ମନୋରଞ୍ଜନ

ସଲମାନଙ୍କୁ ରେମୋଙ୍କ ସ୍ତ୍ରୀ କହିଲେ ‘ଥ୍ୟାଙ୍କ୍‌ ୟୁ ଭାଇ, ଆପଣ ଜଣେ ଦୂତ’

ବମ୍ବେ: ଜଣାଶୁଣା କୋରିଓଗ୍ରାଫର ତଥା ନୃତ୍ୟଶିଳ୍ପୀ ରେମୋ ଡିସୁଜା ଧିରେ ଧିରେ ସୁସ୍ଥ ହେଉଛନ୍ତି। ଚଳିତ ମାସ ଆରମ୍ଭରେ ତାଙ୍କୁ ହାର୍ଟ ଆଟାକ୍‌ ଆସିଥିଲା। ଏହାକୁ ନେଇ ସର୍ଜରୀ ମଧ୍ୟ କରାଯାଇଥିଲା। ଏବେ ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି।…

ଦିଶାଙ୍କ ପସନ୍ଦ ଟାଇଗର ନୁହେଁ ଅନିଲ

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ଦିଶା ପାଟନି ନିଜ ଫିଟନେସ୍ ପାଇଁ ବେଶ୍ ଜଣାଶୁଣା । ସବୁବେଳେ ସେ ତାଙ୍କ ଫିଟନେସ୍ ଉପରେ ଅଧିକ ଧ୍ୟାନ ଦିଅନ୍ତି ବୋଲି କୁହାଯାଏ । ଆଉ ଅନେକ ସମୟରେ ସେ ସୋସିଆଲ ମିଡିଆରେ ଯେଉଁ ଫିଟନେସ୍…

ଲଣ୍ଡନରେ ଫସିଲେ ପ୍ରିୟଙ୍କା

ମୁମ୍ବାଇ: ବ୍ରିଟେନରେ କରୋନା ଖୁବ୍‌ ତୀବ୍ର ବେଗରେ ମାଡ଼ି ଚାଲିଛି। ଏହି ନୂଆ ଭାଇରସ୍‌ଟି ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଏଭଳି ଖରାପ ପରିସ୍ଥିତିକୁ ରୋକିବା ପାଇଁ ସେଠାରେ ଲକ୍‌ଡାଉନ କରାଯାଇଛି। ଏପରିକି ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଯେଉଁଥିପାଇଁ…

ନେହାଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ରୋହନପ୍ରୀତ୍‌, କାରଣ…

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କରଙ୍କୁ ରୋହନପ୍ରୀତ୍‌ ସିଂ ବିବାହ କରିଛନ୍ତି। ମାତ୍ର ନେହାଙ୍କୁ ରୋହନ ବିବାହ କରିବାକୁ ଚାହୁଁ ନ ଥିଲେ ବୋଲି ଏକ ସାକ୍ଷାତକାରରେ ନେହା କହିଛନ୍ତି। ସେ କହିଛନ୍ତି, ‘ ଦ କପିଲ ଶର୍ମା ଶୋ’ରେ…

ବିଗିଡ଼ିଲା ସ୍ବାସ୍ଥ୍ୟାବସ୍ଥା: ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ,୨୫।୧୨: ତାମିଲ ସୁପରଷ୍ଟାର ରଜନୀକାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ସକାଳେ ତାଙ୍କର ବ୍ଲଡପ୍ରେସର(ରକ୍ତଚାପ) ଦ୍ରୁତ ବେଗରେ ଉପରତଳ ହେଉଥିବାରୁ ତାଙ୍କୁ ଶୁକ୍ରବାର ସକାଳେ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତ ୧୦ ଦିନ ଧରି ରଜନୀକାନ୍ତ ହାଇଦ୍ରାବାଦର ରାମୋଜି…

ରଜନୀକାନ୍ତ ଅସୁସ୍ଥ

ହାଇଦ୍ରାବାଦ,୨୫ ।୧୨: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଅସୁସ୍ଥ ହୋଇଥିବା ଜଣାପଡିଛି । ଶୁକ୍ରବାର ସକାଳେ ତାଙ୍କୁ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଚ୍ଚ ରକ୍ତଚାପ କାରଣରୁ ସେ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

