ସ୍ବାମୀ ପ୍ରଥମ ବିବାହ କରିବା ବେଳେ ୧୧ ବର୍ଷର ଥିଲେ ଏହି ଅଭିନେତ୍ରୀ: କହିଥିଲେ ‘ ବିବାହର ଶୁଭେଚ୍ଛା ଅଙ୍କଲ’

ବମ୍ବେ: ବଲିଉଡ୍‌ର ବେବୋଙ୍କ ହାତ ଧରିବା ପୂର୍ବରୁ ନିଜଠାରୁ ବାର ବର୍ଷ ବଡ଼ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ ନବାବ ସୈଫ ଅଲ୍ଲୀ ଖାନ। ଏପରିକି ସେ ବିବାହ କରିବା ସମୟରେ କରିନାଙ୍କୁ ହୋଇଥିଲା ମାତ୍ର ୧୧ବର୍ଷ। ବିବାହରେ ଯୋଗଦେଇ ‘ ବିବାହର ଶୁଭେଚ୍ଛା ଅଙ୍କଲ’ ବୋଲି ମଧ୍ୟ କରିନା ସୈଫଙ୍କୁ କହିଥିଲେ। ସେ ସମୟରେ ଉଭୟ ଭବିଷ୍ୟତରେ ଏକାଠି ହେବେ ବୋଲି ଭାବି ନ ଥାଇପାରନ୍ତି। ହେଲେ ପରବର୍ତ୍ତୀ ସମୟରେ ତାହା ସତ ହୋଇଛି। ନିଜଠାରୁ ୧୦ ବର୍ଷ ବଡ଼ ସୈଫଙ୍କୁ ନିଜର ଜୀବନସାଥୀ ରୂପେ ବାଛି ନେଇଛନ୍ତି କରିନା।

୨୦୦୪ରେ ଅମୃତାଙ୍କୁ ଛାଡ଼ପତ୍ର ଦେଇଥିଲେ ସୈଫ୍‌। ପରେ ଚଳଚ୍ଚିତ୍ର ସିଲସିଲେରେ କରିନାଙ୍କୁ ଭେଟିଥିଲେ ସେ। ଧିରେ ଧିରେ ସେମାନେ ନିକଟତର ହୋଇଥିଲେ। ୨୦୦୭ରେ ଉଭୟଙ୍କ ଅନ୍ୟଏକ ଫିଲ୍ମ ‘ଟଶନ’ ରିଲିଜ ହୋଇଥିଲା। ଏହାର ୫ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ସେମାନେ ଡେଟ୍‌ କରିଥିଲେ। ୨୦୧୨ ଅକ୍ଟୋବର ୧୬ରେ ଉଭୟ ବିବାହ କରିନେଇଥିଲେ। ଏବେ ଉଭୟ ବଲିଉଡ୍‌ର ପାଓ୍ବାର କପୁଲ। କରିନା ଦ୍ୱିତୀୟ ଥର ମା’ ହେବାକୁ ନେଇ ମଧ୍ୟ ଚର୍ଚ୍ଚାରେ ରହୁଥିଲେ। ନିକଟରେ ତାଙ୍କର ଆଉ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁଡ଼ା ଚୋର

କୁକୁଡ଼ା ଚୋରିକୁ ନେଇ କ’ଣ ଏକ ସିନେମା ନିର୍ମାଣ କରାଯାଇପାରେ? ହେଲେ ସେପରି ଏକ କୌତୂହଳପୂର୍ଣ୍ଣ ତଥା ସତ୍ୟ ଘଟଣାକୁ ଆଧାର କରି ପ୍ରସ୍ତୁତ ହୋଇଛି...

