ପ୍ରିୟଙ୍କାଙ୍କ ସ୍ବାମୀ ନିକ୍‌ ସକାଳୁ ଉଠି ପ୍ରଥମେ କରିଥାନ୍ତି ଏହି କାମ

ପ୍ରତ୍ୟେକ ଦମ୍ପତିଙ୍କ ଜୀବନରେ ଉତ୍ଥାନ-ପତ୍ତନ ଲାଗିରହିଥାଏ। ଏହି ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ସେମାନେ ନିଜ ପ୍ରେମକୁ ବଜାୟ ରଖନ୍ତି ଏବଂ ସମ୍ପର୍କକୁ ଦୃଢ଼ କରିଥାନ୍ତି। ବଲିଉଡ୍‌ର ଏମିତି ଅନେକ ଦମ୍ପତି ରହିଛନ୍ତି ଯେଉଁମାନେ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି। ସେମାନଙ୍କ ମଧ୍ୟରେ ଅନ୍ୟତମ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ୍‌। ଅନେକ ଥର ପ୍ରିୟଙ୍କା ନିଜ ପାର୍ଟନର ନିକ୍‌ଙ୍କ ବିଷୟରେ ଅଜବ କଥା କହିଛନ୍ତି। ଯାହାକୁ ଶୁଣିବା ପରେ ଆମେ ନିଜ ହସକୁ ସମ୍ଭାଳିପାରି ନ ଥାଉ।
ନିକ୍‌ ଶୋଇ ଉଠିବା ପରେ ପ୍ରଥମେ କ’ଣ କରିଥାନ୍ତି ସେ ବିଷୟରେ ପ୍ରିୟଙ୍କା ଏକଦା କହିଥିଲେ। ସେ କହିଥିଲେ ଯେ, ନିକ୍‌ ତାଙ୍କପ୍ରତି ସବୁବେଳେ ଆକର୍ଷିତ ରହିଥାନ୍ତି। ପ୍ରତିଦିନ ସକାଳୁ ଉଠିବା ପରେ ନିକ୍‌ ସର୍ବପ୍ରଥମେ ପ୍ରୟଙ୍କାଙ୍କ ମୁହଁ ଦେଖିଥାନ୍ତି। ଏହାପରେ ସେ ମଜାକ୍‌ରେ କୁହନ୍ତି, ରୁହ, ମୁଁ ଟିକେ ମେକ୍‌ଅପ୍‌ କରିନିଏ ବୋଲି ପ୍ରିୟଙ୍କା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଝିଅର ନାମ ମାଳତି ମେରୀ ରଖିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ଝିଅକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ପ୍ରିୟଙ୍କା ଓ ତାଙ୍କ ପତି ନିକ୍...

‘ପତି ପତ୍ନୀ ଔର ଓ୍ବ’ରେ ଭୂମି ପେଡ଼ନେକର

ଲକ୍ଷ୍ନୌ: ଅଭିନେତ୍ରୀ ଭୂମି ପେଡନେକର ତାଙ୍କର ପରବର୍ତ୍ତୀ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ର ଶୁଟିଂ ଆରମ୍ଭ କରିଛନ୍ତି। ରବିବାର ଲକ୍ଷ୍ନୌ ବିମାନବନ୍ଦରରୁ ତାଙ୍କର ଏକ...

ଆରପାରିରେ ଅଭିନେତା ରତନ ଚୋପ୍ରା

ପୁଣି ଜଣେ ବଲିଉଡ୍‌ କଳାକାରଙ୍କ ପରଲୋକ ଘଟିଛି। ବଲିଉଡର ବରିଷ୍ଠ ଅଭିନେତା ରତନ ଚୋପ୍ରା ୭୦ ବର୍ଷ ବୟସରେ ସମସ୍ତଙ୍କୁ ଅଲବିଦା କହିଛନ୍ତି। ରତନ ବହୁଦିନ...

୩୪ ବର୍ଷରେ ସୁଶାନ୍ତ ସିଂ: ଅଙ୍କିତାଙ୍କ ପରେ କ୍ରିତି ସେନନ୍‌ଙ୍କ ସହ କରୁଥିଲେ ଡେଟିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମଙ୍ଗଳବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୬ ଜାନୁୟାରୀ ୨୧ରେ ସେ ବିହାର ପାଟନାଠାରେ ଜନ୍ମଗ୍ରହଣ କରିଥିଲେ।...

ସୋନାଲି ଶେୟାର କଲେ ଥ୍ରୋବ୍ୟାକ୍‌ ଫଟୋ: ଏମିତି ପ୍ରତିକ୍ରିୟା ରଖିଲେ ଆୟୁଷ୍ମାନଙ୍କ ସ୍ତ୍ରୀ

ବଲିଉଡ୍‌ ଫିଲ୍ମ ହମ୍‌ ସାଥ୍‌ ସାଥ୍‌ ହୈ, ଦିଲଜଲେ, ସରଫରୋଶ, ଡୁପ୍ଲିକେଟ ଆଦିରେ କାମ କରିସାରିଛନ୍ତି ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ପ୍ରଶଂସକଙ୍କ ସହ ସବୁବେଳେ ନିଜର...

ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ

ବଲିଉଡ୍‌ ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ ମିଳିଛି। ଚିଠି ମାଧ୍ୟମରେ ଏହି ଧମକ ଦିଆଯାଇଥିବା ଜଣାପଡିଛି। ସ୍ବରା ସଭରକରଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ହତ୍ୟା...

ଲେଖିକା ହେବାକୁ ମନ ବଳାଇଲେଣି ମଲାଇକା

ମୁମ୍ବାଇ: ବଲିଉଡ୍‌ ଆଇଟମ୍‌ ଗର୍ଲ ମଲାଇକା ଆରୋରାଙ୍କୁ କିଏ ବା ନ ଜାଣେ। ତାଙ୍କର ଫିଟ୍‌ନେଶ ଏବଂ ଲୁକ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହାରି ଭିତରେ...

ଲକ୍‌ଡାଉନ୍‌ ଯୋଗୁ ଶେଷ ଦର୍ଶନ ମନା: ଇରଫାନ୍‌ଙ୍କ ଶବାଧାରରେ ସାମିଲ ହେବେ ମାତ୍ର ୨୦ଜଣ

ବମ୍ବେ: ଚିରନିଦ୍ରାରେ ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଇରଫାନ୍‌ ଖାନ୍‌। ବୁଧବାର ବମ୍ବେର କୋକିଲାବେନ୍‌ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ପ୍ରସାରିତ...

Advertisement
Archives

Model This Week