ମନୋରଞ୍ଜନ

ଏଠାରେ ରହିଛି ନେହା କକ୍କରଙ୍କ ବିଳାସପୂର୍ଣ୍ଣ ବଙ୍ଗଳା, ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଏବଂ ତାଙ୍କ ସ୍ବାମୀ ରୋହନପ୍ରୀତ୍‌ ସିଂହଙ୍କ ଯୋଡ଼ି ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ପ୍ରସିଦ୍ଧ। ଦୁଇଜଣଙ୍କର ଅନେକ ଫ୍ୟାନ୍‌ ଫଲୋଅର୍ସ ରହିଛନ୍ତି। ରିମେକ୍‌ କ୍ୱିନ୍‌ଙ୍କ ନାମରେ ଜଣାଶୁଣା ନେହା ରୋହନପ୍ରୀତଙ୍କୁ ବିବାହ କରି ପ୍ରଶଂସକମାନଙ୍କୁ ଚକିତ…

ରୋହିତ୍‌-ଅନିତାଙ୍କ ଚୁମ୍ବନ ଫଟୋ ଭାଇରାଲ…

ନୂଆଦିଲ୍ଲୀ,୧୮।୪: ଏବେ ନାଗିନ୍‌ ଫେମ୍‌ ଅନିତା ହାସନାନ୍ଦାନି ଏବଂ ସ୍ବାମୀ ରୋହିତ ରେଡ୍ଡିଙ୍କ ଚୁମ୍ବନ ଫଟୋ ସୋସିଆଲ ଭିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ରୋମାଣ୍ଟିକ ଫଟୋକୁ ରୋହିତ ଇନଷ୍ଟାଗ୍ରାମ୍‌ରେ ଅପଲୋଡ୍‌ କରିଛନ୍ତି। ଫଟୋରେ ଉଭୟ ଅତି ଅନ୍ତରଙ୍ଗ ଭାବେ ପରସ୍ପରକୁ…

ଆଲିଆଙ୍କ ସହ ଫିଲ୍ମରେ ଡେବ୍ୟୁ କରିବେ ଛୋଟପରଦାର ଏହି ଅଭିନେତା

ମୁମ୍ବାଇ: ଛୋଟ ପରଦା ତଥା ‘କସୌଟୀ ଜିନ୍ଦେଗୀ’ର ଅଭିନେତା ପାର୍ଥ ସମଥାନ ଖୁବ୍‌ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିସହିତ ପାର୍ଥ ବଡ଼ପରଦାରେ ବି ନଜର ଆସିବେ। ତେଣୁ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଦୁଇ ଦୁଇଟି ଖୁସି ଖବର। ଅଭିନେତ୍ରୀ ଆଲିଆ…

ସରିଲା ନିର୍ବନ୍ଧ, ଖୁବ୍‌ଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ସୁଗନ୍ଧା-ସଙ୍କେତ

ବମ୍ବେ: ହାତକୁ ଦୁଇ ହାତ ହେବେ ଲୋକପ୍ରିୟ କମେଡିଆନ୍‌ ସୁଗନ୍ଧା ମିଶ୍ରା। ପେସାରେ ଡାକ୍ତର ତଥା କମେଡିଆନ୍‌ ଭାବେ ଜଣାଶୁଣା ସଙ୍କେତ ଭୋସଲେଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ନିର୍ବନ୍ଧ ସରିଛି। ଏନେଇ ସେମାନେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଖୁସି…

କରୋନାରୁ ସୁସ୍ଥ ହେଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ର ଅନେକ କଳାକାର କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ବି ହୋଇସାରିଛନ୍ତି। କିଛି କଳାକାରଙ୍କ ଜୀବନ ବି ଯାଇଛି। କିଛି ଦିନ ତଳେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ କରୋନାରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ସେ ସୁସ୍ଥ ହୋଇଥିବା ସୋସିଆଲ ମିଡିଆରେ…

ପ୍ରବାସୀଙ୍କ ପାଇଁ ଭଗବାନ ସାଜିଥିବା ସୋନୁଙ୍କୁ କରୋନା

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ଏହା କବଳରୁ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ବର୍ତ୍ତି ପାରିନାହିଁ। କରୋନା କାଳରେ ଗରିବ ଲୋକଙ୍କ ପାଇଁ ଭଗବାନ…

ସାଉଥ୍‌ ସୁପରଷ୍ଟାର ପବନ କଲ୍ୟାଣଙ୍କୁ କରୋନା

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସ୍ଥିତି ଏଭଳି ହୋଇଯାଇଛି ଯେ, ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ଏହା କବଳରୁ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ବର୍ତ୍ତି ପାରିନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ…

