ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ଏହି ଅଭିନେତା

ଭୋଜପୁରୀ ଅଭିନେତା ତଥା ଦିଲ୍ଲୀ ଭାଜପାର ପୂର୍ବତନ ଅଧ୍ୟକ୍ଷ ମନୋଜ ତିଓ୍ବାରୀ ନିକଟରେ ବାପା ହୋଇଛନ୍ତି। ମନୋଜ ‘ଦରୋଗା ବାବୁ ଆଇ ଲଭ୍‌ ୟୁ’, ‘ଧରତି କହେ ପୁକାର ଦେ’ ଆଦି ସୁପରହିଟ୍‌ ଫିଲ୍ମରେ କାମ କରିସାରିଛନ୍ତି। ରାଜନୀତିରେ ସକ୍ରିୟ ମନୋଜ ନିଜର ଭିନ୍ନ ଅନ୍ଦାଜ ପାଇଁ ଲୋକଙ୍କ ନିକଟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜୀବନରେ ଅନେକ ସଂଘର୍ଷ ମଧ୍ୟ କରିଛନ୍ତି। ଆପ୍‌ କି ଅଦାଲତରେ ମନୋଜ ଏହି କଥା କହିଥିଲେ। ସେ କହିଥିଲେ ଯେ, ଦୀର୍ଘ ୬ ବର୍ଷ ପର୍ଯ୍ୟନ୍ତ ମୁଁ ବେଶ୍‌ ସଂଘର୍ଷ କରିଥିଲି। ମୁଁ ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲି। ମାତ୍ର ଏଥିରେ ସଫଳ ନ ହେବାକୁ ଶେଷରେ ଅଭିନେତା ହେଲି ବୋଲି ସେ କହିଥିଲେ। କିଛି ଦିନ ପର୍ଯ୍ୟନ୍ତ ସେ କ୍ରିକେଟ ମଧ୍ୟ ଖେଳିଥିଲେ। କ୍ରିକେଟ ଖେଳିବା ପାଇଁ ତାଙ୍କୁ ଅର୍ଥ ମିଳୁଥିଲା। ରାଜସ୍ଥାନରେ ସିଏବି ଲିଗ୍‌ ସେ ଖେଳିଥିଲେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେବିସିର ଦ୍ୱିତୀୟ କୋଟିପତି ହେଲେ ଏହି ମହିଳା ଆଇପିଏସ୍‌: ବିଗ୍‌ ବି ହେଲେ ବେଶ୍‌ ପ୍ରଭାବିତ

ବମ୍ବେ: କେବିସି ସିଜନ ୧୨ର ଦ୍ୱିତୀୟ କୋଟିପତି ହେବାର ଗୌରବ ଅର୍ଜନ କରିଛନ୍ତି ମୋହିତା ଶର୍ମା। ସେ ହିମାଚଳର ବାସିନ୍ଦା। ମଙ୍ଗଳବାର ଏପିସୋଡରେ ମୋହିତା ଗୋଟିଏ...

ଦୀପିକାଙ୍କଠାରୁ ପ୍ରିୟଙ୍କା; ସର୍ବସମ୍ମୁଖରେ ଏସବୁ ଅଭିନେତ୍ରୀଙ୍କ ଅପମାନ କରିଛନ୍ତି ସଲମାନ୍‌

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ନିଜର ମଜାଳିଆ ସ୍ବଭାବକୁ ନେଇ ବେଶ୍‌ ପରିଚିତ। ପ୍ରଶଂସକମାନଙ୍କୁ ମଧ୍ୟ ତାଙ୍କର ଏହି ସ୍ବଭାବ ବେଶ ପସନ୍ଦ ଆସିଥାଏ।...

ପ୍ରେମିକାଙ୍କ ଇଚ୍ଛାକୁ ପୂରଣ କଲେ କ୍ରିକେଟର୍‌ କେ.ଏଲ ରାହୁଲ

ଅଭିନେତା ସୁନୀଲ ସେଟ୍ଟୀଙ୍କ ତନୟା ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର୍‌ କେ.ଏଲ ରାହୁଲଙ୍କ ମଧ୍ୟରେ ପ୍ରେaମ ସମ୍ପର୍କ କାହାକୁ ଅଚପା ନାହିଁ। ଉଭୟ...

ଯେତେବେଳେ କାଟ୍ରିନାଙ୍କୁ କରୀନା କହିଥିଲେ ଭାଉଜ, ଏମିତି ଥିଲା ରଣବୀରଙ୍କ ଚେହେରା

ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ୍‌ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କାଟ୍ରିନାଙ୍କ ନାମ ଭିକି କୌଶଲଙ୍କ ସହ ଦୀର୍ଘ ସମୟ ଧରି...

ବିବାହ ବନ୍ଧନରେ ଐଶ୍ୱର୍ଯ୍ୟା

ବମ୍ବେ: ବିବାହ ବନ୍ଧନରେ ଛନ୍ଦି ହୋଇଛନ୍ତି ଐଶ୍ୱର୍ଯ୍ୟା ରାୟଙ୍କ ଅବିକଳ କୁହାଯାଉଥିବା ମାନସୀ ନାଇକ। ବକ୍ସର ପ୍ରଦୀପ ଖରେରାଙ୍କ ହାତ ଧରିଛନ୍ତି ଏହି ମରାଠି ଅଭିନେତ୍ରୀ।...

ସଲମାନଙ୍କ ଏହି ଅଭିନେତ୍ରୀ ଏବେ ୩ ପିଲାର ମା’, ଆଜି ବି କମିନି ଗ୍ଲାମର

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ବିଜୟଲକ୍ଷ୍ମୀ, ଯିଏ କି ରମ୍ଭା ନାମରେ ବେଶ୍‌ ଜଣାଶୁଣା ସେ ୧୦୦ରୁ ଅଧିକ ଦକ୍ଷିଣ ଭାରତୀୟ ଏବଂ ବଲିଉଡ୍‌ ଫିଲ୍ମରେ ଅଭିନୟ...

ଦିନେ ପଇସା ପାଇଁ ଗାଡ଼ି ଧୋଉଥିଲେ ଏହି ଅଭିନେତା, ଆଜି ସୁପରହିଟ୍‌ ହିରୋ

ମୁମ୍ବାଇ: ଅଭିନେତା ତଥା ଗାୟକ ଜସି ଗିଲ୍‌ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଚେହେରା। ଏବେ ହିନ୍ଦୀ ଫିଲ୍ମରେ ମଧ୍ୟ ନିଜର ସ୍ଥାନ ନେଇ...

ହାତକୁ ଦୁଇ ହାତ ହେଲେ ଏ ଆର୍‌ ରେହମାନଙ୍କ ଝିଅ: ଜାଣନ୍ତୁ କିଏ ହେଲେ ଏହି ମ୍ୟୁଜିକ୍‌ ଲିଜେଣ୍ଡଙ୍କ ଜ୍ୱାଇଁ…

ବମ୍ବେ: ବଲିଉଡ୍‌ର ଖ୍ୟାତନାମା ମ୍ୟୁଜିକ୍‌ ଲେଜେଣ୍ଡ ତଥା ଗାୟକ ଏ ଆର୍‌ ରେହମାନଙ୍କ ଘରେ ଏବେ ଖୁସିର ବାତାବରଣ। କାରଣ ତାଙ୍କ ଝିଅ ଖତିଜା ହାତକୁ...

Advertisement
Archives

Model This Week