ମନୋରଞ୍ଜନ

ତୁମେ ଐଶ୍ୱର୍ଯ୍ୟାଙ୍କ ପାଇଁ ଯୋଗ୍ୟ ନୁହଁ, ଟ୍ରୋଲରଙ୍କ ଏହି କଥାରେ ଏମିତି ଉତ୍ତର ଦେଲେ ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ତାଙ୍କର ଆଗାମୀ ଫିଲ୍ମ ‘ଦି ବିଗ୍‌ ବୁଲ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି। ତେବେ ଅନେକ ସମୟରେ ଅଭିଷେକ ସୋସିଆଲ ମିଡିଆରେ ଟ୍ରୋଲର ସମ୍ମୁଖୀନ ହୋଇଥାନ୍ତି। ଏହାର ଉପଯୁକ୍ତ ଜବାବ…

ଇମ୍ରାନ ହାସ୍‌ମିଙ୍କୁ ଏହି କାରଣ ପାଇଁ ପିଟୁଥିଲେ ସ୍ତ୍ରୀ

ଆଜି ବଲିଉଡ୍‌ ଅଭିନେତା ତଥା କିସ୍‌ ଷ୍ଟାର ଇମ୍ରାନ ହାସ୍‌ମିଙ୍କ ଜନ୍ମ ଦିନ। ସେ ତାଙ୍କର ୪୨ ତମ ଜନ୍ମଦିନ ଆଜି ପାଳନ କରୁଛନ୍ତି। ତାଙ୍କ ଫିଲ୍ମ କ୍ୟାରିୟର ଯେତିକି ସଫଳତା ଆଣି ଦେଇଛି ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି…

ଏହି ଅଭିନେତ୍ରୀଙ୍କୁ ଦୀର୍ଘ ସମୟ ଧରି ଚୁମ୍ବନ ଦେଇଥିଲେ ଇମ୍ରାନ ହାସ୍‌ମି, ଜାଣନ୍ତୁ କେତେ ମିନିଟ୍‌ ଥିଲା

ବଲିଉଡରେ ସିରିଏଲ କିସର ଭାବରେ ଜଣାଶୁଣା ଅଭିନେତା ଇମ୍ରାନ ହାସ୍‌ମି ଆଜି ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଫିଲ୍ମ ‘ଫୁଟ୍‌ପାଥ’ରୁ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ପରେ ଇମ୍ରାନ ୨୦୦୪ ଫିଲ୍ମ ମର୍ଡରରୁ ଏକ ଭିନ୍ନ ପରିଚୟ…

ଚାହୁଁଥିଲେ ହେବାକୁ ଆକ୍ସନ ହିରୋ, ପାଲଟିଗଲେ ରୋମାଣ୍ଟିକ୍‌ ହିରୋ…

ମୁମ୍ବାଇ: ବଲିଉଡ୍‌ର କିସିଂ ଷ୍ଟାର ଇମ୍ରାନ୍‌ ହାସ୍‌ମୀଙ୍କୁ ବୁଧବାର ୪୨ ବର୍ଷ ପୂରଣ ହୋଇଛି। ୧୯୭୯ ମାର୍ଚ୍ଚ ୨୪ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଇମ୍ରାନ୍‌ ପ୍ରାଥମିକ ପର୍ଯ୍ୟାୟରେ କ୍ୟାରିୟରରେ ଅସଫଳ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ବଲିଉଡ୍‌ରେ କିସିଂ…

ବଲିଉଡ୍‌ର ସବୁଠୁ ଦାମୀ ଅଭିନେତା, ଅକ୍ଷୟ-ସଲମାନ ପଡିଲେ ପଛରେ

ବମ୍ବେ: ବଲିଉଡ୍‌ରେ ତିନି ଖାନ୍‌ଙ୍କ ଦବ୍‌ଦବା ବିଷୟରେ ସମସ୍ତେ ଜାଣନ୍ତି। ସେ ଅମିର ଖାନ୍‌ ହୁଅନ୍ତୁ ଅବା ଶାହାରୁଖ-ସଲମାନ୍‌, ସମସ୍ତେ ଅଭିନୟ କ୍ଷେତ୍ରରେ ମାଇଲଖୁଣ୍ଟ ହାସଲ କରିଛନ୍ତି। ଦେଶ ତଥା ବିଦେଶରେ ଏମାନଙ୍କ ଫିଲ୍ମର ରିଲିଜକୁ ପ୍ରଶଂସକ ଚାହିଁ ରହିଥାନ୍ତି। ବିଶେଷକରି…

