‘ପଠାନ୍’ ଶୁଟିଂସେଟ୍ରେ କରୋନା ବିସ୍ଫୋରଣ: କ୍ୱାରାଣ୍ଟାଇନ୍ରେ ରହିଲେ କିଙ୍ଗ୍ ଖାନ୍
ବମ୍ବେ: କିଙ୍ଗ୍ ଖାନ୍ ଶାହାରୁଖଙ୍କ ଚଳଚ୍ଚିତ୍ର ‘ପଠାନ୍’ର ଶୁଟିଂସେଟ୍ରେ କରୋନା ବିସ୍ଫୋରଣ। ଏକାଥରେ ୪୦ଜଣ ସଦସ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଶୁଟିଂକୁ ରୋକି ଦିଆଯାଇଛି। ଶାହାରୁଖ ମଧ୍ୟ ନିଜକୁ କ୍ୱାରାଣ୍ଟାଇନ୍ କରିନେଇଛନ୍ତି। ଦୁବାଇରେ ଫିଲ୍ମର ଅଧିକାଂଶ…
୩ କୋଟିର ମାସ୍କ ପିନ୍ଧିଲେ ଏହି ସୁନ୍ଦରୀ ଅଭିନେତ୍ରୀ
ବମ୍ବେ: ଶହେ କିମ୍ବା ହଜାରେ ନୁହେଁ ବରଂ ୩ କୋଟି ଟଙ୍କାର ମାସ୍କ ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ ଉର୍ବଶୀ ରୌତେଲା। ଦାମୀ ମାସ୍କ ପଛର ଖାସ କଥାଟି ହେଉଛି ଏହା ହୀରା ଖଚିତ। ସମ୍ପୂର୍ଣ୍ଣ ମୁହଁକୁ ତାହା ଢ଼ାଙ୍କି ରଖିପାରୁଛି। ଏକ…
ଶେଷ ହେଲା ଅପେକ୍ଷା : ସୁଶାନ୍ତଙ୍କ ମୃତ୍ୟୁ ଉପରୁ ପରଦା ଉଠାଇବ ଏହି ଫିଲ୍ମ
ମୁମ୍ବାଇ, ୧୩ା୪- ସ୍ବର୍ଗତ ବଲିଉଡ୍ ଅଭିନେତା ସୁଶାନ୍ତଙ୍କ ଜୀବନ ଉପରେ ନିର୍ମିତ ଫିଲ୍ମ ‘ନ୍ୟାୟ : ଦ ଜଷ୍ଟିସ’ର ଟ୍ରିଜର ମଙ୍ଗଳବାର ରିଲିଜ ହୋଇଛି। ରିଲିଜ ହେବାର କିଛି ଘଣ୍ଟାରେ ୫୫ ସେକେଣ୍ଡର ଟ୍ରିଜରକୁ ଦେଖି ସାରିଛନ୍ତି ହଜାର ହଜାର ଭ୍ୟୁୟର୍ସ।…
ଲୋକେ ଭାବିଲେ କରିସ୍ମା କପୁର, ହେଲେ…
ବମ୍ବେ: ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି କ୍ରିକେଟର ବିରାଟ କୋହଲିଙ୍କ ଭଳି ଅବିକଳ ଦିଶୁଥିବା ଲୋକଙ୍କ ଫଟୋ ତଥା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। କେବଳ ସେତିକି ନୁହେଁ ବଲିଉଡ୍ କଳାକାରଙ୍କ ଅବିକଳ ଚେହେରାଧାରୀଙ୍କୁ ମଧ୍ୟ…
ମା’ଙ୍କ ଗୀତର ତାଳେ ତାଳେ ଝୁମିଲେ ଝିଅ
ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ସରେ ଶାହରୁଖ ଖାଁଙ୍କ ଲଳନା ସୁହାନା ଖାଁ, ସୈଫ ଅଲ୍ଲୀ ଖାଁଙ୍କ ଝିଅ ସାରା ଅଲ୍ଲୀ ଖାଁ ଓ ଆମିର ଖାଁଙ୍କ ଝିଅ ଇରା ଖାଁ ପ୍ରାୟତଃ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହିଥାନ୍ତି। ବଲିଉଡ୍ରେ ସାରା…
ପ୍ରଭାସଙ୍କ ‘ରାଧେ ଶ୍ୟାମ’ର ନୂଆ ପୋଷ୍ଟର ରିଲିଜ୍
ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ରାଧେ ଶ୍ୟାମ’ ରିଲିଜ୍ ଅପେକ୍ଷାରେ ରହିଛି। ଇତିମଧ୍ୟରେ ଫିଲ୍ମର ନୂଆ ପୋଷ୍ଟର ରିଲିଜ୍ ହୋଇଛି। ପ୍ରଭାସ ନିଜେ ଏହି ପୋଷ୍ଟରକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଧୂସର ରଙ୍ଗର ସାର୍ଟ…
ବାଫ୍ଟାରେ ‘ନୋମାଡ୍ଲାଣ୍ଡ’ର ଯାଦୁ
