ଦୁଇ ପୁଅଙ୍କ ଇଚ୍ଛା, ପୁଣି ଥରେ ବିବାହ କରନ୍ତୁ ଅଭିନେତ୍ରୀ ମା’

ନୂଆଦିଲ୍ଲୀ,୨୧।୪: ଅଭିନେତ୍ରୀ ଉର୍ବଶୀ ଢୋଲକିଆ ସିଙ୍ଗଲ ମଦର ଭାବେ ଜାଆଁଳା ପୁଅ ସାଗର ଓ କ୍ଷିତିଜଙ୍କୁ ସମ୍ଭାଳୁଛନ୍ତି। କିନ୍ତୁ ତାଙ୍କ ଦୁଇ ପୁଅ ଚାହଁାନ୍ତି ମା’ ଆଉ ଥରେ ବିବାହ କରନ୍ତୁ କିମ୍ବା ଡେଟ୍‌ରେ ଯାଆନ୍ତୁ। ଏକ ଇଂରାଜୀ ଖବର କାଗଜକୁ ସାକ୍ଷାତ୍‌କାର ଦେଇ ଢୋଲକିଆ ଏହା କହିଛନ୍ତି।

ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ଖୁବ୍‌ କମ୍‌ ବୟସରୁ କ୍ୟାରିୟର ଆରମ୍ଭ କରିଥିବା ଉର୍ବଶୀ ୧୬ ବର୍ଷ ବୟସରେ ବିବାହ କରିଥିଲେ। ଏହାର ପର ବର୍ଷ ଜନ୍ମ ହୋଇଥିଲେ ଯାଆଁଳା ପୁଅ। ପରେ ସ୍ବାମୀଙ୍କ ଠାରୁ ଅଲଗା ହୋଇଯାଇଥିଲେ। ଏହାପରେ ଅଭିନେତା ଅନୁଜ ସଚଦେବଙ୍କ ସହ କିଛି ବର୍ଷ ରିଲେଶନଶିପ୍‌ରେ ଥିଲେ ଉର୍ବଶୀ। କିନ୍ତୁ ସେମାନଙ୍କ ମଧ୍ୟରେ ବିଚ୍ଛେଦ ଘଟିଥିଲା। ଏବେ ପରିବାର ଓ ଛୁଆମାନେ ଚାହାନ୍ତି, ସେ ପୁଣି ଥରେ ବିବାହ କରନ୍ତୁ।

ମୋ ଛୁଆମାନେ ଚାହୁଁଛନ୍ତି, ମୁଁ ପୁଣି ଥରେ ସେଟେଲ ହୋଇଯାଏ। କିନ୍ତୁ ଏହାକୁ ମୁଁ ଗୁରୁତ୍ୱ ଦେଇ ନାହିଁ। ମୋତେ ଯେତେବେଳେ ଏ ସମ୍ପର୍କରେ ପଚାରନ୍ତି, ମୁଁ ହସରେ ଉଡ଼ାଇ ଦିଏ। ଏହାର ଅର୍ଥ ନୁହେଁ, ମୋର ସମୟ ଚାଲି ଯାଇଛି। କିନ୍ତୁ ଗୋଟିଏ ସମୟ ପରେ ନିର୍ଦ୍ଦିଷ୍ଟ କଥା ମୁଁ ଚିନ୍ତା କରେ ନାହିଁ। ଏହା ଘଟିବାର ଥିଲେ, ଘଟିବ। ଆଉ ମୁଁ ଜଣେ ସ୍ବାଧିନ ମହିଳା ଓ ନିଜ ସର୍ତ୍ତରେ ଜୀବନ ବିତାଉଛି। ଏଣୁ ମୋର ଏଭଳି ଜଣେ ବ୍ୟକ୍ତି ଦରକାର ଯିଏ ମୋ ସ୍ବାଧିନତାକୁ କ୍ଷୁର୍ଣ୍ଣ କରିବା ବଦଳରେ ବୁଝିବ ବୋଲି ଉର୍ବଶୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭାବସ୍ଥାରେ ଫିଟ୍‌ ରହିବାକୁ ଏମିତି କରୁଛନ୍ତି କରିନା

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ଖୁବ୍‌ଶୀଘ୍ର ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମଦେବାକୁ ଯାଉଛନ୍ତି। ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି। ଏହି ସମୟରେ ସେ...

ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ଦେଖି ଇମୋଶନାଲ ହେଲେ ତାପସୀ

ମୁମ୍ବାଇ: କରୋନା ମହାମାରୀ ସହ ଏବେ ସାରା ବିଶ୍ୱ ଲଢେଇ କରୁଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡି ନାହିଁ। ଏହି ସଂକ୍ରମଣକୁ ରୋକିବାକୁ...

ଥରକେ ଏତିକି ସିଙ୍ଗଡା ଖାଆନ୍ତି ହ୍ରିତିକ୍‌ ରୋଶନ

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ଇଣ୍ଡ୍ଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଡ୍ୟାନ୍ସ ହେଉ କି ଅଭିନୟ ସବୁଥିଲେ ସେ ବେଶ୍‌ ପାରଙ୍ଗମ।...

ଅର୍ପିତାଙ୍କ ପାଇଁ ଏଥର ଜନ୍ମଦିନ ପାଳନ କରିବେ ନାହିଁ ସଲମାନ!

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁ ଆସନ୍ତା ୨୭ତାରିଖରେ ତାଙ୍କର ୫୪ ତମ ଜନ୍ମଦିନ ପାଳନ କରି ଥାଆନ୍ତେ। ସବୁଥର ସେ ତାଙ୍କ ଫାର୍ମ ହାଉସରେ...

କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ୍‌-୨’ ଶୁଟିଂ ସେଟ୍‌ରେ ଦୁର୍ଘଟଣା: ସହନିର୍ଦ୍ଦେଶକଙ୍କ ସମେତ ୩ ମୃତ

ଚେନ୍ନାଇ,୨୦।୨: ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ଇଣ୍ଡିଆନ୍‌-୨ ଶୁଟିଂ ସେଟ୍‌ରେ ବଡ ଦୁର୍ଘଟଣା ଘଟିଛି। ଚେନ୍ନାଇର ଇଭିପି ଷ୍ଟୁଡିଓ ସେଟ୍‌ରେ ଲାଗିଥିବା କ୍ରେନ୍‌ କ୍ରାଶ୍‌...

ଡେଙ୍ଗୁରେ ଆକ୍ରାନ୍ତ ସୁଶାନ୍ତ

ମୁମ୍ବାଇ: ଖୁବ୍‌ କମ୍‌ ଦିନରେ ହିଁ ବଲିଉଡ୍‌ ହିରୋ ସୁଶାନ୍ତ ସିଂ ରାଜପୂତ ନିଜ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ନିକଟରେ ତାଙ୍କ ଅଭିନୀତ...

ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଦେବୁଙ୍କ ପରଲୋକ

ମୁମ୍ବାଇ,୧୦।୧୨: କଥକ ଏବଂ କଥକଲୀକୁୁ ମିଶାଇ ଏକ ନୂତନ ନୃତ୍ୟ ସୃଷ୍ଟି କରିଥିବା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଓସ୍ତାଦ ଦେବୁଙ୍କର ଦେହାନ୍ତ ହୋଇଛି। ଗୁରୁବାର ସକାଳେ ମୁମ୍ବାଇରେ...

୧୨ ବର୍ଷ ସାନ ଏହି ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ବିବାହିତା ଅଭିନେତ୍ରୀ: ଏମିତି ଆରମ୍ଭ ହୋଇ ଥିଲା ଲଭ୍‌ ଷ୍ଟୋରି

ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କ ଆଉ କାହାକୁ ଅଛପା ନାହିଁ। ଦୁହେଁ ସୋସିଆଲ ମିଡିଆରେ ନିଜ ପ୍ରେମକୁ ଅନେକ ଥର ଖୋଲାଖୋଲି ଭାବେ...

Advertisement
Archives

Model This Week