ମନୋରଞ୍ଜନ

ଅଙ୍ଗରକ୍ଷୀଙ୍କୁ ମୋଟା ଅଙ୍କର ଦରମା ଦେଇଥାନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ହେଉ କି ହଲିଉଡ୍‌ ଇଣ୍ଡଷ୍ଟ୍ରିରେ ସେଲିବ୍ରିଟି ହେବା ବଡ଼ କଥା। ପ୍ରତ୍ୟେକ ଜିନିଷର ଦାମ୍‌ ଜଣେ ଷ୍ଟାରଙ୍କୁ ହିଁ ନିର୍ଣ୍ଣୟ କରିବାକୁ ପଡ଼ିଥାଏ। ସାଧାରଣତଃ ସେଲିବ୍ରିଟିମାନଙ୍କର ଲକ୍ଷାଧିକ ପ୍ରଶଂସକ। ଏହି କାରଣରୁ ବାହାରକୁ ବାହାରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼େ।…

ପିଲାଦିନେ ୫ ଥର ବଳାତ୍କାରର ଶିକାର ହୋଇଥିଲେ ଏହି ଅଭିନେତ୍ରୀ…

ମୁମ୍ବାଇ,୧୩।୩: ଥରେ ନୁହେଁ ପିଲାଦିନେ ତାଙ୍କୁ ପାଞ୍ଚ ପାଞ୍ଚ ଥର ବଳାତ୍କାର କରାଯାଇଥିଲା। ଏଭଳି ଚାଞ୍ଚଲ୍ୟକର ଅକୁହା କଥା ପାକିସ୍ତାନୀ ଅଭିନେତ୍ରୀ ତଥା ସଲମାନ ଖାଁଙ୍କର ଗର୍ଲଫ୍ରେଣ୍ଡ ସୋମୀ ଅଲ୍ଲୀ ଏକ ସାକ୍ଷାତ୍‌କାରରେ କହିଛନ୍ତି। ସୋମୀଙ୍କୁ ୫ ବର୍ଷ ବୟସ ହୋଇଥିବାବେଳେ…

ପ୍ରିୟଙ୍କାଙ୍କ ଅନୁରୋଧ

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍ ନୁହେଁ ହଲିଉଡ୍‌ରେ ବି ବେଶ୍ ପରିଚିତ । ଏହି ନାୟିକା ଭିନ୍ନ ଭିନ୍ନ ଅଭିନୟରେ ଦର୍ଶକଙ୍କର ଖୁବ୍ ପସନ୍ଦ । କେବଳ ସେତିକି ନୁହେଁ ଜଣେ ଭଲ ମଣିଷ ଭାବେ…

ମହାଭାରତର ଏହି ଅଭିନେତ୍ରୀଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ୬୯ ବର୍ଷ ବୟସରେ ବାପାଙ୍କ ନିଧନ

ବମ୍ବେ: ଅଭିନେତ୍ରୀ ବୈଷ୍ଣବୀ ଧନରାଜଙ୍କ ଉପରେ ଭାଙ୍ଗିଛି ଦୁଃଖର ପାହାଡ। ଆପଣ ଭାବୁଥିବେ କାହିଁକି। ତେବେ ବାପାଙ୍କ ଅଲିଅଳି ଥିଲେ ବୈଷ୍ଣବୀ। ନିକଟରେ ସେ ତାଙ୍କୁ ହରାଇଛନ୍ତି। ଇନଷ୍ଟାଗ୍ରାମରେ ସେ ଏକ ଭାବବିହ୍ବଳ ପୋଷ୍ଟ ଲେଖି ପ୍ରଶଂସକଙ୍କ ସହ ଦୁଃଖ ବାଣ୍ଟିଛନ୍ତି।…

ମନୋଜ ବାଜପେୟୀ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍ ଅଭିନେତା ମନୋଜ ବାଜପେୟୀ କରୋନାରେ ପୀଡିତ ହୋଇଥିବା ଜଣାପଡିଛି । ଦୁଇ ଦିନ ପୂର୍ବରୁ ଅଭିନେତା ରଣବୀର କପୁର ଓ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲି କରୋନାରେ ପୀଡ଼ିତ ହେବା ପରେ ପୁଣି ଜଣେ ଅଭିନେତାଙ୍କ କରୋନା ରିପୋର୍ଟ…

ରଣବୀରଙ୍କୁ ବହୁତ ମନେ ପକାଉଛନ୍ତି ଆଲିଆ: ଏପରି କହିଲେ ହୃଦୟର କଥା

ବଲିଉଡ୍‌ର ଲଭ୍‌ ବାର୍ଡସ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏବେ ପରସ୍ପରକୁ ସାକ୍ଷାତ କରିପାରୁ ନାହାନ୍ତି। କାରଣ ନିକଟରେ ରଣବୀରଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା। ଏହା ପରେ ସେ ଏବେ ଘରେ କ୍ୱାରାଣ୍ଟାଇନରେ ରହୁଛନ୍ତି। ରଣବୀରଙ୍କ ରିପୋର୍ଟ ପଜିଟିଭ…

