ମନୋରଞ୍ଜନ

ବୁର୍ଜ ଖଲିଫାରେ ଶୁଟିଂ ହେବ ଶାହାରୁଖଙ୍କ ଫିଲ୍ମ

ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନଙ୍କ ଅପ୍‌ କମିଂ ଫିଲ୍ମ ‘ପଠାନ’ର କିଛି ଦୃଶ୍ୟ ବିଶ୍ୱର ଉଚ୍ଚତମ କୋଠା ବୁର୍ଜ ଖଲିଫାରେ ଶୁଟିଂ ହେବ। କିଙ୍ଗ୍‌ ଖାନ ଓ କୋ ଷ୍ଟାର ଜନ ଆବ୍ରାହମଙ୍କ ଷ୍ଟଣ୍ଟ ମ୍ୟାନ ବୁର୍ଜ ଖଲିଫାରେ ଆକ୍ସନ ସିନ…

ସାଥୀ ଅଭିନେତା ବିଳମ୍ବରେ ଆସିବାରୁ ବେଲ୍ଟ ଧରି ଗୋଡ଼ାଇଥିଲେ ଏହି ବଲିଉଡ ଷ୍ଟାର

ବଲିଉଡ୍‌ ଷ୍ଟାରମାନେ ଫିଲ୍ମ ସେଟ୍‌ରେ ବିଳମ୍ବରେ ପହଞ୍ଚିବା କିଛି ନୂଆ କଥା ନୁହେଁ। କିନ୍ତୁ ଜଣେ ଏଭଳି ଅଭିନେତା ଥିଲେ କୋ ଷ୍ଟାର ବିଳମ୍ବରେ ସେଟ୍‌କୁ ଆସିଲେ ମାରିବାକୁ ଗୋଡ଼ାଇଥିଲେ। ତାହା ପୁଣି ବେଲ୍ଟରେ। ସେ ହେଉଛନ୍ତି ଦିବ୍ୟଂଗତ ଅଭିନେତା ଶଶି…

ଖୁସି ଖବର ଦେବାକୁ ଯାଉଛନ୍ତି ଦୀପିକା!

ସୋସିଆଲ ମିଡିଆରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏକ ଫଟୋ ଲୋକଙ୍କୁ ଚିନ୍ତାରେ ପକାଇଛି। ସୋସିଆଲ ମିଡିଆରେ ପୋଷ୍ଟ କରିବାରେ ଦୀପିକା ବହୁତ ଚୁଜି। ସେ ସୋସିଆଲ ମିଡିଆରେ କେବଳ ମନୋନୀତ ଜିନିଷ ଶେୟାର କରନ୍ତି। ମାତ୍ର ସେ ବର୍ତ୍ତମାନ ଏକ…

ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ ରିଲିଜ୍‌ ପର୍ଯ୍ୟନ୍ତ ଫୋନ ବନ୍ଦ କଲେ ଆମୀର ଖାନ୍‌: ଜାଣନ୍ତୁ କାହିଁକି…

ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମୀର ଖାନ୍‌ ବିଗତ କିଛି ଦିନ ହେବ ତାଙ୍କର ଆଗାମୀ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ’ ଉପରେ ଆଧାରିତ ଏହି ସିନେମା ପାଇଁ ଆମୀର କଠିନ ପରିଶ୍ରମ…

ହଂସଲ ମେହେଟାଙ୍କ ଟୁଇଟ୍ ଦେଖି କଙ୍ଗନା କହିଲେ ‘ଅଚ୍ଛା ଶିଲା ଦିଆ ତୁନେ ମେରେ ପ୍ୟାର କା’

ମୁମ୍ବାଇ: ବଲିଉଡ୍‌ରେ ବହୁ ଫିଲ୍ମ ସହ ୱେବ ସିରିଜ ନିର୍ମାଣ କରିଥିବା ହଂସଲ ମେହେଟା ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସିମରନ’କୁ ନେଇ ସେ ବଡ କଥା କହିଛନ୍ତି । ସେ କହିଛନ୍ତି ‘ସିମରନ’ ମୋ…

ରକୁଲପ୍ରୀତ ସାଜିବେ ଆୟୁଷ୍ମାନଙ୍କ ହିରୋଇନ

ମୁମ୍ବାଇ: ଜଙ୍ଗଲି ପିକ୍‌ଚର୍ସ ଆୟୁଷ୍ମାନ ଖୁରାନାଙ୍କୁ ନେଇ ପୁଣିଥରେ ଫିଲ୍ମ ‘ଡକ୍ଟର ଜୀ’ ନିର୍ମାଣ କରିବାକୁ ଯୋଜନା କରିଛି । ଏ ସମ୍ପର୍କରେ ଗତ ଡିସେମ୍ବରରେ ଘୋଷଣା କରାଯାଇଥିଲା । ଏହାର ନିର୍ଦ୍ଦେଶନା ଅନୁଭୂମି କଶ୍ୟପ କରୁଛନ୍ତି । ଏହାସହ ଏଥିରେ…

