ରୁବିନାଙ୍କଠୁ ହାରି ମଧ୍ୟ ଜିତିଲେ ରାହୁଲ ବୈଦ, ପ୍ରଶଂସକ କହିଲେ ଏମିତି

ଗାୟକ ରାହୁଲ ବୈଦ ହୁଏତ ‘ବିଗ ବସ୍‌ ୧୪’ ଟାଇଟଲ୍‌ ଜିତିବାରେ ସମର୍ଥ ହୋଇନାହାନ୍ତି। ମାତ୍ର ସେ ନିଜ ପ୍ରଦର୍ଶନ ସହିତ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି। ସେ ବିଗ ବସ୍‌ର ଟାଇଟଲ ଦୌଡ଼ରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ରୁବିନା ଦିଲାଇକ୍‌ଙ୍କୁ ‘ବିଗ ବସ ୧୪’ର ବିଜେତା ଘୋଷିତ କରାଯାଇଥିଲା। ଏ ନେଇ ରାହୁଲଙ୍କ ପ୍ରଶଂସକମାନେ ନିରାଶ ହୋଇଛନ୍ତି। କିନ୍ତୁ ସେମାନେ ରାହୁଲଙ୍କ ପାଇଁ ମଧ୍ୟ ଗର୍ବିତ। ସେ ହୁଏତ ଏହି ଶୋ’ରେ ଜିତି ନ ଥିବେ, କିନ୍ତୁ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି। ପ୍ରଶଂସକଙ୍କ ଟୁଇଟ୍‌ ଏହାର ପ୍ରମାଣ ଅଟେ।

ରାହୁଲଙ୍କ ପାଇଁ ଜଣେ ପ୍ରଶଂସକ ଲେଖିଛନ୍ତି, ‘ଅଭିନନ୍ଦନ, ରାହୁଲ … ଏକ ଭଲ ପ୍ରଦର୍ଶନ କରିଥିଲେ। ଆପଣ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି। ସର୍ବଦା ଖୁସିରେ ରୁହ। ଆମର ପ୍ରାର୍ଥନା ତୁମ ସହିତ ଅଛି। ’


Enter your email to get our daily news in your inbox.

All Right Reserved By Dharitri.Com

୪୩ ବର୍ଷ ବୟସରେ କନିଆଁ ହେବାକୁ ସଜ

ବମ୍ବେ: ୪୩ ବର୍ଷ ବୟସରେ ପୁଣି କନିଆଁ ହେବାକୁ ସଜ ହେଲେଣି ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁର। କନିକା ତାଙ୍କ ଦୀର୍ଘଦିନର ପ୍ରେମିକ ତଥା...

ଖଳନାୟକ ଅଂଶୁମାନ

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁନାହାନ୍ତି ଅଂଶୁମାନ ସାମନ୍ତରାୟ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ଲକ୍‌ଡାଉନ ପରେ...

କନିକାଙ୍କ ପରେ ବଲିଉଡ୍‌ର ଆଉ ଜଣେ କରୋନା ପଜିଟିଭ୍‌

ମୁମ୍ବାଇ,୬।୪: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ବଲିଉଡ୍‌...

ରାସ୍ତା ମଝିରେ ଅନୁଷ୍କାଙ୍କୁ ଛାଡ଼ି ପଳାଇଥିଲେ ବିରାଟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ତାଙ୍କ କ୍ରିକେଟର ସ୍ବାମୀ ବିରାଟ କୋହଲି ବେଶ୍‌ ସୁନ୍ଦର ତଥା ଚର୍ଚ୍ଚିତ ଯୋଡ଼ି। କିଛି ନା କିଛି...

୨୦୨୨ରେ ଆସିବେ ଜୁନିଅର୍‌ ଧିର୍‌

ମୁମ୍ବାଇ: ଟେଲି ଅଭିନେତ୍ରୀ କ୍ରାତିକା ସାଙ୍ଗର ଏକ ଖୁସି ଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଖୁବ୍‌ ଶୀଘ୍ର ତାଙ୍କ ଘରକୁ ଏକ ନୂଆ ଅତିଥି ଆସିବ।...

ଫେରିଲା ମଞ୍ଜୁଲିକା

ମୁମ୍ବାଇ: ଚଳିତ ବର୍ଷର ସବୁଠାରୁ ବଡ ହରର କମେଡି ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଛି । କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଓ ତବୁଙ୍କ ଅଭିନୀତ...

ପୁଣି ଟ୍ରୋଲ ହେଲେ ଦୀପିକା

ଶକୁନ ବାତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଗେହରାୟାଁ’ ରିଲିଜ ହେବା ଦିନଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଲୋକ ଏହି ଫିଲ୍ମର ପ୍ରଶଂସା କରିଥିବାବେଳେ କିଛି...

ରିଲିଜ୍ ହେଲା ହଙ୍ଗାମା ୨ ର ଟ୍ରେଲର

ମୁମ୍ବାଇ: ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ହଙ୍ଗାମା ୨’ର ଟ୍ରେଲର ରିଲଜ୍ ହୋଇଛି । ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ...

Advertisement
Archives

Model This Week