ମା’ ହେବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଡ୍ରାମା କୁଇନ୍ ରାଖୀ ସାୱନ୍ତଙ୍କ ବିଗ ବସ ୧୪ ଛାଡିଛନ୍ତି। ଚଳିବର୍ଷ ବିଗ୍ବସ୍ର ସବୁଠାରୁ ଚର୍ଚ୍ଚିତ ପ୍ରତିଯୋଗୀ ଥିଲେ ସେ। ଦର୍ଶକଙ୍କ ମନୋରଞ୍ଜନ କରିବା ସହିତ ପ୍ରଶଂସା ମଧ୍ୟ ସାଉଁଟି ଥିଲେ। କେବଳ ଏତିକି ନୁହେଁ, ଶୋ’ର ହୋଷ୍ଟ…
ଏହି ଗୀତର ଶୁଟିଂ ସମୟରେ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ଅଭିଷେକ
ଅଭିଷେକ୍ ଏବଂ ଐଶ୍ୱର୍ଯ୍ୟାଙ୍କୁ ବଲିଉଡ୍ର ମୋଷ୍ଟ ପାଓ୍ବାରଫୁଲ୍ କପଲ କୁହାଯାଏ। ୧୨ ବର୍ଷ ତଳେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆରାଧ୍ୟା ନାମକ ତାଙ୍କର ଏକ ୮ ବର୍ଷର ଝିଅ ବି ଅଛି। ତେବେ ଦୁହିଁଙ୍କ ମଧ୍ୟରେ କେମିତି ପ୍ରେମ…
ସ୍ତ୍ରୀକୁ ଯେତିକି ଗାଡ଼ିକୁ ବି ସେତିକି ଭଲ ପାଆନ୍ତି ଏହି ଲୋକପ୍ରିୟ ଅଭିନେତା
ତେଲୁଗୁ ସୁପରଷ୍ଟାର ନାଗାଚୈତନ୍ୟ କେବଳ ତାଙ୍କ ଫିଲ୍ମ ପାଇଁ ଜଣାଶୁଣା ନୁହନ୍ତି ବରଂ ଯାନବାହନ ପ୍ରତି ତାଙ୍କର ଆଗ୍ରହ ତାଙ୍କୁ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ସ୍ବତନ୍ତ୍ର କରିଥାଏ। ନାଗା ତାଙ୍କ ସ୍ତ୍ରୀ ସମାନ୍ତାଙ୍କୁ ଯେତିକି ଭଲ ପାଆନ୍ତି, ସେତିକି ବାଇକ ଏବଂ…
ରୁବିନାଙ୍କଠୁ ହାରି ମଧ୍ୟ ଜିତିଲେ ରାହୁଲ ବୈଦ, ପ୍ରଶଂସକ କହିଲେ ଏମିତି
ଗାୟକ ରାହୁଲ ବୈଦ ହୁଏତ ‘ବିଗ ବସ୍ ୧୪’ ଟାଇଟଲ୍ ଜିତିବାରେ ସମର୍ଥ ହୋଇନାହାନ୍ତି। ମାତ୍ର ସେ ନିଜ ପ୍ରଦର୍ଶନ ସହିତ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି। ସେ ବିଗ ବସ୍ର ଟାଇଟଲ ଦୌଡ଼ରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ରୁବିନା…
ବଲିଉଡ୍ରେ ଫ୍ଲପ୍ ହେଲେ ବାଂଲାଦେଶୀ ଫିଲ୍ମର ସୁପରଷ୍ଟାର
ବଲିଉଡ୍ର ଜଣାଶୁଣା ଅଭନେତା ଚଙ୍କି ପାଣ୍ଡେ ଅନେକ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି। କିନ୍ତୁ ତାଙ୍କୁ ସେତେଟା ସଫଳତା ମିଳିଲା ନାହିଁ। ମାତ୍ର ସେ ବାଂଲାଦେଶୀ ଫିଲ୍ମର ସୁପରଷ୍ଟାର। ବାଂଲାଦେଶୀ ଫିଲ୍ମର ଜଣେ ମହାନା ହିରୋ ଭାବେ ତାଙ୍କୁ ଗଣନା କରାଯାଏ।…
ବିଗ୍ବସ୍ ସିଜନ୍ ୧୪: ବାଜି ମାରିଲେ ରୁବିନା
ମୁମ୍ବାଇ: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। କଲର୍ସ ଟେଲିଭିଜନ୍ରେ ପ୍ରସାରିତ ବିଗ୍ବସ୍ ସିଜନ୍ ୧୪ରେ ବାଜି ମାରିଛନ୍ତି ଲୋକପ୍ରିୟ ଟିଭି ଆକ୍ଟ୍ରେସ୍ ରୁବିନା ଦିଲୈକ୍। ‘ଅବ୍ ସିନ୍ ପଲ୍ଟେଗା’ ନାମରେ ପରିଚିତ ଏହି ରିୟଲିଟି ଟିଭି ସିରିଜ୍ରେ ସମସ୍ତ…
