ବିବାହ କରିବାକୁ ଚାହୁଁଛନ୍ତି ସଲମାନ୍‌: ହେଲେ…

ବଲିଉଡର ପ୍ରସିଦ୍ଧ ଅଭିନେତା ତଥା ଦବଙ୍ଗ ଖାନ ନାମରେ ଜଣାଶୁଣା ସଲମାନ ଖାନ ଆଜିକାଲି ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମ ‘ମୈନେ ପ୍ୟାର କିୟା’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ପ୍ରଥମ ଫିଲ୍ମରୁ ହିଁ ସେ ଜଣେ ପ୍ରସିଦ୍ଧ ଅଭିନେତା ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ। ତେବେ ସଲ୍ଲୁ ନିଜ ବିବାହ ବିଷୟରେ କାହାସହ କଥାବାର୍ତ୍ତା କରିବାକୁ ଚାହାଁନ୍ତି ନାହିଁ । ତାଙ୍କ ନାମ ଅନେକ ବଡ ଅଭିନେତ୍ରୀଙ୍କ ସହ ଯୋଡା ଯାଇଛି। କିନ୍ତୁ ସେ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି।
୧୯୯୦ ମସିହାରେ ସଲମାନ ଏକ ସାକ୍ଷାତକାରରେ କହିଥିଲେ ଯେ, ମୋତେ ଏପରି ଏକ ଝିଅ ଦରକାର ଯାହାର ଗୁଣ ମୋ ସହ ମେଳ ଖାଉଥିବ। ସଲ୍ଲୁ ବିବାହକୁ ନେଇ ଖୋଲାଖୋଲି ଭାବେ କେବେ କିଛି କହି ନ ଥାନ୍ତି। ସେ ସବୁବେଳେ କୁହନ୍ତି ଭାଗ୍ୟରେ ଯାହା ଲେଖାଯିବ, ତାହା ହିଁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ୪୦ଟା ଅଣ୍ଡା ଖାଉଥିଲେ ଏହି ପ୍ରସିଦ୍ଧ ଅଭିନେତା

ସାଉଥ୍‌ ସୁପରଷ୍ଟାର ରାଣା ଡାଗୁବତୀ ଡିସେମ୍ବର ୧୪ ଅର୍ଥାତ୍‌ ଆଜି ତାଙ୍କ ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଚାରିଆଡୁ ତାଙ୍କୁ ଜନ୍ମଦିନ ଶୁଭେଚ୍ଛାର...

୪ ବର୍ଷ ଭିତରେ ୨୦୦ ଫିଲ୍ମ କରିଥିବା ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ମୃତ୍ୟୁ ଆଜିବି ରହସ୍ୟ ଘେରରେ

ସାଉଥ୍‌ ଫିଲ୍ମର ସବୁଠାରୁ ପ୍ରସିଦ୍ଧ ତାରକା ସିଲ୍କ ସ୍ମିତା ୨୩ ସେପ୍ଟେମ୍ବରରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। କିନ୍ତୁ ତାଙ୍କ ମୃତ୍ୟୁ ଆଜି...

ବିନା ଅନୁମତିରେ ବିଜ୍ଞାପନରେ ଅଭିନେତ୍ରୀଙ୍କ ଫଟୋ ଦେଇ କ୍ଷମା ମାଗିଲା ଫ୍ୟାଶନ କମ୍ପାନୀ

ମୁମ୍ବାଇ: ‘ଶୁଭମଙ୍ଗଳ ଜ୍ୟାଦା ସାବ୍‌ଧାନ’ର ଅଭିନେତ୍ରୀ ମାନଭି ଗାଗାରୁଙ୍କୁ ଏକ ଫ୍ୟାଶନ ବ୍ରାଣ୍ଡ କମ୍ପାନୀ କ୍ଷମା ମାଗିଛି। ମାନ୍‌ଭିଙ୍କ ବିନା ଅନୁମତିରେ ଏକ କମ୍ପାନୀ ବିଜ୍ଞାପନ...

୨୦୨୧ରେ ରିଲିଜ ହେବ ଇଫ୍ରାନ ଖାନଙ୍କ ଅନ୍ତିମ ଫିଲ୍ମ

ନୂଆଦିଲ୍ଲୀ,୨୮ା୧୨- ସ୍ବର୍ଗତ ଅଭିନେତା ଇଫ୍ରାନ ଖାନଙ୍କ ଶେଷ ଫିଲ୍ମ ‘ଦ ସଙ୍ଗ ଅଫ୍‌ ସ୍କର୍ପିଅନ୍ସ’ ଆଗାମୀ ବର୍ଷ ରିଲିଜ ହେବ। ଏ ନେଇ ବଲିଉଡ୍‌ର ଜଣାଶୁଣା...

ଅଭିନେତ୍ରୀ ଦିବ୍ୟା ଚୌକସେଙ୍କ ପରଲୋକ

ମୁମ୍ବାଇ, ୧୨।୭- ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ତଥା ମଡେଲ ଦିୟା ଚୌକସେଙ୍କ ରବିବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି କ୍ୟାନସର ସହ ସଂଘର୍ଷ...

ପରଦାରେ ଏମିତି ସିନ୍‌ କରିଥିଲେ ମାଧୁରୀ, ଯାହାକୁ ନେଇ ଆଜି ବି ଅନୁତପ୍ତ

ମାଧୁରୀ ଦୀକ୍ଷିତ ଖାଲି ଧକ୍‌ଧକ୍‌ ଗାର୍ଲ ନୁହନ୍ତି, ତାଙ୍କର ପ୍ରତି ଫିଲ୍ମରେ ରହିଛନ୍ତି କୋଟି କୋଟି ପ୍ରଶଂସକ। ମାଧୁରୀଙ୍କ ଅଭିନୀତ ଫିଲ୍ମ ଦେଖିଲେ ଯେ କେହି...

କିଏ ଦହି ତ ଆଉ କିଏ ନଡିଆ ତେଲ, ଏମିତି କେଶର ଯତ୍ନ ନିଅନ୍ତି ୭ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀଙ୍କ ସୁନ୍ଦର କେଶ ପ୍ରାୟତଃ ସମସ୍ତଙ୍କୁ ଆକର୍ଷିତ କରିଥାଏ। ଅଭିନେତ୍ରୀ ନିଜ ଶରୀର ସହିତ କେଶର ବିଶେଷ ଯତ୍ନ ନିଅନ୍ତି। ଅଧିକାଂଶ ଅଭିନେତ୍ରୀମାନେ କେଶକୁ...

ଚିକି ଚିକି ମୋର ଚିକିଣି ଗାଲ..

‘ଚିକି ଚିକି ମୋର ଚିକିଣି ଗାଲ, ରଙ୍ଗବତୀ ରସବତୀ ଜାଇଫୁଲ’। ଏପରି ଏକ ଆଇଟମ୍‌ ଗୀତକୁ ନେଇ ଓଲିଉଡ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ଡ. ନିର୍ମଳ...

Play 250+ Trending Games
Archives

Model This Week

Why Dharitri