ଛୋଟ ଭାଇକୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ତୈମୁର

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ଦ୍ୱିତୀୟ ସନ୍ତାନକୁ ରବିବାର ଜନ୍ମ ଦେଇଛନ୍ତି। ଏହି ଖବର ଜାଣିବା ପରେ ପ୍ରଶଂସକଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ସୋସିଆଲ ମିଡିଆରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନାର ସୁଅ ଛୁଟୁଛି। ଏହି ସମୟରେ ସୈଫ ଏବଂ କରୀନାଙ୍କ ବଡ଼ ପୁଅ ତୈମୁର ଛୋଟ ଭାଇକୁ ଦେଖିବା ପାଇଁ କ୍ୟାଣ୍ଡି ହସ୍ପିଟାଲ ଯାଇଥିବା ବି ଦେଖିବାକୁ ମିଳିଛି। ପିତା ସୈଫଙ୍କ ସହ ତାଙ୍କୁ ହସ୍ପିଟାଲ ବାହାରେ ସ୍ପଟ୍‌ କରାଯାଇଛି। ଏଥିସହିତ କରୀନାଙ୍କ ଭଉଣୀ କରିସ୍ମା କପୁର, ପିତା ରଣଧୀର କପୁର ମଧ୍ୟ ହସ୍ପିଟାଲରେ ପହଞ୍ଚିଛନ୍ତି। ସେମାନେ ସମସ୍ତେ ଖୁସି ଥିବା ଜଣାପଡୁଛନ୍ତି। ତୈମୁରଙ୍କ ଜନ୍ମ ସମୟରେ ପ୍ରଶଂସକମାନେ ମଧ୍ୟ ବହୁତ ଖୁସି ଥିଲେ। ୨୦୧୬ ଡିସେମ୍ବର ୨୦ରେ ଜନ୍ମ ହୋଇଥିଲେ। ୪ ବର୍ଷ ପରେ ପୁଣି ସୈଫ୍‌-କରୀନାଙ୍କ ଘରକୁ ଆଉ ଏକ ଖୁସି ଖବର ଆସିଛି। ଏହି ଖୁସିରେ କାହା ଗୋଡ଼ ଆଉ ତଳେ ଲାଗୁନି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଫିଲ୍ମ ସମ୍ପର୍କରେ ଏମିତି କହିଲେ ‘ଜଓ୍ବାନୀ ଜାନେମନ୍‌’ର ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲୟା ଫର୍ନିଚରଓ୍ବାଲା ଏବେ ଖୁବ୍‌ ବିଜି ରହୁଛନ୍ତି। ମାସକ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଜଓ୍ବାନୀ ଜାନେମନ୍‌’ରେ ପୂଜା ବେଦୀଙ୍କ ଝିଅ...

ରାଧେ ପାଇଁ ଝାଳ ବୁହାଉଛନ୍ତି ଦିଶା: ସୋସିଆଲ ମିଡିଆରେ ଶେୟାର କଲେ ଭିଡିଓ

ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ମଲଙ୍ଗ’ର ସଫଳତା ନେଇ ଏହାର ଅଭିନେତ୍ରୀ ଦିଶା ପଟାନୀ ବହୁତ ଖୁସି ଅଛନ୍ତି। ଆଦିତ୍ୟ ରୟ କପୁର, ଅନିଲ କପୁର,...

ସୂର୍ଯ୍ୟମନ୍ଦିରରେ ପୂଜା

ନୂଆକରି ଆରମ୍ଭ ହୋଇଥିବା ଯାତ୍ରାନୁଷ୍ଠାନ ‘ଅପେରା ସୂର୍ଯ୍ୟମନ୍ଦିର’ର ପ୍ରଥମ ନାଟକ ହେଉଛି ‘ପୁଅ ଯିବ ଶାଶୁଘର’। ସାଧାରଣତଃ ଝିଅମାନେ ଶାଶୁଘରକୁ ଯାଉଥିବା ବେଳେ ‘ଅପେରା ସୂର୍ଯ୍ୟମନ୍ଦିର’...

‘ଶେହଜାଦା’ରେ କାର୍ତ୍ତିକଙ୍କ ଜବରଦସ୍ତ ଏଣ୍ଟ୍ରି

ମୁମ୍ବାଇ: କାର୍ତ୍ତିକ ଆର୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେହଜାଦା’ ଶୁକ୍ରବାର ବଡ଼ ପରଦାରେ ରିଲିଜ୍‌ ହୋଇଛି। ତେବେ ‘ଶେହଜାଦା’ରେ କାର୍ତ୍ତିକ ଜବରଦସ୍ତ ଏଣ୍ଟ୍ରି କରିଛନ୍ତି। ଏଥିସହ...

ଆର୍ୟନଙ୍କ ଫୋନରୁ ମିଳିଲା ଆପତ୍ତିଜନକ ଫଟୋ

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶନିବାର ମୁମ୍ବାଇରେ ଚାଲିଥିବା ଏକ ହାଇ ପ୍ରୋଫାଇଲ ରେଭ ପାର୍ଟି ଉପରେ ଚଢାଉ କରି ୮ ଜଣଙ୍କୁ ଗିରଫ କରିଥିଲା।...

ଭାଇରାଲ ହେଲା ନୁସରତଙ୍କ ଫଟୋ

ମୁମ୍ବାଇ: ନାୟିକା ତଥା ଏମ୍‌ପି ନୁସରତ ଜାହାଁ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ ଟ୍ରାଡିଶନାଲ ଶାଢି ପିନ୍ଧି ଚର୍ଚ୍ଚାକୁ ଆସିଥିବା ଜଣାପଡିଛି। ନାୟିକା ଭାବେ...

ମୁହଁ ଖୋଲିଲେ ହିନା: ଫିଲ୍ମରେ କାମ ନ କରିବାର କାରଣ ଜଣାଇଲେ

ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ବିଗ୍‌ ବସ୍‌-୧୪’ କିଛି ନା କିଛି ଥକୁ ନେଇ ଚର୍ଚ୍ଚାରେ ରହିଥାଏ। ଏବେ ଏହି ଶୋ’ରେ ୩ଜଣ ସିନିୟର୍ସ ଏଣ୍ଟ୍ରି...

ଶ୍ରୀଦେବୀଙ୍କ ପରେ ନାଗିନ ଭୂମିକାରେ ନଜର ଆସିବେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍ ନାୟିକା ଶ୍ରଦ୍ଧା କପୁର ପୁଣିଥରେ ବଡ ପରଦାରେ ଖୁବ୍ ଶୀଘ୍ର ଦେଖାଯିବେ । ମିଳିଥିବା ସୂଚନା ଅନୁଯାୟୀ ଶ୍ରଦ୍ଧା ଏଥର ଏକ ନୂଆ...

Advertisement
Archives

Model This Week