ଆଖିବୁଜିଲେ ଏହି ଲୋକପ୍ରିୟ ଅଭିନେତା

ତାମିଲ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଥୀପାଟ୍ଟି ଗଣେଷାନଙ୍କର ସୋମବାର ସକାଳେ ପରଲୋକ ଘଟିଛି। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏ ନେଇ ଫିଲ୍ମ ନିର୍ଦ୍ଦେଶକ ସେନୁ ରାମସ୍ବାମୀ ସୋସିଆଲ ମିଡିଆରେ ଲେଖି ଜଣାଇଛନ୍ତି। ସେ ଲେଖିଛନ୍ତି, ମୋର…

ସାନ ଭାଇଙ୍କୁ ଭେଟିବାକୁ ବାପାଙ୍କ ଘରେ ପହଞ୍ଚିଲେ ସାରା

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ସାରା ବାପା ସୈଫ୍‌ ଅଲ୍ଲୀ ଖାନଙ୍କ ନୂଆ ଘର ନିକଟରେ ନଜର ଆସିଥିଲେ। ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋ…

ଫୁଲ ଚୋର ମଲାଇକା

ବର୍ତ୍ତମାନ ଚାରିଆଡେ ରଙ୍ଗବେରଙ୍ଗର ଫୁଟ ଫୁଟିଛି। ଏମିତିରେ କେହି ଫୁଲର ମୋହ ଠାରୁ ଦୂରେଇ ଯାଇପାରିବେ ନାହିଁ। ଏଥିରୁ ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ମଧ୍ୟ ବାଦ୍‌ ପଡ଼ି ନାହାନ୍ତି। ମଲାଇକା କାଗେଜି ଫୁଲକୁ ଦେଖି ନିଜକୁ ସମ୍ଭାଳିପାରି ନାହାନ୍ତି। କଇଁଚିରେ…

ମା’ ହେବାର ମାସକ ପରେ କାମକୁ ଫେରିଲେ ବେବୋ, ହେବାକୁ ପଡ଼ିଲା ଟ୍ରୋଲ

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ତଥା ବେବୋ ଦ୍ୱିତୀୟ ଥର ମା’ ହେବାର ମାସକ ପରେ ପୁଣି କାମକୁ ଫେରିଛନ୍ତି। ସେ୨୧ ଫେବୃୟାରୀରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହା ପରେ ସେ ଘରେ ରହି ପୁଅ ସହ ସମୟ…

ଜନ୍ମଦିନରେ କଙ୍ଗନାଙ୍କୁ ମିଳିଲା ବଡ଼ ଉପହାର

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଥଲାଇଭି’ ର ଟ୍ରେଲର ରିଲିଜ୍‌ ହୋଇଛି। ଅଭିନେତ୍ରୀ ତଥା ସ୍ବର୍ଗତ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ବାୟୋପିକ୍‌ ଏହି ଫିଲ୍ମର ଟ୍ରେଲର କଙ୍ଗନାଙ୍କ ଜନ୍ମଦିନ ଅବସରରେ ଲଞ୍ଚ୍‌ ହୋଇଛି। ଏହି ଅବସରରେ…

ଦ୍ୱାଦଶ ଶ୍ରେଣୀ ଫେଲ୍‌ ହେବାରୁ ଘର ଛାଡି ମୁମ୍ବାଇ ପଳାଇ ଆସିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆଜି ତାଙ୍କର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ କଙ୍ଗନା ଏକ ବଡ଼ ଉପହାର ଗ୍ରହଣ କରିଛନ୍ତ। ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା’ ଏବଂ ‘ପଙ୍ଗା’ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି।…

ଛୋଟ ପରଦାରୁ ସଫଳ ରାଜନୈତିକ ଯାତ୍ରା…

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ସ୍ମୃତି ଇରାନୀଙ୍କୁ ମଙ୍ଗଳବାର ୪୫ ବର୍ଷ ପୂରଣ ହୋଇଛି। ସେ ୧୯୭୬ ମାର୍ଚ୍ଚ ୨୩ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ମ୍ୟାକ ଡୋନାଲ୍ଡ କମ୍ପାନୀରେ କାମ କରୁଥିବା ସମୟରେ ସ୍ମୃତି ଟେଲିଭିଜନରେ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?