ମନୋରଞ୍ଜନ

‘ପିକେ-୨’ରେ ନଜର ଆସିବେ ରଣବିର

ବମ୍ବେ: ୨୦୧୪ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ପିକେ’। ଏଥିରେ ଅଭିନେତା ଆମିର ଖାନ୍‌ ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରାଯାଇଥିଲା। ଫିଲ୍ମଟି ସେତେବେଳେ ସୁପରହିଟ୍‌ ହେବା ସହ କାହାଣୀକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଫିଲ୍ମର ଅନ୍ତିମ…

ଏହି ଅଭିନେତାଙ୍କୁ ବିବାହ କରିବାକୁ ନାମ ସହ ଧର୍ମ ପରିବର୍ତ୍ତନ କରିଥିଲେ ଦୀପିକା, ପୂର୍ବ ସ୍ବାମୀଙ୍କୁ ଦେଇଥିଲେ ଛାଡ଼ପତ୍ର

ବମ୍ବେ: ଲୋକପ୍ରିୟ ଅଭିନେତ୍ରୀ ତଥା ବିଗ୍‌ବସ୍‌ ଫେମ୍‌ ଦୀପିକା କକ୍କଡ଼-ଅଭିନେତା ଶୋଏବ ଇବ୍ରାହିମ୍‌ଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରାଯାଏ। ଇତି ମଧ୍ୟରେ ଉଭୟଙ୍କ ବିବାହର ତିନି ବର୍ଷ ପୂରଣ ହୋଇଛି। ଖାସ୍‌ ଦିନକୁ ଆହୁରି ସ୍ବତନ୍ତ୍ର କରିବାକୁ ଯାଇ ପରସ୍ପରକୁ ନିଆରା…

କିଙ୍ଗ ଖାଁଙ୍କ ସହ ରୋମାନ୍ସ କରିବେ ତାପସୀ

ମୁମ୍ବାଇ: ବଲିଉଡ୍ ନାୟିକା ତାପସୀ ପନ୍ନୁ ଏବେ ରାଜକୁମାର ହିରାନିଙ୍କ ଫିଲ୍ମରେ ଶାହାରୁଖଙ୍କ ଅପୋଜିଟ୍‌ରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି । ଯଦି ଏହା ହେଲା ତେବେ ପ୍ରଥମଥର ଲାଗି ଶାହାରୁଖ ଓ ତାପସୀଙ୍କ ଯୋଡିକୁ ବଡ ପରଦାରେ ଦେଖିବାକୁ…

ବଲିଉଡ୍‌ରେ ଡେବ୍ୟୁ କରିବେ ଇସାବେଲ!

ମୁମ୍ବାଇ: ଏବେ ବଡ ପରଦାରେ ଧୁମ୍ ମଚେଇବାକୁ ଆସୁଛନ୍ତିି ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫଙ୍କ ସାନ ଭଉଣୀ ଇସାବେଲେ କୈଫ । ଅଧିକାଂଶ ଦର୍ଶକଙ୍କ ନଜର ଏବେ ଇସାବେଲଙ୍କ ଉପରେ । ଇସାବେଲ ଓ ସୁରଜ ପାଞ୍ଚୋଲିଙ୍କ ଫିଲ୍ମ ‘ଟାଇମ୍ ଟୁ…

ଏହି କ୍ରିକେଟର୍‌ଙ୍କ ପ୍ରେମରେ ପାଗଳ ଶାହିଦ କପୁରଙ୍କ ସ୍ତ୍ରୀ

ବଲିଉଡ ଅଭିନେତା ଶାହିଦ କପୁର ଏବଂ ତାଙ୍କ ସ୍ତ୍ରୀ ମୀରା ରାଜପୁତ ଇଣ୍ଡଷ୍ଟିର ସୁନ୍ଦର ଦମ୍ପତି ତାଲିକାରେ ସ୍ଥାନ ପାଇଛନ୍ତି। ବିଶେଷ କଥା ହେଉଛି ଚଳଚ୍ଚିତ୍ର ସହିତ କୌଣସି ସମ୍ପର୍କ ନ ଥିଳେ ମଧ୍ୟ ସେ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି।…

ଏହି ଅଭିନେତ୍ରୀଙ୍କ ଯୋଗୁ କାମ ପାଇ ନ ଥିଲେ ସଲମାନ ଖାନ, ଜାଣନ୍ତୁ କାହିଁକି

ସୁପରହିଟ ଚଳଚ୍ଚିତ୍ର ମେନେ ପ୍ୟାର୍‌ କିୟାର ସୁମନ ଅର୍ଥାତ୍‌ ଅଭିନେତ୍ରୀ ଭାଗ୍ୟଶ୍ରୀ ପାଟୱର୍ଦ୍ଧନ ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଫେବୃଆରୀ ୨୩, ୧୯୬୯ରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୮୯ରେ ସଲମାନ ଖାନଙ୍କ ଫିଲ୍ମ ମେନେ ପ୍ୟାର କିୟା ଜରିଆରେ ବଲିଉଡରେ…

