ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ବଲିଉଡର ଲୋକପ୍ରିୟ ଅଭିନେତା ଅମିତ ମିସ୍ତ୍ରୀଙ୍କ ପରଲୋକ ଘଟିଛି। ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ଅମିତ ଅନେକ ଗୁଜୁରାଟୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ନିକଟରେ ସେ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ୱେବ ସିରିଜ୍‌ ବ୍ୟାଣ୍ଡିସ ବ୍ୟାଣ୍ଡିଟ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଅମିତଙ୍କ ଦେହାନ୍ତ ପରେ ସମଗ୍ର ସିନେ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଅନେକ ତାରକା ସୋସିଆଲ ମିଡିଆ ମାଧ୍ୟମରେ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସିନେ ଏବଂ ଟିଭି ଆର୍ଟିଷ୍ଟ ଆସୋସିଏସନ (CINTAA) ମଧ୍ୟ ତାଙ୍କୁ ଟୁଇଟ୍‌ କରି ଟୁଇଟ୍‌ କରି ଶଦ୍ଧାଞ୍ଜଳି ଜଣାଇଛି। ଅମିତଙ୍କୁ ୟମଲା ପାଗଲା ଦିୱାନା, ମ ଜେଣ୍ଟେଲମ୍ୟାନ୍‌ ଏବଂ କ୍ୟାୟା କେହନା ଭଳି ଚଳଚ୍ଚିତ୍ରରେ ଅଭିନୟର ଯାଦୁ ଦେଖାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଗଲା ଯୋଡ଼ି

ଓଡ଼ିଆ ସିନେମାରେ ଏବେ ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ ନିଜର ମନଲାଖି ଯୋଡ଼ି ପାଇଯାଇଛନ୍ତି। ଅର୍ଥାତ୍‌ ବର୍ତ୍ତମାନ ମିଳିତ ଭାବରେ ଚଳଚ୍ଚିତ୍ରଟିଏ ନିର୍ମାଣ କରିବାକୁ ଲକ୍ଷ୍ୟ...

‘ତୁମେ ସବୁଦିନ ମନେ ରହିବ’

ମୁମ୍ବାଇ: ପ୍ରସିଦ୍ଧ ଗାୟକ କେକେଙ୍କ ଦେହାନ୍ତରେ ବଲିଉଡ୍‌ ଷ୍ଟାର୍‌ ସଲମାନ ଖାନ୍‌ ଶୋକ ପ୍ରକାଶ କରିଛନ୍ତି। କେକେ ସଲମାନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଜୟ...

ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଭୂମିକାରେ ନଜର ଆସିବେ ବିବେକ

ମୁମ୍ବାଇ: ଟେଲି କଳାକାର ବିବେକ ଆନନ୍ଦ ମିଶ୍ରା, ଯେକି ଶେଷ ଥର ପାଇଁ ରାଧା କୃଷ୍ଣରେ ନଜର ଆସିଥିଲେ ଆଗାମୀ ଫିଲ୍ମ ଅନ୍ତର୍ଯ୍ୟାତ୍ରୀ ମହାପୁରୁଷ: ଦ...

ପିଲାଦିନେ ଦୁଇ ଓଳି ଦୁଇମୁଠା ଖାଇବାକୁ ମିଳୁ ନ ଥିଲା, ସ୍ବାମୀ ଛାଡ଼ପତ୍ର ଦେବା ପରେ ଭାଙ୍ଗି ପଡ଼ିଥିଲି: ରଶ୍ମି

ବମ୍ବେ: ପିଲାଦିନ ସହଜ ନ ଥିଲା। ମା’ଙ୍କୁ ବାପା ଛାଡ଼ପତ୍ର ଦେଇଥିଲେ। ସ୍ବଳ୍ପ ଆୟରେ ଏକୁଟିଆ ପିଲାମାନଙ୍କୁ ସେ ବଢ଼ାଉଥିଲେ। ପାଠପଢ଼ାରେ ଅବହେଳା କରୁ ନ...

ଭାଇଜାନଙ୍କୁ ବିବାହ କରିବାକୁ ଚାହାନ୍ତି ପାକିସ୍ତାନର ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଅର୍ଥାତ ଭାଇଜାନ୍‌ଙ୍କୁ କିଏ ବା ପସନ୍ଦ ନ କରେ। ଆଜିବି ତାଙ୍କ ଫିଲ୍ମକୁ ଦର୍ଶକ ପାଗଳ ଭଳିି ଅପେକ୍ଷା କରି...

କାହିଁକି ଐଶ୍ୱର୍ଯ୍ୟାଙ୍କ କାନରୁ ବାହାରିଥିଲା ରକ୍ତ

ମୁମ୍ବାଇ: ଫିଲ୍ମର ଶୁଟିଂ ସେଟ୍‌ରେ ଆହତ ହେବା ସାଧାରଣ କଥା। ଶୁଟିଂ କରିବା ସମୟରେ କେତେକ ଅଭିନେତ୍ରୀ ଅଭିନେତା ଆହତ ହୋଇଥାନ୍ତି। ଏହାପରେ ବି ସେମାନେ...

ଏହି କାରଣରୁ ଅଜୟ ଦେବଗନ୍‌ଙ୍କୁ କିସ୍‌ କରିବାକୁ ମନା କରିଦେଇଥିଲେ କରିନା

ବମ୍ବେ: ବଲିଉଡର ପ୍ରଫେସନାଲ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଲେ କରିନା କପୁର ଖାନ। ସେ ସର୍ବଦା ନିଜର ବ୍ୟକ୍ତିଗତ ଏବଂ କର୍ମ ଜୀବନକୁ ଅଲଗା ରଖିଥାନ୍ତି।...

କ୍ୟାଟ୍ରିନାଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥିଲେ ରଣବୀର!

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କୈଫ ସହଜରେ ପାଖ ଲୋକଙ୍କୁ ଆପଣାର କରି ପାରନ୍ତି ବୋଲି କୁହାଯାଏ। ତାଙ୍କର ସରଳ ସ୍ବଭାବ ସମସ୍ତଙ୍କୁ ଖୁବ୍‌ ପସନ୍ଦ...

Advertisement
Archives

Model This Week