ବିନା ହେଲମେଟରେ ସ୍ତ୍ରୀଙ୍କୁ ବାଇକ୍‌ରେ ବସାଇ ବୁଲିଲେ ବିବେକ: କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ମୁମ୍ବାଇ ପୋଲିସ

ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଭାଲେଣ୍ଟାଇନସ୍‌ ଡେ ଅବସରର, ଯାହା ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ପାଇଁ ବିବେକ ଏବେ ଅସୁବିଧାରେ ପଡ଼ିଯାଇଛନ୍ତି। ବାସ୍ତବରେ, ଅଭିନେତା ଟ୍ରାଫିକ ନିୟକ ଉଲ୍ଲଂଘନ କରୁଥିବାର ଭିଡିଓରେ ଦେଖିବାକୁ ମିଳୁଛି। ଭିଡିଓ ଭାଇରାଲ ପରେ ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି।
ସେ ସ୍ତ୍ରୀଙ୍କୁ ବାଇକ୍‌ ପଛରେ ବସାଇ ଫିଲ୍ମ ଷ୍ଟାଇଲରେ ରାସ୍ତାରେ ଚଲାଉଛନ୍ତି। ମାତ୍ର ହେଲମେଟ୍‌ ପିନ୍ଧି ନ ଥିବା ବେଳେ ମାସ୍କ ମଧ୍ୟ ପିନ୍ଧି ନ ଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ବିବେକ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାବେଳେ ଦୁଷ୍ଟ ହୋଇଥିବା ଯୋଗୁ ହଷ୍ଟେଲ ଯାଇଥିଲେଏହି ଅଭିନେତ୍ରୀ, ଛୋଟବେଳ ଫଟୋ ଦେଖିଲେ

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ପ୍ରତିଭା ପାଇଁ ବେଶ ପ୍ରସିଦ୍ଧ। ସେ ‘ଦ ହିରୋ’ରୁ ଫିଲ୍ମରେ ଡେବ୍ୟୁ କରିଥିଲେ। ତେବେ ଛୋଟ ବେଳେ ପ୍ରିୟଙ୍କା...

ଫ୍ୟାନ୍‌ଙ୍କୁ ଦିଓ୍ବାନା କଲା ଶ୍ରଦ୍ଧାଙ୍କ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ନିକଟରେ ସର୍ବିୟାରୁ ନିଜ ଅପ୍‌କମିଂ ଫିଲ୍ମ ‘ବାଗୀ-୩’ର ଶୁଟିଂ ଶେଷ କରି ଫେରିଛନ୍ତି। ଏହାପରେ ସେ ତୁରନ୍ତ ନିଜର...

‘ପୂଜା ମେରୀ ଜାନ୍‌’ରେ ହୁମା

ମୁମ୍ବାଇ: ଦୀର୍ଘଦିନର ବ୍ୟବଧାନ ପରେ ବଲିଉଡ୍‌ ଅଭିନେତ୍ରୀ ହୁମା କୁରେଶି ପୁଣି ଫେରିଛନ୍ତି ବଡ଼ ପରଦାକୁ। ଫିଲ୍ମ ‘ପୂଜା ମେରୀ ଜାନ୍‌’ ଜରିଆରେ ସେ କମ୍‌ବ୍ୟାକ୍‌...

ରଣବୀରଙ୍କ ନାଁରେ ମାମଲା: ମହିଳାଙ୍କ ଭାବବେଗକୁ ଆହତ ପହଞ୍ଚାଇଥିବା ଅଭିଯୋଗ

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କ ନ୍ୟୁଡ୍‌ ଫଟୋ ଶେୟାର ହେବା ପରେ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ବିଭିନ୍ନ ମହଲରେ ରଣବୀରଙ୍କୁ ସମାଲୋଚନା କରାଯାଉଥିବା ବେଳେ...

ପୁଣି ବାଜିବ ଆଶୁତୋଷଙ୍କ ସାହାନାଇ

ଥରେ ମନେ ପକାନ୍ତୁ ନା ଗୌରୀ ଗଣନାଟ୍ୟ ପରିବେଷିତ ଅପେରା ନାଟକ ‘ବାଜିବ ଲୋ ସାହାନାଇ’କୁ। ସେହି ସମୟରେ ଆଶୁତୋଷ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ନାଟକଟି...

କେଶ କାଟିବାରୁ ଅଭିନେତାଙ୍କୁ ଦେବାକୁ ପଡ଼ିଲା ୩୨ ଲକ୍ଷ

ମାଲାୟାଲମ୍‌ ଫିଲ୍ମ ନିର୍ମାତା ସଚିତ୍‌ ନିଗମଙ୍କୁ ନିଜ କେଶ କାଟିବାରୁ ୩୨ ଲକ୍ଷ ଟଙ୍କା ଦେବାକୁ ପଡ଼ିଛି। ନିଜ କଥା ରଖି ନ ପାରିବାରୁ ତାଙ୍କୁ...

ଅନସ୍କ୍ରିନ୍‌ ମା’ଙ୍କ ପ୍ରେମରେ ପଡିଛନ୍ତି ଏହି ଅଭିନେତା

ବିଗ୍‌ବସ୍‌ ଓଟିଟିରେ ଭାଗ ନେଇଥିବା ଜିଶାନ ଖାନ୍‌ ନିଜ ପ୍ରେମ ସମ୍ପର୍କ ସାର୍ବଜନୀନ କରିଛନ୍ତି। ଦୀର୍ଘ ଦିନ ହେବ ଜିଶାନ କୁମକୁମ ଭାଗ୍ୟ ଫେମ୍‌ ରେହାନା...

ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମାଙ୍କ ପରଲୋକ

ମୁମ୍ବାଇ,୮।୧୨: ବଲିଉଡ୍‌ର ନାଁ କରା କଳାକାର ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ଭଉଣୀ ସାୟମା ତାମସି ସିଦ୍ଦିକିଙ୍କ ଶୁକ୍ରବାର ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ...

Advertisement
Archives

Model This Week