ସନ୍ନି ଲିଓନିଙ୍କୁ ବିବାହ ବାର୍ଷିକୀରେ ଏମିତି ଉପହାର ଦେଲେ ସ୍ବାମୀ

ଅଭିନେତ୍ରୀ ସନ୍ନି ଲିଓନି ସବୁବେଳେ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥା’ନ୍ତି। ସନ୍ନି ଏବଂ ସ୍ବାମୀ ଡାନିଏଲ ୱେବରଙ୍କୁ ସେମାନଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ପସନ୍ଦ କରନ୍ତି। ନିଜକୁ ଜଣେ ସଫଳ ଅଭିନେତ୍ରୀ ଭାବରେ ପ୍ରମାଣିତ କରିବାକୁ ତାଙ୍କୁ ଅନେକ ଚେଷ୍ଟା କରିବାକୁ ପଡ଼ିଛି। ନିକଟରେ ସେ ମୁମ୍ବାଇରେ ବିଳାସପୂର୍ଣ୍ଣ ଫ୍ଲାଟ କିଣି ଚର୍ଚ୍ଚାକୁ ଆସିଥିଲେ।

ଶୁକ୍ରବାର ସନ୍ନି ଏବଂ ଡାନିଏଲ ସେମାନଙ୍କର ଦଶମ ବିବାହ ବାର୍ଷିକୀ ପାଳନ କରିଥିଲେ। ଏହି ଅବସରରେ ଡାନିଏଲ ସନ୍ନିଙ୍କୁ ହୀରାର ଏକ ସୁନ୍ଦର ଉପହାର ଦେଇଥିଲେ। ଉପହାର ପାଇବା ପରେ ସନ୍ନି ଅଧିକ ଖୁସି ହୋଇ ସୋସିଆଲ ସୋସିଆଲ ମିଡିଆରେ ଭିଡିଓ ଶେୟାର କରିଥିଲେ ।

ଏହା ସହିତ ସନ୍ନି ସୋସିଆଲ ମିଡିଆରେ ଏହି ପୋଷ୍ଟ ଶେୟାର କରି ଡାନିଏଲଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। ସେ ଏହି ହୀରା ହାର ପିନ୍ଧି ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଯିବା ପୂର୍ବରୁ କୋକିଳାବେନ୍‌ ହସ୍ପିଟାଲ ଗଲେ ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି। ନିକଟରେ ସେ ନିଶ୍ୱାସ ନେବାରେ କଷ୍ଟ...

ବିବାହ ବାର୍ଷିକୀରେ ରୋମାଣ୍ଟିକ ହେଲେ ବଲିଉଡ୍‌ ବାଦଶାହ

ମୁମ୍ବାଇ: ବେଶ୍‌ କିଛି ଦଶନ୍ଧି ଧରି ବଲିଉଡ୍‌ ଓ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରି ଆସୁଛନ୍ତି ବଲିଉଡ୍‌ ବାଦଶାହ ଶାହରୁଖ ଖାନ। ଶାହରୁଖ...

ସମୁଦ୍ର କୂଳରେ ନଜର ଆସିଲେ ପ୍ରିୟଙ୍କା

ମୁମ୍ବାଇ: ହଲିଉଡ୍‌ରେ ବ୍ୟସ୍ତ ରହୁଥିବା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ଏବେ ସେ ତାଙ୍କ ସୋସିଆଲ ମିଡିଆରେ କିଛି ଫଟୋ...

ଫିଲ୍ମ ‘ପାନିପତ୍‌’ ଟ୍ରେଲର୍‌: ନାୟକ ନୁହେଁ, ଦର୍ଶକଙ୍କ ହୃଦୟ ଜିତିଲେ ଖଳନାୟକ

ନିର୍ଦ୍ଦେଶକ ଆଶୁତୋଷ ଗ୍ବାରିକରଙ୍କ ଆଗାମୀ ଫିଲ୍ମ ‘ପାନିପତ୍‌’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ଆଫଗାନ ଓ ମରାଠା ଯୋଦ୍ଧାଙ୍କ ମଧ୍ୟରେ ହୋଇଥିବା ତୃତୀୟ ପାନିପତ୍‌ ଯୁଦ୍ଧକୁ...

ଫିଲ୍ମ ‘ଧାକଡ଼’ର ଟିଜର ରିଲିଜ୍‌

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଅଭିନୀତ ଫିଲ୍ମ ‘ଧାକଡ଼’ର ଟିଜର ମଙ୍ଗଳବାର ରିଲିଜ ହୋଇଛି। ଟିଜରରେ କଙ୍ଗନାଙ୍କୁ ଜବରଦସ୍ତ ଲୁକ୍‌ରେ ଦେଖିବାକୁ ମିଳିଛି । ଯାହାକୁ...

‘କେଜିଏଫ୍ ଚାପ୍ଟର ୨’କୁ ପଛରେ ପକାଇଲା ‘ବିକ୍ରମ’

ମୁମ୍ବାଇ: ସାଉଥ୍ ଷ୍ଟାର କମଲ ହାସନଙ୍କ ଫିଲ୍ମ ବିକ୍ରମ ପରଦାରେ କମାଲ କରୁଛି । କାରଣ ସୁପରଷ୍ଟାର ୟଶଙ୍କ ‘କେଜିଏଫ୍ ଚାପ୍ଟର ୨’କୁ ଏବେ ପଛରେ...

ସୋନମ କପୁରଙ୍କ ଲାଇଫରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ‘ସମୱାନ ସ୍ପେଶାଲ’

ମୁମ୍ବାଇ: ବଲିଉଡ୍ ନାୟିକା ସୋନମ କପୁର ଏବେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ଶନିବାର ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ସମସ୍ତଙ୍କୁ...

ଅଧାରୁ ପାଠ ଛାଡିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ରୁ ହଲିଉଡ୍‌ ଯାଏ ନିଜର ଅଭିନୟ ମାଧ୍ୟମରେ ବାନ୍ଧି ରଖିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପିଲାବେଳୁ ଅନେକ ସଂଘର୍ଷମୟ ଜୀବନ ବିତାଇଛନ୍ତି। ତାଙ୍କର ବାପା,ମା...

Advertisement
Archives

Model This Week