ମନୋରଞ୍ଜନ

କୋହଲିଙ୍କ ଏମିତି କାର୍ଯ୍ୟ ଦେଖି ଭାବପ୍ରବଣ ହେଲେ ଅନୁଷ୍କା

ମୁମ୍ବାଇ,୩୦।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଜଣାଶୁଣା। କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଉଭୟଙ୍କ ପ୍ରେମ କାହାଣୀ ବିଷୟରେ ଜାଣିବାକୁ…

କରୋନା କବଳରେ କରିନା କପୁରଙ୍କ ବାପା; ଅବସ୍ଥା ଗୁରୁତର ଥିବାରୁ…

ବମ୍ବେ: ବଲିଉଡ୍‌ର ବିଶିଷ୍ଟ ଅଭିନେତା ରାଜ କପୁରଙ୍କ ବଡ଼ ପୁଅ ତଥା ୭୦ ଏବଂ ୮୦ ଦଶକର ନାୟକ ରଣଧୀର କପୁରଙ୍କୁ କରୋନା। କୋଭିଡ୍‌ ସଂକ୍ରମଣ ଯୋଗୁ ବୁଧବାର ଅପରାହ୍ନରେ ତାଙ୍କ ସ୍ବାସ୍ଥାବସ୍ଥା ବିଗିଡ଼ି ଯାଇଥିଲା। ଫଳରେ ତାଙ୍କୁ ବମ୍ବେସ୍ଥିତ କୋକିଲାବେନ…

ଶେଷ ସମୟରେ ମା’ଙ୍କୁ ମନେ ପକାଉଥିଲେ ଏହି ଅଭିନେତା; ସ୍ତ୍ରୀଙ୍କୁ କହିଥିଲେ ‘ସେ ମୋତେ ନେବାକୁ ଆସିଛି’

ବମ୍ବେ: ବଲିଉଡ୍‌ ଅଭିନେତା ଇରଫାନ ଖାନଙ୍କ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ୨୦୨୦ ଏପ୍ରିଲ ୨୯ରେ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର ଯୋଗୁ ଅଭିନେତାଙ୍କ ଦେହାନ୍ତ ହୋଇଥିଲା। ଏହି ଖବର ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ତାଙ୍କ ଅଭିନୟକୁ ଚିରକାଳ ଝୁରିହେବେ ବୋଲି ସେମାନେ…

କୋଟିଏ ଟଙ୍କାରୁ ଗୋଟିଏ ଜୀବନ ମୂଲ୍ୟବାନ: ସୋନୁ ସୁଦ

ମୁମ୍ବାଇ: ଅଭିନେତା ସୋନୁ ସୁଦ କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ଟୁଇଟରରେ ସୋନୁ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ଯେଉଁ ଲୋକ ଅସୁବିଧାରେ ପଡ଼ି ତାଙ୍କ ସହାୟତା ମାଗୁଛନ୍ତି ସେ ସଙ୍ଗେ ସଙ୍ଗେ…

ଏହି ପ୍ରସିଦ୍ଧ ଅଭିନେତା ଗିରଫ

ଲୁଧିୟାନା,୨୮।୪: କରୋନା ଗାଇଡଲାଇନର ଉଲ୍ଲଂଘନ ଅଭିଯୋଗରେ ଅଭିନେତା ଜିମି ଶେରଗିଲଙ୍କୁ ବୁଧବାର ପଞ୍ଜାବର ଲୁଧିଆନାରେ ଗିରଫ କରାଯାଇଛି। ଏହାପୂର୍ବରୁ ମଙ୍ଗଳବାର ସେ ଫିଲ୍ମର ଶୁଟିଂ କରିବା ଅଭିଯୋଗରେ ତାଙ୍କୁ ଅଟକା ଯାଇଥିଲା। ଅଭିଯୋଗ ହୋଇଛି ଯେ ଜିମି ଶୁଟିଂ ସମୟରେ ସାମାଜିକ…

ଏହି ଅଭିନେତ୍ରୀଙ୍କ ଜେଜେମା’ ୪ ସନ୍ତାନ ସତ୍ତ୍ୱେ ସ୍ବାମୀଙ୍କଠାରୁ ହୋଇଥିଲେ ଅଲଗା

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଲୀଳା ଚିତନିସ ତଥା କାଜଲଙ୍କ ଜେଜେମା’ ନିଜର ସୁନ୍ଦରତା ସହ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ୪ ସନ୍ତାନ ସତ୍ତ୍ୱେ ସେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇଥିଲେ। ପୂର୍ବରୁ ସେ ଏକ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ…