ଏଣ୍ଟରଟେନମେଣ୍ଟ କୁଇନ୍ ଛାଡ଼ିଲେ ବିଗ୍ ବସ୍
ମୁମ୍ବାଇ, ୨୨।୨: ବିଗ୍ ବସ୍-୧୪ରେ ଜଣେ ଚ୍ୟାଲେଞ୍ଜର ଭାବେ ସାମିଲ ହୋଇଥିବା ରାକ୍ଷୀ ସାଓ୍ବନ୍ତ ରବିବାର ଶୋ’ରୁ ଓହରି ଯାଇଛନ୍ତି। ଚଳିତ ସିଜନର ଗ୍ରାଣ୍ଡ ଫାଇନାଲ ରାତିରେ ବିଜେତା ଦୌଡ଼ ବଦଳରେ ସେ ବାଛି ଥିଲେ ୧୪ ଲକ୍ଷ ଟଙ୍କା। ଫଳରେ…
ତୈମୁର ନାମକୁ ନେଇ ଉଠିଥିଲା ବିବାଦ, ଦ୍ୱିତୀୟ ସନ୍ତାନ ନା କ’ଣ ରଖିବେ ବେବୋ
ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବଂ ଅଭିନେତ୍ରୀ କରିନା କପୁର ଖାନ୍ ଘରକୁ ପୁଣି ନୂଆ ଅତିଥି ଆସିଛନ୍ତି। ରବିବାର ସକାଳେ କରିନା ମୁମ୍ବାଇର ବ୍ରେକ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ଦ୍ୱିତୀୟ ପୁତ୍ରକୁ ଜନ୍ମ ଦେଇଥିଲେ। ପୁଅ ଜନ୍ମ ହେବା…
ଚର୍ଚ୍ଚାରେ ଦିଶା
ମୁମ୍ବାଇ: ବଲିଉଡ୍ ନାୟିକା ଦିଶା ପାଟନୀ ତାଙ୍କ ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ବୋଲ୍ଡ ଫଟୋ ଶୁଟ୍କୁ ନେଇ । ହେଲେ ଏଥର ସେ ଚର୍ଚ୍ଚାକୁ ଆସିଛନ୍ତି ନିଜ ପୁରୁଷ ବନ୍ଧୁ ଟାଇଗର ଶ୍ରଫଙ୍କ ପାଇଁ…
ଛୋଟ ଭାଇକୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ତୈମୁର
ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ଦ୍ୱିତୀୟ ସନ୍ତାନକୁ ରବିବାର ଜନ୍ମ ଦେଇଛନ୍ତି। ଏହି ଖବର ଜାଣିବା ପରେ ପ୍ରଶଂସକଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ସୋସିଆଲ ମିଡିଆରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନାର ସୁଅ ଛୁଟୁଛି। ଏହି ସମୟରେ ସୈଫ…
କିୟାରାଙ୍କ ଗ୍ଲାମରସ ଫଟୋଶୁଟ୍
ମୁମ୍ବାଇ: ବଲିଉଡ୍ ନାୟିକା କିୟାରା ଆଡଭାନୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ନିଜର ଷ୍ଟାଇଲ ସେନ୍ସ ପାଇଁ ଅଧିକାଂଶ ସମୟରେ ସେ ଥାଆନ୍ତି ଚର୍ଚ୍ଚାରେ । ନିକଟରେ ସେ ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋଶୁଟର ଭିଡିଓ ଅପଲୋଡ…
ଅଭିଷେକ ବଚ୍ଚନ ଆଗ୍ରା ଜେଲ୍ରେ ଦେବେ ଦଶମ ପରୀକ୍ଷା
ଲକ୍ଷ୍ନୌ,୨୧।୨: ଆଗ୍ରା ଜେଲରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ପୁତ୍ର ଅଭିଷେକ ବଚ୍ଚନ ଦଶମ ପରୀକ୍ଷା ଦେବେ। ପରୀକ୍ଷା ଫେବୃୟାରୀ ୨୩ରେ ହେବ। ତେବେ ଏହା ସତରେ ନୁହେଁ। ଫିଲ୍ମ ‘ଦଶବି’ର ଶୁଟିଂରେ ଜେଲ୍ରେ ଲାଇଟ୍-କ୍ୟାମେରା-ଆକ୍ସନରେ ଅଭିଷେକ ଏଭଳି କରିବେ। ଶୁଟିଂ…
Archives