ଡ୍ୟାନ୍ସ ନମ୍ବରରେ ଦର୍ଶକଙ୍କ ଦିଲ ଜିତିବେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁରଙ୍କୁ କୋରିଓଗ୍ରାଫରରୁ ନର୍ଦ୍ଦେଶକ ହୋଇଥିବା ବୋସକୋ ଲେସଲି ମାର୍ଟିସଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ପ୍ରଥମ ମୁଭି ‘ରକେଟ ଗ୍ୟାଙ୍ଗ’ରେ ଏକ...

ମା’ଙ୍କ ପୁରୁଣା ଶାଢିରୁ ଡ୍ରେସ୍‌ ତିଆରି କଲେ ଏହି ଅଭିନେତା

ମୁମ୍ବାଇ,୧୪।୧୧-ଆଜି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ବଲିଉଡ ଅଭିନେତା ରିତେଶ ଦେଶମୁଖ ତାଙ୍କ ପ୍ରଂଶସକମାନଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି। ରିତେଶ ଏକ ଭିଡିଓ ସୋସିଆଲ...

ଏହି ଅଭିନେତାଙ୍କ ସହ ଡେଟ୍‌ କରୁଛନ୍ତି ପୂଜା ବାତ୍ରା

ଫିଲ୍ମଜଗତରେ ଅଭିନେତ୍ରୀ ପୂଜା ବାତ୍ରା ୨୦ ବର୍ଷ ପୂରଣ କରିସାରିଛନ୍ତି। ୨୦୧୭ରେ ଶେଷଥର ପାଇଁ ଫିଲ୍ମ ‘ମିରର ଗେମ୍‌’ରେ ନଜର ଆସିଥିଲେ ପୂଜା। ଏହା ପରଠାରୁ...

ରଣବୀରଙ୍କ ପରେ ଏବେ କୁନାଲ ହେଲେ ‘ନ୍ୟୁଡ୍‌’

ବମ୍ବେ: କିଛି ଦିନ ପୂର୍ବେ ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ରହିଥିଲେ ଅଭିନେତା ରଣବୀର ସିଂ। କିଛି ଲୋକ ତାଙ୍କୁ ବିରୋଧ କରିଥିବା ବେଳେ କିଛି...

ମୁହଁ ଖୋଲିଲେ ତାପସି

ମୁମ୍ବାଇ,୬ ।୩: ବଲିଉଡ୍ ନାୟିକା ତାପସି ପନ୍ନୁଙ୍କ ଘରେ ଆୟକର ବିଭାଗର ଚଢାଉ ସହ ତାଙ୍କୁ ଲଗାତାର ଭାବେ ପଚରା ଉଚରା କରାଯାଉଛି । ଅଭିଯୋଗ...

ଦର୍ଶକଙ୍କୁ ହସାଉଛି ଅକ୍ଷୟଙ୍କ ‘ହାଉସଫୁଲ-୪’: ପ୍ରଶଂସକ କହିଲେ ଦୀପାବଳି ଉପହାର

ମୁମ୍ବାଇ: ପରଦାରେ ମଲ୍ଟିଷ୍ଟାରର୍‌ ଫିଲ୍ମ ‘ହାଉସ୍‌ଫୁଲ୍‌-୪। ଚଳଚ୍ଚିତ୍ରର ଟ୍ରେଲର୍‌ ଏବଂ ଗୀତକୁ ନେଇ ଦର୍ଶକଙ୍କ ମନରେ ପ୍ରଥମରୁ ଉତ୍ସାହ ରହିଥିଲା। ଏବେ ସିନେମା ରିଲିଜ ହେବା...

ହଲିଉଡ ପାଇଁ ମନ ବଳାଇଲେଣି କାର୍ତ୍ତିକ

ମୁମ୍ବାଇ: ଏବେ ପରଦାରେ କମାଲ କରୁଛି କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ମୁଭି ‘ଭୁଲ ଭୁଲେୟା ୨’ । ଗୋଟିଏ ପଟେ ସାଉଥ୍ ଇଣ୍ଡଷ୍ଟ୍ରିରେ ଗୋଟିଏ ପରେ...

Advertisement
Archives

Model This Week