ମନୋରଞ୍ଜନ

ପ୍ରେମ ତୋର ଲାଗେ ଗୁମସୁମ ରିଲିଜ୍‌

ଗଞ୍ଜାମ,୧୮।୨: ଓଡ଼ିଆ ଆଲବମ ପ୍ରେମ ତୋର ଲାଗେ ଗୁମସୁମ ବୁଧବାର ରିଲିଜ ହୋଇଛି। ଗଞ୍ଜାମର ଦୁର୍ଗାଦେବୀ ସାହିର ଝିଅ ରାନୀ ପାଢ଼ୀ ଏହି ଓଡ଼ିଆ ଆଲବମରେ ଚମତ୍କାର ଅଭିନୟ କରି ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସେ ବାଲାଜୀ…

ତୃତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଲିସା ହେଡେନ ତୃତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏନେଇ ସେ ଫଟୋ ଜରିଆରେ ସୂଚନା ଦେଇଛନ୍ତି। ନିକଟରେ ସେ ବେବି ବମ୍ପ ସହ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ବିକିନ ପିନ୍ଧିଥିବା ନଜର ଆସିଥିଲେ।…

ଦିୟାଙ୍କ ବିବାହ କରାଇଲେ ମହିଳା ପୁରୋହିତ, ଫଟୋ ଭାଇରାଲ ପରେ…

ବମ୍ବେ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତ୍ରୀ ଦିୟା ମିର୍ଜା। ଏହାକୁ ନେଇ ବି-ଟାଉନ୍‌ରେ ଚର୍ଚ୍ଚା ଥମି ନ ଥିବା ବେଳେ ଦିୟାଙ୍କ ଏକ ଟୁଇଟ୍‌ ଗଣମାଧ୍ୟମର ଶିରୋନାମା ପାଲଟିଛି। ତାହା ହେଲା ଦିୟାଙ୍କ ବିବାହ କରାଇଥିବା ପୁରୋହିତ। ସାଧାରଣତଃ…

ବୋଲ ମାନୁନି ପ୍ରେମ: ବିଗ୍‌ବସ୍‌ରୁ ବାହାରି ରୋମାଣ୍ଟିକ୍‌ ହେଲେ ପବିତ୍ରା-ଏଜାଜ୍‌

ବମ୍ବେ: କଳହ ସାଙ୍ଗକୁ ରୋମାନ୍ସକୁ ନେଇ ଚର୍ଚ୍ଚାରେ ରହିଥାଏ ବିଗ୍‌ବସ୍‌। ଶୋ’ରେ ଭାଗ ନେଉଥିବା ପ୍ରତିଯୋଗୀ ଦର୍ଶକଙ୍କୁ ମନୋରଞ୍ଜନ କରିବାର କୌଣସି ସୁଯୋଗ ଛାଡ଼ି ନ ଥାନ୍ତି। ଗତ ବର୍ଷ ସିଦ୍ଧାର୍ଥ ଶୁକ୍ଳା-ଶେହନାଜ ଗିଲ୍‌ଙ୍କ ଯୋଡ଼ି ଶୋ’ର ଟିଆରପି ବଢ଼ାଇଥିବା ବେଳେ…

ଏହି ଫିଲ୍ମର ଗୋଟିଏ ସିନ୍‌ ପାଇଁ ଖର୍ଚ୍ଚ ହେଲା ଦେଢ କୋଟି ଟଙ୍କା

ବାହୁବଳୀ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗେଡଙ୍କ ଅଭିନୀତ ଆଗାମୀ ଫିଲ୍ମ ରାଧେ ଶ୍ୟାମ୍‌ର ଟିଜର୍‌ ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଟିଜରରେ ପୂଜା ଏବଂ ପ୍ରଭାସଙ୍କୁ କିଛି ସେକେଣ୍ଡ ପାଇଁ ଦେଖାଯାଇଥିଲା। ଏହି ସିନ୍‌ରେ ଉଭୟ ରେଳ ଷ୍ଟେସନ୍‌ରେ ଥିଲେ। ଏହି…

ଦିପାବଳୀରେ ବକ୍ସ ଅଫିସରେ ହେବ ବଡ଼ ଟକ୍କର

ମୁମ୍ବାଇ, ୧୭।୨ : କରୋନା ମହାମାରୀ ପରେ ବକ୍ସ ଅଫିସକୁ ଫେରିବାକୁ ଯାଉଛି ବଲିଉଡ୍‌। ଚଳିତ ବର୍ଷ ଦିପାବଳୀରେ ରିଲିଜ ହେବ ଦୁଇଟି ବଡ଼ ଫିଲ୍ମ। ଗୋଟିଏ ପଟେ ଖିଲାଡି ଅକ୍ଷୟ କୁମାରଙ୍କ ଐତିହାସିକ ବାୟୋପିକ୍‌ ‘ପୃଥ୍ବୀରାଜ’ ରହିଛି। ଅନ୍ୟ ପଟେ…

୬ ଲକ୍ଷ ଟଙ୍କା ନେଇ ବିଗ୍‌ବସ୍‌ ଛାଡ଼ିଦେଲେ ଏହି ପ୍ରତିଯୋଗୀ !

