ବିକିନି ପିନ୍ଧିବେନି ବୋଲି ଛାଡିଦେଲେ ହିଟ୍‌ ଫିଲ୍ମ…

୯୦ ଦଶକର ହିଟ ଅଭିନେତ୍ରୀମାନଙ୍କ ମଧ୍ୟରୁ ବଲିଉଡ ଅଭିନେତ୍ରୀ ଆୟେଶା ଜୁଲ୍କା ଅନ୍ୟତମ। ଆୟେଶା ଅକ୍ଷୟ କୁମାର-ଆମୀର ଖାନଙ୍କ ପରି ବଡ ସୁପରଷ୍ଟାରଙ୍କ ସହ କାମ କରିଛନ୍ତି। ଅନ୍ୟପକ୍ଷରେ ଆୟେଶା ଆମୀରଙ୍କ ସହ ‘ଜୋ ଜିତା ଓ୍ବହି ସିକନ୍ଦର’ ଭଳି ହିଟ ଫିଲ୍ମ କରିଥିବା ବେଳେ ସେ କିଛି ହିଟ୍‌ ଫିଲ୍ମକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏଥି ପାଇଁ ସେ ଆଜି ନୁତାପ କରୁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଆୟେଶା ଏହା କହିଛନ୍ତି।

ସେ କହିଛନ୍ତି ବିକିନି କାରଣରୁ ସେ ଏକ ହିଟ୍‌ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏମିତି ଅନେକ ଫିଲ୍ମ ଅଛି ଯାହା ମୁଁ କରିପାରି ନାହିଁ। ମୁଁ ମଣି ରତ୍ନମଙ୍କ ଫିଲ୍ମ ରୋଜା କରିପାରିଲି ନାହିଁ । ଏ ନେଇ ମୁଁ ଦୁଃଖିତ।

ଏହା ବ୍ୟତୀତ ସେ ରାମା ନାଇଡୁଙ୍କ ଫିଲ୍ମ ପ୍ରେମ କଏଦୀରେ ନ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ମୋତେ ପ୍ରେମ କଏଦୀରେ ବିକିନି ପିନ୍ଧିବାକୁ ପଡିଥାନ୍ତା ତେଣୁ ମୁଁ ସେହି ଫିଲ୍ମକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

‘ବାଲାକୋଟ-ଦି ଟ୍ରୁ ଷ୍ଟୋରି’ରେ ବିବେକ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ପରେ ଅଭିନେତା ବିବେକ ଓବେରୟ ବାଲାକୋଟ ଏୟାରଷ୍ଟ୍ରାଇକ୍‌ ଉପରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ଅଭିନୟ କରିବେ। ବାଲାକୋଟର...

ନେହା କକ୍କରଙ୍କୁ ଆଦିତ୍ୟ ନାରାୟଣ କହିଲେ ଇର୍ଷାଳୁ, ଜାଣନ୍ତୁ ପୂରା ଘଟଣା

ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ ‘ଇଣ୍ଡିଆନ ଆଇଡଲ’ର ୧୨ ସିଜିନ୍‌ ଆରମ୍ଭ ହୋଇଛି। ଶୋ’ର ନୂଆ ପ୍ରୋମୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ସବୁଥର...

ଏପରି ବୁଦ୍ଧି ପ୍ରୟୋଗ କରି ଚକୋଲେଟ ତିଆରି କରୁଛନ୍ତି ତୈମୁର; ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ,୨।୧୨-ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ଭାଇରାଲ ହେଉଛି। ବର୍ତ୍ତମାନ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୁଅ ତୈମୁର ଚକୋଲେଟ ତିଆରି...

ଛୋଟ ପରଦାରେ ନଜର ଆସିବେ ଗ୍ରେସୀ ସିଂହ

‘ଲଗାନ୍‌’ ଏବଂ ‘ମୁନ୍ନା ଭାଇ ଏମ୍‌ବିବିଏସ୍‌’ ପରି ଫିଲ୍ମରେ ଅଭିନୟ କରିସାରିଥିବା ଅଭିନେତ୍ରୀ ଗ୍ରେସୀ ସିଂହଙ୍କୁ ଏବେ ପୁଣିଥରେ ଛୋଟ ପରଦାରେ ଦେଖିବାକୁ ମିଳିବ। ଗ୍ରେସୀ...

ଚାରୁ ଅସୋପାଙ୍କୁ ବିବାହ କରିବେ ସୁଷ୍ମିତା ସେନଙ୍କ ଭାଇ ରାଜୀବ, ପ୍ରି-ଓ୍ବେଡିଂ ଫଟୋ ଭାଇରାଲ

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ସୁଷ୍ମିତା ସେନଙ୍କ ଭାଇ ରାଜୀବ ସେନ। ଭାରତୀୟ ରୀତିନୀତି ଅନୁଯାୟୀ ଗୋଆରେ ବିବାହ ଅନୁଷ୍ଠିତ ହେବ। ରାଜୀବ ପ୍ରେମିକା...

ଅଶ୍ୱ ଚାଳନା ଶିଖୁଛନ୍ତି ଏହି ଅଭିନେତା

ବିଗ ବଜେଟ ସିନେମା ‘ତଖ୍ତ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ଭିକ୍କି କୌଶଲ। ସେ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର...

ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ପରେ ଚର୍ଚ୍ଚାରେ ରୋହିତ ଶେଟ୍ଟୀ

ଉତ୍ତରପ୍ରଦେଶର ମେଷ୍ଟ ଓ୍ବାଣ୍ଟଡ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଛି। ଏହି ସମୟରେ ସୋସିଆଲ ମିଡିଆରେ ରୋହିତ ଶେଟ୍ଟୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।...

ଆଇସୋଲେଶନ୍‌ ରହି କିଭଳି ସମୟ କାଟୁଛନ୍ତି ନୁସରତ

ମୁମ୍ବାଇ: କୋଲକାତା ତୃଣମୂଳ କଂଗ୍ରେସର ଏମ୍‌ପି ତଥା ଅଭିନେତ୍ରୀ ନୁସରତ ଜହାଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ନୁସରତଙ୍କ ପ୍ରାୟ...

Play 250+ Trending Games
Archives

Model This Week

Why Dharitri