ଏହି ଲୋକପ୍ରିୟ ଗାୟିକାଙ୍କୁ ଜୀବନରେ ମାରିଦେବାର ଧମକ

ମୁମ୍ବାଇ: ବଲିଉଡ୍‌ ଗାୟିକା କନିକା କପୁର ଯିଏକି ପ୍ରଥମେ କରୋନା ଆକ୍ରାନ୍ତ ହୋଇଥିଲେ। ମାର୍ଚ୍ଚରେ କରୋନା ପଜିଟିଭ୍‌ ହୋଇଥିବା କନିକାଙ୍କୁ ସେତେବେଳେ ଟ୍ରୋଲ ହେବାକୁ ପଡ଼ିଥିଲା। ଅବହେଳା ଏବଂ ପରୀକ୍ଷା ଠିକ୍‌ ସମୟରେ ନ କରିବା ଭଳି ଗୁରୁତର ଅଭିଯୋଗର ସମ୍ମୁଖୀନ…

୨୯ ବର୍ଷ ପୂର୍ବେ ଆଜିର ଦିନରେ ମୁସଲମାନ ଯୁବତୀଙ୍କ ହାତ ଧରିଥିଲେ ସୁନିଲ ସେଟ୍ଟୀ; ପରିବାରକୁ ବୁଝାଇବାକୁ ଲାଗିଥିଲା ନଅ ବର୍ଷ

ବମ୍ବେ: ଅଭିନେତା ସୁନିଲ ସେଟ୍ଟୀଙ୍କ ବିବାହକୁ ପୁରିଛି ୨୯ ବର୍ଷ। ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ହାତକୁ ଦୁଇ ହାତ ହୋଇସାରିଥିଲେ ସେ। ୧୯୯୧ରେ ମାନାଙ୍କୁ ପ୍ରେମ ବିବାହ କରିଥିଲେ ସୁନିଲ। କୋନେପିୟନ ସି ରୋଡରେ ଥିବା ଏକ କେକ୍‌ ଦୋକାନରୁ…

କ୍ଲିନିକ୍‌ରେ ପହଞ୍ଚିଲେ ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗର୍ଭାବସ୍ତାର ଶେଷ ସମୟ ଚାଲିଛି। ଖୁବ୍‌ଶୀଘ୍ର ତାଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଛନ୍ତି। କିଛି ମାସ ପୂର୍ବେ ଅନୁଷ୍କା ଘୋଷଣା କରିଥିଲେ ଯେ,…

ପ୍ରେମିକାଙ୍କ ଇଚ୍ଛାକୁ ପୂରଣ କଲେ କ୍ରିକେଟର୍‌ କେ.ଏଲ ରାହୁଲ

ଅଭିନେତା ସୁନୀଲ ସେଟ୍ଟୀଙ୍କ ତନୟା ତଥା ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର୍‌ କେ.ଏଲ ରାହୁଲଙ୍କ ମଧ୍ୟରେ ପ୍ରେaମ ସମ୍ପର୍କ କାହାକୁ ଅଚପା ନାହିଁ। ଉଭୟ ଦୀର୍ଘଦିନ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି। ଏକଥା ସ୍ବୀକାର କରି ନ ଥିଲେ ମଧ୍ୟ…

ଖ୍ରୀଷ୍ଟମାସରେ ରିଲିଜ ହୋଇଥିବା ଟପ୍‌-୫ ସଫଳ ଫିଲ୍ମ

ପ୍ରତ୍ୟେକ ବର୍ଷ ଖ୍ରୀଷ୍ଟମାସରେ ବଡ଼ ପରଦାରେ ରିଲିଜ ହୁଏ ବହୁ ଫିଲ୍ମ। ବିଶେଷ କରି ବଲିଉଡ୍‌ ଫିଲ୍ମ। ଚଳିତ ବର୍ଷ କରୋନା କାରଣରୁ ବଡ଼ ପରଦାରେ ରିଲିଜ ହୋଇପାରୁ ନାହିଁ କୌଣସି ଫିଲ୍ମ। ଜାଣନ୍ତୁ ଖ୍ରୀଷ୍ଟମାସରେ ସର୍ବାଧିକ ଆୟ କରିଥିବା ଟପ୍‌-୫…

ସବୁବେଳେ ଶ୍ରୀଦେବୀଙ୍କ ପାଦ ଧରୁଥିଲେ ଏହି ସୁପରଷ୍ଟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଅନିଲ କପୁର ନିଜର ଫିଟ୍‌ନେସ୍‌କୁ ନେଇ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ହେଲେ ଏବେ ଅନିଲ ଶ୍ରୀଦେବୀଙ୍କୁ ନେଇ ଏକ ବଡ଼ ରାଜ୍‌ ଖୋଲିଛନ୍ତି। ଏକ ସାକ୍ଷାତକାରରେ ଅନିଲ କହିିଛନ୍ତି ଯେ, ଶ୍ରୀଦେବୀଙ୍କର ମୃତ୍ୟୁ ହୋଇସାରିଥିଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri