‘ଦ ଗର୍ଲ ଅନ୍ ଦ ଟ୍ରେନ୍‌’ର ଟିଜର ରିଲିଜ

ମୁମ୍ବାଇ: ବଲିଉଡ୍ ବିୟୁଟି ପରିଣିତି ଚୋପ୍ରା ନିଜ ଅଭିନୟ ମାଧ୍ୟମରେ ଲକ୍ଷେ ଲୋକଙ୍କ ହୃଦୟରେ ଘର କରି ସାରିଛନ୍ତି । ତାଙ୍କ ଅଭିନୟକୁ ଦର୍ଶକେ ପସନ୍ଦ କରୁଥିବା ବେଳେ ତାଙ୍କ ପ୍ରଶଂସକମାନେ ଅପେକ୍ଷା ରଖଇଥାଆନ୍ତି ପୁଣି କେବେ ଓ କେଉଁ ଚରିତ୍ରରେ ଦେଖିବାକୁ ମିଳିବ ଅଭିନେତ୍ରୀଙ୍କୁ । ନିକଟରେ ପରିଣିତିଙ୍କ ଫିଲ୍ମ ‘ଦ ଗର୍ଲ ଅନ୍ ଦ ଟ୍ରେନ୍‌’ର ଟିଜର ରିଲିଜ୍ ହୋଇଛି । ଏହା ଦର୍ଶକଙ୍କୁ ପସନ୍ଦ ବି ଆସିଛି । ହେଲେ ସବୁଠାରୁ ବଡକଥା ହେଲା ଏଥିରେ ପରିଣିତିଙ୍କ ଭୂମିକାକୁ କେହି ବୁଛି ପାରି ନାହାନ୍ତି । ତେବେ ମିଡିଆ ରିପୋର୍ଟସ୍ କହୁଛି ପରିଣିତି ଚୋପ୍ରା ଏହି ଫିଲ୍ମରେ ଅଣ୍ଡରକଭର ଏଜେଣ୍ଟ ଭୁମିକାରେ ନଜର ଆସିବେ । ଟିଜରରେ ଦେଖିବାକୁ ମିଳିଛି କି ଅଭିନେତ୍ରୀ ପାଗଳ ଭଳି ବିଦେଶ ରାସ୍ତାରେ ଏଣେତେଣେ ବୁଲୁଛନ୍ତି । ଆଉ ଏଥିରୁ ଅନୁମାନ କରାଯାଉଛି ଯେମିତି ଅଭିନେତ୍ରୀ କାହାକୁ ଖୋଜୁଛନ୍ତିି । ତେବେ ଏମ୍ପର୍କରେ କୌଣସି ସୂଚନା ସଠିକ୍ ଭାବେ ମିଳିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକାଙ୍କ ଡ୍ରେସ୍‌ ଦେଖି ଫ୍ୟାନ୍‌ମାନେ କ’ଣ ଅନୁମାନ କରୁଛନ୍ତି ଜାଣନ୍ତି…

ଦୀପିକା ପାଦୁକୋନ୍‌ – ରଣବୀର ସିଂ କିଛିଦିନ ହେଲା ଲଣ୍ଡନରେ ଫିଲ୍ମ ‘୮୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ରଣବୀର କପିଳ ଦେବଙ୍କ ଭୂମିକାରେ ନଜର...

ବଲିଉଡ୍‌ର ଏହି କଳାକାରମାନେ କୌଣସି ଫିଲ୍ମ ପାର୍ଟିକୁ ଯାଆନ୍ତି ନାହିଁ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଯୋଡି ହୋଇଥିବା ଡ୍ରଗ୍ସ ମାମଲାର ତଦନ୍ତ ଏବେ ଜୋର୍‌ ଧରିଛି। ଏନ୍‌ସିବି ଜାଲରେ ଛନ୍ଦି ହୋଇଥିବା...

‘ଲାଲ୍‌ କପ୍ତାନ’ରେ ସମ୍ମୁଖକୁ ଆସିଲା ସୋନାକ୍ଷୀଙ୍କ ପ୍ରଥମ ଲୁକ୍‌

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘ଲାଲ କପ୍ତାନ’ରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ପ୍ରଥମ ଲୁକ୍‌ ସମ୍ମୁଖକୁ ଆସିଯାଇଛି। ପୋଷ୍ଟରରେ ତାଙ୍କୁ ଜଣେ ତୁର୍କି ମହିଳା ଚରିତ୍ରରେ...

‘ଗଲି ବୟ’ ଫିଲ୍ମର ପୋଷ୍ଟର ଶେୟାର କଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ‘ଗଲି ବୟ’ର ଏକ ପୋଷ୍ଟର ମୁମ୍ବାଇ ପୋଲିସ ଦ୍ୱାରା ମଙ୍ଗଳବାର ସୋସିଆଲ ମିଡିଆରେ ଶେୟାର...

ସୃଷ୍ଟିଙ୍କ ଜୀବନରେ ନୂଆ ସାଥୀଙ୍କ ଏଣ୍ଟ୍ରି, ମନୀଷଙ୍କ ପରେ ଏବେ ରୋହିତଙ୍କ ସହ ତୁଟାଇଲେ ସମ୍ପର୍କ

ମୁମ୍ବାଇ: ପ୍ରଥମେ ମନୀଷ ନାଗଦେବଙ୍କ ପରେ ଏବେ ରୋହିତ ସୁଚାତିଙ୍କ ସହ ବ୍ରେକ୍‌ଅପ୍‌ କରିଛନ୍ତି ବିଗ୍‌ ବସ୍‌ ଫେମ୍‌ ସୃଷ୍ଟି ରୋଡେ। ବିଗ୍‌ ବସ୍‌ରୁ ବାହାରିବା...

ଭୋକିଲା ଦୂର ପାଇଁ ଆଗେଇ ଆସିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତ୍ରୀ ସୋନମ କପୁର ଅନେକ ସାମାଜିକ କାର୍ଯ୍ୟ ସହିତ ନିଜକୁ ଜଡିତ କରିଛନ୍ତ। ଏପେ ସମଗ୍ର ବିଶ୍ୱରେ କ୍ଷୁଧା ଦୂର କରିବାକୁ ସେ ସ୍ଥିର କରିଛନ୍ତି।...

କିଆରା@୨୮: ଏମ୍‌ ଏସ୍‌ ଧୋନୀ ନୁହେଁ, ଏହି ଫିଲ୍ମରୁ କରିଥିଲେ ବଲିଉଡ୍‌ରେ ଡେବ୍ୟୁ; ଜାଣନ୍ତୁ….

ବଲିଉଡ୍‌ର ଜଣେ ପରିଚିତ ତଥା ସଫଳ ଅଭିନେତ୍ରୀ ହେଉଛନ୍ତି କିଆରା ଆଡଭାନୀ। ନିଜର ସନ୍ଦର୍ଯ୍ୟ ଏବଂ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର...

କରୋନାକୁ ‘ଟିଚର ଅଫ୍‌ ଦ ଇୟର’ କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ୨୦୨୦ ବିଶ୍ୱ ପାଇଁ ଐତିହାସିକ ବର୍ଷ ପାଲଟିଛି। ଏହି ବର୍ଷ କରୋନା ମହାମାରୀ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଇଛି। ମାତ୍ର ବଲିଉଡ୍‌ର ଜଣେ ଆଗଧାଡ଼ିର...

Play 250+ Trending Games
Archives

Model This Week

Why Dharitri