ବଲିଉଡ୍‌ ଫେରିବେ ରଙ୍ଗିଲା ଗର୍ଲ

ମୁମ୍ବାଇ: ବଲିଉଡ୍‌କୁ  ରଙ୍ଗିଲା ଗର୍ଲ ଉର୍ମିଳା ମାତୋଣ୍ଡକର ଫେରିବେ। ଏନେଇ ସେ ସୂଚନା ଦେଇଛନ୍ତି। ଶେଷଥର ପାଇଁ ୨୦୧୮ରେ ଫିଲ୍ମ ବ୍ଲାକ୍‌ମେଲର ଏକ ଗୀତରେ ଉର୍ମିଳାଙ୍କୁ ଦେଖିବାକୁ ମିଳିଥିଲା। ୨୦୨୦ ଏପ୍ରିଲ୍‌ରେ ଏକ ଓ୍ବେବ ସିରିଜ୍‌ରେ ସେ ଅଭିନୟ କରିବାର ଯୋଜନା ଥିଲା। ମାତ୍ର କରୋନା ମହାମାରୀ ଯୋଗୁ ଏହାର ଶୁଟିଂ ଅଟକି ଯାଇଥିଲା। ଉର୍ମିଳା ଫେରିବା ମନ୍ତବ୍ୟ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି। ୧୯୭୭ରେ କର୍ମ ଫିଲ୍ମରେ ସେ ଶିଶୁକଳାକାର ଭାବେ ମାତ୍ର ୪ ବର୍ଷ ବୟସରେ ଅଭିନୟ କରିଥିଲେ। ଏହାପରେ ୧୯୮୦ରେ ଶିଶୁ କଳାକାର ଭାବେ ସେ ଶ୍ରୀରାମ ଲାଗୁଙ୍କ ମରାଠୀ ଫିଲ୍ମ ଜାକୋଲରେ ମାତ୍ର ୬ ବର୍ଷ ବୟସରେ ଅଭିନୟ କରିଥିଲେ। ୧୯୮୩ରେ ମାସୁମ ଫିଲ୍ମ ତାଙ୍କ ପାଇଁ ପରିଚିତି ଆଣିଦେଇଥିଲା। ୧୯୯୫ରେ ରଙ୍ଗିଲା ଫିଲ୍ମରେ ଅଭିନୟ କରି ସେ ବଲିଉଡ୍‌ରେ ରାତାରାତି ଷ୍ଟାର ପାଲଟି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତିକୁ ଭଲ ପାଆନ୍ତି ୟାମି

ମୁମ୍ବାଇ: ବଲିଉଡ୍ ବିୟୁଟି ୟାମି ଗୌତମ ୩୨ ବର୍ଷରେ ପଦାର୍ପଣ କରିଛନ୍ତି । ଫେୟାର ଆଣ୍ଡ ଗ୍ଲୋର ବିଜ୍ଞାପନ ପାଇଁ ସେ ଏବେ ଘରେ ଘରେ...

ଶ୍ୱେତାଙ୍କ ଗେହ୍ଲିଙ୍କ ପ୍ରେମରେ ପଡ଼ିଛନ୍ତି ଇବ୍ରାହିମ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ପଡ଼ିଛନ୍ତି ପ୍ରେମରେ। ଟେଲି ପରଦାର ହିଟ୍‌ ନାୟିକା ଶ୍ୱେତା ତିଓ୍ବାରୀଙ୍କ ଝିଅ...

ବଲିଉଡର ‘ଲେଡି ସୁପରଷ୍ଟାର’ କଙ୍ଗନା, ବିବାଦ ସତ୍ତ୍ୱେ ବଢ଼ୁଛି ଲୋକପ୍ରିୟତା

ମୁମ୍ବାଇ: ବିବାଦ ଏବଂ କଙ୍ଗନା ପରସ୍ପରର ପରିପୂରକ ବୋଲି କହିପାରିବା। ସେ ଫିଲ୍ମ ହେଉ ଅଥବା ତାଙ୍କର ମନ୍ତବ୍ୟ ସବୁବେଳେ ବିବାଦ ଘେରକୁ ଆସିଯାଇଥାଏ। ଆଗାମୀ...

ବିବାହ ବନ୍ଧନରେ ବାନ୍ଧି ହେଲେ ‘ଦ ଫେମ ଗେମ’ର ଅଭିନେତା

ଗତ କିଛି ମାସ ବଲିଉଡ ଠାରୁ ଆରମ୍ଭ କରି ଟେଲି ଜଗତରେ ମଧ୍ୟରେ ଅନେକ ସେଲିବ୍ରିଟି ବିବାହ କରୁଛନ୍ତି। ତେବେ ଟେଲି ଜଗତର ଆଉ ଏକ...

ବଡିଗାର୍ଡଙ୍କୁ ପରିବାରର ସଦସ୍ୟ ଭାବନ୍ତି ସଲମାନ: ବାର୍ଷିକ ଦରମା ଜାଣିଲେ …

ବଲିଉଡ ତାରକାଙ୍କ ସୁରକ୍ଷା ଦାୟିତ୍ୱ ତାଙ୍କ ବଡିଗାର୍ଡଙ୍କ ଉପରେ ରହିଥାଏ। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ଭିଡ଼ ମଧ୍ୟରେ ହେଉଥିବା ଅସୁବିଧା ପର୍ଯ୍ୟନ୍ତ ସେମାନେ ତାରକାଙ୍କୁ...

ସାମନ୍ଥାଙ୍କ ବୋଲ୍ଡ ଦୃଶ୍ୟ, ଅନୁଷ୍କା କହିଲେ…

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ପୁଷ୍ପାରେ ଆଇଟମ ଗୀତ ପରେ ସାମନ୍ଥାଙ୍କ କ୍ରେଜ୍‌ ବଢ଼ିଥିଲା। ହେଲେ ବର୍ତ୍ତମାନ ତାଙ୍କର ଏକ...

ବକ୍ସ ଅଫିିସ୍‌ରେ କମାଲ୍‌ କରୁଛି ଫିଲ୍ମ କବିର ସିଂହ: ୩ ଦିନରେ ୭୦କୋଟି

ମୁମ୍ବାଇ: ସାହିଦ କପୁରଙ୍କ ଫିଲ୍ମ କବିର ସିଂହ ରିଲିଜ ହୋଇସାରିଥିବା ବେଳେ ବକ୍ସ ଅଫିସ୍‌ରେ ଏବେ ଧମାଲ୍‌ କରୁଛି। ପ୍ରଥମ ଦିନରୁ ଏହି ଫିଲ୍ମ ୨୦...

କାହିଁକି ୱେଟର ଭାବରେ କାମ କରିଥିଲେ ଏହି ଅଭିନେତ୍ରୀ

ବଡ ପରିବାରରେ ଜନ୍ମ ହେବା ପରେ ମଧ୍ୟ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ଫିଲ୍ମରେ ପ୍ରବେଶ କରିବା ପୂର୍ବରୁ କାମ କରିଥିଲେ। ସେହି ଅଭିନେତ୍ରୀ...

Advertisement
Archives

Model This Week