କ୍ୟାଟ୍ରିନାଙ୍କ ସହ କଥା ହୋଇଥିବା ୨ ମିନିଟ ବିରାଟଙ୍କ ପାଇଁ ସବୁଠୁ ବଡ଼ ମୁହୂର୍ତ୍ତ

ବଲିଉଡ୍‌ର ସଫଳ ଏବଂ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ କ୍ୟାଟ୍ରିନା କୈଫ୍‌। ଲୋକଙ୍କୁ ପ୍ରେରଣା ଦେବା ପାଇଁ ସେ କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ଇଣ୍ଡଷ୍ଟ୍ରିରେ ଏମିତି ଅନେକ ତାରକା ରହିଛନ୍ତି, ଯେଉଁମାନେ କ୍ୟାଟ୍‌ଙ୍କ କଠିନ ପରିଶ୍ରମରେ ପ୍ରଭାବିତ ହୋଇ ତାଙ୍କପରି ହେବାକୁ ଚେଷ୍ଟା କରିଥାନ୍ତି। ଏମିତି ଜଣେ ହେଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ଆଇପିଏଲ୍‌ର ଆର୍‌ସିବି ଅଧିନାୟକ ବିରାଟ କୋହଲି। ଏକଦା ବିରାଟ କ୍ୟାଟ୍‌ଙ୍କ ପ୍ରତି ବେଶ୍‌ ପ୍ରଭାବିତ ହୋଇଥିଲେ ଏବଂ ପଡ଼ିଆ ବାହାରେ ତାଙ୍କ ସହ ମାତ୍ର ୨ ମିନିଟ କଥା ହେବା ତାଙ୍କ ପାଇଁ ସବୁଠାରୁ କଥା ଥିଲା। ଏକ ସାକ୍ଷାତକାରରେ ବିରାଟ କ୍ୟାଟ୍‌ଙ୍କୁ ନେଇ ଏହି କଥା କହିଥିଲେ। କୋହଲିଙ୍କ ଏହି ଥ୍ରୋବ୍ୟାକ୍‌ ଭିଡିଓ ସେହି ସମୟର, ଯେତେବେଳେ ସେ ବହୁତ ଛୋଟ ଥିଲେ ଏବଂ ଅନୁଷ୍କାଙ୍କ ସହ ତାଙ୍କର ସମ୍ପର୍କ ନ ଥିଲା।
ସୋସିଆଲ ମିଡିଆରେ ଭାଇରାଲ ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଆଙ୍କର ବାଣୀ ବିରାଟଙ୍କୁ ପ୍ରଶ୍ନ କରୁଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ସବୁଠାରୁ ବଡ଼ ଅଫ୍‌ ଫିଲ୍ମ କ’ଣ। ଉତ୍ତରରେ କୋହଲି କହୁଛନ୍ତି, କ୍ୟାଟ୍ରିନାଙ୍କ ସହ କଥା ହୋଇଥିବା ସେହି ୨ ମିନିଟ ସମୟ। ଏହା ମୋ ପାଇଁ ସବୁଠୁ ବଡ଼ ମୁହୂର୍ତ୍ତ ବୋଲି କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସୋନମ ମା’ ହେବାକୁ ଯାଉଥିବା ଜାଣିବା ପରେ କାନ୍ଦି ପକାଇଥିଲେ ଅନିଲ

ମୁମ୍ବାଇ: ବଲିଉଡ ନାୟିକା ସୋନମ କପୁର ଏବେ ତାଙ୍କ ପ୍ରେଗନେନସି ପିରିୟଡକୁ ଏନଜୟ କରୁଛନ୍ତି । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ନାୟିକା ସମୟ...

ପ୍ରଥମ ଟି୨୦: ଭାରତ ୪ ଉଇକେଟରେ ବିଜୟୀ

ଲଡରହିଲ,୪।୮(ପି.ଟି.)- ବିଶ୍ୱକପ୍‌ ବିପର୍ଯ୍ୟୟ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ବିଜୟ ହାସଲ କରିଛି। ସ୍ଥାନୀୟ ସେଣ୍ଟ୍ରାଲ...