୧୭ ବର୍ଷ ବୟସରେ ଜାମନଗର ମହାରାଜାଙ୍କୁ ଭଲପାଇ ବସିଥିଲେ ଏହି ଅଭିନେତ୍ରୀ, ନିସନ୍ତାନ ଥିବା ଯୋଗୁ…

ବମ୍ବେ: ଭେଟେରାନ ଅଭିନେତ୍ରୀ ସିମି ଗେରଓ୍ବୋଲଙ୍କୁ ‘ଦ ଲେଡି ଇନ୍‌ ହ୍ବାଇଟ୍‌’ ବୋଲି କୁହାଯାଏ। ଆଜି ବି ତାଙ୍କ ମୁହଁର ଚମକ ପୂର୍ବଭଳି ରହିଛି। ଏଥିପାଇଁ ତ ପ୍ରଶଂସକମାନେ ସିମିଙ୍କୁ ଏଭରଗ୍ରୀନ ବୋଲି କହିବାକୁ ପଛାଉ ନାହାନ୍ତି। ନିକଟରେ ଏକ ସାକ୍ଷାତକାରରେ…

ପଦାରେ ପଡ଼ିଲା କାର୍ତ୍ତିକ-କରନଙ୍କ ସମ୍ପର୍କ

ମୁମ୍ବାଇ,୧୭।୪: ବଲିଉଡ୍‌ ପ୍ରଯୋଜକ ତଥା ନିର୍ଦ୍ଦେଶକ କରନ ଜୋହର ଓ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ସମ୍ପର୍କରେ ଏବେ ଫାଟ ସୃଷ୍ଟି ହୋଇଛି। ଦୁଇଜଣଙ୍କ ଭିତରେ ଥିବା ତିକ୍ତତା ଏବେ ପଦାରେ ପଡ଼ିଛି। ଫିଲ୍ମରୁ କାର୍ତ୍ତିକଙ୍କୁ ବାହାର କରିବା ପରେ କରନ ଏବେ…

ମୃତ୍ୟୁ ସମୟରେ ୨ ମାସର ଗର୍ଭବତୀ ଥିଲେ ଅମିତାଭଙ୍କ ଏହି ଲୋକପ୍ରିୟ ଅଭିନେତ୍ରୀ

ସାଉଥ୍‌ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ଏମାନଙ୍କ ମଧ୍ୟରେ ଅଳ୍ପ କେତେଜଣଙ୍କୁ ସଫଳତା ମିଳିଛି। ସେଥିମଧ୍ୟରୁ ଜଣେ ହେଲେ ସୌନ୍ଦର୍ଯ୍ୟା। ସୌନ୍ଦର୍ଯ୍ୟା ବଲିଉଡ୍‌ରେ ମାତ୍ର ଗୋଟିଏ ଫିଲ୍ମ ‘ସୂର୍ଯ୍ୟବଂଶମ’ରେ କାମ କରିଛନ୍ତି। ଆଜି ହେଉଛି…

କିଆରାଙ୍କୁ ଭେଟିବାକୁ ପ୍ରଶଂସକ ବ୍ୟାକୁଳ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକଙ୍କ ପାଇଁ ସେ ସବୁବେଳେ ନୂୂଆ ନୂଆ ଫଟୋ ଶେୟାର କରୁଛନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କ ଫଟୋ ଏବଂ ଭିଡିଓକୁ ଦେଖିବା ପାଇଁ ଚାହିଁ ବସିଥାନ୍ତି। ଏହାର ଏକ…

୧୨ ଦିନ ଗାଧୋଇ ନ ଥିଲେ ଅମିର ଖାଁ, କାରଣ ଜାଣିଲେ…

ବଲିଉଡର କଳାକାରମାନେ ସେମାନଙ୍କ ଚରିତ୍ରକୁ ସଫଳ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। ଏଥିମଧ୍ୟରୁ ଅମିର ଖାଁ ଅନ୍ୟତମ। ‘ଥ୍ରି ଇଡିଅଟ୍ସ’, ‘ଦଙ୍ଗଲ’ ଭଳି ଅନେକ ସୁପରହିଟ୍‌ ଫିଲ୍ମରେ ସେ କାମ କରିଛନ୍ତି। ଫିଲ୍ମ ‘ଗୁଲାମ’ର ଏକ ଦୃଶ୍ୟକୁ ସମ୍ପୂର୍ଣ୍ଣ ରୂପେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?