ନଓ୍ବାଜୁଦ୍ଦିନଙ୍କୁ ଛାଡ଼ପତ୍ର ନୁହେଁ, ଦେବେ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ,୯।୩ : ବଲିଉଡ୍‌ ଅଭିନେତା ନାଓ୍ବାଜୁଦ୍ଦିନ ସିଦ୍ଦିକିଙ୍କୁ ଛାଡ଼ପତ୍ର ଦେବା ବଦଳରେ ଆଉ ଏକ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି ପତ୍ନୀ ଆଲିୟା। ଛାଡ଼ପତ୍ର ଲାଗି ନୋଟିସ ପଠାଇବାର ପ୍ରାୟ ଏକ ବର୍ଷ ପରେ ଆଲିୟା ବଦଳାଇଛନ୍ତି ନିଜ ନିଷ୍ପତ୍ତି। ଛୁଆଙ୍କ ପ୍ରତି ସିଦ୍ଦିକିଙ୍କ ଭଲପାଇବା ଓ ଯତ୍ନ ଦେଖି ବଦଳି ଯାଇଛି ଆଲିୟାଙ୍କ ମନ।

ଗତବର୍ଷ ମେ’ରେ ହ୍ବାଟ୍ସଆପ ଓ ମେଲ ଜରିଆରେ ଆଲିୟା ଛାଡ଼ପତ୍ର ପାଇଁ ସିଦ୍ଦିକିଙ୍କୁ ନୋଟିସ ପଠାଇଥିଲେ। ସେଥିରେ ଦର୍ଶାଇଥିଲେ ଯେ, ଦୀର୍ଘ ୧୦ ବର୍ଷ ହେଲା ସେମାନଙ୍କ ବୈବାହିକ ସମ୍ପର୍କ ଠିକ ନାହିଁ। ହେଲେ ଆଲିୟା ସିଦ୍ଦିକି ଛାଡ଼ପତ୍ର ନୋଟିସ ପ୍ରତ୍ୟାହ୍ୟାର କରି ନେଇଛନ୍ତି। ତାଙ୍କର ଏଭଳି ନିଷ୍ପତ୍ତି ପଛର ଉଦ୍ଦ୍ୟେଶ ନଓ୍ବାଜୁଦ୍ଦିନ (୪୬)ଙ୍କୁ ଆଉ ଏକ ସୁଯୋଗ ଦେବା।


Enter your email to get our daily news in your inbox.

All Right Reserved By Dharitri.Com

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ଶୀତଦିନେ ଖାଆନ୍ତୁ ଏହି ଶାଗ…

ମୂଳା ଶାଗରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ଶରୀର ପାଇଁ ବେଶ୍‌ ଉପକାରୀ। ଶୀତ ଦିନେ ନିୟମିତ ମୂଳା ଶାଗ ଖାଇଲେ ବ୍ଲଡ୍‌ ସୁଗାର୍‌...

ମସ୍କଙ୍କୁ ପୁନାଓ୍ବାଲାଙ୍କ ପରାମର୍ଶ, ଟୁଇଟର ନ କିଣି ଭାରତରେ ନିବେଶ କରିବା ଲାଭଦାୟକ…

ନୂଆଦିଲ୍ଲୀ, ୮।୫ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଟୁଇଟରର ନୂତନ ମାଲିକ ଏଲୋନ ମସ୍କଙ୍କୁ ଭାରତରେ ପୁଞ୍ଜି ବିନିଯୋଗ କରିବାକୁ...

ଦର୍ପଣରେ ନିଜ ମୁହଁ ଦେଖି ଡରିଯାଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଶାହାରୁଖ୍‌ ଖାନ୍‌ଙ୍କ ସହ ଫିଲ୍ମ ”ପରଦେଶ’ରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ମହିମା ଚୌଧୁରୀ। ୧୩ ସେପ୍ଟେମ୍ବର ୧୯୭୩ରେ ପଶ୍ଚିମବଙ୍ଗର ଦାର୍ଜିଲିଂରେ ଜନ୍ମଗ୍ରହଣ କରିଥିବା...

ସୁଖୀ ସୂଚକାଙ୍କରେ ଭାରତର ସ୍ଥାନ ନବମ

ନୂଆଦିଲ୍ଲୀ,୩୧।୮: ଉତ୍ତମ ଆର୍ଥିକ ପରିସ୍ଥିତି ଓ ସୁସ୍ଥ ଜୀବନଯାପନ ଦ୍ୱାରା ଜଣେ ସୁଖୀ ହୋଇପାରେ ବୋଲି ଭାରତୀୟଙ୍କର ଧାରଣା। ଏକ ନୂତନ ସର୍ବେକ୍ଷଣ ରିପୋର୍ଟରୁ ଏହି...

ରାହୁଲ ଗାନ୍ଧୀଙ୍କୁ ଭେଟିଲେ ହରିଶ ରାୱତ: ଛାଡି ପାରନ୍ତି ଅଧ୍ୟକ୍ଷ ପଦ

ନୂଆଦିଲ୍ଲୀ,୨୮ ।୮: କଂଗ୍ରେସରେ ପୁଣିଥରେ ହୋଇପାରେ କିଛି ପରିବର୍ତ୍ତନ । ଦୁଇ ରାଜ୍ୟର ଚାପକୁ ସାମ୍ନା କରୁଥିବା ହରିଶ ରାୱତ ଶନିବାର କଂଗ୍ରେସ ନେତା ରାହୁଲ...

‘ମ୍ୟାଡାମ, ଆପଣଙ୍କ ସ୍ବାମୀଙ୍କୁ ମାରିଦିଆଯିବ’

କୋଲକତା,୨୭।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପାନ ବନ୍ଦୋପାଧ୍ୟାୟଙ୍କ ସ୍ତ୍ରୀ ସୋନାଲି ଚକ୍ରବର୍ତ୍ତୀଙ୍କୁ ଧମକପୂର୍ଣ୍ଣ ଚିଠି ଆସିଛି। ଚିଠିରେ ସୋନାଲିଙ୍କୁ ଧମକ ଦିଆଯାଇ କୁହାଯାଇଛି...

ବୟଫ୍ରେଣ୍ଡଙ୍କୁ ବିବାହ କରିବା ପାଇଁ ମିଛ ଗଣବଳାତ୍କାର ଅଭିଯୋଗ ଆଣିଲେ ଯୁବତୀ

ନାଗପୁର,୧୪।୧୨: ଜଣେ ୧୯ ବର୍ଷୀୟା ଯୁବତୀ ତାଙ୍କ ବୟଫ୍ରେଣ୍ଡକୁ ବିବାହ କରିବା ପାଇଁ ପୋଲିସରେ ଗଣବଳାତ୍କାର ଅଭିଯୋଗ କରିଥିଲେ। ଦିନ ତମାମ ନାଗପୁର ପୋଲିସ ତଦନ୍ତ...

ପୁଣି ୨୫୦ ଟଙ୍କା ବଢିଲା ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୪: ପୁଣି କମର୍ସିଆଲ୍‌ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୨୫୦ ଟଙ୍କା ବୃଦ୍ଧି ଘଟିଛି। ତେବେ ଘରୋଇ ଗ୍ୟାସ ଦର ଅପରିବର୍ତ୍ତିତ ରହିଛି। ବର୍ଦ୍ଧିତ ଦର ଅନୁସାରେ...

Advertisement
Archives

Model This Week