ମନୋରଞ୍ଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ଲୋକପ୍ରିୟ ଅଭିନେତା, ପ୍ରେମିକାଙ୍କ ଧରିଲେ ହାତ

ବମ୍ବେ: ହାତକୁ ଦୁଇ ହାତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତା ବିକ୍ରମ ସିଂହ ଚୌହାନ। ପ୍ରେମିକା ସ୍ନେହା ଶୁକ୍ଳାଙ୍କୁ ବିବାହ କରିଛନ୍ତି ସେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଉତ୍ସବ ବେଶ୍‌ ଗୋପନୀୟ ଭାବେ କରାଯାଇଛି। ଏଥିରେ କେବଳ ପରିବାର…

ବିବାହର ନଅ ବର୍ଷ ପରେ ବାପା ହେଲେ ଏହି ଅଭିନେତା, ଘରକୁ ଆସିଲା କୁନି ଅତିଥି

ବମ୍ବେ: ବିବାହର ନଅ ବର୍ଷ ପରେ ‘କସୌଟି ଜିନ୍ଦେଗୀ କି-୨’ ଫେମ୍‌ ସାହିଲ ଆନନ୍ଦଙ୍କ ଘରକୁ ଆସିଛି ନୂଆ ଅତିଥି। ସେ ବାପା ହୋଇଥିବା ନେଇ ଶୁକ୍ରବାର ଇନ୍‌ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ଗତ ଏପ୍ରିଲ ୧୪ରେ ଅଭିନେତାଙ୍କ ସ୍ତ୍ରୀ ରଜନୀତ୍‌ ମୋଙ୍ଗା…

ଭାରତକୁ ସହାୟତା ପାଇଁ ଆଗକୁ ଆସିଲେ ପ୍ରିୟଙ୍କା-ନିକ୍‌; ଦୂରରେ ଥାଇ ବି…

ବମ୍ବେ: ଭାରତରେ ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ତଦନୁଯାୟୀ ଡାକ୍ତରଖାନାରେ ଭେଣ୍ଟିଲେଟର, ଅକ୍ସିଜେନ ସିଲିଣ୍ଡର ଏବଂ ଔଷଧ ଆଦିର ଅଭାବ ଦେଖାଦେଇଛି। ବିପଦର ଏଭଳି ପରିସ୍ଥିତିରେ ମନୋରଞ୍ଜନଜଗତ ସହ ଜଡ଼ିତ ଅନେକ କଳାକାର ସହାୟତା ପାଇଁ ଆଗେଇ…

କରୋନା ସହ ଲଢ଼େଇରେ ହାରିଗଲେ ଆଉ ଜଣେ ଅଭିନେତା; ଶୋକରେ ବୁଡ଼ିଲା…

ବମ୍ବେ: କରୋନାରେ ଆଖି ବୁଜିଲେ ଆଉ ଜଣେ କଳାକାର। ବଲିଉଡ୍‌ ତଥା ଟେଲିଭିଜନର ଲୋକପ୍ରିୟ ଅଭିନେତା ବିକ୍ରମଜିତ କନ୍‌ଓ୍ବରପାଲଙ୍କ ପରଲୋକ ଘଟିଛି। ସେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏବେ ତାଙ୍କ ଦେହାନ୍ତ ଖବର ଶୁଣି କଳାକାରଜଗତରେ ଶୋକର ଛାୟା ଖେଳିଯାଇଛି।…

କରୋନାରେ ଟେଲି ତାରକାଙ୍କ ଅବସ୍ଥା ବେହାଲ: କିଏ ଆଇସିୟୁରେ ତ କିଏ ଖୋଜୁଛନ୍ତି ଶଯ୍ୟା, ଆଉ…

ବମ୍ବେ: କରୋନାର ଦ୍ୱିତୀୟ ଲହର ସହ ଲଢ଼ୁଛି ସାରା ଦେଶ। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ମଧ୍ୟ ଏଥିରେ ପ୍ରଭାବିତ ହେଉଛନ୍ତି। ଅନେକ କଳାକାର କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇସାରିଛନ୍ତି। ହେଲେ ଏଭଳି କେତେଜଣ ଅଛନ୍ତି ଯେଉଁମାନେ ମହାମାରୀ…

ପାରିଲେନି; କରୋନା ସହ ଲଢ଼େଇରେ ହାରିଗଲେ ‘ଶୁଟର୍‌ ଦାଦି’

ବମ୍ବେ: ଆଉ ନାହାନ୍ତି ଶୁଟର୍‌ ଦାଦି ନାମରେ ଖ୍ୟାତ ଚନ୍ଦ୍ରୋ ତୋମାର। କରୋନା ସହ ଲଢ଼େଇରେ ସେ ହାରି ଯାଇଛନ୍ତି। କିଛି ଦିନ ତଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉତ୍ତରପ୍ରଦେଶର ବାଗପତର…

