ମନୋରଞ୍ଜନ

୭ ବର୍ଷ ପରେ ପ୍ରଥମଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଆୟୁଷ୍ମାନ ଖୁରାନାଙ୍କ ଭାଇ ତଥା ଅଭିନେତା ଅପାରଶକ୍ତି ଖୁରାନାଙ୍କ ଘରକୁ ଖୁବ ଶୀଘ୍ର ନୂଆ ଅତିଥି ଆସୁଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଆକୃତି ଆହୁଜା ଗର୍ଭବତୀ ଅଛନ୍ତି। ତେବେ ଏପର୍ଯ୍ୟନ୍ତ ଅପାରଶକ୍ତିଙ୍କଠାରୁ କୌଣସି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।…

୬ ବର୍ଷ ବୟସରୁ ଗୀତ ଗାଇଥିଲେ ଏହି ପ୍ରସିଦ୍ଧ ଗାୟିକା, ଆଉ ଶୁଣିବାକୁ ମିଳୁନି କଣ୍ଠ ଶ୍ୱର

ଯଦି ଆପଣଙ୍କୁ ୯୦ ଦଶକର ଗୀତଗୁଡ଼ିକ ଭଲ ଲାଗେ କିମ୍ବା ଏସବୁର ପ୍ରଶଂସକ ଅଟନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଗାୟକ ଅଲକା ୟାଗ୍‌ନିକ୍‌ଙ୍କ ଗୀତ ଶୁଣିଥିବେ। ଆଜି ତାଙ୍କ ଜନ୍ମଦିନ। ଅଲକା କୋଲକାତାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ।…

ସ୍ତ୍ରୀଙ୍କଠାରୁ ମାଡ ଖାଇଲେ ଏହି ଅଭିନେତା !

ବମ୍ବେ: ରାଜନୈତିକ ପରିବାରର ଥିବା ସତ୍ତ୍ୱେ ଅଭିନୟକୁ ପେସା ଭାବେ ବାଛିଥିଲେ ରିତେଶ ଦେଶମୁଖ। ଏପରିକି ସୁନ୍ଦରୀ ଅଭିନେତ୍ରୀ ଜେନେଲିୟା ଦେଶମୁଖଙ୍କ ପ୍ରେମରେ ପଡ଼ିଥିଲେ। ପରେ ହୋଇଥିଲା ବିବାହ। ଉଭୟଙ୍କୁ ଏବେ ବଲିଉଡ୍‌ର ବେଷ୍ଟ କପଲ୍‌ ଭାବେ ଗଣାଯାଏ। ହେଲେ ସୁନ୍ଦରୀ…

ପୁଣି ଏକାଠି ହେବେ ବିଗ୍‌ବି-ଦୀପିକା

ବମ୍ବେ: ପୁଣି ଥରେ ଏକାଠି ଆସିବେ ବିଗ୍‌ବି ଅମିତାଭ ବଚ୍ଚନ ଏବଂ ଚୁଲବୁଲି ଦୀପିକା ପାଦୁକୋନ। ଚଳଚ୍ଚିତ୍ର ‘ପିଙ୍କ’ ପରେ ଏହି ଯୋଡିକୁ ‘ଦ ଇନ୍‌ଟର୍ନ’ ଫିଲ୍ମରେ ଦେଖିବାକୁ ମିଳିବ। ସମାନ ନାମର ହଲିଉଡ ଫିଲ୍ମର ଏହା ହେଉଛି ହିନ୍ଦି ରିମେକ୍‌।…

ପ୍ରେମିକଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଏହି ଅଭିନେତ୍ରୀ

ଅଭିନେତ୍ରୀ ହିନା ଖାନ ଆଜିକାଲି ଛୁଟିଦିନର ମଜା ନେଉଛନ୍ତି। ସେ ପୁଣି ଥରେ ମାଲଦ୍ୱୀପରେ ପହଞ୍ଚିଛନ୍ତି। ହିନା ଏକାକୀ ମାଳଦ୍ୱୀପକୁ ଯାଇ ନାହାନ୍ତି। ପ୍ରେମିକ ରକି ଜୟସୱାଲ ମଧ୍ୟ ତାଙ୍କ ସହ ଯାଇଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ଅନେକ ଫଟୋ ଶେୟାର…

ଆଲିଆଙ୍କୁ ବିବାହ ଦେବାକୁ ଚାହାନ୍ତିନି ବାପା ମହେଶ, ବାଥରୁମରେ ବନ୍ଦ କରିଦେବାକୁ ଦେଲେ ଧମକ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ରଣବୀର କପୁରଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ। କିଛିଦିନ ପୂର୍ବରୁ ଆଲିଆ-ରଣବୀରଙ୍କ ବିବାହ ଖବର ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ମାତ୍ର ଆଲିଆଙ୍କ ବାପା ମହେଶ ଭଟ୍ଟ ତାଙ୍କୁ ବିବାହ ଦେବାକୁ ଚାହୁଁନାହାଁନ୍ତି। ମହେଶ ଆଲିଆଙ୍କୁ ବହୁତ…