ବମ୍ବେ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବିଗ୍‌ ବସ୍‌-୧୪। ଚଳିତ ସପ୍ତାହ ଶେଷ ସପ୍ତାହ ହୋଇଥିବା ବେଳେ ପ୍ରତିଯୋଗୀମାନେ ଫାଇନାଲରେ ପହଞ୍ଚିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ହେଲେ ଗୋଟିଏ ପରେ ଗୋଟିଏ ପ୍ରତିଯୋଗୀ ଶୋ’ରୁ ବାହାରୁଥିବା ନଜର ଆସୁଛନ୍ତି। କିଛିଦିନ ତଳେ…

ରିଲିଜ୍‌ ପରେ ଧୁମ୍‌ ମଚାଉଛି ଇମରାନ୍‌ ହାସମୀଙ୍କ ‘ଲୁଟ୍‌ ଗୟେ’: ଦେଖନ୍ତୁ ଭିଡିଓ

ବମ୍ବେ: ଦୀର୍ଘଦିନର ବ୍ୟବଧାନ ପରେ ପରଦାକୁ ଫେରିଛନ୍ତି ଅଭିନେତା ଇମରାନ୍‌ ହାସମୀ। ୟୁଟ୍ୟୁବ୍‌ରେ ତାଙ୍କର ଏକ ନୂଆ ଗୀତ ‘ଲୁଟ୍‌ ଗୟେ’ ବୁଧବାର ରିଲିଜ ହୋଇଛି। କିଛି ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ଧୁମ୍‌ ମଚାଇବାରେ ଲାଗିଛି ଗୀତଟି। ଗୀତରେ ଇମରାନଙ୍କ…

ଛାଡ଼ପତ୍ର ଦେବା ପରେ ଏସବୁ ଅଭିନେତାଙ୍କୁ ମିଳିଛି ପ୍ରକୃତ ପ୍ରେମ, କିଏ କଲେଣି ବିବାହ ତ କିଏ କରୁଛନ୍ତି ଡେଟ୍‌

ବମ୍ବେ: ଅଭିନୟ ନଚେତ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ ସେଲିବ୍ରିଟି। ସେଥିରୁ ଅନେକେ ପ୍ରଥମ ପାର୍ଟନରଙ୍କୁ ଛାଡ଼ପତ୍ର ଦେବାପରେ ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଆସନ୍ତୁ ସେଭଳି କିଛି ଯୋଡ଼ିଙ୍କୁ ଜାଣିବା: ଦିୟା ମିର୍ଜା: ୨୦୧୪ ଅକ୍ଟୋବର…

ତୈମୁରଙ୍କ ଭାଇ ଆସିବ ନା ଭଉଣୀ, ପ୍ରଶଂସକଙ୍କ ଉତ୍ସାହ ବଢ଼ାଉଛି ପିଉସୀଙ୍କ ପୋଷ୍ଟ

କରିନା କପୁର ଖାନ୍‌ ଖୁବଶୀଘ୍ର ଅନ୍ୟ ଏକ ସନ୍ତାନର ମା’ ହେବାକୁ ଯାଉଛନ୍ତି। ପ୍ରଶଂସକମାନେ ତାଙ୍କର ଦ୍ୱିତୀୟ ସନ୍ତାନକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସମୟରେ ନଣନ୍ଦ ସବା ଅଲ୍ଲୀ ଖାନ ପ୍ରଶଂସକଙ୍କ ବ୍ୟସ୍ତତାକୁ ଆହୁରି ବଢ଼ାଇ ଦେଇଛନ୍ତି। ସେ…

ଏହି ଅଭିନେତ୍ରୀଙ୍କ ପାଇଁ ଅକ୍ଷୟ କୁମାର ସାଜିଲେ ଫଟୋଗ୍ରାଫର

ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ ବର୍ତ୍ତମାନ ଜୈସଲମେରରେ ସାଜିଦ ନାଡିଆୱାଲାଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଇନଷ୍ଟାଗ୍ରାମରେ ସେ ଶୁଟିଂ ସେଟରୁ ନିଜର ଏକ ଚମତ୍କାର କ୍ଲୋଜଅପ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି।…

୭ ବର୍ଷ ତଳୁ ସରିଥିଲା ନିର୍ବନ୍ଧ, ପ୍ରେମିକଙ୍କ ହାତ ଧରିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ‘ବହୁ ହମାରି ରଜନୀକାନ୍ତ, ବେପନାହ ପ୍ୟାର, ମଧୁବାଲା’ ଭଳି ଧାରାବାହିକରେ ନଜର ଆସିଥିବା ତନଭି ଠକ୍କର ହାତକୁ ଦୁଇ ହାତ ହୋଇଛନ୍ତି। ଦକ୍ଷିଣ ମୁମ୍ବାଇର ଏକ ହୋଟେଲରେ ପରିଜନ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?