ମନୋରଞ୍ଜନ

ପରଲୋକରେ ଖ୍ୟାତନାମା ସଙ୍ଗୀତକାର ଶ୍ରବଣ କୁମାର

ବମ୍ବେ: ଖ୍ୟାତନାମା ସଙ୍ଗୀତକାର ଶ୍ରବଣ କୁମାରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। କରୋନାରେ ସଂକ୍ରମିତ ହେବା ପରେ କିଛି ଦିନ ଧରି ସେ ବମ୍ବେର ରହେଜା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେଠାରେ ଗୁରୁବାର ତାଙ୍କର ଦେହାନ୍ତ…

ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ବଲିଉଡର ଲୋକପ୍ରିୟ ଅଭିନେତା ଅମିତ ମିସ୍ତ୍ରୀଙ୍କ ପରଲୋକ ଘଟିଛି। ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ଅମିତ ଅନେକ ଗୁଜୁରାଟୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ନିକଟରେ ସେ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ୱେବ ସିରିଜ୍‌ ବ୍ୟାଣ୍ଡିସ ବ୍ୟାଣ୍ଡିଟ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ…

ଅନ୍‌ସ୍କ୍ରିନ୍‌ରେ ପ୍ରଥମଥର ପାଇଁ ଅଭିନେତ୍ରୀଙ୍କୁ କିସ୍‌ କଲେ ସଲମାନ

ମୁମ୍ବାଇ: ସୁପରଷ୍ଟାର ତଥା ଦବଙ୍ଗ ଖାନ୍‌ ସଲମାନ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ଦେଖିବା ପାଇଁ ଦର୍ଶକ ଚାତକ ପରି ଚାହିଁରହିଥାନ୍ତି। ଏବେ ତାଙ୍କ ଅଭିନୀତ ଫିଲ୍ମ ‘ରାଧେ : ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ର ଟ୍ରେଲର ରିଲିଜ ହୋଇଛି। ଏହା…

ଦୁଇ ପୁଅଙ୍କ ଇଚ୍ଛା, ପୁଣି ଥରେ ବିବାହ କରନ୍ତୁ ଅଭିନେତ୍ରୀ ମା’

ନୂଆଦିଲ୍ଲୀ,୨୧।୪: ଅଭିନେତ୍ରୀ ଉର୍ବଶୀ ଢୋଲକିଆ ସିଙ୍ଗଲ ମଦର ଭାବେ ଜାଆଁଳା ପୁଅ ସାଗର ଓ କ୍ଷିତିଜଙ୍କୁ ସମ୍ଭାଳୁଛନ୍ତି। କିନ୍ତୁ ତାଙ୍କ ଦୁଇ ପୁଅ ଚାହଁାନ୍ତି ମା’ ଆଉ ଥରେ ବିବାହ କରନ୍ତୁ କିମ୍ବା ଡେଟ୍‌ରେ ଯାଆନ୍ତୁ। ଏକ ଇଂରାଜୀ ଖବର କାଗଜକୁ…

ଯୋଦ୍ଧାଙ୍କ ପାଇଁ ଆଗକୁ ଆସିଲା ବଲିଉଡ: ରଣବୀର-ଆଲିଆଙ୍କ ଭ୍ୟାନିଟି ଭ୍ୟାନ୍‌ ବ୍ୟବହାର କରିବ ମୁମ୍ବାଇ ପୋଲିସ

ବମ୍ବେ: କରୋନାର ଦ୍ୱିତୀୟ ଲହରର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି ମହାରାଷ୍ଟ୍ରରେ। ସଂକ୍ରମଣକୁ ରୋକିବା ଲାଗି କର୍ଫ୍ୟୁ ଲଗାଯାଇଛି। ଏସବୁ ମଧ୍ୟରେ ପୋଲିସ କର୍ମଚାରୀମାନେ ଆଗଧାଡ଼ିରେ ରହି ଲୋକଙ୍କ ଉପରେ ନଜର ରଖିଛନ୍ତି। ହେଲେ ଏହି ଯୋଦ୍ଧାଙ୍କ ସହାୟତା ପାଇଁ ଆଗକୁ…

ମେ’ ୧୩ରେ ପରଦାକୁ ଆସିବ ‘ରାଧେ’, ରିଲିଜକୁ ନେଇ…

ବମ୍ବେ: ସଲ୍ଲୁଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କରୋନା ସଂକ୍ରମଣକୁ ନେଇ କଟକଣା ସତ୍ତ୍ୱେ ଦବଙ୍ଗ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’ ମେ’ ୧୩ରେ ଇଦ୍‌ ଅବସରରେ ବଡ଼ ପରଦାକୁ ଆସିବ। ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।…

ସ୍ବାମୀ ଓ୍ବାଜିଦ୍‌ ଖାନ୍‌ଙ୍କ ସମ୍ପତ୍ତି ପାଇଁ ହାଇକୋର୍ଟ ଗଲେ ସ୍ତ୍ରୀ, ଦିଅରଙ୍କ ଉପରେ ଲଗାଇଲେ…