ଫିଲ୍ମରେ ସଫଳତା ପାଇଁ ଏପରି କଲେ ଅଭିଷେକ

ଅଭିନେତା ଅଭିଷେକ ବଚ୍ଚନ ବଲିଉଡ୍‌ରେ ଅନେକ ଫିଲ୍ମରେ କାମ କରିସାରିଛନ୍ତି। ହିଟ୍‌ ସାଙ୍ଗକୁ ଅନେକ ଫ୍ଲପ୍‌ ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି। ସଫଳତା ପାଇଁ କେବଳ କଠିନ ପରିଶ୍ରମ ଜରୁରୀ ହୋଇ ନ ଥାଏ। ଏଥିପାଇଁ ଭାଗ୍ୟ ମଧ୍ୟ ସାଥ୍‌…

ଟାଇଟ୍‌ ଡ୍ରେସ୍‌ ପିନ୍ଧି ଅଭିନେତ୍ରୀଙ୍କ ହେଲା ଏମିତି ଅବସ୍ଥା, ଭାଇରାଲ ହେଉଛି ଫଟୋ

ଫ୍ୟାଶନ ସେନ୍ସ ଭଲ ହେବା ଠିକ୍‌। କିନ୍ତୁ ଏହି ଫ୍ୟାଶନ ବେଳେ ବେଳେ ଲୋକଙ୍କୁ ଅପମାନିତ କରାଇବା ଏପରିକି ଡାକ୍ତରଖାନା ଯିବା ପର୍ଯ୍ୟନ୍ତ ମଧ୍ୟ କଥା ଯାଇଥାଏ। ତେଣୁ ଜଣେ ଡ୍ରେସ୍‌ ପିନ୍ଧିବା ପୂର୍ବରୁ ଦୁଇଥର ଭାବିବା ଦରକାର। ନିଜ ଚେହେରାଠାରୁ…

୫୦ ଲକ୍ଷ ନକଲି ଟଙ୍କା ସହ ଧରାପଡ଼ିଲେ ଏହି ଅଭିନେତା, କରୁଥିଲେ ବାଇକ୍‌ ଚୋରି କାମ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ଅନେକ ଲୋକ ବେରୋଜଗାର ହୋଇଥିଲେ। ଏହି କାରଣରୁ ଅନେକ ଚୋରି କାମ ମଧ୍ୟ ଆରମ୍ଭ କରିଥିଲେ। ଏହି ତାଲିକାରେ ଏବେ ଶାମିଲ ହୋଇଯାଇଛି ଜଣେ ଅଭିନେତାଙ୍କ ନାମ। ସେ ହେଲେ ଭୋଜପୁରୀ ଅଭିନେତା…

ଖୋଲା ଜିପ୍‌ରେ ସଫାରୀ ପାଇଁ ବାହାରିଲେ ସଲମାନ୍‌

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌ ପ୍ରକୃତିକୁ ବହୁତ ଭଲ ପାଆନ୍ତି। ଯେତେବେଳେ ବି ସୁଯୋଗ ମିଳେ ସଲମାନ ପ୍ରକୃତି ମଧ୍ୟରେ ସମୟ ବିତାଇବାକୁ ପସନ୍ଦ କରନ୍ତି। ପୁରା ଲକ୍‌ଡାଉନ୍‌ରେ ସେ ନିଜ ଫାର୍ମହାଉସ୍‌ରେ ରହିଥିଲେ। କେତେବେଳେ ଚାଷ କରୁଥିଲେ ତ ଆଉ…

ଗୋଟିଏ ବିଜ୍ଞାପନ ପାଇଁ ସଲମାନ ନେଇଥାନ୍ତି ଏତିକି କୋଟି

ମୁମ୍ବାଇ: ଯେକୌଣସି ଉତ୍ପାଦର ବିଜ୍ଞାପନ ପାଇଁ ବଲିଉଡ୍‌ ଷ୍ଟାର୍‌ମାନେ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି। ଏହି ତାଲିକାରେ ଅକ୍ଷୟ କୁମାରଙ୍କ ନାମ ସବୁଠୁ ଆଗରେ ଥିବା ବେଳେ ସଲମାନ ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି। ଇଣ୍ଡଷ୍ଟ୍ରିରେ ବେଶ୍‌ ନାଁ କମାଇଥିବା…

ଅନ୍ତରଙ୍ଗ ସିନ୍‌ରୁ ମିଳିଥିଲା ପରିଚିତି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଶୁକ୍ରବାର ୩୭ ବର୍ଷ ପୂରଣ ହୋଇଛି। ୧୯୮୪ ମାର୍ଚ୍ଚ ୧୯ରେ ସେ ଜାମ୍‌ସେଦ୍‌ପୁର ଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୪ରେ ୨୦ ବର୍ଷ ବୟସରେ ସେ ଫେମିନା ମିସ୍‌ ଇଣ୍ଡିଆ ୟୁନିଭର୍ସ ଟାଇଟଲ ହାସଲ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?