିଆନ୍‌ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା। ଏବେ...

ବ୍ୟାଡ୍‌ମିଣ୍ଟନ ର଼୍ୟାଙ୍କିଙ୍ଗ୍‌କୁ ସାମୟିକ ସ୍ଥିର ରଖାଯାଇପାରେ

ନୂଆଦିଲ୍ଲୀ, ୨୬ା୩ (ପି.ଟି.): କରୋନା ଭାଇରସ୍‌ ବ୍ୟାପିବା ଆଶଙ୍କା ଯୋଗୁ ଟୋକିଓ ଅଲିମ୍ପିକ୍ସକୁ ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି। ଫଳ ସ୍ବରୂପ ବିଶ୍ୱ ର଼୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ବର୍ତ୍ତମାନ...

ଜାଡେଜାଙ୍କ ସ୍ବତନ୍ତ୍ର ରେକର୍ଡ; ଧୋନୀ-ରାଇନାଙ୍କ କ୍ଲବରେ ସାମିଲ

ମୁମ୍ବାଇ,୯।୪: ଆଇପିଏଲ୍‌ ୨୦୨୨ର ୧୭ତମ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଶନିବାର ଖେଳାଯାଉଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ରବିନ୍ଦ୍ର...

ରିଅଲ ମାଡ୍ରିଡ୍‌ର ଟ୍ରେନିଂ ଆରମ୍ଭ

ମାଡ୍ରିଡ୍‌, ୧୨ା୫ (ଏପି)-ସ୍ପାନିଶ ଲିଗ୍‌ର ସଦ୍ୟତମ କ୍ଲବ ଭାବେ ରିଅଲ ମାଡ୍ରିଡ୍‌ ବ୍ୟକ୍ତିଗତ ଟ୍ରେନିଂ ଆରମ୍ଭ କରିଛି। କରୋନାଭାଇରସ୍‌ ମହାମାରୀ ଯୋଗୁ ଦୁଇ ମାସ ଧରି...

Advertisement
Archives

Model This Week