ସାନିଆ, ଇଜହାନଙ୍କୁ ଭେଟିବାକୁ ସୋଏବଙ୍କୁ ଅନୁମିତି ଦେଲା ପିସିବି

ଲାହୋର, ୨୦।୬- ତିନୋଟି ଲେଖାଏ ଟେଷ୍ଟ ଓ ଟି୨୦ ମ୍ୟାଚ୍‌ ଖେଳିବାକୁ ଚଳିତ ମାସ ଶେଷ ଭାଗରେ ପାକିସ୍ତାନ କ୍ରିକେଟ୍‌ ଦଳ ଇଂଲଣ୍ଡ ଗସ୍ତ କରିବାର...

ପରଲୋକରେ ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ

ଇନ୍ଦୋର,୨।୩: ବେଶ୍‌ ଜଣାଶୁଣା ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ ଚୌକସିଙ୍କ ପରଲୋକ ଘଟିଛି। ମଧ୍ୟପ୍ରଦେଶର ଇନ୍ଦୋରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ...

ତୃତୀୟ ଟେଷ୍ଟରେ ଭାରତୀୟ କ୍ରିକେଟରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିବେ କି ପ୍ରୀତି ଜିଣ୍ଟାଙ୍କ ଏହି ବ୍ୟାଟ୍ସମ୍ୟାନ! ୪୮ ବଲ୍‌ରେ ମାରିଛନ୍ତି ଶତକ

ଲଣ୍ଡନ,୧୯।୮: ଭାରତ ବିପକ୍ଷରେ ଲର୍ଡସ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଘରୋଇ ଇଂଲଣ୍ଡ ଟିମ୍‌ ନିଜ ବ୍ୟାଟିଂ ସଜାଡ଼ିବା ଆରମ୍ଭ କରିଛି। ଟି-୨୦...

ସଲମାନଙ୍କୁ ଜୋରରେ ଲାଗିଲା ଭୋକ: କଲେ ଏମିତି

ବଲିଉଡ ସୁପରଷ୍ଟାର ସଲମାନ ଖାନ ନିଜ ଫିଟନେସ୍‌ ପାଇଁ ଜଣାଶୁଣା। ସଲମାନ ନିଜ ଡାଏଟକୁ ନେଇ ବେଶ୍‌ ସଚେତନ। ପ୍ରତିଦିନ ସେ ଜିମ୍‌ ଯିବାକୁ ଭୁଲନ୍ତି...

ଟ୍ରେନିଂ ପୂର୍ବରୁ ମିଟିଂରେ ଧୋନୀ ନିଷ୍ପତ୍ତି ଶୁଣାଇଥିଲେ

ନୂଆଦିଲ୍ଲୀ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଅଧିନାୟକ ପଦରୁ ଓହରି ଯାଇଛନ୍ତି ମହେନ୍ଦ୍ର ସିଂ ଧୋନୀ। ଧୋନୀ ଦଳର ନେତୃତ୍ୱ ହସ୍ତାନ୍ତର ପାଇଁ ଚିନ୍ତା କରୁଥିଲେ।...

ଏହି ଫିଲ୍ମ କରିବାକୁ ଅମିତାଭ-ଜୟା ନେଇ ନାହାନ୍ତି ଟଙ୍କାଟିଏ ପାରିଶ୍ରମିକ

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଯୋଡ଼ି ଉଭୟ ଅନ୍‌ ସ୍କ୍ରିନ୍‌ ଏବଂ ଅଫ୍‌ ସ୍କ୍ରିନରେ ବହୁତ ପସନ୍ଦ କରାଯାଇଥାଏ। ଉଭୟେ ଅନେକ...

Advertisement
Archives

Model This Week