ନିର୍ବନ୍ଧରେ ଐଶ୍ୱର୍ଯ୍ୟାଙ୍କୁ ମିଳିଥିଲା ଦାମୀ ମୁଦି, ମୂଲ୍ୟ ଜାଣିଲେ…

ବଲିଉଡ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା ଥାଏ। ତେବେ ଆଜି ଆପଣଙ୍କୁ ସେମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ତାଙ୍କ ନିର୍ବନ୍ଧ ମୁଦି ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ସେ ହେଉଛନ୍ତି ମିସ୍‌…

ଦ୍ୱିତୀୟ ଥର ବାପା ହେବା ପରେ ଟ୍ରୋଲ ହେଉଛନ୍ତି କପିଲ: ଲୋକେ କହୁଛନ୍ତି ଏପରି…

କମେଡି କିଙ୍ଗ୍‌ କପିଲ ଶର୍ମା ପୁଣି ଥରେ ବାପା ହୋଇଛନ୍ତି। ସ୍ତ୍ରୀ ଗିନ୍ନୀ ଚତରଥ ଆଜି ଅର୍ଥାତ୍‌ ଫେବୃଆରୀ ୧ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ପୁୁଅ ହେବାର ଖୁସି ଖବର ନିଜେ କପିଲ ଟୁଇଟ୍‌କରି ପ୍ରଶଂସକଙ୍କୁ ଜଣାଇଛନ୍ତି। ସେ…

ସୁପରଷ୍ଟାରଙ୍କ ଠାରୁ ଅଧିକ ଫିସ୍‌ ନେଇଥାନ୍ତି ଏହି ଅଭିନେତା

ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ କଳାକାର ହେଉଛନ୍ତି ହାସ୍ୟ ଅଭିନେତା ବ୍ରହ୍ମାନନ୍ଦମ। ସାଉଥ୍‌ର ପ୍ରାୟ ସମସ୍ତ ସିନେମାରେ ଦେଖିବାକୁ ମିଳୁଥିବା ଏହି କମେଡି କଳାକାର ବ୍ରହ୍ମାନନ୍ଦମ ଟଲିଉଡ୍‌ର ସୁପରଷ୍ଟାରଙ୍କ ଠାରୁ ମଧ୍ୟ ଅଧିକ ଫିସ୍‌ ନେଇଥାନ୍ତି। ଆଜି ଏହି ଅଭିନେତା…

କେବଳ ଏହି କାରଣ ପାଇଁ ଝିଅର ନାମ ‘ଭାମିକା’ ରଖିଲେ ବିରୁଷ୍କା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ୨୦୨୧ ଜାନୁୟାରୀ ୧୧ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତେବେ ବିରାଟ ଏବଂ ଅନୁଷ୍କା ଶର୍ମାଙ୍କ ଝିଅ ଜନ୍ମ ହେବା ଦିନଠାରୁ ପ୍ରଶଂସକମାନେ ତାଙ୍କୁ…

ପ୍ରଥମଥର ପାଇଁ ସୋସିଆଲ ମିଡିଆରେ ଝିଅର ଫଟୋ ଶେୟାର କଲେ ଅନୁଷ୍କା, ଲେଖିଲେ ଏମିତି କିଛି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ୧୧ ଜାନୁୟାରୀ ୨୦୨୧ରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ବର୍ତ୍ତମାନ ଅନୁଷ୍କା ଝିଅର ପ୍ରଥମ ଫଟୋ ଫ୍ୟାନ୍‌ ତଥା ପ୍ରଶଂସକମାନଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…

ପୁଣି ଥରେ ପିତା ହେଲେ କମେଡି କିଙ୍ଗ୍‌, ଟୁଇଟ୍‌ କରି ଦେଲେ ସୂଚନା

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ଫ୍ୟାନ୍‌ମାନଙ୍କୁ ଖୁସି ଖବର ଦେଇଛନ୍ତି। ଏହି ଖୁସିଟି ହେଲା କପିଲ ପୁଣି ଥରେ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ଗିନି ଚତରଥ ସୋମବାର ସକାଳେ ଏକ ପୁତ୍ରସନ୍ତାନ ଜନ୍ମ ଦେଇଛନ୍ତି। ଏ ବିଷୟରେ କପିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?