ଜୀବିତ ରହିବା ପାଇଁ ପ୍ରତି ୮ ଘଣ୍ଟାରେ ଥରେ ସୁସ୍ମିତାଙ୍କୁ କରିବାକୁ ପଡ଼ୁଥିଲା ଏହି କାମ

ବଲିଉଡ୍‌ ନିର୍ଦ୍ଦେଶକ ପଙ୍କଜ ପରଶରଙ୍କ ଫିଲ୍ମ ‘ତୁମ୍‌କୋ ନା ଭୁଲ୍‌ ପାଏଙ୍ଗେ’ ରିଲିଜ୍‌କୁ ଇତିମଧ୍ୟରେ ୨୦ ବର୍ଷ ହୋଇଯାଇଛି। ଫିଲ୍ମ ୨୨ ଫେବୃୟାରୀ, ୨୦୦୨ରେ ରିଲିଜ୍‌ ହୋଇଥିଲା। ଏଥିରେ ସଲମାନ୍‌ ଖାନ୍‌, ସୁସ୍ମିତା ସେନ୍‌, ଦୀୟା ମିର୍ଜା, ଇନ୍ଦର କୁମାର ପ୍ରମୁଖ…

ହ୍ବିଲ୍‌ଚେୟାର୍‌ରେ ବସିଥିବା ନଜର ଆସିଲେ କପିଲ ଶର୍ମା

କମେଡିଆନ୍‌ କପିଲ ଶର୍ମା ମୁମ୍ବାଇ ବିମାନବନ୍ଦରରେ ଏକ ହ୍ବିଲ ଚେୟାର ବସିଥିବା ନଜର ଆସିଥିଲେ। ତାଙ୍କୁ ଦେଖି ପ୍ରଶଂସକ ଚିନ୍ତିତ ହୋଇଯାଇଛନ୍ତି। କପିଲ ବିମାନବନ୍ଦରରେ ମିଡିଆ କ୍ୟାମେରା ଦେଖି ରାଗିଯାଇଥିଲେ। କପିଲଙ୍କ ମିଡିଆ ମ୍ୟାନେଜର୍‌ ଫଟୋଗ୍ରାଫର୍‌ଙ୍କୁ ପରିସ୍ଥିତି ବୁଝିବାକୁ କହିଥିଲେ। ଫଟୋଗ୍ରାଫର୍‌…

ମା’ ହେବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଡ୍ରାମା କୁଇନ୍‌ ରାଖୀ ସାୱନ୍ତଙ୍କ ବିଗ ବସ ୧୪ ଛାଡିଛନ୍ତି। ଚଳିବର୍ଷ ବିଗ୍‌ବସ୍‌ର ସବୁଠାରୁ ଚର୍ଚ୍ଚିତ ପ୍ରତିଯୋଗୀ ଥିଲେ ସେ। ଦର୍ଶକଙ୍କ ମନୋରଞ୍ଜନ କରିବା ସହିତ ପ୍ରଶଂସା ମଧ୍ୟ ସାଉଁଟି ଥିଲେ। କେବଳ ଏତିକି ନୁହେଁ, ଶୋ’ର ହୋଷ୍ଟ…

ଏହି ଗୀତର ଶୁଟିଂ ସମୟରେ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ଅଭିଷେକ

ଅଭିଷେକ୍‌ ଏବଂ ଐଶ୍ୱର୍ଯ୍ୟାଙ୍କୁ ବଲିଉଡ୍‌ର ମୋଷ୍ଟ ପାଓ୍ବାରଫୁଲ୍‌ କପଲ କୁହାଯାଏ। ୧୨ ବର୍ଷ ତଳେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆରାଧ୍ୟା ନାମକ ତାଙ୍କର ଏକ ୮ ବର୍ଷର ଝିଅ ବି ଅଛି। ତେବେ ଦୁହିଁଙ୍କ ମଧ୍ୟରେ କେମିତି ପ୍ରେମ…

ସ୍ତ୍ରୀକୁ ଯେତିକି ଗାଡ଼ିକୁ ବି ସେତିକି ଭଲ ପାଆନ୍ତି ଏହି ଲୋକପ୍ରିୟ ଅଭିନେତା

ତେଲୁଗୁ ସୁପରଷ୍ଟାର ନାଗାଚୈତନ୍ୟ କେବଳ ତାଙ୍କ ଫିଲ୍ମ ପାଇଁ ଜଣାଶୁଣା ନୁହନ୍ତି ବରଂ ଯାନବାହନ ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ସ୍ବତନ୍ତ୍ର କରିଥାଏ। ନାଗା ତାଙ୍କ ସ୍ତ୍ରୀ ସମାନ୍ତାଙ୍କୁ ଯେତିକି ଭଲ ପାଆନ୍ତି, ସେତିକି ବାଇକ ଏବଂ…

ରୁବିନାଙ୍କଠୁ ହାରି ମଧ୍ୟ ଜିତିଲେ ରାହୁଲ ବୈଦ, ପ୍ରଶଂସକ କହିଲେ ଏମିତି

ଗାୟକ ରାହୁଲ ବୈଦ ହୁଏତ ‘ବିଗ ବସ୍‌ ୧୪’ ଟାଇଟଲ୍‌ ଜିତିବାରେ ସମର୍ଥ ହୋଇନାହାନ୍ତି। ମାତ୍ର ସେ ନିଜ ପ୍ରଦର୍ଶନ ସହିତ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି। ସେ ବିଗ ବସ୍‌ର ଟାଇଟଲ ଦୌଡ଼ରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ରୁବିନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?