ଜୁନ ୪ରେ ଆସିବ କପିଲଙ୍କ ବାୟୋପିକ
ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ବୋୟୋପିକ ‘୮୩’ ଜୁନ ୪ ତାରିଖରେ ପରଦାକୁ ଆସିବ। ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ ଆଦି ଭାଷାରେ ଫିଲ୍ମିଟି ରିଲିଜ ହେବା ନେଇ ରଣବୀର ସିଂହ ସୂଚନା ଦେଇଛନ୍ତି। ୨୦୨୦…
ନ୍ୟାୟ: ଦ ଜଷ୍ଟିଶର ଶୁଟିଂ ଶେଷ!
ମୁମ୍ବାଇ: ବଲିଉଡ୍ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିଶ’ର ଶୁଟିଂ ଶେଷ ହୋଇଛି । ଦିଲିପ ଗୁଲାଟିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଜୁବେର ଖାଁ ଓ…
ଘର ଚଳାଇବା ପାଇଁ ରାସ୍ତା କଡ଼ରେ ପୋଷାକ ବିକ୍ରି କରୁଥିଲେ ଏହି ଅଭିନେତ୍ରୀ
ହଲିଉଡ୍ ଅଭିନେତ୍ରୀ ତଥା ଗାୟିକା ରିହାନା ନାମ କାହା ପାଇଁ ନୂଆ ନୁହେଁ। କିନ୍ତୁ କୃଷକ ଆନ୍ଦୋଳନ ଯୋଗୁ ଏହି ନାମ ବିଗତ କିଛି ଦିନ ହେବ ଭାରତରେ ଚର୍ଚ୍ଚାରେ ରହିଛି। ରିହାନା ଜଣେ ଅନ୍ତର୍ଜାତୀୟ ତାରକା। ସମଗ୍ର ବିଶ୍ୱରେ ତାଙ୍କର…
ଚାମୋଲି ହିମସ୍ଖଳନ: ୪ ଅନାଥ କନ୍ୟାଙ୍କୁ ପୋଷ୍ୟଭାବେ ଗ୍ରହଣ କରିବେ ସୋନୁ
ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ ଏବେ ଅଭିନୟ ବ୍ୟତୀତ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରି ସାରିଛନ୍ତି । ଏବେ ସେ ଗରିବଙ୍କ ପାଇଁ ଦେବଦୂତ ସାଜିଛନ୍ତି । କରୋନା ମହାମାରୀ ଲକ୍ ଡାଉନ ପରଠାରୁ ସେ ଗରିବଙ୍କ…
୩୨ ବର୍ଷରେ ଏହି ରୋଗ ସହ ସଂଗ୍ରାମ କରୁଛନ୍ତି ନେହା କକ୍କର
ପ୍ରସିଦ୍ଧ ଗାୟିକା ନେହା କକ୍କର ଆଜିକାଲି ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍-୧୨’ରେ ଜଜ୍ ସିଟ୍ରେ ବସିଥଇବା ବେଳେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏହି ଶୋ’ମାଧ୍ୟମରେ ନେହା ତାଙ୍କର ଅସୁସ୍ଥତା ବିଷୟରେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ସେ ଏମିତି ଏକ ରୋଗରେ…
ଅଟୋରୁ ଓହ୍ଲାଇ ମଲ୍ ଯିବା ଏହି ଅଭିନେତାଙ୍କ ପାଇଁ ଥିଲା କଷ୍ଟକର, ମହିଳା ପ୍ରଶଂସକମାନେ କରୁଥିଲେ ଏମିତି
ବଲିଉଡ୍ ଅଭିନେତା ତଥା ‘ତୁମ୍ ବିନ୍’ ଫିଲ୍ମ ହିରୋ ପ୍ରିୟାଂଶୁ ଚାଟାର୍ଜୀଙ୍କ ଆଜି ଜନ୍ମଦିନ। ଏହି ଅବସରରେ ଜାଣନ୍ତୁ ତାଙ୍କ ସମ୍ପର୍କିତ କିଛି କଥା । ଏକ ସାକ୍ଷାତକାରରେ ପ୍ରିୟାଂଶୁ କହିଛନ୍ତି, ମୋର ପ୍ରଥମ ଫିଲ୍ମ ସୁପରହିଟ ଥିଲା। ନିର୍ମାତା ଏହି…
ପ୍ରଥମ ଫିଲ୍ମ ହିଟ୍ ସତ୍ୱେ ଲାଇମଲାଇଟରୁ ଦୂରେଇ ଯାଇଥିଲେ ଏହି ଲୋକ ପ୍ରିୟ ଅଭିନେତା
