ମନୋରଞ୍ଜନ

ବିବାହ ସମୟରେ କନ୍ୟାଦାନ ପାଇଁ ମନା କରିଥିଲେ ଦିୟା, ନିଜେ କଲେ ଖୁଲାସା

ମୁମ୍ବାଇ : ଫେବୃୟାରୀ ୧୫ରେ ଅଭିନେତ୍ରୀ ଦିୟା ମିର୍ଜା ପ୍ରତିଷ୍ଠିତ ବ୍ୟବସାୟୀ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଗୁରୁବାର ସକାଳେ ଦିୟା ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ବିବାହ ସମୟର କିଛି କଥା ଖୋଲାଖୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି,…

ଏକଦା ଲକ୍ଷେ ହୃଦୟର ନାୟକ ଥିଲେ ଏହି ଅଭିନେତା,ଏବେ ଚିହ୍ନିବା କଷ୍ଟକର

ବମ୍ବେ: ନବେ ଦଶକର କିଛି ଗୀତ ଆଜିବି ଦର୍ଶକଙ୍କ ହୃଦୟରେ ଘର କରି ରହିଛି। ଠିକ୍‌ ସେଭଳି କିଛି ଅଭିନେତାଙ୍କୁ ମଧ୍ୟ ପସନ୍ଦ କରାଯାଏ। ସେଥିରୁ ‘ଆଜା ନଚଲେ’ ଏବଂ ‘ଡୁବା ଡୁବା’ ଭଳି ଗୀତରେ ନଜର ଆସିଥିବା ମଡେଲ ତରୁଣ…

ସନ୍ନିଙ୍କ ସାଉଥ୍ ଇଣ୍ଡିଆନ୍ ଲୁକ୍‌

ମୁମ୍ବାଇ: ପର୍ନ ଷ୍ଟାରରୁ ବଲିଉଡ୍ ନାୟିକା ପାଲଟିଥିବା ସନ୍ନି ଲିଓନ ଏବେ ତାଙ୍କ ଅଗାମୀ ଫିଲ୍ମର ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି । କେରଳରେ ତାଙ୍କ ଫିଲ୍ମର ଶୁଟିଂ ଚାଲିଥିବା ବେଳେ ସେଠାରୁ ସେ ବିଭିନ୍ନ ସମୟର ଫଟୋ ଓ ଭିଡିଓ…

ସନ୍ଦିପଙ୍କ ମୃତଦେହକୁ ଦେଖି ଚେତାଶୂନ୍ୟ ହେଲେ ମା’: କହିଲେ- ‘ମୋ ହିରୋ ଚାଲିଗଲା’

ବମ୍ବେ: ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘କେଶରୀ’ ଏବଂ ସୁଶାନ୍ତ ସିଂହଙ୍କ ସହ ଫିଲ୍ମ ଏମ୍‌ଏସ୍‌ ଧୋନୀରେ ନଜର ଆସିଥିଲେ ଅଭିନେତା ସନ୍ଦିପ ନାହର। ନିକଟରେ ସେ ଆତ୍ମହତ୍ୟା କରି ପ୍ରଶଂସକଙ୍କୁ ଚକିତ କରିଥିଲେ। ଏହାକୁ କିଛି ଦିନ ବିତିଥିଲେ ହେଁ…

ରୋମାଣ୍ଟିକ କମେଡି ଫିଲ୍ମରେ ନଜର ଆସିବେ ଶ୍ରଦ୍ଧା

ମୁମ୍ବାଇ: ‘ପ୍ୟାର କା ପଞ୍ଚନାମା’, ‘ସୋନୁ କେ ଟିଟୁକି ସ୍ୱିଟି’ ଭଳି ରୋମାଣ୍ଟିକ ଓ କମେଡି ଫିଲ୍ମ ନିର୍ଦ୍ଦେଶନା ଦେଉଥିବା ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଆଗାମୀ ଫିଲ୍ମକୁ ଦର୍ଶକେ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । କାରଣ ଏହି ଫିଲ୍ମରେ…

ଏହି ଫିଲ୍ମ ନିର୍ମାତାଙ୍କ ଝିଅକୁ ମିଳିଥିଲା ବଳାତ୍କାର ଧମକ

ବଲିଉଡରେ ଅନେକ ସେଲିବ୍ରିଟି ଟ୍ରୋଲର ଶିକାର ହୋଇଥାନ୍ତି। କେବଳ ସେମାନେ ଏକା ନୁହଁନ୍ତି ବରଂ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ହୋଇଥାନ୍ତି। ବଲିଉଡ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ତାଙ୍କ ଟୁଇଟ୍‌ ଯୋଗୁ ଅନେକ ସମୟରେ ଟ୍ରୋଲ ହୋଇଥାନ୍ତି। ଅନୁରାଗ କାଶ୍ୟପଙ୍କ…