ଐଶ୍ୱର୍ଯ୍ୟା-କରିନା ନୁହନ୍ତି ଏହି ଅଭିନେତ୍ରୀ ପ୍ରଥମେ କରିଥିଲେ ସାବୁନ ପାଇଁ ବିଜ୍ଞାପନ

ବଲିଉଡ ଅଭିନେତ୍ରୀମାନେ ନିଜ ସୌନ୍ଦର୍ଯ୍ୟ ସହ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତନ୍ତି। ସେମାନେ ମଧ୍ୟ ଅନେକ ବିଜ୍ଞାପନରେ ଅଭିନୟ କରନ୍ତି। ବର୍ତ୍ତମାନର ଅନେକ ଅଭିନେତ୍ରୀ ଲକ୍ସ ସାବୁନ ବିଜ୍ଞାପନରେ ମଧ୍ୟ ଅଭିନୟ କରୁଛନ୍ତି। ତେବେ, ଲକ୍ସ ସାବୁନ୍‌ ପାଇଁ ବିଜ୍ଞାପନରେ…

ଫିଲ୍ମ, ରାଜନୀତି ଜଗତକୁ ଅଲବିଦା କହିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଦକ୍ଷିଣ ଅଭିନେତ୍ରୀ ତଥା ଭାରତୀୟ ଜାତୀୟ କଂଗ୍ରେସ ପୂର୍ବତନ ଏମ୍‌ପି ଥିବା ରମ୍ୟା ଉଭୟ ଚଳଚ୍ଚିତ୍ର ଏବଂ ରାଜନୀତିକୁ ଅଲବିଦା କହିଛନ୍ତି। ତାଙ୍କୁ ରାହୁଲ ଗାନ୍ଧୀଙ୍କ ଟିମ୍‌ର ପ୍ରମୁଖ ସଦସ୍ୟ ବୋଲି କୁହାଯାଉଥିଲା। ଏନେଇ ସେ କହିଛନ୍ତି ଯେ ମୁଁ ଭାରତୀୟ…

ଜନ୍ମଦିନ ପାଳନ କରନ୍ତି ନାହିଁ ସୋନୁ ସୁଦ: ଜାଣନ୍ତୁ କାହିଁକି

ବଲିଉଡ ଅଭିନେତା ସୋନୁ ସୁଦ କରୋନା ସମୟରେ ଲୋକଙ୍କ ପାଇଁ ଭଗବାନ ପାଲଟିଛନ୍ତି। କରୋନା ଯୋଗୁ ଲକ୍‌ଡଉନ୍‌ ହେବା ପରଠାରୁ ଲୋକଙ୍କୁ ସହାୟତାର ହାତ ବଢାଇଆସୁଛନ୍ତି ସୋନୁ ସୁଦ। ତାଙ୍କ ବିଷୟରେ ଏକ ରୋଚକ ତଥ୍ୟ ରହିଛି। ସୋନୁ ତାଙ୍କ ଜନ୍ମଦିନ…

୧୮ ବର୍ଷ ପୂରଣ ହେବା ପୂର୍ବରୁ ମା’ ହୋଇଥିଲେ ଏହି ସୁନ୍ଦରୀ ବଲିଉଡ୍‌ ଅଭିନେତ୍ରୀ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀଙ୍କୁ ସୋମବାର ୭୩ ବର୍ଷ ପୂରଣ ହୋଇଛି। ୧୯୪୮ ଏପ୍ରିଲ ୨୬ରେ କୋଲକାତାଠାରେ ସେ ଜନ୍ମଗ୍ରହଣ କରିଥିଲେ। ଅତି କମ ବୟସରୁ ସେ ଶିଶୁକଳାକାର ଭାବେ ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ। ମୌସୁମୀଙ୍କ ପ୍ରକୃତ ନା…

ଲୋକଙ୍କ ନିକଟରେ ଖାଦ୍ୟ ପ୍ୟାକେଟ ପହଞ୍ଚିବା ପୂର୍ବରୁ ମାନ ଯାଞ୍ଚ କଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ମହାରାଷ୍ଟ୍ରରେ ଲକ୍‌ଡାଉନ୍‌ ଯୋଗୁ ସେ କରୋନା ଯୋଦ୍ଧାମାନଙ୍କ ପାଇଁ ଜଳଖିଆ ପଠାଇବାର ବନ୍ଦୋବସ୍ତ କରିଛନ୍ତି। ମାତ୍ର ଏହା ସେମାନଙ୍କ ନିକଟରେ ପହଞ୍ଚିବା…

ବିନା ଗ୍ଲିସେରିନରେ କାନ୍ଦି ପକାଉଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ରେ ମୌସୁମୀ ଚାଟାର୍ଜୀ ୭୦ ଏବଂ ୮0 ଦଶକରେ ଅଭିନେତ୍ରୀ। ତାଙ୍କ ରୋମାଣ୍ଟିକ ଅଭିନୟ ପାଇଁ ସେ ଦର୍ଶକଙ୍କୁ ପାଗଳ କରିଦେଉଥିଲେ। ୨୬ ଏପ୍ରିଲ ୧୯୫୩ରେ ସେ କଲିକତାରେ ଜନ୍ମଗ୍ରହଣ କରିଥିଲେ।୧୯୬୭ ମସିହାରେ ମୁକ୍ତିଲାଭ କରିଥିବା ବଙ୍ଗଳା ଚଳଚ୍ଚିତ୍ର ‘ବାଳିିକାବଧୂ’ରୁ ଅଭିନୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?