ଏକଦା ବଲିଉଡର ହ୍ୟାଣ୍ଡସମ ହିରୋ ଥିବା ପ୍ରିୟାଂଶୁ ଚାଟାର୍ଜୀ ୨୦୦୧ରେ ‘ତୁମ ବିନ’ ଫିଲ୍ମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମରୁୁ ସେ ରୋମାଣ୍ଟିକ ଅଭିନୟ କରିଥିଲେ। ଆଜି ତାଙ୍କର ୪୮ ତମ ଜନ୍ମଦିନ। ଏକ ସମୟ ଥିଲା ତାଙ୍କ…
ସୁଶାନ୍ତ ସିଂ ପ୍ରଶଂସକଙ୍କ ଟାର୍ଗେଟ ହେଲେ ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିଲେ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ସେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ଅଙ୍କିତା ତାଙ୍କ ପ୍ରେମିକା ବିକି ଜୈନଙ୍କ ସହ ଭାଲେଣ୍ଟାଇନ୍ସ ଡେ…
ଏହି ଅଭିନେତ୍ରୀଙ୍କୁ ସରକାରୀ ଅଫିସର କରିବାକୁ ଚାହୁଁଥିଲେ ବାପା
‘ସିଟି ଲାଇଟ୍ସ୍’, ‘ଲଭ୍ ଗେମ୍ସ’ ପରି ଫିଲ୍ମରେ ଅଭିନୟ କରିସାରିଥିବା ଅଭିନେତ୍ରୀ ପତ୍ରଲେଖା ଫେବୃୟାରୀ ୨୦ରେ ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ମେଘାଳୟର ଶିଲଂରେ ସେ ଜନ୍ମଗ୍ରହଣ କରିଥିଲେ।ଅଭିନୟ ସାଙ୍ଗକୁ ଅଭିନେତା ରାଜକୁମାରଙ୍କ ସହ ରିଲେସନଶିପ୍କୁ ନେଇ ସବୁବେଳେ ଚର୍ଚ୍ଚାରେ…
ବିବାହର ୭ ବର୍ଷ ବିତିଲାଣି, ହେଲେ ବି ନବବିବାହିତାଙ୍କଠାରୁ କମ୍ ଲାଗନ୍ତି ନାହିଁ ଏହି ସେଲିବ୍ରିଟି ଯୋଡ଼ି
ବମ୍ବେ: ଟେଲି ପରଦାର ହିଟ୍ ଯୋଡ଼ି ମଧ୍ୟରୁ ରବି ଦୁବେ-ସରଗୁନ୍ ମେହେଟ୍ଟା ଅନ୍ୟତମ। ୧୨/୨୪ କରୋଲ ବାଗ୍ ଟେଲିଭିଜନ ଧାରାବାହିକ ସେଟ୍ରେ ସରଗୁନ୍ଙ୍କୁ ଭେଟିଥିଲେ ରବି। ପ୍ରଥମ ଦେଖାରେ ରବି ଖୁବ୍ ଶାନ୍ତ ସ୍ବଭାବର ପୁଅ ବୋଲି ସଗୁନ ଭାବିଥିଲେ। ଶୋ’ରେ…
ବିନା ହେଲମେଟରେ ସ୍ତ୍ରୀଙ୍କୁ ବାଇକ୍ରେ ବସାଇ ବୁଲିଲେ ବିବେକ: କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ମୁମ୍ବାଇ ପୋଲିସ
ବଲିଉଡ୍ ଅଭିନେତା ବିବେକ ଓବରୟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଭାଲେଣ୍ଟାଇନସ୍ ଡେ ଅବସରର, ଯାହା ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ପାଇଁ ବିବେକ ଏବେ ଅସୁବିଧାରେ ପଡ଼ିଯାଇଛନ୍ତି। ବାସ୍ତବରେ,…
ଓସ୍କାର ଦୌଡ଼ରେ ‘କାଲିର ଅତୀତ’
ଭୁବନେଶ୍ୱର,୨୦।୨(ବ୍ୟୁରୋ): ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଓସ୍କାର ଦୌଡ଼ରେ ସାମିଲ ହୋଇଛି। ଶ୍ରେଷ୍ଠ ଛବି, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ସହ ଆହୁରି ଅନେକ କ୍ଷେତ୍ରରେ ଏହି ଚଳଚ୍ଚିତ୍ରଟି ଓସ୍କାର ଦୌଡ଼ର ସାଧାରଣ ବର୍ଗରେ ପ୍ରବେଶ କରିଛି।…