ବମ୍ବେ: ଦିବଂଗତ ସ୍ବାମୀଙ୍କ ସମ୍ପତ୍ତିରେ ଅଧିକାର ଆବଶ୍ୟକ। ଏଥିପାଇଁ କୋର୍ଟରେ ପହଞ୍ଚିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ ଖାନ୍‌ଙ୍କ ସ୍ତ୍ରୀ କମଲ ରୁଖ। ଶାଶୁ ଏବଂ ଦିଅର ସମ୍ପତ୍ତିରୁ ଅଧିକାର ମାଗନ୍ତୁ ବୋଲି ସେ ଚାହୁଁ ନ ଥିବା କୋର୍ଟକୁ କହିିଛନ୍ତି। ଏଣୁ…

ଆଗାମୀ ଏପିସୋଡରେ ନଜର ଆସିବେନି ନେହା

ବମ୍ବେ: ଭାରତରେ ସର୍ବାଧିକ ପସନ୍ଦ କରାଯାଉଥିବା ରିଆଲିଟି ଶୋ’ ହେଉଛି ‘ଇଣ୍ଡିଆନ୍‌ ଆଇଡଲ୍‌’। ଏହାର ସିଜିନ୍‌ ୧୨ ଚାଲୁ ରହିଛି। ଗାୟିକା ନେହା କକ୍କଡ, ବିଶାଲ ଦଦଲାନୀ ଏବଂ ହିମେଶ ରେଶମିୟା ଏଥିରେ ବିଚାରପତି ଆସନ ଅଳଙ୍କୃତ କରିଛନ୍ତି। ଶୋ’ର ପ୍ରତିଯୋଗୀମାନେ…

ବାପାଙ୍କୁ ହରାଇଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଶୋକରେ ବୁଡ଼ିଲା…

ବମ୍ବେ: ବାପାଙ୍କୁ ହରାଇଛନ୍ତି ଲୋକପ୍ରିୟ ଟେଲିିଭିଜନ ଅଭିନେତ୍ରୀ ହିନା ଖାନ୍‌। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ହୃଦ୍‌ଘାତ ହେବା ଯୋଗୁ ମଙ୍ଗଳବାର ହିନାଙ୍କ ବାପାଙ୍କ ନିଧନ ହୋଇଛି। ଖବର ଜଣାପଡ଼ିବା ପରେ ଅଭିନେତ୍ରୀଙ୍କ ସହ ପୁରା ପରିବାର ମଧ୍ୟରେ ଶୋକର ଛାୟା…

ସ୍ବାମୀ ପ୍ରଥମ ବିବାହ କରିବା ବେଳେ ୧୧ ବର୍ଷର ଥିଲେ ଏହି ଅଭିନେତ୍ରୀ: କହିଥିଲେ ‘ ବିବାହର ଶୁଭେଚ୍ଛା ଅଙ୍କଲ’

ବମ୍ବେ: ବଲିଉଡ୍‌ର ବେବୋଙ୍କ ହାତ ଧରିବା ପୂର୍ବରୁ ନିଜଠାରୁ ବାର ବର୍ଷ ବଡ଼ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ ନବାବ ସୈଫ ଅଲ୍ଲୀ ଖାନ। ଏପରିକି ସେ ବିବାହ କରିବା ସମୟରେ କରିନାଙ୍କୁ ହୋଇଥିଲା ମାତ୍ର ୧୧ବର୍ଷ। ବିବାହରେ ଯୋଗଦେଇ…

ଟ୍ରୋଲ ହେଉଛନ୍ତି ଆଲିଆ-ରଣବୀର

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ ଓ ତାଙ୍କ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁରଙ୍କୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ କରାଯାଉଛି। ଏହାର କାରଣ କ’ଣ ଜାଣିଛନ୍ତି। ଏହି ଲବ ବାଡର୍‌ସ ଛୁଟି ବିତାଇବା ପାଇଁ ସୋମବାର ପହଞ୍ଚିଛନ୍ତି ମାଳଦ୍ୱୀପରେ। ଦେଶରେ…

ଏଥିପାଇଁ ଗୋଟିଏ ବି ଫିଲ୍ମରେ ଚୁମ୍ବନ ଦୃଶ୍ୟ ଦେଇନାହାନ୍ତି ନୀଳନୟନା; ସ୍ବାମୀ ଅଭିଷେକ…

ବମ୍ବେ: ବଲିଉଡର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ଜଣେ ଆଗଧାଡ଼ିର ଅଭିନେତ୍ରୀ। ପ୍ରତିଟି ଫିଲ୍ମରେ ତାଙ୍କର ଚରିତ୍ର ଚିତ୍ରଣ ମନ ଜିଣେ। ଫିଲ୍ମଗୁଡ଼ିକ ସୁପରହିଟ୍‌ ହୋଇଥିଲେ ହେଁ ଗୋଟିଏରେ ବି ସେ ଚୁମ୍ବନ ଦୃଶ୍ୟ ଦେଇନାହାନ୍ତି। କ୍ୟାମେରା ସମ୍ମୁଖରେ ଏଭଳି ଦୃଶ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?