ନାଚୁଥିବା ବେଳେ ଏହି ଅଭିନେତ୍ରୀଙ୍କ ବଦଳିଗଲା ପୋଷାକ, ଭିଡିଓ ଭାଇରାଲ

ଟିଭି ସିରିଏଲ୍‌ର ଜଣାଶୁଣା ଅଭିନେତ୍ରୀ ହିନା ଖାନ ସୋସିଆଲ ମିଡିଆରେ ପ୍ରାୟ ସକ୍ରିୟ ଥାନ୍ତି। ସେ ପ୍ରଶଂସକଙ୍କ ପାଇଁ ଆକର୍ଷଣୀୟ ପୋଷ୍ଟ ଶେୟାର କରୁଛନ୍ତି। ଏ ନେଇ ହିନା ଜବରଦସ୍ତ ଆଲୋଚନାର ଶିକାର ହୋଇଛନ୍ତି। ହିନା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏପରି ଏକ…

ଦିଶାଙ୍କ ଲେହଙ୍ଗା ଫଟୋ ପାଇଁ ପାଗଳ ୟୁଜର୍ସ

ବଲିଉଡ୍‌ର ହଟ ଆକ୍ଟ୍ରସ ଦିଶା ପଟାନି ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। କେବେ ଅପକମିଂ ଫିଲ୍ମ ପାଇଁ ତ ଆଉ କେବେ ସୋସିଆଲ ମିଡିଆ ବିଭିନ୍ନ ପୋଷ୍ଟ ଲାଗି। କିନ୍ତୁ ତାଙ୍କୁ ଚର୍ଚ୍ଚାରେ ରହିବା ଜଣାଅଛି। ନିକଟରେ ଜଣେ ସାଙ୍ଗର ମ୍ୟାରେଜ ପାର୍ଟିରେ…

ଶହନାଜ ଗିଲଙ୍କ ଅଲ ବ୍ଲାକ ଲୁକ୍‌

ମୁମ୍ବାଇ: ପଞ୍ଜାବି ସିଙ୍ଗର ଶହନାଜ ଗିଲ ଏବେ ଖୁବ୍ ଚର୍ଚ୍ଚାରେ । ପଞ୍ଜାବର କ୍ୟାଟ୍ରିନା କୈଫ ଭାବେ ପରିଚିତ ଶହନାଜ ବିଗ୍ ବସ୍ ୧୩ରେ ବି ନଜର ଆସିଥିଲେ । ଏବେ ସେ କୁଆଡେ ଫିଲ୍ମରେ ଏଣ୍ଟ୍ରି କରିବେ ବୋଲି ଶୁଣିବାକୁ…

ପ୍ରିୟଙ୍କାଙ୍କ ଘରକୁ ଭଡାରେ ନେଲେ ଜ୍ୟାକଲିନ

ମୁମ୍ବାଇ:ବଲିଉଡ୍ ନାୟିକା ଜ୍ୟାକଲନ୍ ଫର୍ଣ୍ଣାଡିଜ ମୁମ୍ବାଇର ଜୁହୁରେ ନିଜର ଠିକଣା ବନାଇଛନ୍ତି । ସେଠାରେ ଥିବା ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଭଡାରେ ନେଇଛନ୍ତି ଜ୍ୟାକଲିନ । ଯେଉଁଠାରେ ପ୍ରିୟଙ୍କା ୨୦୧୮ରେ ନିକ୍ ଜୋନସଙ୍କ ସହ ବିବାହ ବନ୍ଧନରେ…

ଜୋ ବାଇଡେନ୍‌ ଚାଇନା ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିବାରୁୁ ଚିଡିଗଲେ ଏହି ଅଭିନେତ୍ରୀ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିକଟରେ ଚାଇନା ରାଷ୍ଟ୍ରପତି ସି.ଜିନ୍‌ପିଙ୍ଗଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହି ବାର୍ତ୍ତାଳାପ ସମୟରେ ଜିନ୍‌ପିଙ୍ଗଙ୍କୁ ପ୍ରଶଂସା କରିଥିଲେ ବାଇଡେନ୍‌। ଏହାକୁ ନେଇ ରାଗିଯାଇଛନ୍ତି ଭାରତୀୟ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ସେ ଟୁଇଟ୍‌ ଯୋଗେ ଆମେରିକା ରାଷ୍ଟ୍ରପତିଙ୍କୁ…

ଦିୟା-ବୈଭବଙ୍କ ବିବାହ ପରେ ଏକ୍ସ ଓ୍ବାଇଫ୍‌ ଦେଲେ ଏମିତି ପ୍ରତିକ୍ରିୟା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ସୋମବାର ପ୍ରତିଷ୍ଠିତ ବ୍ୟବସାୟୀ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଦୁଇଜଣ ଏହି ବିବାହ ପାଇଁ ଖୁବ୍‌ ଉତ୍ସାହିତ ଥିଲେ। ବର୍ତ୍ତମାନ ବୈଭବଙ୍କ ଏକ୍ସ ଓ୍ବାଇଫ୍‌ ସୁନୈନା ଦୁଇଜଣଙ୍କ ବିବାହକୁ ନେଇ ମୁହଁ ଖୋଲିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?