କରୋନା କାଳରେ ଆମ୍ବୁଲାନ୍ସ ଡ୍ରାଇଭର ପାଲଟିଲେ ଏହି ସୁପରଷ୍ଟାର; ରୋଗୀଙ୍କୁ ପହଞ୍ଚାଉଛନ୍ତି ଡାକ୍ତରଖାନା

ବମ୍ବେ: କରୋନା ଦ୍ୱିତୀୟ ଲହର ସହ ଲଢ଼ୁଛି ଭାରତ। ଏହାକୁ ନେଇ ବିଭିନ୍ନ ରାଜ୍ୟରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସୁଛି। ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଡାକ୍ତରଖାନାରେ ରୋଗୀଙ୍କୁ ସ୍ଥାନ ମିଳୁନାହିଁ। କିଏ ଅକ୍ସିଜେନ ପାଇଁ ତ କିଏ…

ମଦ ସହ ଡ୍ରଗ୍ସ ନିଶାରେ ବୁଡ଼ି ରହୁଥିଲେ ଏହି ଅଭିନେତା; ଏବେ ବଖାଣିଲେ…

ବମ୍ବେ: ଟାଟୁକୁ ନେଇ ଚର୍ଚ୍ଚାରେ ମୁମ୍ବାଇ ସାଗାର ଅଭିନେତା ପ୍ରତୀକ ବବ୍ବର। ସେ ଛାତିରେ ନିଜ ମା’ ଓ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ନାମର ଟାଟୁ କରିଛନ୍ତି। ଷ୍ଟାର କିଡ୍‌ ହୋଇଥିଲେ ହେଁ ସେ ବଲିଉଡ୍‌ ଜଗତରେ ନାମ କମାଇବା ପାଇଁ…

କରୋନା ସମୟରେ ଫଟୋ ନେବେ କହି ଅଭିନେତ୍ରୀଙ୍କ ପାଖରେ ପହଞ୍ଚିଲେ ପ୍ରଶଂସକ, ପରେ କଲେ ଏମିତି; ତାତିଲେ ଅଭିନେତ୍ରୀ

ଅଭିନେତ୍ରୀ ସାରା ଅଲ୍ଲୀ ଖାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଫଟୋ ପୋଷ୍ଟ କରନ୍ତି। କରୋନା ଲାଗି ହୋଇଥିବା ଲକ୍‌ଡାଉନ୍‌ ସମସ୍ତଙ୍କୁ ଘରେ ରହିିବାକୁ ବାଧ୍ୟ କରିଛି। ଏହି କାରଣରୁ ଅଧିକାଂଶ ଷ୍ଟାର ଘରେ…

ଦୁଇରୁ ତିନି ହେଲେ ଟେଲି ପରଦାର ଏହି ଯୋଡ଼ି, ଘରକୁ ଆସିଲା…

ବମ୍ବେ: ମା’ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ଅଦିତି ମଲ୍ଲିକ। ସେ ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ବିବାହର ଦଶ ବର୍ଷ ପରେ ଘରକୁ ଖୁସି ଖବର ଆସିଥିବାରୁ ଉଭୟ ଅଦିତି ଏବଂ ସ୍ବାମୀ ତଥା ଅଭିନେତା ମୋହିତ ମଲ୍ଲିକ…

ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ

ଫିଲ୍ମ ଷ୍ଟାର ସବୁବେଳେ ଚର୍ଚ୍ଚାରେ। ସେମାନଙ୍କ ଖବର ତୁରନ୍ତ ଗଣମାଧ୍ୟମରେ ପବନ ପରି ବ୍ୟାପିଥାଏ। ଏହା ବୃତ୍ତିଗତ ଜୀବନ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ସହିତ ଜଡିତ କିଛିବି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପୂର୍ବରୁ ଗର୍ଭବତୀ…

ଏହି ଅଭିନେତ୍ରୀଙ୍କଠାରୁ ଚକୋଲେଟ୍‌ ନେବା ପରେ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ ରିଷି କପୁର, ପୂରା ଘଟଣା ଜାଣିଲେ…

ଅଭିନେତା, ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ଥିବା ରିଷି କପୁର ଆଜି ନାହାନ୍ତି ସତ କିନ୍ତୁ ତାଙ୍କ ସ୍ମୃତି ଦର୍ଶକଙ୍କ ମନରେ ଆଜିବି ଜୀବନ୍ତ। ସେ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେ ଏକ ଏପରି ପରିବାରରୁ ଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?