କ୍ଲିନିକ୍‌ରେ ପହଞ୍ଚିଲେ ଅନୁଷ୍କା ଶର୍ମା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗର୍ଭାବସ୍ତାର ଶେଷ ସମୟ ଚାଲିଛି। ଖୁବ୍‌ଶୀଘ୍ର ତାଙ୍କ ଘରକୁ ନୂଆ ଅତିଥି ଆସିବାକୁ ଯାଉଛନ୍ତି। କିଛି ମାସ ପୂର୍ବେ ଅନୁଷ୍କା ଘୋଷଣା କରିଥିଲେ ଯେ, ସେ ୨୦୨୧ରେ ନିଜ ସନ୍ତାନକୁ ଜନ୍ମ ଦେବେ। ତେବେ ଗର୍ଭାବସ୍ତାରେ ଅନୁଷ୍କା ବହୁତ ଆକ୍ରିଭ୍‌ ଅଛନ୍ତି। କିଛି ଦିନ ତଳେ ସେ ଶୁଟିଂ ମଧ୍ୟ କରୁଥିଲେ। ଧାର୍ଯ୍ୟ ସମୟ ପୂର୍ବରୁ ଅନୁଷ୍କା ନିଜର ସମସ୍ତ କାମ ଶେଷ କରିବାକୁ ଚାହୁଁଛନ୍ତି। କାରଣ ସେ ନିଜ ସନ୍ତାନ ସହ ଅଧିକ ସମୟ ବିତାଇ ପାରିବେ। ଏବେ ତାଙ୍କୁ ଡେଣ୍ଟାଲ କ୍ଲିନିକ୍‌ ବାହାରେ ଦେଖିବାକୁ ମିଳିଛି। ଭାଇରାଲ ହୋଇଥିବା ଏହି ଫଟୋରେ ଅନୁଷ୍କା କଳା ରଙ୍ଗର ଏକ ଢିିଲା ପୋଷାକ ପିନ୍ଧିଥିବା ବେଳେ ଧଳା ରଙ୍ଗର ଏକ ମାସ୍କ ଲଗାଇଛନ୍ତି।
ଅନୁଷ୍କା-ବିରାଟ ଖୁବ୍‌ ଶୀଘ୍ର ମା’ବାପା ହେବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଜଲଙ୍କୁ ଶାହାରୁଖଙ୍କ ସ୍ତ୍ରୀ ଭାବୁଥିଲେ ଏହି ଅଭିନେତା, କବାଟ ଖୋଲୁ ଖୋଲୁ ଯାହା ଦେଖିଲେ ଚାହିଁ ରହିଗଲେ

କିଛି ବଲିଉଡ ଅଭିନେତା ଅଛନ୍ତି, ଯାହାଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥାଏ। ପରଦାରେ ସେମାନଙ୍କୁ ଏକାଠି ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଥାନ୍ତି। ଏଭଳି...

ଆଖିବୁଜିଲେ ପ୍ରସିଦ୍ଧ ଅଭିନେତ୍ରୀ

୨୦୨୦ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅତ୍ୟନ୍ତ ଖରାପ ବୋଲି ପ୍ରମାଣିତ ହୋଇଛି। ଗତ ବର୍ଷ ଇଣ୍ଡଷ୍ଟ୍ରି ଅନେକ ପ୍ରସିଦ୍ଧ ତାରକାଙ୍କୁ ହରାଇଛି। ୨୦୨୧ ବର୍ଷ ଆରମ୍ଭ...

ଲାକ୍ମୀ ଫ୍ୟାଶନ ଉଇକ୍‌ରେ ମଲାଇକାଙ୍କ କ୍ରେଜ୍‌

ବମ୍ବେ: ଚଳିତ ବର୍ଷର ଲାକ୍ମୀ ଫ୍ୟାଶନ ଉଇକ୍‌ରେ ବଲିଉଡ୍‌ ଡିଭାଙ୍କ ଜଲଓ୍ବା ଦେଖିବାକୁ ମିଳୁଛି। ଏହାର ତୃତୀୟ ଦିନ ଗୁରୁବାରରେ ମଲାଇକା ଅରୋରା ର଼୍ୟାମ୍ପ ଓ୍ବାକ୍‌...

କବୀର ସିଂର ଦୁଇ ବର୍ଷ ପରେ ସାହିଦ୍‌ ଶେୟାର କଲେ ଏମିତି ଭିଡିଓ, ପ୍ରଶଂସକ କହିଲେ…

ବଲିଉଡ୍‌ ଅଭିନେତା ସାହିଦ କପୁର ଏଯାବତ୍‌ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ  ‘କବୀର ସିଂ’ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଥିଲା।...

ଇଜିପ୍ଟର ସୁପରଷ୍ଟାରଙ୍କ ସହ ନଜର ଆସିବେ ବଲିଉଡର‌ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ବୋଲ୍ଡ ଇମେଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଫିଲ୍ମ କ୍ୟାରିୟର ସେତେଟା ସଫଳ ହୋଇପାରି ନାହିଁ। କିନ୍ତୁ...

ଭାଲେଣ୍ଟାଇନ୍ସ ଡେ’ରେ ପ୍ରେମିକଙ୍କ ସହ ଛୁଟିକାଟିବାକୁ ବାହାରିଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବର୍ତ୍ତମାନ ବିକି ଜୈନ୍‌ଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅଙ୍କିତା ଏବେ ବିକିଙ୍କ ପ୍ରତିଥିବା ପ୍ରେମକୁ ପ୍ରକାଶ କରିବାକୁ...

ବିରାଟ-ଅନୁଷ୍କା ଝିଅର ନାମ କ’ଣ ରଖିଲେ ଜାଣନ୍ତୁ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା...

ଏମିତି ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଅମୀରଙ୍କ ଝିଅ ଇରା

ଅମୀର ଖାନ୍‌ଙ୍କ ଝିଅ ଇରା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ତଳେ ଶୁଣିବାକୁ ମିଳିଥିଲା ସେ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତ। ଏବେ ତାଙ୍କ...

Advertisement
Seven Jackpot


Archives

Model This Week