ପୀୟୁଷଙ୍କ ଯୋଗୁ ସଲମାନ୍‌ ଆଜି ସୁପରଷ୍ଟାର

ବମ୍ବେ: ଦବଙ୍ଗ ଖାନ୍‌ ସଲମାନ ସୁପରଷ୍ଟାର ହେବା ପଛରେ ରହିଛନ୍ତି ଜଣେ ଅଭିନେତା। ଗ୍ୟାଙ୍ଗ୍ସ ଅଫ୍‌ ବାସେପୁର, ଗୁଲାଲ, ହାପି ଭାଗ୍‌ ଜାଏଗି ଭଳି ଫିଲ୍ମରେ ଅଭିନୟ କରି ବାହା ବାଃ ସାଉଁଟିଥିବା ପୀୟୁଷ ମିଶ୍ରାଙ୍କ ଯୋଗୁ ସଲମାନ ସଫଳତାର ଶିଢ଼ି ଚଢ଼ିଥିଲେ। କଥା ପଛରେ କାରଣଟି ହେଲା ଫିଲ୍ମ ‘ମୈନେ ପ୍ୟାର୍‌ କିୟା’।

୧୯୮୯ରେ ରିଲିଜ ହୋଇଥିବା ଏହି ଫିଲ୍ମ ସଲମାନଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ ଥିଲା। ଏହି ଫିଲ୍ମଟି ପିୟୁଷଙ୍କୁ ଅଫର ହୋଇଥିଲା। ହେଲେ ସେ ତାହାକୁ କରି ନ ଥିଲେ। ଶେଷରେ ସଲମାନ ଫିଲ୍ମକୁ କରିବା ପରେ ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଥିଲେ। ଯଦି ପୀୟୁଷ ଫିଲ୍ମଟିକୁ କରିଥାନ୍ତେ ତେବେ ଏହା ହୋଇପାରି ନ ଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦିନରେ ହିଁ କମାଲ କଲା ‘ପତି ପତ୍ନୀ ଔର ଓ୍ବ’

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ, ଭୂମି ପେଡନେକର ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପ୍ରଥମ ଦିନରୁ ହିଁ କମାଲ କରିଛି।...

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ମହଙ୍ଗା ବିବାହ: ଏହି କପଲ ଖର୍ଚ୍ଚ କରିଥିଲେ ୫୦୦ କୋଟି

ଚଳଚ୍ଚିତ୍ର, ଟିଭି ଅଭିନେତାଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଆସିଛି। କାରଣ ଷ୍ଟାରମାନଙ୍କର ବିବାହ ସାଧାରଣତଃ ବିଳାସପୂର୍ଣ୍ଣ ଭାବେ ହୁଏ। ତେବେ ବଲିଉଡ ଷ୍ଟାରଙ୍କ ମହଙ୍ଗା ବିବାହ...

ନିର୍ମାତାଙ୍କ ପ୍ରେମ ଚିଠି ବିଷୟରେ ପ୍ରେମିକଙ୍କୁ କହି ନ ଥିଲେ ଏହି ଅଭିନେତ୍ରୀ, ଖଣ୍ଡ ଖଣ୍ଡ କାଗଜକୁ ଯୋଡି ସତ୍ୟ ଜାଣିବା ପରେ…

ଏକ ସମୟ ଥିଲା ଯେତେବେଳେ ରାଜ କପୁର ଏବଂ ନର୍ଗିସଙ୍କ ଯୋଡି ପରଦାରେ ସବୁଠାରୁ ହିଟ୍‌ ଯୋଡି ଭାବରେ ବିବେଚନା କରାଯାଉଥିଲା। ଉଭୟଙ୍କ କେମେଷ୍ଟ୍ରି ବହୁତ...

ନିୟତିରୁ ଆରମ୍ଭ ଯାତ୍ରା

ତାଙ୍କର ମୂଳନାମ ପ୍ରଭାସିନୀ ପାଣିଗ୍ରାହୀ। ହେଲେ ଯାତ୍ରା ଇଣ୍ଡଷ୍ଟ୍ରିରେ ସେ କେବେଳ ମାମା ନାମରେ ହିଁ ପରିଚିତ। ଘର ଭଦ୍ରକ ଜିଲାର ବାସୁଦେବପୁର ଅନ୍ତର୍ଗତ ବ୍ରାହ୍ମଣଗଁ।...

ଜଣେ ଅଭିନେତାଙ୍କୁ ଶେଷ ଫୋନ୍‌ କଲ୍‌ କରିଥିଲେ ସୁଶାନ୍ତ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ପ୍ରଶଂସକଙ୍କ ସମେତ ସେଲିବ୍ରେଟିମାନେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।...

ସିଲ୍‌ ହେଲା ଧର୍ମେନ୍ଦ୍ରଙ୍କ ‘ହି ମ୍ୟାନ’ ରେସ୍ତୋରାଁ

ହରିୟାଣା,୮।୩: ବଲିଉଡ୍‌ର ହି ମ୍ୟାନ ଭାବେ ପରିଚିତ ଭେଟେରାନ ଆକ୍ଟର ଧର୍ମେନ୍ଦ୍ର ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ରେସ୍ତୋରାଁ ଖୋଲିଥିଲେ। ଆଉ ଏହାର ନାଁ ରହିଥିଲେ...

ବିବାହ ବନ୍ଧନରେ ଆଉ ଜଣେ ଅଭିନେତ୍ରୀ: ଦୀର୍ଘ ଏକ ବର୍ଷ ଡେଟ୍‌ କରିବା ପରେ…

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ସନା ସୈୟଦ। ପ୍ରେମିକ ଇମାଦ ଶମ୍ସିଙ୍କୁ ବିବାହ କରିଛନ୍ତି ସେ। କରୋନା କଟକଣା ଯୋଗୁ...

ମାଟିର ମଣିଷ ଅଶ୍ରୁମୋଚନ

ପିଲାଟି ଦିନରୁ ଘାରି ଥିଲା ଅଭିନୟର ନିଶା: କେନ୍ଦୁଝର ଜିଲାର ଓରାଳିରେ ମୋ ଗାଁ। ବାପା ଆନନ୍ଦପୁରରେ ଓକିଲାତି କରୁଥିଲେ। ଜେଜେ ମଧ୍ୟ ରାଜାଙ୍କ ଓକିଲ...

Advertisement
Archives

Model This Week