ଆହତ ହେଲେ ତୈମୁର, ରାଗିଗଲେ କରୀନା

ପିଲାମାନେ ଅପରିପକ୍ୱ। କ’ଣ ଠିକ୍‌, କ’ଣ ଭୁଲ ସେମାନେ ଜାଣିପାରନ୍ତି ନାହିଁ। ନିଜ ମନକୁ ଯାହା ଆସେ ସେମାନେ ତାହା କରନ୍ତି। ନିକଟରେ ବଡ଼ ଭାଇ ହୋଇଥିବା ତୈମୁର ଅଲ୍ଲୀ ଖାନ୍‌ ସେମିତି କିଛି କରିଛନ୍ତି। ଏହାପରେ ମା’ କରୀନା କପୁର…

ଜୀବନରେ ୩୦୮ ଝିଅଙ୍କୁ ଡେଟ୍‌ କରିଛନ୍ତି ଏହି ଅଭିନେତା, ଏକଦା ୧୬ ବର୍ଷ ସାନ ସୁସ୍ମିତାଙ୍କୁ ଭଲପାଇ ବସିଥିଲେ; ସ୍ତ୍ରୀ ଜାଣିବା ପରେ..

ବମ୍ବେ: ୧୯୮୧ରେ ସୁପରହିଟ୍‌ ଫିଲ୍ମ ‘ରକି’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତା ସଞ୍ଜୟ ଦତ୍ତ। ଦୀର୍ଘ ବର୍ଷ ବିତିଥିଲେ ହେଁ ଏଯାବତ ସେ ଆକ୍ଟିଭ୍‌ ଅଛନ୍ତି। ତେବେ କେବଳ ଯେ କାମ ତାହା ନୁହେଁ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ…

ବିବାଦରେ ‘ବମ୍ବେ ବେଗମ’: ଷ୍ଟ୍ରିମିଂ ବନ୍ଦ କରିବାକୁ ନିର୍ଦ୍ଦେଶ

ମୁମ୍ବାଇ: ବଲିଉଡ ପରେ ସରକାର ଓଟିଟି ପ୍ଲାଟଫର୍ମ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ନିକଟରେ, ଆମାଜନ ପ୍ରାଇମରେ ମୁକ୍ତିଲାଭ କରିଥିବା ତାଣ୍ଡବ ୱେବ ସିରିଜକୁ ବିବାଦ ପରେ ଏହା ମାର୍ଚ୍ଚ ୮ରେ ନେଟଫ୍ଲିକ୍ସରେ ରିଲିଜ୍‌ ହୋଇଥିବା ‘ବମ୍ବେ ବେଗମ’କୁ ନେଇ ଚର୍ଚ୍ଚା…

ଟାଇଗର ଶ୍ରଫ୍‌ଙ୍କ ଗର୍ଲଫ୍ରେଣ୍ଡଙ୍କୁ ଡେଟ୍‌ କରିସାରିଛନ୍ତି ଏହି ଅଭିନେତା,ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କକୁ ନେଇ ଭାଙ୍ଗିଥିଲା ସମ୍ପର୍କ

ବମ୍ବେ: ବଲିଉଡ୍‌ ହେଉ କି ଟେଲି ପରଦା, ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ନିଜର ଲଭ୍‌ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେଭଳି ଜଣେ ହେଲେ କସୌଟି ଜିନ୍ଦେଗୀ କି-୨ର ଅନୁରାଗ ଅର୍ଥାତ ପାର୍ଥ ସମଥାନ। ଅଭିନୟକୁ ଆସିବା ପୂର୍ବରୁ ସେ…

ପ୍ରଭାସଙ୍କ ସୀତା ହେବେ କ୍ରିତି, ସନ୍ନି ଲକ୍ଷ୍ମଣ

ଦକ୍ଷିଣ ଫିଲ୍ମର ସୁପରଷ୍ଟାର ତଥା ‘ବାହୁବଳୀ’ପ୍ରଭାସଙ୍କ ଫିଲ୍ମ ‘ଆଦିପୂରୁଷ’ ଏବେ ଚର୍ଚ୍ଚାରେ ରହିଛି। ଫିଲ୍ମର ଘୋଷଣା ପରଠାରୁ ପ୍ରଭାସଙ୍କ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ବଢ଼ିଯାଇଛି। ତେବେ ଫିଲ୍ମରେ ପ୍ରଭାସଙ୍କ ବିପକ୍ଷରେ ଅଭିନେତ୍ରୀ କ୍ରିତି ସେନନ ସୀତା ଭୂମିକାରେ ଅଭିନୟ କରିବେ ବୋଲି…

ଅନୁଷ୍କାଙ୍କୁ ଚୁମ୍ବନ ଦେଉଥିବା ଫଟୋ ଶେୟାର କଲେ କୋହଲି: ମାତ୍ର ଘଣ୍ଟାଏରେ ୨୩ ଲକ୍ଷ ୟୁଜର୍ସ କଲେ ପସନ୍ଦ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକା ଦୁଇ ମାସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଅନୁଷ୍କା ତାଙ୍କ ଇନଷ୍ଟା ଷ୍ଟାଟସ୍‌ରେ ଏକ କେକ୍‌ରେ ଲାଗିଥିବା ୨ଟି ମହମବତୀ ଫଟୋ ଶେୟାର କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?