ଡ୍ୟାନିଙ୍କ ପ୍ରେମରେ ପାଗଳ ଥିଲେ ଗାଓ୍ବା…
ମୁମ୍ବାଇ: ବଲିଉଡ ଖଳନାୟକ ଡ୍ୟାନି ଡେଞ୍ଜୋଙ୍ଗପାଙ୍କୁ ଗୁରୁବାର ୭୩ ବର୍ଷ ପୂରଣ ହୋଇଛି। ୧୯୪୮ ଫେବୃୟାରୀ ୨୫ରେ ସେ ସିକିମ୍ର ଗ୍ୟାଙ୍ଗଟକଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଥେସରିଙ୍ଗ ଫିଣ୍ଟୋସ ଡେଞ୍ଜୋଙ୍ଗପା ଥିଲା। ଘରେ ମନାକରିବା ପରେ ମଧ୍ୟ ସେ…
ପ୍ରିୟଙ୍କା ପିନ୍ଧିଲେ ଏମିତି ଡ୍ରେସ୍, ଥମୁନି ଚର୍ଚ୍ଚା
ବଲିଉଡ୍ ପରେ ହଲିଉଡ୍ରେ ଜଲଓ୍ବା ଦେଖାଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଫ୍ୟାଶନ ଏବଂ ଅଭିନୟ ଦୃଷ୍ଟିରୁ ସେ ଅତୁଳନୀୟ। ସେ ବେଳେବେଳେ କିଛି ଅଲଗା କରିବାକୁ ଚେଷ୍ଟା କରନ୍ତି। ଅଜବ ଡ୍ରେସିଂ ଷ୍ଟାଇଲ୍ ପାଇଁ ସେ ଅନେକ ଥର ଟ୍ରୋଲର ସମ୍ମୁଖୀନ…
ବିବାହ କଥା ଉଠିବାରୁ ଏହି ଅଭିନେତ୍ରୀଙ୍କ ସହ କଥା ହେଉ ନ ଥିଲେ ବାପା
ଆଜି ବଲିଉଡ୍ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲଙ୍କ ବିବାହ ବାର୍ଷିକୀ। ଉଭୟ ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ବିବାହ କରିଥିଲେ। ମାତ୍ର ଉଭୟଙ୍କ ଏହି ବିବାହା ପ୍ରସ୍ତାବକୁ ପ୍ରଥମେ କାଜଲଙ୍କ ବାପା ଗ୍ରହଣ କରି ନ ଥିଲେ।…
କାହା ସହ କଥା ହେଉ ନ ଥିଲେ ସୁଦ୍ଧା ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଅଜୟ ଦେବଗନ୍
ବଲିଉଡ୍ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ଉଭୟ ବିବାହ କରିଥିଲେ। ଆଜି ତାଙ୍କ ବିବାହ ବାର୍ଷିକୀ ଅବସରରେ ଜାଣନ୍ତୁ କିଛି ବିଶେଷ କଥା। ଅଜୟ…
ପରଲୋକରେ ପ୍ରସିଦ୍ଧ ଗାୟକ
ପ୍ରସିଦ୍ଧ ପଞ୍ଜାବୀ ଗାୟକ ସରଦୁର୍ ସିକନ୍ଦରଙ୍କ ପରଳୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। କିଡନୀ ସମସ୍ୟା ଯୋଗୁ ତାଙ୍କୁ ଗତ ସପ୍ତାହରେ ମୋହାଲିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର କିଡନୀ ଅପରେସନ ଏଠାରେ ସଫଳ ହୋଇଥିଲା,…
ବୟସରେ ୩ ବର୍ଷ ସାନ, ପୂର୍ବରୁ ଦୁଇଟି ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିବା କରନ୍ଙ୍କ ପ୍ରେମରେ ପଡ଼ିଥିଲେ ଏହି ଅଭିନେତ୍ରୀ, କିଛି ଏଭଳି ଥିଲା ଲଭ୍ଷ୍ଟୋରୀ
ବମ୍ବେ: ଇଚ୍ଛା ନ ଥିଲା ବିବାହ ପାଇଁ। ହେଲେ ପ୍ରେମରେ ପଡ଼ିଯାଇଥିଲେ। ଶେଷରେ ହାତକୁ ଦୁଇ ହାତ ହେବାକୁ ବାଧ୍ୟ ହୋଇଥିଲେ। ଏଭଳି କିଛି କାହାଣୀ ହେଉଛି ବଲିଉଡ୍ ବ୍ଲାକ୍ ବିଉଟି ବିପାସା ବାସୁଙ୍କର। ଅଭିନେତା କରନ୍ ସିଂ ଗ୍ରୋଭରଙ୍କ ସହ…
ମା’ଙ୍କୁ କ୍ୟାନ୍ସର, ଆରୋଗ୍ୟ ଲାଗି ପ୍ରାର୍ଥନା କରିବାକୁ ଗୁହାରି କଲେ ଡ୍ରାମା କୁଇନ୍