ଲଣ୍ଡନ, ୧୩।୪: ନିର୍ଦ୍ଦେଶକ କ୍ଲୋ ଜାଓଙ୍କ ଫିଲ୍କ ‘ନୋମାଡଲାଣ୍ଡ’ ସର୍ବଶ୍ରେଷ୍ଟ ଫିଲ୍ମ ସମେତ ୪ ପୁରସ୍କାର ଜିତି ବିଏଏଫ୍ଟିଏ ବା ବାଫ୍ଟା ଫିଲ୍ମ ପୁରସ୍କାର-୨୦୨୧ରେ ଶୀର୍ଷ ସ୍ଥାନ ହାସଲ କରିଛି। ଫିଲ୍ମର ମୁଖ୍ୟ କଳାକାର ଫ୍ରାନ୍ସେସ୍ ମାକ୍ଡରମାଣ୍ଡ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର…
ଯେଉଁ ଘରେ ଭଡା ରହୁଥିଲେ ସେହି ଫ୍ଲାଟର ମାଲିକ ଏବେ ଏହି ଅଭିନେତା
‘ପ୍ୟାର କା ପଞ୍ଚନାମା’ରୁ ବଲିଉଡରେ ଡେବ୍ୟୁ କରିଥିବା କାର୍ତ୍ତିକ ଆର୍ଯ୍ୟାନ ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। କାର୍ତ୍ତିକ ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଦଶର୍ର୍କଙ୍କ ହୃଦୟ ଜିତିଛନ୍ତି। ଅନ୍ୟ ପଟେ ଲକ୍ଷ ଲକ୍ଷ ଝିଅ ତାଙ୍କ ପଛରେ ପଡ଼ିଛନ୍ତି।…
ଏବେ ରୋଷେଇ କରିବେ ବେବୋ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାଁ ସବୁଠାରୁ ବ୍ୟସ୍ତ ଅଭିନେତ୍ରୀ ଭାବେ ବେଶ୍ ଜଣାଶୁଣା। ଅଭିନୟରେ ସବୁବେଳେ କିଛି ନୂଆ କରି ଦେଖାଇବାର ଇଛା ରଖିଥିବା ବେବୋ ଏବେ ଭିନ୍ନ ଅବତାରରେ ଦର୍ଶକଙ୍କ ସମ୍ମୁଖକୁ ଆସିବେ। ପ୍ରଥମ ଗର୍ଭାବସ୍ଥା ଭଳି…
ବାପାଙ୍କ ଏହି କଥା ଶୁଣି ବଲିଉଡ ଛାଡିବା ନିଷ୍ପତ୍ତି ବଦଳାଇଥିଲେ ଅଭିଷେକ
ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ କ୍ୟାରିୟରରେ କିଛି ସ୍ମରଣୀୟ ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ଏହା ପରେ ମଧ୍ୟ ତାଙ୍କୁ ଅନେକ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥାଏ। ଅନେକ ଥର ତାଙ୍କୁ ବିଫଳତାର ମଧ୍ୟ ସାମ୍ନା କରିବାକୁ ପଡିଛି।…
ନିଜ ଫିଲ୍ମରେ ବିଗ୍ ବିଙ୍କ ସିନ୍ କାଟି ଦେଇଥିଲେ ଏହି ଅଭିନେତା, ପରେ ଅମିତାଭ କରିଥିଲେ ଏମିତି
ବଲିଉଡର ଭେଟେରାନ ଅଭିନେତା ଶଶି କପୁରଙ୍କୁ ଦୁନିଆରୁ ବିଦାୟ ନେବାର ଅନେକ ବର୍ଷ ହୋଇଗଲାଣି। ମାତ୍ର ତାଙ୍କ ସହ ଜଡିତ କିଛି କାହାଣୀ ପ୍ରାୟତଃ ମନେ ପଡ଼ିଥାଏ । ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ଶଶି ବିଗ୍ବି ଅମିତାଭଙ୍କ…
ଆମେ ଫିଙ୍ଗୁଥିବା ପୋଷାକକୁ ଆମେରିକାରେ କରାଯାଉଛି ବିକ୍ରି: ଅର୍ଚ୍ଚନା
ବଲିଉଡ୍ ଅଭିନେତ୍ରୀ ତଥା ‘ଦ କପିଲ ଶର୍ମା’ ଶୋ’ ଜଜ୍ ଅର୍ଚ୍ଚନା ପୁରୁଣ ସିଂହ ଏବେ ପରିବାର ସହ ଆମେରିକାରେ ଛୁଟିି କାଟୁଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ନ୍ୟୁୟର୍କ ରାସ୍ତା କଡରୁ…