ବମ୍ବେ: କ୍ୟାନ୍ସର ସହ ଲଢ଼ୁଛନ୍ତି ଆଲବମ୍ କୁଇନ୍ଙ୍କ ମା’। ନିକଟରେ ବିଗ୍ ବସ୍-୧୪ରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଦେଇ ଚର୍ଚ୍ଚାକୁ ଆସିଥିବା ରାକ୍ଷୀ ସାଓ୍ବନ୍ତଙ୍କ ମା’ ଅସୁସ୍ଥ ଅଛନ୍ତି। ଅଭିନେତ୍ରୀଜଣଙ୍କ ନିଜର ସୋସିଆଲ ପୃଷ୍ଠାରେ ମା’ଙ୍କ ଫଟୋ ଶେୟାର କରି…
ଏକଦା ବିବାହ କରିବାକୁ କହିଥିଲେ ଦୀପିକା, ଏବେ ୫୭ ବର୍ଷରେ ବି ଅବିବାହିତ ଅଛନ୍ତି ଏହି ଲୋକପ୍ରିୟ ଫିଲ୍ମ ନିର୍ମାତା
ବମ୍ବେ: ବଲିଉଡ୍ର ଲୋକପ୍ରିୟ ଫିଲ୍ମନିର୍ମାତାଙ୍କ ମଧ୍ୟରୁ ସଞ୍ଜୟ ଲୀଲା ଭନଶାଲୀ ଅନ୍ୟତମ। ସେ ତାଙ୍କର ପ୍ରତିଟି ଫିଲ୍ମରେ ନିଆରା ଛାପ ଦେଇଥାନ୍ତି। ‘ହମ୍ ଦିଲ ଦେ ଚୁକେ ସନମ, ସାଓ୍ବରିୟା, ବାଜିରାଓ ମସ୍ତାନୀ, ପଦ୍ମାବତ’ ଭଳି ଫିଲ୍ମକୁ ଉଦାହରଣ ଭାବେ ନେଇପାରିବେ।…
ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ବାପା
ବଲିଉଡ୍ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ଅଭିନେତ୍ରୀ ଝିଅ ପୂଜା ଭଟ୍ଟ ଇତିମଧ୍ୟରେ ୪୯ ବର୍ଷର ହୋଇଯାଇଛନ୍ତି। ୨୪ ଫେବୃୟାରୀ, ୧୯୭୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ପୂଜା ପ୍ରଥମରୁ ହି ବିବାଦରେ ରହିଆସିଛନ୍ତି। ୧୯୮୯ରେ ରିଲିଜ୍ ଫିଲ୍ମ ‘ଡାଡି’ରୁ ପୂଜା…
ମୃତ୍ୟୁ ପୂର୍ବରୁ ଶ୍ରୀଦେବୀ ଶେୟାର କରିଥିଲେ ଏହି ଫଟୋ, ଆଜି ବି ଲୋକେ କରୁଛନ୍ତି ଏମିତି କମେଣ୍ଟ
ମୁମ୍ବାଇ: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ଆଜକୁ ୩ ବର୍ଷ ତଳେ ହୋଇଥିଲା। ୨୪ ଫେବୃୟାରୀ ୨୦୧୮ରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା। ଅଚାନକ ମୃତ୍ୟୁ ଖବର ପୂରା ଦୁନିଆକୁ ଚକିତ କରିଦେଇଥିଲା। ଶ୍ରୀଦେବୀଙ୍କ ମୃତ୍ୟୁକୁ ଲୋକେ ଆଜି ବି ସହଜରେ…
ବଲିଉଡ୍ରେ କୁମାର ବିଶ୍ୱାସ
ନୂଆଦିଲ୍ଲୀ, ୨୪ା୨: କବି ଓ ରାଜନେତା ଭାବେ ଜଣାଶୁଣା କୁମାର ବିଶ୍ୱାସ ଏବେ ଫିଲ୍ମ ଦୁନିଆରେ ପାଦ ଥାପିଛନ୍ତି। ସାହିତି୍ୟକ ମଞ୍ଚରେ କବିତା ପାଠ, ଆନ୍ନା ହାଜାରେ ଆନ୍ଦୋଳନର ପ୍ରମୁଖ ଚେହେରା ପାଲଟିବା ପରେ ରାଜନୀତିରେ ପଶି ଭାଷଣ ଓ ମନ୍ତବ୍ୟ…
ଫିଲ୍ମରେ ରୋମାଣ୍ଟିକ୍ ଦୃଶ୍ୟ କାହିଁକି କରନ୍ତି ନାହିଁ ଦବଙ୍ଗ ଖାନ୍? ପୂର୍ବ ପ୍ରେମିକା ଦେଲେ ଏଭଳି ଜବାବ
ବମ୍ବେ: ବଲିଉଡ୍ର ସଫଳ ଏବଂ ଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରୁ ଜଣେ ହେଲେ ସଲମାନ୍ ଖାନ୍। ୧୯୮୮ରେ ଫିଲ୍ମ ‘ବିବି ହୋ ତୋ ଏସି’ରୁ ସେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାର ତିରିଶ ବର୍ଷରୁ ଅଧିକ ସମୟ ବିତିସାରିଥିବା ବେଳେ…

